ସୃଜନିକା ପ୍ରକାଶନ

ବିଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ୧୯୮୦ ବେଳକୁ ସୃଜନିକାର ଜନ୍ମ ହୋଇଥିଲା। ସମୟ କ୍ରମେ ତାହା ବିଜ୍ଞାନ ଓ ଶିକ୍ଷା ଆଧାରିତ ଏକ ସାଧନକେନ୍ଦ୍ରର ରୂପ ନେଇଥିଲା। ବିଜ୍ଞାନର ଏକ ବ୍ୟାପକ ଏବଂ ଗଭୀର ଅନୁଭୁତି ଆଣିବାକୁ ଏହା ଚେଷ୍ଟା କରିଥିଲା। ଏସବୁର କେନ୍ଦ୍ରରେ ଥିଲା ବିଜ୍ଞାନ ତରଙ୍ଗ ପତ୍ରିକା ଯାହା ଶିକ୍ଷା, ବିଜ୍ଞାନ ଓ ସମାଜକୁ ଯୋଡ଼ିବା କାମ କରୁଥିଲା। ତିନୋଟି ପରୀକ୍ଷାମୂଳକ ସଂଖ୍ୟା ପରେ ୧୯୮୯ ମସିହାରୁ ଏହାର ନିୟମିତ ପ୍ରକାଶନ ଆରମ୍ଭ ହେଲା ଏବଂ ୧୭ ବର୍ଷ ଧରି ଚାଲିରହିଲା।

ବିଜ୍ଞାନ ତରଙ୍ଗ ପ୍ରଥମେ ବର୍ଷକୁ ୧୦ଟି ସଂଖ୍ୟା ଓ ଖରାଛୁଟିରେ ଗୋଟିଏ ବହି ସ୍ୱତନ୍ତ୍ର ସଂଖ୍ୟା ଭାବରେ ପ୍ରକାଶ ପାଉଥିଲା। ପରେ ବର୍ଷକୁ ଛଅଟି ସଂଖ୍ୟା ଏବଂ ୩-୪ଟି ବହି ପ୍ରକାଶିତ ହେଲା। ହାତରେ କାମ କରିବା ପାଇଁ ବାଟ ଏବଂ ଶିକ୍ଷା, ବିଜ୍ଞାନ ଓ ବିକାଶ ଉପରେ କିଛି ଚିନ୍ତା ଉଦ୍ରେକକାରୀ ବିଷୟକୁ ନେଇ ବହିଗୁଡ଼ିକ ପ୍ରସ୍ତୁତ କରାଯାଉଥିଲା। ବିଜ୍ଞାନ ତରଙ୍ଗ ଓ ସୃଜନିକାର ଅନ୍ୟ ପ୍ରକାଶନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜ୍ଞାନକୁ ଉଦ୍ଦୀପନାମୂଳକ ଅନୁଭବର ରୂପଦେବା ଏବଂ ମଣିଷର ଜନ୍ମଗତ ଅନୁସନ୍ଧିତ୍ସା ତଥା ସୃଜନଶୀଳତାକୁ ଆଗେଇନେବା। ଏଥିପାଇଁ ମାଧ୍ୟମ ଥିଲା ପତ୍ରିକା ଓ ବହି, ଶିବିର ଓ କର୍ମଶାଳା ଏବଂ ଆଲୋଚନା। ରୂପାୟନର ଧାରାଥିଲା ସହଜରେ ମିଳୁଥିବା ଜିନିଷକୁ ନେଇ ସରଳ ଓ ମଜାଳିଆ ବିଭିନ୍ନ ପରଖ।

ତଳ ସୂଚୀ ସାହାଯ୍ୟରେ ସୃଜନିକାର ପ୍ରକାଶନଗୁଡ଼ିକୁ ଦେଖିହେବ। ଚିତ୍ର ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।

ସୃଜନିକା ପ୍ରକାଶନ
କର୍ମ ସାଧନ Activity Books
ଖେଳି ଖେଳି ଶିଖିବା (୧୯୮୮)
Kheli Kheli Sikhiba (1988)
Preview Download
କାଗଜର ଖେଳ (୧୯୮୯)
Kagajara Khela (1989)
Preview Download
ଆକାରର ଦୁନିଆ (୧୯୯୧)
Akarara Dunia (1991)
Open
ଆମ ମନର ଗୀତ (୧୯୯୪)
Ama Manara Gita (1994)
Preview Download
କାଗଜ ଭଙ୍ଗାର ମଜା (୧୯୯୭)
Kagaja Bhangara Maja (’97)
Preview Download
କାଗଜରୁ ଆକୃତି (୧୯୯୮)
Kagajaru Akruti (1998)
Preview Download
ବିଜ୍ଞାନ ପହଳି (୧୯୯୮)
Bigyana Pahali (1998)
Preview Download
ଗଣିତ କୁହୁକ (୧୯୯୮)
Ganita Kuhuka (1998)
Preview Download
ଚିତ୍ର ପାହାଚରେ ଚିଡ଼ିଆଖାନା (୨୦୦୦)
Chitra Pahachare Chidiakhana (2000)
Preview Download
କାଗଜ ଭଙ୍ଗାରୁ ଜ୍ୟାମିତି (୨୦୦୦)
Kagaja Bhangaru Jyamiti (2000)
Preview Download
ହାତତିଆରି ଖେଳନା (୨୦୦୧)
Hatatiari Khelana (2001)
Preview Download
ସହଜରେ ଆଙ୍କିବା ଗଛଲତା (୨୦୦୧)
Sahajare Ankiba Gachhalata (2001)
Preview Download
ପତ୍ରରୁ ଚିତ୍ର (୨୦୦୨)
Patraru Chitra (2002)
Preview Download
ବିଜ୍ଞାନ ପରଖ (୨୦୦୩)
Bigyana Parakha (2002)
Preview Download
ପ୍ରକୃତି ପରଖ (୨୦୦୩)
Prakruti Parakha (2003)
Preview Download
ଅଠା କୁହୁକ (୨୦୦୫)
Atha Kuhuka (2005)
Preview Download
କିମିଆର ବିଞାନ (୨୦୦୫)
Kimiara Bigyana (2005)
Preview Download
ହାତ ପାଆନ୍ତାରେ ବିଜ୍ଞାନ (୨୦୦୫)
Hata Paantare Bigyana (2005)
Preview Download
ଅଳିଆରୁ ମଜାକାମ (୨୦୦୭)
Aliaru Majakama (2006)
Preview Download
ମଜା ବିଜ୍ଞାନ ପରଖ (୨୦୦୭)
Maja Bigyana Parakha
Preview Download
ପରିବେଶ/ପ୍ରକୃତି Environment/Nature
ଆମ ଘର ଏଇ ପୃଥିବୀ (୧୯୯୦)
Ama Ghara Ei Pruthibi (1990)
Open
ଗଛବଇଦ (୧୯୯୭)
Gachhabaida (1997)
Preview Download
ଓଡ଼ିଶା ପାଇଁ ଗଛ (୧୯୯୮)
Odisha pain Gachha (1998)
Open
ପରିବେଶର କଥା ଓ ବଥା (୧୯୯୮)
Paribesara Katha O Batha (1998)
Preview Download
ଜଳ ସମ୍ପଦ (୧୯୯୯)
Jala Sampada (1999)
Preview Download
ପରିବେଶ ପ୍ରଦୂଷଣ (୧୯୯୯)
Paribesa Pradushana (1999)
Preview Download
କୀଟ ଓ ତା’ର ଜାତିଭାଇ (୧୯୯୯)
Kita O Ta’ra Jatibhai (1999)
Preview Download
ପରିବେଶ, ବିକାଶ ଓ ଅଳିଆ(୧୯୯୯)
Paribesa, Bikasa O Alia (1999)
Download
ଜୀବନର ପିଲାଦିନ (୨୦୦୦)
Jibanara Piladina (2000)
Preview Download
ପରିବେଶ ଦର୍ପଣ (୨୦୦୧)
Paribesa Darpan (2001)
Preview Download
ପରିବେଶ ଓ ଆତ୍ମନିର୍ଭରଶୀଳତା (୨୦୦୨)
Paribesa O Atmanirbharashilata (2002)
Preview Download
ପଦେଛନ୍ଦେ ପରିବେଶ (୨୦୦୪)
PadeChhande Paribesa (2004)
Preview Download
ଓଡ଼ିଶାର ବନ୍ୟପ୍ରାଣୀ (୨୦୦୫)
Odishara Banyaprani (2005)
Preview Download
ଆକାଶ Sky
ରହସ୍ୟମୟ ମଙ୍ଗଳ (୧୯୯୦)
Rahasyamaya Mangal (1990)
Open
ସୂର୍ଯ୍ୟ ଆମ ବନ୍ଧୁ (୧୯୯୦)
Surya Ama Bandhu (1990)
Open
ଚନ୍ଦ୍ର ଅଭିଯାନ (୧୯୯୪)
Chandra Abhijan (1994)
Open
ଆସ ତାରା ଦେଖିବା (୧୯୯୫)
Asa Tara Dekhiba (1995)
Preview Download
ବିଶ୍ୱର ରୂପ (୧୯୯୫)
Biswara Rupa (1995)
Open
ଛାଇ ଆଲୁଅର ଖେଳ (୧୯୯୫)
Chhai Aluara Khela (1995)
Open
ଦି ଷ୍ଚୋରି ଅଫ୍ ଆୱାର ୟୁନିଭର୍ଶ (୧୦୦୫)
The Story of Our Universe (1995)
Open
ପରାଗ, ଗ୍ରହଣ ଓ ଧୂମକେତୁ (୧୯୯୭)
Paraga, Grahana O Dhumaketu (1997)
Preview Download
ଆକାଶରେ ଲୁଚକାଳି (୧୯୯୯)
Akashare Luchakali (1999)
Open
ଗ୍ରହ ସଞ୍ଚାର (୨୦୦୪)
Graha Sanchar (2004)
Preview Download
ବିଶେଷ/ସହଯୋଗ Special/Collaboration
ବିଜ୍ଞାନ କ’ଣ? (୧୯୯୦)
Bigyan Ka’na? (1990)
Open
ବୈଜ୍ଞାନିକ ଦୃଷ୍ଟିକୋଣ (୧୯୯୨)
Baigyanika Drustikone (1992)
Open
ଦିବାସ୍ୱପ୍ନ (୧୯୯୨)
Divaswapna (1992)
Preview Download
କାହିଁକି ଭାଇ କାହିଁକି (୧୯୯୬)
Kahinki Bhai Kahinki (1996)
Preview Download
ତୋତ୍ତୋ-ଚାନ୍ (୧୯୯୬)
Totto-chan (1996)
Preview Download
ଜହ୍ନଧରା ବାଇଆ (୧୯୯୭)
Jahnadhara Baia (1997)
Open
ଅଣୁରୁ ଅନ୍ତରୀକ୍ଷ (୧୯୯୯)
Anuru Antariksha (1999)
Preview Download
ମୋ ବନ୍ଧୁ ଶ୍ରୀ ଲିକୀ (୨୦୦୨)
Mo Bandhu Sri Leakey (2002)
Preview Download
ବିକାଶ ପାଇଁ ବିନାଶ (୨୦୦୩)
Bikas pain Binas (2003)
Preview Download
ଏକ୍ସପ୍ଲୋରିଙ୍ଗ ନେଚର୍ (୨୦୦୪)
Exploring Nature (2004)
Preview Download
ପ୍ରଶ୍ନକରେ ଅନାର୍‌କୋ (୨୦୦୪)
Prasnakare Anarko (2004)
Preview Download
ସାଇକେଲ୍‌ର କାହାଣୀ (୨୦୦୪)
Saikelra Kahani (2004)
Preview Download
ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ (୨୦୦୫)
Biplaba Suare Padartha Bigyana (2005)
Preview Download
ଗିଜୁଭାଇ ଶିକ୍ଷାନିଧି (୨୦୦୫)
Gijubhai Sikshanidhi (2005)
Preview Download
ପଦାର୍ଥ ବିଜ୍ଞାନର କାହାଣୀ (୨୦୦୭)
Padartha Bigyanara Kahani (2007)
Preview Download
ଅସୀମସନ୍ଧାନୀ ରାମାନୁଜନ୍ (୨୦୧୩)
Asimasandhani Ramanujan (2013)
Preview Download

 

ବିଜ୍ଞାନ ତରଙ୍ଗ Bigyan Tarang
ପରୀକ୍ଷାମୂଳକ ସଂଖ୍ୟା (୧୯୮୮-୮୯)
Trial Issues (1988-89)
Preview Download
ପ୍ରାଚୀର ପଡ୍ରିକା (୧୯୮୯-୯୦)
Wall Magazines (1989-90)
Open
ଭାଗ ୧ (୧୯୮୯-୯୦)
Volume 1 (1989-90)
Preview Download
ଭାଗ ୨ (୧୯୯୦-୯୧)
Volume 2 (1990-91)
Preview Download
ଭାଗ ୩ (୧୯୯୧-୯୨)
Volume 3 (1991-92)
Preview Download
ଭାଗ ୪ (୧୯୯୨-୯୩)
Volume 4 (1992-93)
Preview Download
ଭାଗ ୫ (୧୯୯୩-୯୪)
Volume 5 (1993-94)
Preview Download
ଭାଗ ୬ (୧୯୯୪-୯୫)
Volume 6 (1994-95)
Preview Download
ଭାଗ ୭ (୧୯୯୫-୯୬)
Volume 7 (1995-96)
Preview Download
ଭାଗ ୮ (୧୯୯୬-୯୭)
Volume 8 (1996-97)
Preview Download
ଭାଗ ୯ (୧୯୯୭-୯୮)
Volume 9 (1997-98)
Preview Download
ଭାଗ ୧୦ (୧୯୯୮-୯୯)
Volume 10 (1998-99)
Preview Download
ଭାଗ ୧୧ (୧୯୯୯-୨୦୦୦)
Volume 11 (1999-2000)
Preview Download
ଭାଗ ୧୨ (୨୦୦୦-୦୧)
Volume 12 (2000-01)
Preview Download
ଭାଗ ୧୩ (୨୦୦୧-୦୨)
Volume 13 (2001-02)
Preview Download
ଭାଗ ୧୪ (୨୦୦୨-୦୩)
Volume 14 (2002-03)
Preview Download
ଭାଗ ୧୫ (୨୦୦୩-୦୪)
Volume 15 (2003-04)
Preview Download
ଭାଗ ୧୬ (୨୦୦୪-୦୫)
Volume 16 (2004-05)
Preview Download
ଭାଗ ୧୭ (୨୦୦୬-୦୭)
Volume 17 (2005-06)
Preview Download
ସାମଗ୍ରିକ ସୂଚୀ
Cumulative IndexDownload