ବିବିଧ ପତ୍ରିକା
୧୯୫୦ ମସିହା ପରର ପତ୍ରିକା ଭିତରେ ମୁଖ୍ୟ ଥିଲା ନବଜୀବନ, ନବରବି, ଝଙ୍କାର, ସମାବେଶ, ଆସନ୍ତାକାଲି, ଦିଗନ୍ତ, ମାନସ ଆଦି ଅନେକ ପତ୍ରିକା। ଏହାଛଡ଼ା ଆହୁରି ଅନେକ ପତ୍ରିକା ପ୍ରକାଶ ପାଉଥିଲା ଯାହା ଅଳ୍ପ କିଛି ସଂଖ୍ୟା ପ୍ରକାଶ ପାଇବା ପରେ ବନ୍ଦ ହୋଇ ଯାଇଥିଲା। ସେଗୁଡ଼ିକ ଏବେ ଦେଖିବାକୁ ମଧ୍ୟ ମିଳୁନାହିଁ। ଏପରିକି ତା’ର ଗୋଟିଏ ସମ୍ପୂର୍ଣ୍ଣ ତାଲିକା ମଧ୍ୟ କେଉଁଠାରେ ଉପଲବ୍ଧ ନାହିଁ।

ସେ ସମୟରେ ମୀନାବଜାର, ଟୁଆଁଟୁଇଁ, ଟୁଉକୁମୂଷି. ବାରମଜା, ସଂସାର ଆଦି କିଛି ଶିଶୁ/କିଶୋର ପତ୍ରିକା ମଧ୍ୟ ପ୍ରକାଶ ପାଇଲା। ମାଡ୍ରାସରୁ ଜହ୍ନମାମୁ ବି ସେଇ ସମୟରେ ପ୍ରକାଶିତ ହେଲା। ଏଭିତରୁ ଅନେକ ଏବେ ବନ୍ଦ ହୋଇଗଲାଣି। କିନ୍ତୁ ସେସବୁ କପି ପାଇବା କଷ୍ଟକର।
ଆମ ହାତକୁ ଆସିଥିବା ସେହି ସମୟର କିଛି ପତ୍ରିକା ଏଠାରେ ଦିଆଯାଇଛି। ମିଳିଥିବା ପତ୍ରିକାର ସଂଖ୍ୟା ବେଶ୍ କମ୍, କିନ୍ତୁ କେହି ପାଠକ ତାହା ଦେଖିଲେ ହୁଏତ ଅନ୍ୟ ସଂଖ୍ୟା କିଛି ଯୋଗାଇ ଦେଇ ପାରିବେ। ଏହା ହେଲେ ଅନ୍ତତଃ ସେସବୁ ହଜିଯିବା ଆଗରୁ ପରପିଢ଼ି ସେସବୁ ଦେଖିପାରିବେ।
ତଳ ସୂଚୀ ସାହାଯ୍ୟରେ ବିଭିନ୍ନ ସମୟରେ ପ୍ରକାଶିତ କିଛି ପତ୍ରିକାର ଡିଜିଟାଲ୍ ରୂପ ଦେଖିହେବ। ଶୀର୍ଷକ ଉପରେ ମାଉସ୍ ଦବାଇ ପତ୍ରିକାଗୁଡ଼ିକୁ ନାମ ବା ଆରମ୍ଭ ବର୍ଷ ଅନୁସାରେ ସଜାଇହେବ। ସାରଣୀ ଉପରେ ଥିବା search ବାକ୍ସରେ ନାମ ବା ବର୍ଷ ଲେଖି ଖୋଜିହେବ। ପାଖରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରି ପତ୍ରିକାର ସଂଖ୍ୟାଗୁଡ଼ିକ ସଂଗ୍ରହ କରିହେବ।
|
ନାମ |
Title |
ଆରମ୍ଭ/Started |
ଲିଙ୍କ / Link |
 |
ଚନ୍ଦ୍ରିକା
|
Chandrika |
୧୯୫୩/1953 |
୧(୧,୨,୩) ୧୯୫୩-୫୪
1(1,2,3) 1953-54 |
୧(୪,୫,୭) ୧୯୫୩-୫୪
1(4,5,7) 1953-54 |
୧(୯,୧୦) ୧୯୫୩-୫୪
1(9,10) 1953-54 |
୧(୧୧,୧୨) ୧୯୫୩-୫୪ 1(11,12) 1953-54 |
|
 |
ଶୁଭଶଙ୍ଖ
|
Subhasankha |
୧୯୫୩ / 1953 |
ଶୁଭଶଙ୍ଖ ୧(୧,୨,୩,୪) ୧୯୫୩-୫୫
1(1,2,3,4) 1953-55 |
୧(୫,୬,୭,୮) ୧୯୫୩-୫୫
1(5,6,7,8) 1953-55 |
୧(୯,୧୦,୧୧,୧୨) ୧୯୫୩-୫୫
1(9,10,11,12) 1953-55 |
୨(୧,୨,୩,୪) ୧୯୫୫
2(1,2,3,4) 1955 |
|
 |
ଖାରବେଳ
|
Kharabela |
୧୯୮୪ /1984 |
୧(୧,୨,୩) ୧୯୮୪-୮୫
1(1,2,3) 1984-85 |
୧(୪,୫,୬) ୧୯୮୪-୮୫
1(4,5,6) 1984-85 |
୧(୭,୮,୯) ୧୯୮୪-୮୫
Kharabela 1(7,8,9) 1984-85 |
୧(୧୦,୧୧,୧୨) ୧୯୮୪-୮୫
Kharabela 1(10,11,12) 1984-85 |
|
 |
ମୀନାବଜାର |
Minabajar
|
୧୯୬୦ / 1960 |
୫(୩,୪,୫,୮,୯,୧୦) ୧୯୬୦-୬୧
5(3,4,5,8,9,10) 1960-61 |
୬(୩,୪,୫,୭,୮,୧୩,୧୪) ୧୯୬୨-୬୩
6(3,4,5,7,8,13,14) 1962-63 |
|
 |
କଳନା
|
Kalana |
୧୯୬୪ / 1964 |
୧(୧,୨,୬) ୧୯୬୪-୬୫
1(1,2,6) 1964-65 |
୧(୯,୧୦) ୧୯୬୪-୬୫ (9,10) 1964-65 |
୧(୧୧,୧୨) ୧୯୬୪-୬୫ 1(11,12) 1964-65 |
୨(୨,୪) ୧୯୬୫-୬୬ 2(2,4) 1965-66 |
୨(୬,୭) ୧୯୬୫-୬୬ 2(6,7) 1965-66 |
୨(୮,୯) ୧୯୬୫-୬୬ 2(8,9) 1965-66 |
୨(୧୦,୧୧) ୧୯୬୫-୬୬ 2(10,11) 1965-66 |
୩(୧,୨) ୧୯୬୬ 3(1,2) 1966 |
୩(୩,୪) ୧୯୬୬ 3(3,4) 1966/a> |
|
 |
ବସୁନ୍ଧରା |
Basundhara
|
୧୯୮୧
1981 |
|
 |
ପ୍ରତୀଚୀ |
Pratichi
|
୧୯୮୦
1980 |
|
 |
ସଂବର୍ତ୍ତକ |
Sambartaka
|
୧୯୮୨
1982 |
|
 |
ସ୍ୟମନ୍ତକ |
Syamantaka
|
୧୯୮୯
1989 |
ପତ୍ରିକା ପରିଚିତି – Introduction |
ସଂଖ୍ୟା ୦୪,୦୫,ଭାଗ ୦୫(୦୧), ୦୯, ୧୯୮୯-୯୨
Nos.04,05,v.05(01),09, 1989-92 |
ସଂଖ୍ୟା ୧୦-୧୩, ୧୯୯୩-୯୫
Nos.10-13, 1993-95 |
ସଂଖ୍ୟା ୧୪-୧୬, ୧୯୯୫-୯୬
Nos.14-16, 1995-96 |
ସଂଖ୍ୟା ୧୮-୨୦, ୧୯୯୭
Nos.18-20, 1997 |
ସଂଖ୍ୟା ୨୧-୨୩, ୧୯୯୮-୨୦୦୧
Nos.21-23, 1998-2001 |
|
 |
ସମତା |
Samata
|
୧୯୭୨
1972 |
|
 |
ଭୁବନେଶ୍ୱର ରିଭିଉ |
Bhubaneswar Review
|
୧୯୬୮
1968 |
|
 |
ଚିତ୍ରା |
Chitra
|
୧୯୯୫
1995 |
|
 |
ପ୍ରଜ୍ଞା |
Prajna
|
୧୯୬୦
1960 |
|
 |
ପ୍ରୟାସ |
Prayas
|
—
|
|
 |
ଶ୍ରୀ |
Shree
|
୨୦୧୦
2010
|
|
 |
ସୁବର୍ଣ୍ଣରେଖା |
Subarnarekha
|
୨୦୦୧
2001
|
|