ଦେଶକଥା

ସାପ୍ତାହିକ ଓଡ଼ିଆ ସମ୍ବାଦପତ୍ର ଦେଶକଥା ୧୯୩୦ ମସିହାରେ ଲାଲା ନଗେନ୍ଦ୍ରନାଥ ରାୟଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା। କୌଣସି ନିର୍ଦ୍ଦିଷ୍ଟ ଦଳ ବା ଗୋଷ୍ଠୀର ହୋଇ ନ ଥିବାରୁ ବିଭିନ୍ନ ଦଳ ଓ ଗୋଷ୍ଠୀର କାର୍ଯ୍ୟ ବିପକ୍ଷ ବା ସପକ୍ଷରେ ମତ ଏଥିରେ ପ୍ରକାଶ ପାଉଥିଲା। ଦେଶକଥାରେ ମୁଖ୍ୟତଃ ଓଡ଼ିଶାର ଖବର ବେଶ୍ ନିର୍ବିକାର ଭାବରେ ନିଜର ମତ ସହ ପ୍ରକାଶିତ ହେଉଥିଲା। ଏହାର ସମ୍ପାଦକ ସ୍ୱାଧୀନ ଚିନ୍ତାଧାରା ସହ କୌଣସି ଗୋଷ୍ଠୀଗତ ପ୍ରଭାବ ବିନା ନିର୍ଭିକ ଭାବରେ ମତାମତ ପ୍ରକାଶ କରୁଥିଲେ।

ଦେଶକଥା ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

 

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

 

ଭାଗ / ମସିହା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା
୧ (୧୯୩୦) ୧ – ୧୨ ୧୩ – ୨୫ ୨୬ – ୩୭ ୩୮ – ୪୮
୨ (୧୯୩୧-୩୩) ୧ – ୩୨ ୩୩ – ୪୮
୩ (୧୯୩୪-୩୫) ୧ – ୧୬ ୧୭ – ୩୨ ୩୩ – ୪୮
୪ (୧୯୩୭-୩୮) ୧ – ୨୧ ୨୨ – ୪୦ ୪୨ – ୬୨ ୬୩ – ୯୩
୪ (୧୯୩୭-୩୮) ୯୪ – ୧୨୭ ୧୨୮ – ୧୫୨ ୧୫୩ – ୧୭୫