ଗୋପାଳ ଛୋଟରାୟ ସଂକଳନ

ଗୋପାଳ ଛୋଟରାୟ (୧୯୧୬-୨୦୦୩)ଙ୍କୁ ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜଣେ ମୁଖ୍ୟ ସ୍ଥପତି ଭାବରେ ଗଣନା କରାଯାଏ। ଓଡ଼ିଆ ନାଟକର କଥାବସ୍ତୁ ଓ ଗଠନରୀତିର ଅଧ୍ୟୟନରେ ସେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ।

ଜଗତସିଂହପୁର ଜିଲ୍ଲାର ପୁରାଣଗଡ଼ ଗ୍ରାମରେ ୧୯୧୬ ମସିହା ଏପ୍ରିଲ ମାସ ୨୦ ତାରିଖରେ ଗୋପାଳ ଛୋଟରାୟ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ପୂରା ଜୀବନ କଟକରେ ହିଁ କଟିଥିଲା ଏବଂ ୨୦୦୩ ମସିହା ଜାନୁଆରି ମାସ ୨୨ ତାରିଖରେ ସେ ଶେଷ ନିଶ୍ୱାସ ଛାଡ଼ିଥିଲେ।

୧୯୪୬ ମସିହାର ‘ଫେରିଆ’ଠାରୁ ଆରମ୍ଭ କରି ୧୫ରୁ ଅଧିକ ମୌଳିକ ନାଟକ ଏବଂ କିଛି ପ୍ରସିଦ୍ଧ ଓଡ଼ିଆ ଉପନ୍ୟାସକୁ ଆଧାର କରି ୮ଟି ନାଟକ ଲେଖିଥିଲେ। ସେଥିମଧ୍ୟରୁ ଅଧିକାଂଶ ସଫଳତାର ସହିତ ରଙ୍ଗମଞ୍ଚରେ ଅଭିନୀତ ହୋଇସାରିଛି। ସମୟ ଥିଲା, ଯେତେବେଳେ କଟକର ଦୁଇଟିଯାକ ପେଶାଦାର ରଙ୍ଗମଞ୍ଚରେ ଏକସମୟରେ ପ୍ରତ୍ୟେକ ଦିନ ତାଙ୍କର ନାଟକ ହିଁ ଅଭିନୀତ ହେଉଥିଲା। ଏହି ଭାବରେ ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଗୋପାଳ ଛୋଟରାୟ ଓଡ଼ିଶାର ପେଶାଦାର ରଙ୍ଗମଞ୍ଚଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିଥିଲେ।

୧୯୪୮ ମସିହାରେ କଟକରେ ଆକାଶବାଣୀ କେନ୍ଦ୍ର ଆରମ୍ଭ ହେଲା ଏବଂ ଗୋପାଳ ଛୋଟରାୟ ସେହି ସମୟରୁ ହିଁ ତା ସହିତ ଯୋଡ଼ା ହୋଇଗଲେ। ଆକାଶବାଣୀରେ କାମ କରୁଥିଲା ସମୟରେ ଗୋପାଳ ଛୋଟରାୟ ଗ୍ରାମୀଣ ନାଟକ ବା ଗୀତିନାଟ୍ୟର ପୁନରୁତ୍ଥାନ କରି ଓଡ଼ିଆ ସଙ୍ଗୀତର ପରମ୍ପରାକୁ ଅନନ୍ୟ ଅବଦାନ ଦେଇଯାଇଛନ୍ତି। ତାଙ୍କ ନିଜ କାମର ପ୍ରାୟ ୨୦ଟି ଏଲ୍ପି ରେକର୍ଡ ଓ କ୍ୟାସେଟ୍ ପ୍ରସ୍ତୁତ ହୋଇଛି। ତା ଭିତରୁ ସବୁଠାରୁ ଲୋକପ୍ରିୟ ହେଉଛି ଫକୀରମୋହନ ସେନାପତିଙ୍କର କ୍ଷୁଦ୍ରଗଳ୍ପ ‘ପେଟେଣ୍ଟ୍ ମେଡିସିନ୍’ର ନାଟ୍ୟରୂପ ‘ଶ୍ରୀମତୀ ସମାର୍ଜ୍ଜନୀ’। ରାଜ୍ୟ ଦୂରଦର୍ଶନ ପାଇଁ ସେ ପ୍ରାୟ ୧୦୦ ଟି ନାଟକ ଓ ଫିଚର୍ ଲେଖିଛନ୍ତି। ସେଥିମଧ୍ୟରେ ଅନେକଗୁଡ଼ିଏ ଧାରାବାହିକ ଓ ‘ଦେବୀ ଦୁର୍ଗା’ ନାମକ ଏକ ସ୍ମରଣୀୟ ପୌରାଣିକ କାହାଣୀ ମଧ୍ୟ ରହିଥିଲା।

ଓଡ଼ିଆ ନାଟ୍ୟଜଗତକୁ ଗୋପାଳ ଛୋଟରାୟଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ।

ତଳ ସୂଚୀ ସାହାଯ୍ୟରେ ଗୋପାଳ ଛୋଟରାୟଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଗୋପାଳ ଛୋଟରାୟ ସର୍ଜନା ସୂଚୀ
ନାଟକ, ଏକାଙ୍କିକା, ଗୀତିନାଟ୍ୟ – Drama, One-act play, Opera
ଅଭାଗିନୀର ସ୍ୱର୍ଗ (୧୯୬୨)
Abhaginira Swarga (1962)
Download
ଅମଡ଼ାବାଟ (୧୯୬୯, ୫ମ)
Amadabata (5e. 1969)
Download
ଅମର ବିଳାସ (୧୯୭୭)
Amara Bilasa (1977)
Download
ଅର୍ଦ୍ଧାଙ୍ଗିନୀ (୧୯୫୯)
Ardhangini (1959)
Download
ବାବାଜୀ ନାଟକ (୧୯୮୪)
Babaji Nataka (1984)
Download
ବାବୁ ଚନ୍ଦ୍ରମଣି (୧୯୯୨)
Babu Chandramani (1992)
Download
ବାଣା ପରାଜୟ (୧୯୭୭)
Bana Parajaya (1977)
Download
ବଉଳା (୧୯୬୧)
Baula (1961)
Download
ବିନ୍ଦୁସାଗର (୧୯୭୭)
Bindusagara (1977)
Download
ଚମ୍ପୂବିନୋଦ (୧୯୮୮)
Champubinoda (1988)
Download
ଦଳବେହେରା (୧୯୬୬)
Dalabehera (1966)
Download
ଘରବର ଦେଖା (୧୯୮୩)
Gharabara Dekha (1983)
Download
ଘଟକ (୧୯୬୨)
Ghataka (1962)
Download
ଝଞ୍ଜା (୧୯୫୮)
Jhanja (1958)
Download
ନୂଆବୋଉ (୧୯୮୦)
Nuabou (1980)
Download
ପଦ୍ମାଳୟ (୧୯୭୨)
Padmalaya (1972)
Download
ପଞ୍ଚବଟୀ (୧୯୮୬)
Panchabati (1986)
Download
ପଥିକବନ୍ଧୁ (୧୯୯୪)
Pathikabandhu (1994)
Download
ପେଟେଣ୍ଟ ମେଡିସିନ୍ (୧୯୯୨)
Petent Medisin (1992)
Download
ପ୍ରତିଭା (୧୯୬୨)
Pratibha (1962)
Download
ସାଧନା (୧୯୬୫, ୧୯୭୪ ୩ୟ)
Sadhana (1965, 3e. 1974)
Download
ସୀତା ଲବକୁଶ (୧୯୮୫)
Sita Labakusha (1985)
Download
ଶ୍ରୀମତୀ ସମାର୍ଜନୀ (୧୯୭୪)
Srimati Samarjani (1974)
Download
ଶ୍ରୀହରିଙ୍କ ସଂସାର (୧୯୭୪, ୧୯୮୪ ୨ୟ)
Sriharinka Sansara (1974, 2e. 1984)
Download
ସଂକଳନ – Collected Works
ଗୀତିନାଟ୍ୟ ସଂକଳନ (୧୯୯୫)
Gitinatya Sankalana (1995)
Download
ଏକାଙ୍କିକା ସଂକଳନ, ଭାଗ ୧ (୧୯୯୬)
Ekankika Sankalana, v.01 (1996)
Download
ଏକାଙ୍କିକା ସଂକଳନ, ଭାଗ ୨ (୧୯୯୬)
Ekankika Sankalana, v.02 (1996)
Download
ଗୋପାଳ ଛୋଟରାୟ ଗ୍ରନ୍ଥାବଳୀ, ଭାଗ ୧ (୨୦୧୧)
Gopala Chhotray Granthabali, v.01 (2011)
Download
ଗୋପାଳ ଛୋଟରାୟ ଗ୍ରନ୍ଥାବଳୀ, ଭାଗ ୨ (୨୦୧୬)
Gopala Chhotray Granthabali, v.02 (2016)
Download
ହାସ୍ୟରସର ନାଟକ (୧୯୮୧, ୧୯୮୪ ନୂ)
Hasyarasara Nataka (1981, n. 1984)
Download
ନଟଖଟ ନାଟକ  (୧୯୮୬)
Natakhata Nataka (1986)
Download
ପଞ୍ଚନାଟିକା (୧୯୯୩)
Panchanatika (1993)
Download
ଶାଖା ପ୍ରଶାଖା (୧୯୭୭)
Shakha Prasakha (1977)
Download
ଶତରଞ୍ଜି (୧୯୮୩)
Shataranji (1983)
Download
ଶ୍ରେଷ୍ଠ ଏକାଙ୍କିକା (୧୯୯୧)
Srestha Ekankika (1991)
Download
ତିନୋଟି ଅପେରା ଏକତ୍ର (୧୯୭୨)
Tinoti Apera Ekatra (1972)
Download
ସ୍ରଷ୍ଟା ଓ ସମୀକ୍ଷା – Creator and Review
ପଥିକ (୧୯୯୫)
Pathika (1995)
Download
ଗୋପାଳ ଛୋଟରାୟ (୨୦୦୯)
Gopala Chhotray (2009)
Download
ଗୋପାଳ ଛୋଟରାୟଙ୍କ ନାଟ୍ୟମାନସ (୧୯୮୬)
Gopala Chhotraynka Natya Manasa (1986)
Download
ବେତାର ନାଟ୍ୟସ୍ରଷ୍ଟା (୨୦୦୩)
Betara Natyasrasta (2003)
Download
ଗୋପାଳ ଛୋଟରାୟଙ୍କ ବିଷୟରେ
On Gopal Chhotray
Open
ଅପ୍ରକାଶିତ ପାଣ୍ଡୁଲିପି – Unpublished Manuscripts
ଭାଙ୍ଗିଯାଏ କ୍ଷୁଦ୍ର ପରିବେଶ ଓ ଅନ୍ୟାନ୍ୟ (୧୯୯୧)
Bhangijae Ksudra Paribesa & Others (1991)
Preview/ Download
ଦରିଦ୍ର ନାରାୟଣ ଓ ଅନ୍ୟାନ୍ୟ (୧୯୬୨)
Daridra Narayana & Others (1962)
Preview/ Download
ଦ୍ୱିଧାରା ଓ ଅନ୍ୟାନ୍ୟ
Dwidhara & Others
Preview/ Download
କୃଷ୍ଣ ଚରିତ ଭାଗ ୨୧ରୁ ୫୦
Krusna Charita, episode 21 to 50
Preview/ Download
କୃଷ୍ଣ ଚରିତ ଭାଗ ୫୧ରୁ ୮୧
Krusna Charita, episode 51 to 81
Preview/ Download
ନନ୍ଦକୁମାର ଫାଶୀ ଓ ଅନ୍ୟାନ୍ୟ
Nanda Kumar Phasi & Others
Preview/ Download
ଶ୍ରୀଗୁଣ୍ଡିଚା ଓ ଅନ୍ୟାନ୍ୟ
Sri Gundicha & Others
Preview/ Download
ଅନ୍ୟାନ୍ୟ – Others
ସେଇ ଫୁଲ (ଗଳ୍ପ ସଂକଳନ, ୧୯୮୯)
President Nixon (1969)
Download
ଚନ୍ଦ୍ରମୁଖୀ ଓ ଅନ୍ୟାନ୍ୟ ଗଳ୍ପ (୧୯୯୩)
Mayakosky Kabita Sangraha (1965)
Download
ନଟସମ୍ରାଟ (ଅନୁବାଦ, ୧୯୯୪)
Baji RautEkoisiti Bangla Galpa
Download