Dagaro 300

Bhanja Pradip 300

Naba Bharat 300

Sankha 300

Sahakar 300

Kunkum 300

Book Covers o_Page_19_Image_0001rsz

Book Covers o_Page_13_Image_0001rsz

Book Covers o_Page_17_Image_0001rsz

Utkal Sahitya 300

Book Covers o_Page_18_Image_0001rsz

Book Covers o_Page_03_Image_0001rsz

Book Covers o_Page_04_Image_0001rsz

Book Covers o_Page_14_Image_0001rsz

Book Covers o_Page_06_Image_0001rsz

Book Covers o_Page_07_Image_0001rsz

Book Covers o_Page_08_Image_0001rsz

Book Covers o_Page_16_Image_0001rsz

Book Covers o_Page_01_Image_0001rsz

Jugabina 300

ଓଡ଼ିଆ ପ୍ରକାଶନର ଡିଜିଟାଲ ଗନ୍ତାଘର।

ପାଠାଗାରର ବିଭିନ୍ନ ବିଭାଗରେ ରଖାଯାଇଥିବା ସାମଗ୍ରୀ ପାଖରେ ଏହିଠାରୁ ପହଞ୍ଚି ହେବ। ବର୍ତ୍ତମାନର ବିଭାଗଗୁଡ଼ିକ ଭିତରେ ରହିଛି – ଖବରକାଗଜ, ପତ୍ରିକା ଓ ବହି। ଏହାଛଡ଼ା  ଅନ୍ୟ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଶେଷ ଧରଣର ସାମଗ୍ରୀ କିଛି ରହିଛି। ସେ ଦୁଇଟି ହେଉଛି: ରେଫରେନ୍‌ସ୍ ଓ ସଂକଳନ। ଦରକାର ଅନୁସାରେ ନୂଆ ବିଭାଗମାନ ଏଥିରେ ଯୋଡ଼ାଯିବ।

ରେଫରେନ୍‌ସ୍ ଶ୍ରେଣୀରେ ରହିଛି ଅଭିଧାନ, ଜ୍ଞାନକୋଷ, ଗ୍ରନ୍ଥସୂଚୀ ଓ ବିଶେଷ। ବିଶେଷ ବିଭାଗରେ ରହିଛି ଓଡ଼ିଶା ଓ ଓଡ଼ିଆ ବିଷୟରେ ବିସ୍ତୃତ ତଥ୍ୟ ଦେଉଥିବା କିଛି ବହିପତ୍ର। ‘ସଂକଳନ’ ଶ୍ରେଣୀରେ ରହିଛି ବିଭିନ୍ନ ସ୍ରଷ୍ଟାଙ୍କର ଏକକ ସଂଗ୍ରହ ବା କେଉଁ ବିଷୟ ଆଧାରିତ ସଂକଳନ।

ପାଠାଗାରର ପ୍ରତ୍ୟେକ ବିଭାଗ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପୃଷ୍ଠା ରହିଛି। ବାମ ପଟର ମେନୁରୁ ଏଗୁଡ଼ିକୁ ଖୋଲିହେବ। ସେହି ପୃଷ୍ଠାରେ ବିଭାଗ ବିଷୟରେ ଅଧିକ ସୂଚନା ଦିଆଯାଇଛି ଏବଂ ସେହି ବିଭାଗର ସାମଗ୍ରୀଗୁଡ଼ିକୁ ପଢ଼ିବାର ଓ ସଂଗ୍ରହ (ଡାଉନ୍‌ଲୋଡ୍) କରିବାର ବ୍ୟବସ୍ଥା ରହିଛି।