ଓଡ଼ିଆ ଖବରକାଗଜ ସୂଚୀ

ଏହି ୱେବ୍‌ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ତଳେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।

ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ଖବରକାଗଜର ସ୍ୱତନ୍ତ୍ର ପୃଷ୍ଠା ବା ଫାଇଲ୍ ଖୋଲିବ। ‘ଉତ୍କଳ ଦୀପିକା’ ଭଳି ଅଧିକ ସଂଖ୍ୟା ଥିବା ଖବରକାଗଜ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ ଦବାଇ ଫାଇଲ୍‌ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରିହେବ।

ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍‌ର ଆକାର ସୂଚାଇ ଦିଆଯାଇଛି।

ସମ୍ବଲପୁର ହିତୈଷିଣୀ, ଉତ୍କଳ ଦୀପିକା ଆଦି ପୁରୁଣା ଖବରକାଗଜଗୁଡ଼ିକର ମାତ୍ର ଗୋଟିଏ ଗୋଟିଏ ନକଲ ଏବେ ମିଳୁଛି। ଏଗୁଡ଼ିକର ଅବସ୍ଥା ବେଶ୍ ଖରାପ। ତେଣୁ ଏଠାରେ ରହିଥିବା ଡିଜିଟାଲ ପ୍ରତିରୂପ ବ୍ୟବହାର କଲାବେଳେ ସେକଥା ମନରେ ରଖିବାକୁ ଅନୁରୋଧ। ପିଡିଏଫ୍ ଫାଇଲ୍‌କୁ ବଡ଼କରି ଦେଖିଲେ ପଢ଼ିବା ସହଜ ହେବ। ଏଥିପାଇଁ ବଡ଼ ମନିଟର ବିଶେଷ ଭାବରେ ସାହାଯ୍ୟ କରିବ।
 ଖବରକାଗଜ ନାମTitle ଆରମ୍ଭ / Startedସୂଚନା-ନମୁନା /
Notes-Preview
ଖୋଲନ୍ତୁ / Open
ଉତ୍କଳ ଦୀପିକାUtkal̥a Dīpikā୧୮୬୬ / 1866- -ସୂଚୀ / Index
ବାଲେଶ୍ୱର ସମ୍ବାଦବାହିକାBāleśwara Sambādabāhikā୧୮୬୮ / 1868- -ସୂଚୀ / Index
ଓଡ଼ିଆ ଓ ନବସମ୍ବାଦOriā O Nabasambāda୧୮୮୮ / 1888- -ସୂଚୀ / Index
ସମ୍ବଲପୁର ହିତୈଷିଣୀSambalpur Hiteiṣiṇi୧୮୮୯ / 1889- -ସୂଚୀ / Index
ଆଶାĀśā୧୯୧୪ / 1914- -ସୂଚୀ / Index
ସେବାSebā୧୯୨୧ / 1921- -ସୂଚୀ / Index
ଦେଶକଥାDeśakathā୧୯୩୦ / 1930- -ସୂଚୀ / Index
ନବୀନNabīna୧୯୩୦ / 1930- -ସୂଚୀ / Index
ସତ୍ୟ ସମାଚାରSatẏa Samācara୧୯୩୦ / 1930- -ସୂଚୀ / Index
ଓଡ଼ିଆOriā୧୮୮୭ / 1887ସୂଚନା-ନମୁନା / Notes-Previewଫାଇଲ / File (2 mb)
ପୁରୁଷୋତ୍ତମ ପତ୍ରିକାPuruṣottama Patrikā୧୮୮୨ / 1882ସୂଚନା-ନମୁନା / Notes-Previewଫାଇଲ / File (7 mb)
ମଯୂରଭଞ୍ଜMaẏurbhanja୧୮୮୦ / 1880ସୂଚନା-ନମୁନା / Notes-Previewଫାଇଲ / File (4 mb)
ନବସମ୍ବାଦNabasambāda୧୮୮୭ / 1887ସୂଚନା-ନମୁନା / Notes-Previewଫାଇଲ / File (11 mb)
ଉତ୍କଳପୁତ୍ରUtkal̥aputra୧୮୭୩ / 1873ସୂଚନା-ନମୁନା / Notes-Previewଫାଇଲ / File (1 mb)
ଉତ୍କଳ ହିତୈଷିଣୀ
(ଓଡ଼ିଶା ପାଟ୍ରିଅଟ୍)
Utkal̥a Hiteiṣiṇi
(The Patriot, Orissa)
୧୮୭୩ / 1873ସୂଚନା-ନମୁନା / Notes-Previewଫାଇଲ / File (8 mb)
ଷ୍ଟାର ଅଫ୍ ଉତ୍କଲ୍Star of Utkal୧୯୦୫ / 1905ସୂଚନା-ନମୁନା / Notes-Previewଫାଇଲ / File (6 mb)
ସାମ୍ୟ-ବାଦୀSāmẏabādi୧୮୮୮ / 1888ସୂଚନା-ନମୁନା / Notes-Previewଫାଇଲ / File (2 mb)
ପ୍ରଜାତନ୍ତ୍ରPrajātantra୧୯୨୪ / 1924ସୂଚନା-ନମୁନା / Notes-Previewଫାଇଲ / File (3 mb)
ହୀରାଖଣ୍ଡ
(ସାପ୍ତାହିକ)
Hirākhanda୧୯୩୯ / 1939ସୂଚନା-ନମୁନା / Notes-Previewଫାଇଲ / File (1 mb)
ଲୋକମତLokamata୧୯୩୯ / 1939ସୂଚନା-ନମୁନା / Notes-Previewଫାଇଲ / File (16 mb)
ଉତ୍କଳ ଦର୍ପଣUtkal̥a Darpaṇa୧୮୭୫ / 1875ସୂଚନା-ନମୁନା / Notes-Previewଫାଇଲ / File (8 mb)