ଚନ୍ଦ୍ରଶେଖର ରଥ ସଂକଳନ

ଓଡ଼ିଆ ସାରସ୍ୱତ ଜଗତରେ ଚନ୍ଦ୍ରଶେଖର ରଥ (୧୯୨୯-୨୦୧୮) ଜଣେ ବିରଳ ସାଧକ ଏବଂ ଶବ୍ଦସ୍ଥପତି। କେବଳ ଗାଳ୍ପିକ ନୁହନ୍ତି ସେ ଥିରେ ଜଣେ ପ୍ରାବନ୍ଧିକ, କବି, ଔପନ୍ୟାସିକ। ସେ ଥିଲେ ଜଣେ ବହୁଭାଷୀ ଲେଖକ, ସଂସ୍କୃତ, ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସମ୍ବଲପୁରୀ ଆଦି ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା।

ଚନ୍ଦ୍ରଶେଖର ରଥ ୧୯୨୯ ମସିହା ଅକ୍ଟୋବର ୧୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେଦିନ ଥିଲା କୁମାରପୂର୍ଣ୍ଣମୀ। ଜୀବନର ପ୍ରଥମ ଅବସ୍ଥାରେ ସେ ବେଦ, ରାମାୟଣ, ଭାଗବତ ଆଦି ଶୁଣି ଶୁଣି ବଡ଼ ହୋଇଥିଲେ।
ସ୍ଥାନୀୟ କଲେଜରୁ ସ୍ନାତକ ଡିଗ୍ରୀ ପାଇବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ୧୯୫୨ ମସିହାରେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଇଂରାଜୀ ଅଧ୍ୟାପକ ଭାବରେ ଯୋଗ ଦେଲେ ଏବଂ ୧୯୮୭ ମସିହାରେ ଅବସର ଗ୍ରହଣ କଲେ।

ଯନ୍ତ୍ରାରୁଢ଼ ତାଙ୍କର ପ୍ରଥମ ଉପନ୍ୟାସ। ଏହା ଏକ ଅନନ୍ୟ ପୁସ୍ତକ। ଦୀର୍ଘ ବର୍ଷ ପରେ ୨୦୦୪ ମସିହାରେ ଏହାର ଇଂରାଜୀ ଅନୁବାଦ ପ୍ରକାଶ ପାଇବା ପରେ ଏହା ମର୍ଯ୍ୟାଦାଜନକ କ୍ରସ୍ ୱାର୍ଡବୁକ୍ ଆୱାର୍ଡ ଲାଭ କରିଥିଲେ। ଯନ୍ତ୍ରାରୁଢ଼ ପରେ ତାଙ୍କର ଅନେକ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ଆଦି ପ୍ରକାଶ ପାଇଛି।

ତାଙ୍କ ଲେଖା ପାଇଁ ସେ ସବୁଦିନ ପାଇଁ ମନେରହିବେ। ୧୯୭୨ ମସିହାରେ ବିଷୁବ ପୁରସ୍କାର, ୧୯୮୦ ମସିହାରେ ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ତା ପରବର୍ଷ ୧୯୮୧ ମସିହାରେ ପ୍ରବନ୍ଧ ପୁସ୍ତକ ଅଶ୍ରୁତ ସ୍ୱର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧ ମସିହାରେ ସମ୍ରାଟ ଓ ଅନ୍ୟମାନେ ପାଇଁ ସାରଳା ପୁରସ୍କାର, ସବୁଠାରୁ ଦୀର୍ଘରାତି ପାଇଁ ୧୯୯୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ ମସିହାରେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୮ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥଲେ।

ଓଡ଼ିଆ ସାହିତ୍ୟ ଜଗତର ସେ ଜଣେ ଅମ୍ଳାନ ପ୍ରତିଭା, ଏ ଜାତି ତାଙ୍କୁ ସବୁଦିନେ ପ୍ରଣତି ଜଣାଇବ।

ତଳ ସୂଚୀ ସାହାଯ୍ୟରେ ଚନ୍ଦ୍ରଶେଖର ରଥଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଚନ୍ଦ୍ରଶେଖର ରଥ ସର୍ଜନା ସୂଚୀ
ଗଳ୍ପ – Short Stories
ଅନେକ ବନ୍ୟା ପରେ (୧୯୭୮)
Aneka Banya Pare (1978)
Download
ଅଶ୍ୱାରୋହୀର ଗଳ୍ପ
(୧୯୭୯, ୨ୟ ୧୯୮୩)
Aswarohira Galpa
(1979, 2e. 1983)
Download
ସମ୍ରାଟ ଓ ଅନ୍ୟମାନେ
(୧୯୮୦, ୩ୟ ୧୯୮୯)
Samrat O Anyamane
(1980, 3e. 1989)
Download
ଅନ୍ୟ ଏକ ସକାଳ (୧୯୮୧, ନୂ. ୧୯୮୯)
Anya Eka Sakala (1981, n. 1989)
Download
ସବୁଯାକ ସ୍ୱପ୍ନ (୧୯୮୪, ନୂ. ୧୯୯୦)
Sabujaka Swapna (1984, n. 1990)
Download
ଏତେ ପାଖରେ ସମୁଦ୍ର (୧୯୮୮)
Ete Pakhare Samudra (1988)
Download
ବିକ୍ରି ପାଇଁ ଫୁଲମାଳ (୧୯୯୦)
Bikri Pain Phulamala (1990)
Download
ବାଘ ସବାର (୧୯୯୦)
Bagha Sabara (1990)
Download
କ୍ରମଶଃ ଗଭୀର ନଈ (୧୯୯୬)
Kramasah Gabhira Nai (1996)
Download
ଅନ୍ତିମା (୧୯୯୬)
Antima (1996)
Download
ସବୁଠାରୁ ଦୀର୍ଘ ରାତି (୧୯୯୫)
Sabutharu Dirgha Rati (1995)
Download
ଚନ୍ଦ୍ରଶେଖର କଥାସରିତ,
ଭାଗ ୧ (୨୦୦୦)
Chandrasekhar Kathasarita, v.01 (2000)
Download
ନାଗାନ୍ତକ ବିଦ୍ୟା (୨୦୦୫)
Nagantaka Bidya (2005)
Download
ସନ୍ଧିକାଳ (୨୦୦୭)
Sandhikala (2007)
Download
ସ୍ୱପ୍ନ ବାହକ (୧୯୯୨)
Swapna Bahaka (1992)
Download
କବିତା – Poetry
ତୁମ ପାଇଁ ପକ୍ଷୀଗାନ (୨୦୦୦)
Tuma Pain Pakhigana (2000)
Download
ଆଗକୁ ବନସ୍ତ (୨୦୦୨)
Agaku Banasta (2002)
Download
ମୋ ଘର ବହୁତ ଦୂର (୨୦୧୨)
Mo Ghara Bahuta Dura (2021)
Download
ସୀମାନ୍ତ ସମୁଦ୍ର (୨୦୧୭)
Simanta Samudra (2017)
Download
ଉପନ୍ୟାସ – Novels
ଯନ୍ତ୍ରାରୁଢ଼ (୧୯୭୭)
Jantrarudha (1977)
Download
ଅସୂର୍ଯ୍ୟ ଉପନିବେଶ (୧୯୭୪)
Asurya Upanibesa(1974)
Download
ନବ ଜାତକ (୧୯୮୧, ନୂ. ୧୯୯୦)
Naba Jataka (1981, n. 1990)
Download
ପ୍ରବନ୍ଧ – Essay
ଦୃଷ୍ଟି ଓ ଦର୍ଶନ (୧୯୭୧)
Drusti O Darsana (1971)
Download
ଏ ଯେଉଁ ପୃଥିବୀ (୧୯୭୫)
E Jeun Pruthibi (1975)
Download
ମୁଁ ସତ୍ୟଧର୍ମା କହୁଛି
(୧୯୭୭, ନୂ. ୧୯୮୩)
Mu Satyadharma Kahuchi (1977, n. 1983)
Download
ମଧୁ ସନ୍ଧାନ (୧୯୭୮)
Madhu Sandhana (1978)
Download
ଉତ୍ତର ଅରଣ୍ୟ (୧୯୮୦, ୧୯୮୩)
Uttara Aranya (1980, 1983)
Download
କ୍ରୀତଦାସର ସ୍ୱପ୍ନ
(୧୯୮୧, ନୂ. ୧୯୮୮)
Kritadasara Swapna
(1981, n. 1988)
Download
ଅଶ୍ରୁତ ସ୍ୱର (୧୯୮୯)
Asruta Swara (1989)
Download
ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)
Mrutyu Arapariru Sankets (2003)
Download
ବିଶେଷ କଥନ (୨୦୦୪)
Bisesa Kathana (2004)
Download
ପାଠଚକ୍ର ଡାଏରୀ (୪ର୍ଥ. ୨୦୧୧)
Pathachakra Diary (4e. 2011)
Download
ଲଘୁ ସଂହିତା (୨୦୧୨)
Laghu Samhita (2012)
Download
ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)
Unmochita Digbalaya (2012)
Download
ରଥ ସପ୍ତକ (୨୦୧୩)
Ratha Saptaka (2013)
Download
ସଂକଳନ – Collected Works
ଗଳ୍ପ ସମାହାର, ଭାଗ ୧ (୨୦୧୪)
Galpa Samahara, v.01 (2014)
Download
ଗଳ୍ପ ସମାହାର, ଭାଗ ୨ (୨୦୧୪)
Galpa Samahara,
v.01 (2014)
Download
ଉପନ୍ୟାସ ସମାହାର (୨୦୧୩)
Upanyasa Samahara (2013)
Download
ଆଦ୍ୟୋପ୍ରାନ୍ତ କବିତା ସମାହାର (୨୦୧୭)
Adyopranta Kabita Samahara (2017)
Download
ନିବନ୍ଧ ସଂଗ୍ରହ (୨୦୧୨)
Nibandha Sangraha (2012)
Download
ଅନୁବାଦ – Translations
ଆଷ୍ଟ୍ରାଇଡ ଦି ହ୍ୱିଲ୍ (୨୦୦୩)
Astride the Wheel (2003)
Download
ଫାଦର ସାମୁଏଲ ଆଣ୍ଡ ଅଦର ଷ୍ଟୋରିଜ୍  (୨୦୦୩)
Father Samuel and Other Stories (2003)
Download
ରଥ ସପ୍ତକ  (ବଙ୍ଗଳା, ୨୦୦୧)
Ratha Saptaka
(Bengali, 2001)
Download
ଷ୍ଟୋରିଜ୍ ଇନ୍‌କ୍ରେଡିବ୍‌ଲ୍ (୨୦୧୬)
Stories Incredible (2016)
Download
ତରଙ୍ଗିଣୀ ଚିକିଟି ରଥ୍‌ରି (ତେଲୁଗୁ, ୨୦୧୧)
Tarangini Chikiti Rathri
(Telugu, 2011)
Download
ଦି ସନ୍‌ଲେସ୍ ଲ୍ୟାଣ୍ଡ (୨୦୧୫)
The Sunless Land (2015)
Download
ଯନ୍ତ୍ରାରୁଢ଼ (ହିନ୍ଦୀ, ୧୯୯୮)
Jantrarudha (Hindi, 1998)
Download
ଅନ୍ୟାନ୍ୟ – Others
ଚନ୍ଦ୍ରଶେଖର ରଥଙ୍କ ଶ୍ରେଷ୍ଠ ରଚନା (୧୯୮୯)
Chandrasekhar Rathnka Srestha Rachana (1989)
Download
ଚର୍ଚ୍ଚା (୧୯୯୦)
Charcha (1990)
Download
ଚନ୍ଦ୍ରଶେଖର ୭୦ (୧୯୯୯)
Chandrasekhar 70 (1999)
Download
ପଥପ୍ରାନ୍ତେ ପଞ୍ଚସ୍ତରୀ (୨୦୦୩)
Pathaprante Panchastari (2003)
Download
ଶ୍ରଦ୍ଧାଞ୍ଜଳି (୨୦୧୮)
Sraddhanjali (2018)
Open