ଆଶା

ବ୍ରହ୍ମପୁରରୁ ୧୯୧୪ ମସିହାରେ ଏହା ପ୍ରକାଶ ପାଇଥିଲା ଏବଂ ଶଶିଭୂଷଣ ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ସମକାଳୀନ ବହୁ ପ୍ରସଙ୍ଗ ସହ ସମ୍ମିଳନୀ, ମନ୍ତବ୍ୟ, ବିଜ୍ଞାପନ, ଯୁଦ୍ଧ ଖବର, ଦେଶବିଦେଶ ଖବର, ପ୍ରବନ୍ଧ ଆଦି ଏହି ସାପ୍ତାହିକ ଖବରକାଗଜରେ ପ୍ରକାଶିତ ହେଉଥିଲା। ଏହାଛଡ଼ା ସମାଜ ପାଇଁ ନୂତନ ଦିଗ ଦର୍ଶାଇବା ଭଳି କେତେକ ପ୍ରବନ୍ଧ ମଧ୍ୟ ଏଥିରେ ପ୍ରକାଶ ପାଇଥିଲା। କେବଳ ଓଡ଼ିଆରେ ନୁହେଁ, ଇଂରାଜୀରେ ମଧ୍ୟ କେତେକ ପତ୍ର ଓ ପ୍ରବନ୍ଧ ଏଥିରେ ସ୍ଥାନ ପାଇଥିଲା।

 

 

 

ଆଶା ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

ଭାଗ / ମସିହା ସଂଖ୍ୟା ସଂଖ୍ୟା
୧୯୧୪ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୧୫ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୧୭ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୧୯ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୨୦ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୨୧ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୨୨ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୨୩ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର
୧୯୨୪ ଜାନୁଆରି – ଜୁନ୍ ଜୁଲାଇ – ଡିସେମ୍ବର