କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ଭାବରେ ଏହା ୧୯୫୮ ମସିହା ସେପ୍ଟେମ୍ବର ମାସରୁ ପ୍ରକାଶ ପାଇଆସୁଛି। “କୋଣାର୍କ”ର ପ୍ରଥମ ସଂଖ୍ୟା ପ୍ରକାଶନ ସମୟରେ ପଣ୍ଡିତ ନୀଳକଣ୍ଠ ଦାସ ଏକାଡେମୀର ସଭାପତି ଓ ଗୌରୀକୁମାର ବ୍ରହ୍ମା ସମ୍ପାଦକ ଥିଲେ। ଏହି ସଂଖ୍ୟାର ସମ୍ପାଦକୀୟରେ ଏହାର ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରାଯାଇଛି, ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ପ୍ରତିଷ୍ଠା ପରେ ତାହାର ମୁଖପତ୍ର ରୂପେ ଏକ ତ୍ରୈମାସିକ ପତ୍ରିକା ପ୍ରକାଶ କରିବାର ପରିକଳ୍ପନା କରାଯାଇଥିଲା। ସେହି ପରିକଳ୍ପନାର ଏ ହେଉଛି ଅନ୍ୟ ଉତ୍ସ। ଓଡ଼ିଶାର ବିଚିତ୍ର କଳା ମନ୍ଦିର ‘କୋଣାର୍କ’ର ଅନୁସରଣରେ ଏହାର ନାମକରଣ ହୋଇଛି। ସୂର୍ଯ୍ୟ ଆଲୋକର ଆଧାର। ତାନ୍ତ୍ରିକ ବିଚାରରେ, କୋଣାର୍କ ସେହି ‘ତମସୋ ମା ଜ୍ୟୋତିର୍ଗମୟ’ ଆଦର୍ଶର ପୂର୍ବରୂପ ମାତ୍ର। ସୁତରାଂ ଉତ୍କଳର ସାମାଜିକ ତଥା ସାହିତ୍ୟିକ ଜୀବନରେ ଜ୍ଞାନ ଆଲୋକର ଅଭିନବ ଆଭା ବିସ୍ତାର କରିବାପାଇଁ ‘କୋଣାର୍କ’ର ଆବିର୍ଭାବ କହିଲେ ଅସଙ୍ଗତ ହେବନାହିଁ। ଏ ଲକ୍ଷ୍ୟର ସିଦ୍ଧି ପଣ୍ଡିତମାନଙ୍କର ସହଯୋଗ ଉପରେ ନିର୍ଭର କରେ।’

କୋଣର୍କରେ ମୁଖ୍ୟତଃ ତତ୍ତ୍ଵମୂଳକ ଆଲୋଚନା ସ୍ଥାନ ପାଇବାର ଆଭିମୁଖ୍ୟ ପ୍ରାରମ୍ଭ ପୂର୍ବରୁ ପୋଷଣ କରାଯାଇଛି। ଏ ସଂପର୍କରେ ପ୍ରଥମ ସଂଖ୍ୟାରେ ସମ୍ପାଦକୀୟରେ ସୂଚନା ଦିଆଯାଇଛି, “ସାହିତ୍ୟ ସୃଷ୍ଟିମୂଳକ ଓ କୃଷ୍ଟିମୂଳକ ହେଲେ ଏହା ପୂର୍ଣ୍ଣତାର ବାଟ ଫିଟିଯିବ। କାବ୍ୟ, କବିତା, ନାଟକ, ନାଟିକା, ଗଳ୍ପ, ଉପନ୍ୟାସ, ଜୀବନୀ, ଶିଶୁ-ସାହିତ୍ୟ- ଏ ସବୁର ସୃଷ୍ଟି ସଙ୍ଗେ ସଙ୍ଗେ ମୂଲ୍ୟ କଳନା ହେବା ଦରକାର। ସେଥିଲାଗି ‘କୋଣାର୍କ’ର କୃଷ୍ଟି ମୂଳକ ଆଭିମୁଖ୍ୟ ଉନ୍ମୁକ୍ତ।” ସେତେବେଳେ ନିୟମାବଳୀରେ ଉଲ୍ଲେଖ ରହିଛି ଯେ ଏହା ସେପ୍ଟେମ୍ବର, ଡିସେମ୍ବର, ମାର୍ଚ୍ଚ ଓ ଜୁନ୍ ମାସରେ ପ୍ରକାଶ ପାଇବ ଏବଂ ଏହାର ପ୍ରତି ଖଣ୍ଡର ମୂଲ୍ୟ ଏକ ଟଙ୍କା ଓ ବାର୍ଷିକ ମୂଲ୍ୟ ଚାରିଟଙ୍କା।

ଦ୍ଵିତୀୟ ବର୍ଷ ପ୍ରଥମ ସଂଖ୍ୟାର ‘ସମ୍ପାଦକୀୟ’ରେ ସୁବିଧା ଦୃଷ୍ଟିରୁ କୋଣାର୍କ’ର ପ୍ରକାଶ ସମୟରେ ପରିବର୍ତ୍ତନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ‘୨ୟ ବର୍ଷର ଏହି ପ୍ରଥମ ସଂଖ୍ୟା ଚଳିତ ବର୍ଷ ଏପ୍ରିଲରୁ ଆରମ୍ଭ ହେଲା। ଏଣିକି ଏପ୍ରିଲ, ଜୁଲାଇ, ଅକ୍ଟୋବର ଓ ଜାନୁଆରି ମାସରେ କୋଣାର୍କ ପ୍ରକାଶ ପାଇବ।’ ବର୍ତ୍ତମାନ ‘କୋଣାର୍କ’ର ଚାରୋଟି ସଂଖ୍ୟା ଏପ୍ରିଲ, ଜୁଲାଇ, ଅକ୍ଟୋବର ଓ ଜାନୁଆରିରେ ପ୍ରକାଶ ପାଉଛି।

ବେଳେ ବେଳେ ‘କୋଣାର୍କ’ର ପ୍ରକାଶନରେ ଅନିୟମିତା ଦେଖିବାକୁ ମିଳେ। ୨୦୧୯ ଜାନୁଆରି ମାସ ପର୍ଯ୍ୟନ୍ତ ପତ୍ରିକାର ୧୯୧ଟି ସଂଖ୍ୟା (୧୮୬ ଖଣ୍ଡରେ) ପ୍ରକାଶ ପାଇଛି। ଏ ସମସ୍ତ ସଂଖ୍ୟା ବହୁ ପ୍ରତିଷ୍ଠିତ, ପ୍ରବୀଣ ଓ ତରୁଣଙ୍କ ଗବେଷଣାଧର୍ମୀ ରଚନା, ସମାଲୋଚନା ଓ ପ୍ରବନ୍ଧରେ ସମୃଦ୍ଧ। ସଂଗ୍ରହଣୀୟ ବିଶେଷାଙ୍କମାନ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଓ ସ୍ରଷ୍ଟାଙ୍କୁ ଆଧାରକରି ପ୍ରସ୍ତୁତ ହୋଇଛି। ଜଗନ୍ନାଥ ସାହିତ୍ୟ ଓ ସଂସ୍କୃତି, ଦୁର୍ଗାପୂଜା, ଆଦିବାସୀ ସଂସ୍କୃତି, ଉପନ୍ୟାସ, ଶିଶୁ ସାହିତ୍ୟ ଆଲୋଚନା, ଲୋକସାହିତ୍ୟ, ଆଧୁନିକ କବିତା, ଓଡ଼ିଆ ନାଟକ, ଗୀତିକବିତାକୁ ଆଧାରକରି ବିଶେଷଙ୍କ ମାନ ପ୍ରସ୍ତୁତ ହୋଇଥିବା ବେଳେ ପଞ୍ଚସଖା, ଗୋପବନ୍ଧୁ, ଭୀମଭୋଇ, ଫକୀର ମୋହନ, ନୀଳକଣ୍ଠ, ବୈଷ୍ଣବ ପାଣି, ସୁରେନ୍ଦ୍ର ମହାନ୍ତି, କବି ମାୟାଧର ମାନସିଂହ, ହରେକୃଷ୍ଣ ମହତାବ, କାହ୍ନୁଚରଣ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପ୍ୟାରୀମୋହନ ଆଚାର୍ଯ୍ୟ, ଜଗବନ୍ଧୁ ସିଂହ, ଜଗମୋହନ ଲାଲ, ସଚ୍ଚି ରାଉତରାୟ, ଗୁରୁପ୍ରସାଦ ମହାନ୍ତି, କିଶୋରୀଚରଣ ଆଦି ସ୍ରଷ୍ଟାମାନଙ୍କ ସାଧନା ଓ ତାଙ୍କ ସାହିତ୍ୟର ବିଶେଷତ୍ଵକୁ ନେଇ ବିଶେଷାଙ୍କ ପ୍ରସ୍ତୁତ ହୋଇଛି।

(ଆଧାର: ସମ୍ବାଦ ସାହିତ୍ୟକୋଷ)

କୋଣାର୍କର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ କରିବା ପାଇଁ ଅଧିକାଂଶ ସଂଖ୍ୟା ଡ. କୈଳାଶ ଚନ୍ଦ୍ର ଦାଶ, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ. ଶ୍ରୀଚରଣ ମହାନ୍ତି, ପ୍ରଶାନ୍ତ କୁମାର ମହାକୁଡ଼ ଏବଂ କେଦାରନାଥ ଗବେଷଣା ପ୍ରତିଷ୍ଠାନ, ରମାଦେବୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଯୋଗାଇ ଦେଇଥିଲେ।

କୋଣାର୍କ ସୂଚୀ

ତଳ ସାରଣୀରେ କୋଣାର୍କ ପତ୍ରିକାର ଆରମ୍ଭରୁ ଜାନୁଆରି ୨୦୧୯ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକର ତାଲିକା ରହିଛି। କୌଣସି ଭାଗ/ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରି ରଖିହେବ। ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

 

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
୧୯୫୮, ଭାଗ ୦୧(୦୧)
1958, v.01(01)
୧୯୫୮, ଭାଗ ୦୧(୦୨) 1958, v.01(02) ୧୯୫୯, ଭାଗ ୦୧(୦୩) 1959, v.01(03) ୧୯୫୯, ଭାଗ ୦୧(୦୪) 1959, v.01(04) ୧୯୬୦, ଭାଗ ୦୨(୦୧) 1960, v.02(01) ୧୯୬୦, ଭାଗ ୦୨(୦୨) 1960, v.02(02)
୧୯୬୧, ଭାଗ ୦୨(୦୩-୦୪)
1961, v.02(03-04)
୧୯୬୪, ଭାଗ ୦୩(୦୧-୦୨) 1964, v.03(01-02) ୧୯୬୮, ଭାଗ ୦୩(୦୩-୦୪) 1968, v.03(03-04) ୧୯୬୮, ଭାଗ ୦୪(୦୧) 1968, v.04(01) ୧୯୬୯, ଭାଗ ୦୪(୦୨) 1969, v.04(02) ୧୯୬୯, ଭାଗ ୦୪(୦୩) 1969, v.04(03)
୧୯୬୯, ଭାଗ ୦୪(୦୪)
1969, v.04(04)
୧୯୭୦, ଭାଗ ୦୫(୦୧) 1970, v.05(01) ୧୯୭୦, ଭାଗ ୦୫(୦୨) 1970, v.05(02) ୧୯୭୦, ଭାଗ ୦୫(୦୩) 1970, v.05(03) ୧୯୭୦, ଭାଗ ୦୫(୦୪) 1970, v.05(04) ୧୯୭୧, ଭାଗ ୦୬(୦୧) 1971, v.06(01)
୧୯୭୧, ଭାଗ ୦୬(୦୨)
1971, v.06(02)
୧୯୭୧, ଭାଗ ୦୬(୦୩) 1971, v.06(03) ୧୯୭୧, ଭାଗ ୦୬(୦୪) 1971, v.06(04) ୧୯୭୨, ଭାଗ ୦୭(୦୧) 1972, v.07(01) ୧୯୭୨, ଭାଗ ୦୭(୦୨) 1972, v.07(02) ୧୯୭୪, ସଂ.୨୭
1974, no.27
୧୯୭୫, ସଂ.୨୮
1975, no.28
୧୯୭୫, ସଂ.୨୯
1975, no.29
୧୯୭୬, ସଂ.୩୦
1976, no.30
୧୯୭୭, ସଂ.୩୧
1977, no.31
୧୯୭୭, ସଂ.୩୨
1977, no.32
୧୯୭୭, ସଂ.୩୩
1977, no.33
୧୯୭୭, ସଂ.୩୪
1977, no.34
୧୯୭୮, ସଂ.୩୫
1978, no.35
୧୯୭୮, ସଂ.୩୬
1978, no.36
୧୯୭୮, ସଂ.୩୭
1978, no.37
୧୯୭୯, ସଂ.୩୮
1979, no.38
୧୯୭୯, ସଂ.୩୯
1979, no.39
୧୯୭୯, ସଂ.୪୦
1979, no.40
୧୯୮୦, ସଂ.୪୧
1980, no.41
୧୯୮୦, ସଂ.୪୨
1980, no.42
୧୯୮୦, ସଂ.୪୩
1980, no.43
୧୯୮୧, ସଂ.୪୪
1981, no.44
୧୯୮୧, ସଂ.୪୫
1981, no.45
୧୯୮୨, ସଂ.୪୬
1982, no.46
୧୯୮୨, ସଂ.୪୭
1982, no.47
୧୯୮୨, ସଂ.୪୮
1982, no.48
୧୯୮୨, ସଂ.୪୯
1982, no.49
୧୯୮୩, ସଂ.୫୦
1983, no.50
୧୯୮୪, ସଂ.୫୧
1984, no.51
୧୯୮୪, ସଂ.୫୨
1984, no.52
୧୯୮୪, ସଂ.୫୩
1984, no.53
୧୯୮୪, ସଂ.୫୪
1984, no.54
୧୯୮୫, ସଂ.୫୫
1985, no.55
୧୯୮୫, ସଂ.୫୬
1985, no.56
୧୯୮୫, ସଂ.୫୭
1985, no.57
୧୯୮୬, ସଂ.୫୮
1986, no.58
୧୯୮୬, ସଂ.୫୯
1986, no.59
୧୯୮୬, ସଂ.୬୦
1986, no.60
୧୯୮୬, ସଂ.୬୧
1986, no.61
୧୯୮୬, ସଂ.୬୨
1986, no.62
୧୯୮୭, ସଂ.୬୩
1987, no.63
୧୯୮୭, ସଂ.୬୪
1987, no.64
୧୯୮୭, ସଂ.୬୫
1987, no.65
୧୯୮୮, ସଂ.୬୬
1988, no.66
୧୯୮୮, ସଂ.୬୭
1988, no.67
୧୯୮୮, ସଂ.୬୮
1988, no.68
୧୯୮୮, ସଂ.୬୯
1988, no.69
୧୯୮୯, ସଂ.୭୦
1989, no.70
୧୯୮୯, ସଂ.୭୧
1989, no.71
୧୯୮୯, ସଂ.୭୨
1988, no.72
୧୯୮୯, ସଂ.୭୩
1989, no.73
୧୯୮୯, ସଂ.୭୪
1989, no.74
୧୯୮୯, ସଂ.୭୫
1989, no.75
୧୯୯୦, ସଂ.୭୬
1990, no.76
୧୯୯୦, ସଂ.୭୭
1990, no.77
୧୯୯୦, ସଂ.୭୮
1990, no.78
୧୯୯୦, ସଂ.୭୯
1990, no.79
୧୯୯୦, ସଂ.୮୦
1990, no.80
୧୯୯୦, ସଂ.୮୧
1990, no.81
୧୯୯୧, ସଂ.୮୨
1991, no.82
୧୯୯୧, ସଂ.୮୩
1991, no.83
୧୯୯୨, ସଂ.୮୪
1992, no.84
୧୯୯୨, ସଂ.୮୫
1992, no.85
୧୯୯୨, ସଂ.୮୬
1992, no.86
୧୯୯୩, ସଂ.୮୭
1993, no.87
୧୯୯୩, ସଂ.୮୮
1993, no.88
୧୯୯୩, ସଂ.୮୯
1993, no.89
୧୯୯୩, ସଂ.୯୦
1993, no.90
୧୯୯୩, ସଂ.୯୧
1993, no.91
୧୯୯୪, ସଂ.୯୨
1994, no.92
୧୯୯୪, ସଂ.୯୩
1994, no.93
୧୯୯୪, ସଂ.୯୪
1994, no.94
୧୯୯୫, ସଂ.୯୫
1995, no.95
୧୯୯୫, ସଂ.୯୬
1995, no.96
୧୯୯୫, ସଂ.୯୭
1995, no.97
୧୯୯୫, ସଂ.୯୮
1995, no.98
୧୯୯୬, ସଂ.୯୯
1996, no.99
୧୯୯୬, ସଂ.୧୦୦
1996, no.100
୧୯୯୬, ସଂ.୧୦୧
1996, no.101
୧୯୯୬, ସଂ.୧୦୨
1996, no.102
୧୯୯୭, ସଂ.୧୦୩
1997, no.103
୧୯୯୭, ସଂ.୧୦୪
1997, no.104
୧୯୯୭, ସଂ.୧୦୫
1997, no.105
୧୯୯୭, ସଂ.୧୦୬
1997, no.106
୧୯୯୮, ସଂ.୧୦୭
1998, no.107
୧୯୯୮, ସଂ.୧୦୮
1998, no.108
୧୯୯୮, ସଂ.୧୦୯
1998, no.109
୧୯୯୮, ସଂ.୧୧୦
1998, no.110
୧୯୯୯, ସଂ.୧୧୧
1999, no.111
୧୯୯୯, ସଂ.୧୧୨
1999, no.112
୧୯୯୯, ସଂ.୧୧୩
1999, no.113
୧୯୯୯, ସଂ.୧୧୪
1999, no.114
୨୦୦୦, ସଂ.୧୧୫
2000, no.115
୨୦୦୦, ସଂ.୧୧୬
2000, no.116
୨୦୦୦, ସଂ.୧୧୭
2000, no.117
୨୦୦୦, ସଂ.୧୧୮
2000, no.118
୨୦୦୧, ସଂ.୧୧୯
2001, no.119
୨୦୦୧, ସଂ.୧୨୦
2001, no.120
୨୦୦୧, ସଂ.୧୨୧
2001, no.121
୨୦୦୧, ସଂ.୧୨୨
2001, no.122
୨୦୦୨, ସଂ.୧୨୩
2002, no.123
୨୦୦୨, ସଂ.୧୨୪
2002, no.124
୨୦୦୨, ସଂ.୧୨୫
2002, no.125
୨୦୦୨, ସଂ.୧୨୬
2002, no.126
୨୦୦୩, ସଂ.୧୨୭
2003, no.127
୨୦୦୩, ସଂ.୧୨୮
2003, no.128
୨୦୦୩, ସଂ.୧୨୯
2003, no.129
୨୦୦୩, ସଂ.୧୩୦
2003, no.130
୨୦୦୪, ସଂ.୧୩୧
2004, no.131
୨୦୦୪, ସଂ.୧୩୨
2004, no.132
୨୦୦୪, ସଂ.୧୩୩
2004, no.133
୨୦୦୪, ସଂ.୧୩୪
2004, no.134
୨୦୦୫, ସଂ.୧୩୫
2005, no.135
୨୦୦୫, ସଂ.୧୩୬
2005, no.136
୨୦୦୫, ସଂ.୧୩୭
2005, no.137
୨୦୦୫, ସଂ.୧୩୮
2005, no.138
୨୦୦୬, ସଂ.୧୩୯
2006, no.139
୨୦୦୬, ସଂ.୧୪୦
2006, no.140
୨୦୦୬, ସଂ.୧୪୧
2006, no.141
୨୦୦୬, ସଂ.୧୪୨
2006, no.142
୨୦୦୭, ସଂ.୧୪୩
2007, no.143
୨୦୦୭, ସଂ.୧୪୪
2007, no.144
୨୦୦୭, ସଂ.୧୪୫
2007, no.145
୨୦୦୭, ସଂ.୧୪୬
2007, no.146
୨୦୦୮, ସଂ.୧୪୭-୧୪୮
2008, no.147-148
୨୦୦୮, ସଂ.୧୪୯-୧୫୦
2008, no.149-150
୨୦୦୮-୦୯, ସଂ.୧୫୧
2008-09, no.151
୨୦୦୯, ସଂ.୧୫୨
2009, no.152
୨୦୦୯, ସଂ.୧୫୩
2009, no.153
୨୦୦୯, ସଂ.୧୫୪
2009, no.154
୨୦୧୦, ସଂ.୧୫୫
2010, no.155
୨୦୧୦, ସଂ.୧୫୬
2010, no.156
୨୦୧୦, ସଂ.୧୫୭
2010, no.157
୨୦୧୦, ସଂ.୧୫୮
2010, no.158
୨୦୧୦-୧୧, ସଂ.୧୫୯
2010-11, no.159
୨୦୧୧, ସଂ.୧୬୦
2011, no.160
୨୦୧୨ ଆ., ସଂ.୧୬୧
2012 c., no.161
୨୦୧୨ ଆ., ସଂ.୧୬୨
2012 c., no.162
୨୦୧୨ ଆ., ସଂ.୧୬୩
2012 c., no.163
୨୦୧୩, ସଂ.୧୬୪
2013, no.164
୨୦୧୩, ସଂ.୧୬୫
2013, no.165
୨୦୧୩, ସଂ.୧୬୬
2013, no.166
୨୦୧୩ ଆ., ସଂ.୧୬୭
2013 c., no.167
୨୦୧୩ ଆ., ସଂ.୧୬୮
2013 c., no.168
୨୦୧୩, ସଂ.୧୬୯
2013, no.169
୨୦୧୩, ସଂ.୧୭୦
2013, no.170
୨୦୧୪, ସଂ.୧୭୧
2014, no.171
୨୦୧୪, ସଂ.୧୭୨
2014, no.172
୨୦୧୪ ଆ., ସଂ.୧୭୩
2014, no.173
୨୦୧୪, ସଂ.୧୭୪
2014, no.174
୨୦୧୪-୧୫, ସଂ.୧୭୫
2014-15, no.175
୨୦୧୪-୧୫, ସଂ.୧୭୬
2014-15, no.176
୨୦୧୫, ସଂ.୧୭୭
2015, no.177
୨୦୧୫ ଆ., ସଂ.୧୭୮
2015 c., no.178
୨୦୧୫., ସଂ.୧୭୯
2015, no.179
୨୦୧୬, ସଂ.୧୮୦
2016, no.180
୨୦୧୬, ସଂ.୧୮୧
2016, no.181
୨୦୧୬, ସଂ.୧୮୨
2016, no.182
୨୦୧୭, ସଂ.୧୮୩
2017, no.183
୨୦୧୭ ଆ., ସଂ.୧୮୪
2017, no.184
୨୦୧୭., ସଂ.୧୮୫
2017, no.185
୨୦୧୭, ସଂ.୧୮୬
2017, no.186
୨୦୧୭-୧୮, ସଂ.୧୮୭
2017-18, no.187
୨୦୧୮, ସଂ.୧୮୮
2018, no.188
୨୦୧୮, ସଂ.୧୮୯
2018, no.189
୨୦୧୮ ଆ., ସଂ.୧୯୦
2018, no.190
୨୦୧୮-୧୯., ସଂ.୧୯୧
2018-19, no.191