ସୁଚରିତା

ଓଡିଶାରେ ଆଲୋ଼ଡ଼ନ ସୃଷ୍ଟି କରିଥିବା ସମ୍ପୂର୍ଣ୍ଣ ପାରିବାରିକ ପତ୍ରିକା ସୁଚରିତାର ଜନ୍ମ ୧୯୭୫ ମସିହା ଅଗଷ୍ଟ ମାସରେ। ସ୍ଥିର ହୋଇଥିଲା ଆନ୍ତର୍ଜାତିକ ମହିଳା ବର୍ଷ ୧୯୭୫ରେ ପ୍ରକାଶିତ ହେବ ପତ୍ରିକାଟି ଏବଂ କେବଳ ମହିଳାମାନେ ହିଁ ଲେଖିବେ। ଏହାର ପ୍ରତ୍ୟେକଟି ଗଳ୍ପ, କବିତା, ପ୍ରବନ୍ଧ ଓ ଅନ୍ୟାନ୍ୟ ଲେଖା କେବଳ ମହିଳାମାନେ ହିଁ ଲେଖୁଥିଲେ। ଦୀର୍ଘ ୨୭ ବର୍ଷ ଧରି ପତ୍ରିକାଟି ପ୍ରକାଶ ପାଇଥିଲା।

ପତ୍ରିକା ମାଧ୍ୟମରେ ବହୁ ମହିଳା ଲେଖିବାକୁ ଆଗେଇ ଆସିଥିଲେ। ଏଥିରେ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ସାଙ୍ଗକୁ ଘରକରଣା, ରୋଷେଇ ଓ ସିଲେଇ ଆଦି ମହିଳାଙ୍କୁ ଆକର୍ଷିତ କଲା ଭଳି ଲେଖା ମଧ୍ୟ ରହୁଥିଲା। କିଛି ଧାରାବାହିକ ଉପନ୍ୟାସ ସହିତ ଭ୍ରମଣ କାହାଣୀ ମଧ୍ୟ ପ୍ରକାଶିତ ହୋଇଛି। ପତ୍ରିକାଟିର ଆଭିମୁଖ୍ୟ ଥିଲା ନାରୀ ସମସ୍ୟା ନେଇ ନାରୀମାନେ ହିଁ ଲେଖିବେ ଏବଂ ଏହାରି ମାଧ୍ୟମରେ ନାରୀ ସମାଜର ଯେଉଁ ବୌଦ୍ଧିକ ଚେତନା ସୃଷ୍ଟି ହେବ ତାହା ହିଁ ହେବ ନାରୀମୁକ୍ତି ଆନ୍ଦୋଳନର ଭିତ୍ତିଭୂମି।

ଗଳ୍ପ କବିତା ସାଙ୍ଗକୁ ପତ୍ରିକାଟିର ମୁଖ୍ୟ ଆକର୍ଷଣ ଥିଲା ଘରକରଣା, ସିଲେଇ, ରୋଷେଇ ଆଦି ବିଭାଗ। ପ୍ରତି ପରିବାରରେ ଏହା ଆଦୃତ ହୋଇଥିଲା। ଅନେକ ସାଧାରଣ ମହିଳା ବି ପତ୍ରିକାର ବିଭିନ୍ନ ବିଭାଗରେ ଲେଖିବା ପାଇଁ ଆଗେଇ ଆସିଥିଲେ। ଦୀର୍ଘ ୨୭ ବର୍ଷ ଗୋଟିଏ ମହିଳା ପତ୍ରିକା ଚଳାଇବା ବହୁତ କଷ୍ଟ କାମ। ଏବେ ପତ୍ରିକାଟିର ସଂଖ୍ୟାଗୁଡ଼ିକ ୱେବରେ ମିଳିବା ନିଶ୍ଚୟ ଆନନ୍ଦର କଥା।

ସୁଚରିତା ପତ୍ରିକାର ସମ୍ପାଦନା ଦାୟିତ୍ୱ ଶକୁନ୍ତଳା ପଣ୍ଡା ନେଇଥିଲେ। ସମ୍ପାଦନା ବ୍ୟତୀତ ସେ ପ୍ରାୟ ଆଉ କିଛି ବୁଝୁ ନଥିଲେ। କିନ୍ତୁ ପତ୍ରିକାର ଛପାଛପି, ପ୍ରସାରଣ ଦିଗରେ ସମସ୍ତ କଥା ବୁଝୁଥିଲେ ହରିହର ପଣ୍ଡା। ଶେଷ ଆଡ଼କୁ ସମ୍ପାଦନା ଦାୟିତ୍ୱ ସୁସ୍ମିତା ବାଗ୍‌ଚୀ ତୁଲାଉଥିଲେ। ଏହାପରେ ଆଉ କିଛି ନାରୀ ପତ୍ରିକା ପ୍ରକାଶ ପାଇଥିଲେ ବି ସୁଚରିତା ଭଳି କେହି ଏତେ ଲୋକପ୍ରିୟ ହୋଇପାରି ନ ଥିଲେ।

ସୁଚରିତାର କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ
ଗଳ୍ପ
କବିତା
ଉପନ୍ୟାସ
ରୋଷେଇ
ସିଲେଇ
ଖେଳ
ସାକ୍ଷାତକାର

 

















 


ସୁଚରିତା ସୂଚୀ

ତଳ ସାରଣୀରେ ସୁଚରିତା ପତ୍ରିକାର ସମସ୍ତ ୨୭ ବର୍ଷର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ଭାଗ (ବର୍ଷ)
Volume (Year)
ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue
ଭାଗ ୦୧
୧୯୭୫-୭୬
Vol. 01
1975-76
୧, ୨
1, 2
୩, ୪
3, 4
୫, ୬, ୭, ୮
5, 6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୦୨
୧୯୭୬-୭୭
Vol.02
1976-77
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୩
୧୯୭୭-୭୮
Vol.03
1977-78
୧, ୨
1, 2
୩, ୪
3, 4
୫, ୬, ୭, ୮
5, 6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୦୪
୧୯୭୮-୭୯
Vol.04
1978-79

1
୨-୩, ୪,୫
2-3, 4, 5
୬, ୭
6, 7
୮-୯, ୧୦, ୧୧, ୧୨
8-9, 10, 11, 12
ଭାଗ ୦୫
୧୯୭୯-୮୦
Vol.05
1979-80
୧, ୨-୩
1, 2-3
୪, ୫
4, 5

6
୭, ୮, ୧୦, ୧୧
7, 8, 10, 11
ଭାଗ ୦୬
୧୯୮୦-୮୧
Vol.06
1980-81
୧, ୨-୩
1, 2-3
୪, ୫
4, 5
୬, ୭
6, 7
୮, ୯, ୧୦, ୧୧, ୧୨
8, 9, 10, 11, 12
ଭାଗ ୦୭
୧୯୮୧-୮୨
Vol.07
1981-82
୧-୨
1, 2
୩, ୪
3, 4
୫, ୬-୭
5, 6-7
୯, ୧୦, ୧୧-୧୨
9, 10, 11-12
ଭାଗ ୦୮
୧୯୮୨-୮୩
Vol.08
1982-83
୧, ୨-୩
1, 2-3
୩, ୪-୫
3, 4-5
୬, ୭-୮
6, 7-8
୯, ୧୦, ୧୧, ୧୨
9, 10, 11, 12
ଭାଗ ୦୯
୧୯୮୩-୮୪
Vol.09
1983-84
୧, ୨
1, 2
୩, ୪
3, 4
୫, ୬, ୭-୮
5, 6, 7-8
୮-୯, ୯-୧୦, ୧୦-୧୧, ୧୧-୧୨
8-9, 9-10, 10-11, 11-12
ଭାଗ ୧୦
୧୯୮୪-୮୫
Vol.10
1984-85

1
୨, ୩
2, 3
୪, ୫
4, 5
୧୦-୧୧, ୧୨
10-11, 12
ଭାଗ ୧୧
୧୯୮୫-୮୬
Vol.11
1985-86
୧, ୨, ୩-୪
1, 2, 3-4
୪-୫, ୫, ୬
4-5, 5, 6
୭, ୮, ୯-୧୦
7, 8, 9-10
୧୦, ୧୧, ୧୨
10, 11, 12
ଭାଗ ୧୨
୧୯୮୬-୮୭
Vol.12
1986-87
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୩
୧୯୮୭-୮୮
Vol.13
1987-88
୧, ୨
1, 2
୩, ୪, ୫, ୬
3, 4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୪
୧୯୮୮-୮୯
Vol.14
1988-89
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୫
୧୯୮୯-୯୦
Vol.15
1989-90
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୬
୧୯୯୦-୯୧
Vol.16
1990-91
୧, ୨
1, 2
୩, ୪, ୫
3, 4, 5
୬, ୭, ୮, ୯
6, 7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୭
୧୯୯୧-୯୨
Vol.17
1991-92
୧, ୨
1, 2
୩, ୪, ୫
3, 4, 5
୬, ୭, ୮
6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୧୮
୧୯୯୨-୯୩
Vol.18
1992-93
୧, ୨
1, 2
୩, ୪
3, 4
୫, ୬, ୭
5, 6, 7
୮, ୯, ୧୦, ୧୧, ୧୨
8, 9, 10,  11, 12
ଭାଗ ୧୯
୧୯୯୩-୯୪
Vol.19
1993-94
୧, ୨
1, 2
୩, ୪, ୫
3, 4, 5
୬, ୭, ୮
6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୨୦
୧୯୯୪-୯୫
Vol.20
1994-95
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮
7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୨୧
୧୯୯୫-୯୬
Vol.21
1995-96
୧, ୨
1, 2
୩, ୪, ୫, ୬
3, 4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୨୨
୧୯୯୬-୯୭
Vol.22
1996-97
୧, ୨
1, 2
୩, ୪, ୫
3, 4, 5
୬, ୭, ୮
6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୨୩
୧୯୯୭-୯୮
Vol.23
1997-98
୧, ୨
1, 2
୩, ୪, ୫
3, 4, 5
୬, ୭, ୮
6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୨୪
୧୯୯୮-୯୯
Vol.24
1998-99
୧, ୨
1, 2
୩, ୪, ୫
3, 4, 5
୬, ୭, ୮
6, 7, 8
୯, ୧୦, ୧୧, ୧୨
9, 10, 11, 12
ଭାଗ ୨୫
୧୯୯୯-୨୦୦୦
Vol.25
1999-2000
୧, ୨
1, 2

3
୪, ୫, ୬, ୭
4, 5, 6, 7
୮, ୯, ୧୦, ୧୧, ୧୨
8, 9, 10, 11, 12
ଭାଗ ୨୬
୨୦୦୦-୦୧
Vol.26
2000-01
୧, ୨
1, 2

3
୪, ୫, ୬, ୭
4, 5, 6, 7
୮, ୯, ୧୦, ୧୧, ୧୨
8, 9, 10, 11, 12
ଭାଗ ୨୭
୨୦୦୧-୦୨
Vol.27
2001-02
୧, ୨
1, 2
୩, ୪
3, 4
୫, ୬, ୭, ୮
5, 6, 7, 8
୯, ୧୦, ୧୧, ୧୨
9, 10, 11, 12