ନବୀନ

ନବୀନ ଏକ ସାପ୍ତାହିକ ସମ୍ବାଦ ଓ ସାହିତ୍ୟ ପତ୍ରିକା। କୃପାସିନ୍ଧୁ ପଟ୍ଟଦେବଙ୍କ ସମ୍ପାଦନାରେ ୧୯୩୦ ମସିହାରେ ଏହା ବ୍ରହ୍ମପୁରରୁ ପ୍ରକାଶ ପାଇଥିଲା। ପ୍ରଥମ ସଂଖ୍ୟାଟି ଛଅ ପୃଷ୍ଠାର ଥିଲା। ଏଥିରେ ପ୍ରକାଶିତ ସଂକ୍ଷିପ୍ତ ସମ୍ବାଦ, ସାହିତ୍ୟ, ସମାଚାର ସମୀକ୍ଷା, ସମ୍ପାଦକୀୟ ଅଭିମତ ଆଦି ସମ୍ବାଦପତ୍ର ଜଗତରେ ନୂଆ ଆଲୋଡ଼ନ ସୃଷ୍ଟି କରିଥିଲା। ଯେ କୌଣସି ପ୍ରସଙ୍ଗକୁ ତଥ୍ୟ, ମେଧା, ଯୁକ୍ତି ଓ କବିତ୍ୱର ମିଶାମିଶି ରୂପରେ କିପରି ପ୍ରକାଶ କରାଯାଇପାରେ ନବୀନର ସମ୍ପାଦକୀୟଗୁଡ଼ିକ ତାହାର ଉଦାହରଣ।

 

 

 

 

 

 

 

 

 

 

 

 

ନବୀନ ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

ଭାଗ / ମସିହା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା
୧ (୧୯୩୦-୩୧)  ୧ -୧୬ ୧୭ – ୩୨ ୩୩ – ୪୮
 ୨ (୧୯୩୧-୩୨) ୧ – ୧୬ ୧୭ – ୩୨ ୩୩ – ୪୮
୪ (୧୯୩୩-୩୪) ୧ – ୮ ୯ – ୧୭ ୧୮ – ୨୮ ୨୯ – ୪୨
୫ (୧୯୩୪-୩୫) ୫୨
୬ (୧୯୩୫-୩୬) ୧ – ୯ ୧୧ – ୧୯ ୨୦ – ୨୭ ୨୮ – ୩୫ ୩୬ – ୪୫
୭ (୧୯୩୬-୩୭) ୧ – ୧୧ ୧୧ – ୨୩ ୨୪ – ୩୨ ୩୩ – ୪୩
୮ (୧୯୩୭-୩୮) ୧ – ୧୦ ୧୧ – ୨୧ ୨୨ – ୩୧ ୩୨ – ୪୪
୯ (୧୯୩୮-୩୯) ୧ – ୯ ୧୦ -୧୮ ୧୯ – ୨୮ ୨୯ – ୩୬ ୩୭ – ୪୪
୧୦ (୧୯୩୯-୪୦) ୧ – ୧୦ ୧୧ – ୨୨ ୨୩ – ୩୩ ୩୪ – ୪୪
୧୧ (୧୯୪୦-୪୧) ୬ – ୧୬ ୧୭ – ୨୬ ୨୭ – ୩୫ ୩୬ – ୪୪
୧୩ (୧୯୪୨-୪୩) ୧ – ୧୦ ୧୧ – ୨୧ ୨୨ – ୩୨ ୩୩ – ୪୪
୧୪ (୧୯୪୩) ୧ – ୧୨ ୧୩ – ୩୦ ୩୧ – ୪୪
୧୫ (୧୯୪୩-୪୪) ୧ – ୧୪ ୧୫ – ୨୯ ୩୦ – ୪୪
୧୬ (୧୯୪୪-୪୫) ୧ – ୧୩ ୧୪ – ୨୩ ୨୪ – ୩୫ ୩୬ – ୪୪
୧୭ (୧୯୪୫-୪୬) ୧ – ୨୦ ୨୧ – ୪୪
୧୮ (୧୯୪୬-୪୭) ୧ – ୨୪ ୨୫ – ୪୪
୧୯ (୧୯୪୭) ୧ – ୧୦ ୧୧ – ୧୯ ୨୦ – ୨୮ ୨୯ – ୩୭ ୩୮ – ୪୪
୨୦ (୧୯୪୮) ୧ – ୨୦ ୨୧ – ୩୪
୨୧ (୧୯୪୮-୪୯) ୧ – ୧୨ ୧୩ – ୨୬ ୨୭ – ୪୪
୨୩ (୧୯୫୦-୫୧) ୧ – ୧୫ ୧୬ – ୩୦ ୩୧ – ୪୮
୨୪ (୧୯୫୧-୫୨) ୧ – ୨୦ ୨୧ – ୪୬
୨୫ (୧୯୫୩-୫୪) ୨ – ୨୫ ୨୬ – ୪୪
୨୮ (୧୯୫୭-୫୯) ୧ – ୧୫ ୧୬ – ୩୦ ୩୧ – ୪୪
୨୯ (୧୯୫୯-୬୦) ୧ – ୨୦ ୨୧ – ୪୪