ସେବା

ମୁଖ୍ୟତଃ କଂଗ୍ରେସ କର୍ମୀମାନଙ୍କ ପାଇଁ ୧୯୨୧ ମସିହାରେ ଏହି ସାପ୍ତାହିକ ସମ୍ବାଦପତ୍ରଟି ଆରମ୍ଭ କରାଯାଇଥିଲା। ଏହା ସମ୍ବଲପୁରରୁ ପ୍ରକାଶିତ ହେଉଥିଲା। ଏଥିରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା। କିଛି ବିଜ୍ଞାପନ ବି ପ୍ରକାଶ ପାଉଥିଲା।

ସେବା ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧                     ନମୁନା ଖଣ୍ଡ ୨

ଭାଗ / ମସିହା ସଂଖ୍ୟା ସଂଖ୍ୟା
୧ (୧୯୨୧) ୧ – ୨୫ ୨୬ – ୫୧
୨ (୧୯୨୨) ୧ – ୪