ସମ୍ବଲପୁର ହିତୈଷିଣୀ

 

ବାମଣ୍ଡାର ରାଜା ସୁଢ଼ଳଦେବଙ୍କ ଆର୍ଥିକ ସହାୟତା ଏବଂ ଆନ୍ତରିକ ଉଦ୍ୟମ ଫଳରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ଆରମ୍ଭ ହୋଇଥିଲା ସମ୍ବଲପୁର ହିତୈଷିଣୀ। ଏଥିରେ ମୁଖ୍ୟତଃ ବାମଣ୍ଡା, ସମ୍ବଲପୁରର ଗଡ଼ଜାତ ଅଞ୍ଚଳର ସମ୍ବାଦ ପ୍ରକାଶ ପାଉଥିଲା।

ସମକାଳୀନ ଅନ୍ୟ ପତ୍ରିକାମାନଙ୍କ ତୁଳନାରେ ଏହାର ରଚନାଶୈଳୀ ଅଧିକ ଯୁକ୍ତିନିଷ୍ଠ ଓ ଅଭିଜାତ ରୁଚିସମ୍ପନ୍ନ ଥିଲା। ସାହିତ୍ୟ ଚର୍ଚ୍ଚା, ସମାଲୋଚନା, କାବ୍ୟ କବିତା, ଗଦ୍ୟ ବିଭାଗୀୟ ପ୍ରବନ୍ଧ ଆଦି ଏଥିରେ ସ୍ଥାନ ପାଉଥିଲା। ରାଧାନାଥ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ବିଶ୍ୱନାଥ କର, ଫକୀରମୋହନ ସେନାପତି, ଲାଲା ରାମମୋହନ ରାୟ, ସଚ୍ଚିଦାନନ୍ଦ ଦେବ, ଜଳନ୍ଧର ଦେବ ଆଦିଙ୍କ ଭଳି ବିଖ୍ୟାତ ସାହିତ୍ୟିକମାନଙ୍କର ଲେଖା ଏଥିରେ ପ୍ରକାଶ ପାଇଥିଲା।

 

 

 

 

 

 

 

 

 

 

 

 

 

 

ସମ୍ବଲପୁର ହିତୈଷିଣୀ ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨        ନମୁନା ଖଣ୍ଡ ୩

ନମୁନା ଖଣ୍ଡ ୪         ନମୁନା ଖଣ୍ଡ ୫        ନମୁନା ଖଣ୍ଡ ୬

ଭାଗ / ମସିହା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା
୧ (୧୮୮୯-୯୦) ୨୮ – ୩୮ ୩୯ – ୫୦
୨ (୧୮୯୦-୯୧) ୧ – ୧୪ ୧୫ – ୩୧ ୩୨ – ୩୮ ୩୯ – ୪୮ ୪୯ -୫୨
୩ (୧୮୯୧-୯୨) ୧ – ୬ ୭ -୧୫ ୧୬ – ୨୯ ୩୨ – ୩୭ ୩୮ – ୪୬
୪ (୧୮୯୨-୯୩) ୯ – ୧୭ ୧୮ – ୩୦ ୩୨ – ୪୧ ୪୨ – ୫୨
୫ (୧୮୯୩-୯୪) ୧ – ୮ ୯ – ୧୬ ୧୭ – ୩୦ ୩୧ – ୪୦ ୪୧ – ୫୧
୬ (୧୮୯୪-୯୫) ୧ – ୯ ୧୦ -୧୯ ୨୦ – ୩୦ ୩୧ – ୪୦
୭ (୧୮୯୫-୯୬) ୨ – ୧୦ ୧୧ – ୧୯ ୨୦ – ୩୦ ୩୧ – ୩୩
୮ (୧୮୯୬-୯୭) ୩୩ – ୪୨ ୪୩ – ୫୦
୯ (୧୮୯୭-୯୮) ୧ – ୬ ୭ – ୧୭ ୧୮ – ୩୨ ୩୩ – ୪୨ ୪୩ – ୫୦
୧୧(୧୮୯୯-୧୯୦୦) ୧୫ – ୨୦ ୨୧ – ୩୪ ୩୫ – ୪୫ ୪୬ – ୪୯
 ୧୨ (୧୯୦୦-୦୧) ୧ – ୫ ୬ – ୧୩ ୧୪ – ୨୧ ୨୨ – ୩୩
୧୨ (୧୯୦୦-୦୧)  ୩୪ – ୪୩ ୪୫ – ୪୯
୧୩ (୧୯୦୧-୦୨) ୧ – ୪ ୫ – ୧୪ ୧୫ – ୨୩ ୨୫ – ୩୩
୧୪ (୧୯୦୨-୦୩) ୨୭ – ୩୫ ୩୬ – ୪୪ ୪୫ – ୪୮
୧୫ (୧୯୦୩-୦୪) ୧ – ୪ ୯ – ୨୪
୧୬ (୧୯୦୪-୦୫) ୧୯ – ୩୧ ୩୨ – ୩୮ ୩୯ – ୪୪ ୪୫ – ୫୨
 ୧୭ (୧୯୦୫-୦୬) ୧ – ୧୬ ୧୭ – ୨୬ ୨୭ – ୩୬ ୩୮ – ୪୮
୨୦ (୧୯୦୮-୦୯) ୩ – ୧୦
୨୨ (୧୯୧୦-୧୧) ୧୨ – ୨୧ ୨୨ – ୩୧ ୩୨ – ୪୧ ୪୨ – ୪୮
୨୩ (୧୯୧୧-୧୨) ୧ – ୩ ୪ – ୧୧ ୧୨ – ୧୯ ୨୦ – ୩୦
୨୩ (୧୯୧୧-୧୨) ୩୧ – ୩୯ ୪୦ – ୫୨
୨୪ (୧୯୧୨-୧୩) ୧ – ୯ ୧୦ – ୧୯ ୨୦ – ୩୧ ୩୨ – ୪୨ ୪୩ – ୪୯
୨୫ (୧୯୧୩-୧୪) ୧ – ୧୦ ୧୧ – ୧୯ ୨୦ – ୨୯ ୩୦ – ୩୯ ୪୦ – ୪୭
୨୬ (୧୯୧୪-୧୫) ୧ – ୧୦
 ୨୯ (୧୯୧୭-୧୮)  ୧ – ୮ ୯ – ୧୭ ୧୮ – ୨୬ ୨୭ – ୩୫ ୩୬ – ୪୬
୩୦ (୧୯୧୮-୧୯) ୧ – ୬ ୭ – ୧୫ ୧୬ – -୨୫ ୨୬ – ୩୩ ୩୫ – ୪୧
 ୩୧ (୧୯୧୯-୨୦) ୨ – ୧୧ ୧୨ – ୨୩ ୨୪ – ୩୫ ୩୬ – ୪୭
୩୩ (୧୯୨୨-୨୩) ୧ – ୧୦ ୧୧ – ୨୦
୩୪ (୧୯୨୩-୨୪) ୧ – ୧୧ ୧୨ – ୨୦