ଗାନ୍ଧୀ ରଚନାବଳୀ ଏଠାରୁ କାଢ଼ିଦେବା ପାଇଁ ଆମକୁ ଚେତାବନୀ ମିଳିଛି – ଅବଶ୍ୟ ତାହା କେତେ ଆଇନସମ୍ମତ ତାହା ନେଇ ଆମେ ପ୍ରଶ୍ନ ଉଠାଇଛୁ। ତଥାପି ଅପ୍ରୀତିକର ପରିସ୍ଥିତିରେ ନ ପଶିବା ପାଇଁ ଆମେ ଏହାର ପ୍ରସାରଣ ବନ୍ଦ କରିଦେବା ଉଚିତ ହେବ ବୋଲି ଭାବୁଛୁ। ଦୁଃଖର କଥା ଯେ ଏଭଳି କଥା ଆମ ପାଇଁ ନୁଆ ନୁହେଁ – ଆଗରୁ ଗୋପାଳଚନ୍ଦ୍ର ପ୍ରହରାଜ ଓ ବିନୋଦ କାନୁନ୍ଗୋଙ୍କ ପରିବାର ଏଭଳି ଧମକ ଦେଇଥିଲେ। ଭାଷାକୋଷ କ୍ଷେତ୍ରରେ ସେହି ଦାବି ଅମୂଳକ ଥିଲା ଏବଂ ଭାଷାକୋଷର ଡିଜିଟାଲ ରୂପ ବହୁଳ ଭାବରେ ପ୍ରସାରିତ ହୋଇପାରିଲା। ଜ୍ଞାନମଣ୍ଡଳ କ୍ଷେତ୍ରରେ ଆମେ ଶକ୍ତି ଅପଚୟ କରିବାକୁ ଚାହିଁଲୁନାହିଁ – ତେଣୁ ତାହା ସେହିଭଳି ପଡ଼ିରହିଛି। ଆଶାକରୁଛୁ ଯେ ଗାନ୍ଧୀ ରଚନାବଳୀର ସେହି ଅବସ୍ଥା ଆସିବ ନାହିଁ।
ଗାନ୍ଧୀ ରଚନାବଳୀ | |||||
ଭାଗ ୦୧ – ଆତ୍ମକଥା Vol.01 – Autobiography Preview Download |
ଭାଗ ୦୨ – ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ Vol.02 – South Africa Satyagraha Preview Download |
ଭାଗ ୦୩ – ସତ୍ୟାଗ୍ରହ Vol.03 – Satyagraha Preview Download |
ଭାଗ ୦୪ – ଅହିଂସା Vol.04 – Non-violence Preview Download |
ଭାଗ ୦୫ – ଶିକ୍ଷା Vol.05 – Education Preview Download |
|
ଭାଗ ୦୬ – ଛାତ୍ରସମାଜ ପ୍ରତି Vol.06 – To the Students Preview Download |
ଭାଗ ୦୭ – ସାମାଜିକ ଓ ପାରିବାରିକ ଜୀବନ Vol.07 – Social and Family Life Preview Download |
ଭାଗ ୦୮ – ରାଜନୈତିକ ପତ୍ରାବଳୀ Vol.08 – Political Correspondence Preview Download |
ଭାଗ ୦୯ – ରାଜନୈତିକ ବିଚାର Vol.09 – Political Thoughts Preview Download |
ଭାଗ ୧୦ – ସାମ୍ପ୍ରଦାୟିକ ଏକତା Vol.10 – Communal Unity Preview Download |
|
ଭାଗ ୧୧ – ଗଡ଼ଜାତ, ବିଶ୍ୱ ସମସ୍ୟା Vol.11 – Gadajat, Biswa… Preview Download |
ଭାଗ ୧୨ – ଧର୍ମ ଓ ଈଶ୍ୱର ବିଶ୍ୱାସ Vol.12 – Religion and God Preview Download |
ଭାଗ ୧୩ – ଅର୍ଥନୈତିକ ବିଚାର Vol.13 – Economic Thoughts Preview Download |
|||
ଭାଗ ୧୪ – ସେବା ଓ ସାମାଜିକ ବିପ୍ଳବ Vol.14 – Service and Social Revolution Preview Download |
ଭାଗ ୧୫ – ବିବିଧ ବିଚାର Vol.15 – Misc. Thoughts Preview Download |
ଭାଗ ୧୬ – ଓଡ଼ିଶା ପ୍ରସଂଗ ଓ ଅନ୍ୟାନ୍ୟ Vol.16 – Odisha Matters and Others Preview Download |