ଉତ୍କଳ ଦୀପିକା

ଓଡ଼ିଆ ଜାତିର ଏକ ସଂକଟଜନକ ମୁହୂର୍ତ୍ତରେ ଉତ୍କଳ ଦୀପିକାର ଜନ୍ମ। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସମୟର ଲୋକଙ୍କର ଦୁଃଖଦୁର୍ଦ୍ଦଶା ତଥା ମତାମତ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ଆରମ୍ଭ ହେଲା ଦୀପିକା। ସେ ସମୟରେ ଓଡ଼ିଆ ଭାଷା ପାଇଁ ଦେଖାଦେଇଥିଲା ବିପଦର ମୁକାବିଲା କରିବାରେ ମଧ୍ୟ ଦୀପିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କହିବାକୁ ଗଲେ ୧୮୬୬ ଦୁର୍ଭିକ୍ଷ ପରଠାରୁ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଯାଏଁ ଓଡ଼ିଶାର ବିଭିନ୍ନ ସମସ୍ୟା ତଥା ଓଡ଼ିଆ ଭାଷାର ଉନ୍ନତିକୁ ନେଇ ଯାହା ସବୁ ଚର୍ଚ୍ଚା, ବିବାଦ ବା ଆନ୍ଦୋଳନ ହୋଇଛି ଦୀପିକା ସେ ସବୁର ମୁଖପତ୍ର ଭଳି କାମ କରିଛି। ଉତ୍କଳ ଦୀପିକାର କୌଣସି ସ୍ୱତନ୍ତ୍ର ବିଭାଗ ନଥିଲେ ମଧ୍ୟ ମଝିରେ ମଝିରେ କବିତା ଓ ପୁସ୍ତକ ସମୀକ୍ଷା ପ୍ରକାଶ ପାଇଥିଲା।

 

 

 

ଉତ୍କଳ ଦୀପିକା ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧      ନମୁନା ଖଣ୍ଡ ୨     ନମୁନା ଖଣ୍ଡ ୩     ନମୁନା ଖଣ୍ଡ ୪

ନମୁନା ଖଣ୍ଡ ୫      ନମୁନା ଖଣ୍ଡ ୬     ନମୁନା ଖଣ୍ଡ ୭     ନମୁନା ଖଣ୍ଡ ୮

ଭାଗ / ମସିହା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା ସଂଖ୍ୟା
୧ (୧୮୬୬)  ପୁନଃମୁଦ୍ରିତ (ସମ୍ପୂର୍ଣ୍ଣ)
୪ (୧୮୬୯) ୧ – ୨୫ ୩୫ – ୫୦
୫ (୧୮୭୦)  ୧ – ୨୫ ୨୬ – ୫୦
୬ (୧୮୭୧) ୧ – ୧୭ ୧୮- ୩୪ ୩୫ – ୫୦
 ୭ (୧୮୭୨) ୧ – ୨୫ ୨୬ – ୫୧
 ୮ (୧୮୭୩)  ୧ – ୨୫ ୨୬ – ୫୧
 ୯ (୧୮୭୪)  ୧ – ୩୪ ୩୫ – ୫୧
୧୦ (୧୮୭୫) ୧ – ୧୭ ୧୮ – ୩୪ ୩୫ – ୫୧
୧୧ (୧୮୭୬) ୧ – ୧୭ ୧୮ – ୩୪  ୩୫ – ୫୨
୧୨ (୧୮୭୭) ୧ – ୧୭ ୧୮ – ୩୪ ୩୫ – ୫୧
୧୩ (୧୮୭୮) ୧ – ୧୭ ୧୮ – ୩୪ ୩୫ – ୫୧
୧୪ (୧୮୭୯) ୧ – ୧୭ ୧୮ – ୩୪ ୩୫ – ୫୧
୧୫ (୧୮୮୦) ୧ – ୧୭ ୧୮ – ୩୪ ୩୫ – ୫୧
୧୬ (୧୮୮୧) ୧ – ୧୭ ୧୮ – ୩୪ ୩୫ – ୫୨
୧୭ (୧୮୮୨) ୧ – ୧୭ ୧୮ – ୩୫  ୩୬ – ୫୧
୧୮ (୧୮୮୩) ୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୧
୧୯ (୧୮୮୪) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୧ ୪୧ – ୫୧
୨୦ (୧୮୮୫) ୧ – ୧୫ ୧୬ – ୩୦ ୩୧ – ୫୧
୨୧ (୧୮୮୬) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୧
୨୨ (୧୮୮୭) ୧ – ୧୦ ୧୧ – ୨୦ ୨୧ – ୩୦  ୩୧ – ୪୦ ୪୧ – ୫୧
୨୩ (୧୮୮୮) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୪ (୧୮୮୯) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୫ (୧୮୯୦) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୬ (୧୮୯୧) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୭ (୧୮୯୨) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୮ (୧୮୯୩) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୨୯ (୧୮୯୪) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୦ (୧୮୯୫) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୧ (୧୮୯୬) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୨ (୧୮୯୭) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦  ୪୧ – ୫୦
୩୩ (୧୮୯୮)  ୧ – ୧୦ ୧୧ – ୨୦  ୨୧ – ୩୦ ୩୧ – ୪୦  ୪୧ – ୫୧
୩୪ (୧୮୯୯)  ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୫ (୧୯୦୦)  ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୬ (୧୯୦୧) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୭ (୧୯୦୨) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୮ (୧୯୦୩) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୩୯ (୧୯୦୪) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୧
୪୦ (୧୯୦୫) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୧ (୧୯୦୬)  ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୨ (୧୯୦୭) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୪ (୧୯୦୯) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୫ (୧୯୧୦) ୧ – ୮ ୯ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୬ (୧୯୧୧) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୭ (୧୯୧୨) ୧ – ୧୨ ୧୩ – ୨୪ ୨୫ – ୩୩ ୩୪ – ୪୩ ୪୪ – ୫୦
୪୮ (୧୯୧୩) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୪୯ (୧୯୧୪) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୫୦ (୧୯୧୫) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୨
୫୧ (୧୯୧୬) ୧ – ୧୫ ୧୬ – ୨୫ ୨୬ – ୩୪ ୩୫ – ୪୦ ୪୧ – ୫୦
୫୨ (୧୯୧୭) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୫୪ (୧୯୧୯) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୫୫ (୧୯୨୦) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୫୮ (୧୯୨୩) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୫୯ (୧୯୨୪) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୬୦ (୧୯୨୫) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୬୧ (୧୯୨୬) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୬୨ (୧୯୨୭) ୧ – ୧୦  ୧୧ – ୨୦  ୨୧ – ୩୦  ୩୧ – ୪୦  ୪୧ – ୫୦
୬୩ (୧୯୨୮) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦  ୪୧ – ୫୦
୬୪ (୧୯୨୯) ୧ – ୧୦ ୧୧ – ୨୦ ୨୧ – ୩୦  ୩୧ – ୪୦  ୪୧ – ୫୦
୬୫ (୧୯୩୦) ୧ – ୧୦  ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୦
୬୬ (୧୯୩୧)  ୧ – ୧୦  ୧୧ – ୨୦  ୨୧ – ୩୦ ୩୧ – ୪୦ ୪୧ – ୫୦
୬୭ (୧୯୩୨) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୫୧
୬୮ (୧୯୩୩) ୧ – ୧୦ ୧୧ – ୨୦ ୨୧ – ୩୦ ୩୧ – ୪୦ ୪୧ – ୪୮