ଓଡ଼ିଆ ପତ୍ରିକା ସୂଚୀ

ଏହି ୱେବ୍‌ସ୍ଥଳୀରେ ରହିଥିବା ପତ୍ରିକାଗୁଡ଼ିକର ତାଲିକା ତଳ ସାରଣୀରେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।

ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ପତ୍ରିକାର ସ୍ୱତନ୍ତ୍ର ପୃଷ୍ଠା ଖୋଲିବ କିମ୍ବା ତାହାର ପିଡିଏଫ୍ ଫାଇଲ୍ ଡାଉନ୍‌ଲୋଡ୍ ହେବ। ‘ଉତ୍କଳ ସାହିତ୍ୟ’ ଭଳି ଅଧିକ ସଂଖ୍ୟା ଥିବା ପତ୍ରିକା ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ କ୍ଲିକ୍ କରି ଫାଇଲ୍‌ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରିହେବ।

ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍‌ର ଆକାର ସୂଚାଇ ଦିଆଯାଇଛି।

 

 ପତ୍ରିକା ନାମTitle ଆରମ୍ଭ / Startedସୂଚନା-ନମୁନା /
Notes-Preview
ଖୋଲନ୍ତୁ / Open
ପ୍ରବୋଧ ଚନ୍ଦ୍ରିକା Prabodha Candrikā ୧୮୫୬ / 1856- -ସୂଚୀ / Index
ବିଦେଶୀBideśi୧୮୭୩ / 1873- -ସୂଚୀ / Index
ଉତ୍କଳ ଦର୍ପଣUtkal̥a Darpaṇa୧୮୭୩ / 1873- -ସୂଚୀ / Index
ଉତ୍କଳ ମଧୁପUtkaḷa Madhupa୧୮୭୮/ 1878- -ସୂଚୀ / Index
ସେବକSebaka୧୮୮୩ / 1883- -ସୂଚୀ / Index
ତାରକାTāraka୧୮୮୩ / 1883- -ସୂଚୀ / Index
ପ୍ରଦୀପPradipa୧୮୮୫ / 1885- -ସୂଚୀ / Index
ଶିକ୍ଷାବନ୍ଧୁŚikhẏābandhu୧୮୮୫ / 1885- -ସୂଚୀ / Index
ସଂସ୍କାରକ ଓ ସେବକSamskāraka O Sebaka୧୮୮୬ / 1886- -ସୂଚୀ / Index
ତାରକା ଓ ଶୁଭବାର୍ତ୍ତାTārakā O Śubhabārta୧୮୮୭ / 1887- -ସୂଚୀ / Index
ଉତ୍କଳ-ପ୍ରଭାUtkal̥a-Prabhā୧୮୯୦ / 1890- -ସୂଚୀ / Index
ଆଶାĀśā୧୮୯୨ / 1892- -ସୂଚୀ / Index
ଇନ୍ଦ୍ରଧନୁIndradhanu୧୮୯୩ / 1893- -ସୂଚୀ / Index
ଉତ୍କଳ ସାହିତ୍ୟUtkal̥a Sāhitẏa୧୮୯୭ / 1897- -ସୂଚୀ / Index
ଉତ୍କଳ ମଧୁପ Utkal̥a Madhupa୧୯୦୦ / 1900- -ସୂଚୀ / Index
ମୁକୁରMukura୧୯୦୬ / 1906- -ସୂଚୀ / Index
ସୁଧାSudhā୧୯୦୬ / 1906ସୂଚନା-ନମୁନା / Notes-Previewଫାଇଲ / File (1 mb)
ପ୍ରଚାରPracāra୧୯୧୪ / 1914ସୂଚନା-ନମୁନା / Notes-Previewଫାଇଲ / File (1 mb)
ସତ୍ୟବାଦୀSatẏabādi୧୯୧୫ / 1915- -ସୂଚୀ / Index
ପରିଚାରିକାParicārikā୧୯୧୬ / 1916- -ସୂଚୀ / Index
ଶିକ୍ଷା-ଦର୍ପଣŚikhẏā-Darpaṇa୧୯୧୬ / 1916ସୂଚନା-ନମୁନା / Notes-Previewଫାଇଲ / File (8 mb)
ସମାଜମିତ୍ରSamājamitra୧୯୧୭ / 1917ସୂଚନା-ନମୁନା / Notes-Previewଫାଇଲ / File (1 mb)
ସାହିତ୍ୟ ସୋପାନSāhitẏa Sopāna୧୯୧୮ / 1918ସୂଚନା-ନମୁନା / Notes-Previewଫାଇଲ / File (5 mb)
ହୀରାଖଣ୍ଡHirākhanda୧୯୧୯ / 1919ସୂଚନା-ନମୁନା / Notes-Previewଫାଇଲ / File (13 mb)
ପଞ୍ଚାମୃତPancāmr̥ta୧୯୨୦ / 1920- -ସୂଚୀ / Index
ସହକାରSahakāra୧୯୨୦ / 1920- -ସୂଚୀ / Index
ବାଣୀBāṇi୧୯୨୧ / 1921ସୂଚନା-ନମୁନା / Notes-Previewଫାଇଲ / File (1 mb)
ବାରୁଣୀBāruṇi୧୯୨୪ / 1924- -ସୂଚୀ / Index
ଆର୍ଯ୍ୟĀrjya୧୯୨୭ / 1927- -ସୂଚୀ / Index
ସମବାୟ ପ୍ରଭାSamabāẏa Prabhā୧୯୨୮ / 1928ସୂଚନା-ନମୁନା / Notes-Previewଫାଇଲ / File (3 mb)
ମୟୁରଭଞ୍ଜ ଗେଜେଟ୍Maẏurbhanja Gejet୧୯୩୧ / 1931- -ସୂଚୀ / Index
ସମବାୟSamabāẏa୧୯୩୧ / 1931- -ସୂଚୀ / Index
ମୟୂରଭଞ୍ଜ କ୍ରୋନିକଲ୍Maẏurbhanja Kronicle୧୯୩୧ / 1931- -ସୂଚୀ / Index
ଜହ୍ନମାମୁJanhamāmu୧୯୩୨ / 1932- -ସୂଚୀ / Index
ପରମାର୍ଥୀParamārthi୧୯୩୨ / 1932ସୂଚନା-ନମୁନା / Notes-Previewଫାଇଲ / File (18 mb)
ଉପହାର
Upahāra୧୯୩୩ / 1933- -ସୂଚୀ / Index
ରସଚକ୍ରRasacakra୧୯୩୩ / 1933- -ସୂଚୀ / Index
ଯୁଗବୀଣାYugabiṇā୧୯୩୩ / 1933- -ସୂଚୀ / Index
ଶିଶିରŚiśira୧୯୩୩ / 1933ସୂଚନା-ନମୁନା / Notes-Previewଫାଇଲ / File (1 mb)
ପଲ୍ଲୀମଙ୍ଗଳPalli Mangaḷa୧୯୩୩ / 1933ସୂଚନା-ନମୁନା / Notes-Previewଫାଇଲ / File (6 mb)
ଭଞ୍ଜପ୍ରଦୀପBhanjapradipa୧୯୩୪ /1934- -ସୂଚୀ / Index
ନବଭାରତNaba Bhārata୧୯୩୪ / 1934- -ସୂଚୀ / Index
ଯୁବକYubaka୧୯୩୪ / 1934ସୂଚନା-ନମୁନା / Notes-Previewଫାଇଲ / File (8 mb)
ପ୍ରଗତିPragati୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (4 mb)
ନାୟକNāẏaka୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (14 mb)
ଆଧୁନିକĀdhunika୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (4 mb)
ଡଗରDagara୧୯୩୭ / 1937- -ସୂଚୀ / Index
କୃଷକKruṣaka୧୯୩୮ / 1938ସୂଚନା-ନମୁନା / Notes-Previewଫାଇଲ / File (8 mb)
ଅନ୍ୱେଷଣAnweṣaṇa୧୯୩୯ / 1939ସୂଚନା-ନମୁନା / Notes-Previewଫାଇଲ / File (1 mb)
ଆରତୀĀrati୧୯୪୦ / 1940ସୂଚନା-ନମୁନା / Notes-Previewଫାଇଲ / File (18 mb)
ଜନ୍ମଭୂମିJanmabhumi୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (2 mb)
ବନବୀଣାBanabiṇā୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (8 mb)
ଓଡ଼ିଶାOdiśā୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (9 mb)
ମଧୁକୋଷMadhukoṣa୧୯୪୨ / 1942ସୂଚନା-ନମୁନା / Notes-Previewଫାଇଲ / File (4 mb)
ରଶ୍ମିRaśmi୧୯୪୨ / 1942ସୂଚନା-ନମୁନା / Notes-Previewଫାଇଲ / File (1 mb)
ପ୍ରଭାତPrabhāta୧୯୪୪ / 1944ସୂଚନା-ନମୁନା / Notes-Previewଫାଇଲ / File (13 mb)
ଜାଗରଣJāgaraṇa୧୯୪୪ / 1944ସୂଚନା-ନମୁନା / Notes-Previewଫାଇଲ / File (7 mb)
ଶଙ୍ଖŚaṅkha୧୯୪୫ / 1945- -ସୂଚୀ / Index
କଳାହାଣ୍ଡି ପତ୍ରିକାKaḷāhāndi Patrikā୧୯୪୫ / 1945ସୂଚନା-ନମୁନା / Notes-Previewଫାଇଲ / File (2 mb)
ଚତୁରଙ୍ଗCaturanga୧୯୪୬ / 1946- -ସୂଚୀ / Index
ମୁକ୍ତିଯୁଦ୍ଧMuktiyudha୧୯୪୬ / 1946ସୂଚନା-ନମୁନା / Notes-Previewଫାଇଲ / File (2 mb)
ବୀଣାBiṇā୧୯୪୭ / 1947- -ସୂଚୀ / Index
କୁଙ୍କୁମKuṅkuma୧୯୪୮ / 1948- -ସୂଚୀ / Index
ପୂର୍ଣ୍ଣିମାPurn̥imā୧୯୪୮ / 1948ସୂଚନା-ନମୁନା / Notes-Previewଫାଇଲ / File (2 mb)
ସାଥୀSāthi୧୯୪୮ / 1948ସୂଚନା-ନମୁନା / Notes-Previewଫାଇଲ / File (2 mb)
ଝଙ୍କାରJhankar୧୯୪୯ / 1949- -ସୂଚୀ / Index
ଭଦ୍ରଲୋକBhadraloka୧୯୪୯ / 1949ସୂଚନା-ନମୁନା / Notes-Previewଫାଇଲ / File (4 mb)
ମୋ ଦେଶMo Deśa୧୯୫୦ / 1950ସୂଚନା-ନମୁନା / Notes-Previewଫାଇଲ / File (8 mb)
ପୌରୁଷPauruṣa (Paurusha)୧୯୬୭ / 1967- -ସୂଚୀ / Index
ସୁଚରିତାSucharita୧୯୭୫ / 1975- -ସୂଚୀ / Index