ଓଡ଼ିଆ ଓ ନବସମ୍ବାଦ

ବାଲେଶ୍ୱରରୁ ୧୮୮୮ ମସିହାରେ ଓଡ଼ିଆ ଓ ନବସମ୍ବାଦ ଏକ ସାପ୍ତାହିକ ପତ୍ରିକା ଭାବରେ ପ୍ରକାଶ ପାଇଥିଲା। ସମ୍ପାଦକ ଥିଲେ ଦ୍ୱାରକାନାଥ ଦାସ। ଉତ୍କଳ ଦୀପିକା ଓ ବାଲେଶ୍ୱର ସମ୍ବାଦବାହିକା ପରେ ଅନେକ ବର୍ଷ ଧରି ଏହା ଓଡ଼ିଶାର ବାସ୍ତବ ଚିତ୍ର ପରିବେଷଣ କରୁଥିଲା। ଉତ୍କଳୀୟମାନଙ୍କର ସାମାଜିକ ଦୁରାବସ୍ଥା, ଜାତୀୟ ଜୀବନ, ଓଡ଼ିଆ ଭାଷାସାହିତ୍ୟ, ବାଣିଜ୍ୟ, ଶିକ୍ଷା ଓ ଜାତୀୟ ମାନସିକତା ଉପରେ ଅନେକ ଲେଖା ପତ୍ରିକାରେ ସ୍ଥାନ ପାଉଥିଲା।

ଓଡ଼ିଆ ଓ ନବସମ୍ବାଦ ସୂଚୀ

 

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

 

ନମୁନା ଖଣ୍ଡ ୧            ନମୁନା ଖଣ୍ଡ ୨

 

ଭାଗ / ମସିହା ଭାଗ / ମସିହା
୨ (୧୮୮୭) ୩ (୧୮୮୮)
୧୨ (୧୮୯୭) ୧୩ (୧୮୯୮)
୧୮ (୧୯୦୪) ୨୨ (୧୯୦୮)