ବିବିଧ ପତ୍ରିକା

୧୯୫୦ ମସିହା ପରର ପତ୍ରିକା ଭିତରେ ମୁଖ୍ୟ ଥିଲା ନବଜୀବନ, ନବରବି, ଝଙ୍କାର, ସମାବେଶ, ଆସନ୍ତାକାଲି, ଦିଗନ୍ତ, ମାନସ ଆଦି ଅନେକ ପତ୍ରିକା। ଏହାଛଡ଼ା ଆହୁରି ଅନେକ ପତ୍ରିକା ପ୍ରକାଶ ପାଉଥିଲା ଯାହା ଅଳ୍ପ କିଛି ସଂଖ୍ୟା ପ୍ରକାଶ ପାଇବା ପରେ ବନ୍ଦ ହୋଇ ଯାଇଥିଲା। ସେଗୁଡ଼ିକ ଏବେ ଦେଖିବାକୁ ମଧ୍ୟ ମିଳୁନାହିଁ। ଏପରିକି ତା’ର ଗୋଟିଏ ସମ୍ପୂର୍ଣ୍ଣ ତାଲିକା ମଧ୍ୟ କେଉଁଠାରେ ଉପଲବ୍ଧ ନାହିଁ।

ସେ ସମୟରେ ମୀନାବଜାର, ଟୁଆଁଟୁଇଁ, ଟୁଉକୁମୂଷି. ବାରମଜା, ସଂସାର ଆଦି କିଛି ଶିଶୁ/କିଶୋର ପତ୍ରିକା ମଧ୍ୟ ପ୍ରକାଶ ପାଇଲା। ମାଡ୍ରାସରୁ ଜହ୍ନମାମୁ ବି ସେଇ ସମୟରେ ପ୍ରକାଶିତ ହେଲା। ଏଭିତରୁ ଅନେକ ଏବେ ବନ୍ଦ ହୋଇଗଲାଣି। କିନ୍ତୁ ସେସବୁ କପି ପାଇବା କଷ୍ଟକର।

ଆମ ହାତକୁ ଆସିଥିବା ସେହି ସମୟର କିଛି ପତ୍ରିକା ଏଠାରେ ଦିଆଯାଇଛି। ମିଳିଥିବା ପତ୍ରିକାର ସଂଖ୍ୟା ବେଶ୍ କମ୍, କିନ୍ତୁ କେହି ପାଠକ ତାହା ଦେଖିଲେ ହୁଏତ ଅନ୍ୟ ସଂଖ୍ୟା କିଛି ଯୋଗାଇ ଦେଇ ପାରିବେ। ଏହା ହେଲେ ଅନ୍ତତଃ ସେସବୁ ହଜିଯିବା ଆଗରୁ ପରପିଢ଼ି ସେସବୁ ଦେଖିପାରିବେ।

ତଳ ସୂଚୀ ସାହାଯ୍ୟରେ ବିଭିନ୍ନ ସମୟରେ ପ୍ରକାଶିତ କିଛି ପତ୍ରିକାର ଡିଜିଟାଲ୍ ରୂପ ଦେଖିହେବ। ଶୀର୍ଷକ ଉପରେ ମାଉସ୍ ଦବାଇ ପତ୍ରିକାଗୁଡ଼ିକୁ ନାମ ବା ଆରମ୍ଭ ବର୍ଷ ଅନୁସାରେ ସଜାଇହେବ। ସାରଣୀ ଉପରେ ଥିବା search ବାକ୍ସରେ ନାମ ବା ବର୍ଷ ଲେଖି ଖୋଜିହେବ। ପାଖରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରି ପତ୍ରିକାର ସଂଖ୍ୟାଗୁଡ଼ିକ ସଂଗ୍ରହ କରିହେବ।

ନାମ Title ଆରମ୍ଭ/Started ଲିଙ୍କ / Link
ଚନ୍ଦ୍ରିକା
Chandrika ୧୯୫୩/1953
୧(୧,୨,୩) ୧୯୫୩-୫୪
1(1,2,3) 1953-54
୧(୪,୫,୭) ୧୯୫୩-୫୪
1(4,5,7) 1953-54
୧(୯,୧୦) ୧୯୫୩-୫୪
1(9,10) 1953-54
୧(୧୧,୧୨) ୧୯୫୩-୫୪ 1(11,12) 1953-54
ଶୁଭଶଙ୍ଖ
Subhasankha ୧୯୫୩ / 1953
ଶୁଭଶଙ୍ଖ ୧(୧,୨,୩,୪) ୧୯୫୩-୫୫
1(1,2,3,4) 1953-55
୧(୫,୬,୭,୮) ୧୯୫୩-୫୫
1(5,6,7,8) 1953-55
୧(୯,୧୦,୧୧,୧୨) ୧୯୫୩-୫୫
1(9,10,11,12) 1953-55
୨(୧,୨,୩,୪) ୧୯୫୫
2(1,2,3,4) 1955
ଖାରବେଳ
Kharabela ୧୯୮୪ /1984
୧(୧,୨,୩) ୧୯୮୪-୮୫
1(1,2,3) 1984-85
୧(୪,୫,୬) ୧୯୮୪-୮୫
1(4,5,6) 1984-85
୧(୭,୮,୯) ୧୯୮୪-୮୫
Kharabela 1(7,8,9) 1984-85
୧(୧୦,୧୧,୧୨) ୧୯୮୪-୮୫
Kharabela 1(10,11,12) 1984-85
ମୀନାବଜାର Minabajar
୧୯୬୦ / 1960
୫(୩,୪,୫,୮,୯,୧୦) ୧୯୬୦-୬୧
5(3,4,5,8,9,10) 1960-61
୬(୩,୪,୫,୭,୮,୧୩,୧୪) ୧୯୬୨-୬୩
6(3,4,5,7,8,13,14) 1962-63
କଳନା
Kalana ୧୯୬୪ / 1964
୧(୧,୨,୬) ୧୯୬୪-୬୫
1(1,2,6) 1964-65
୧(୯,୧୦) ୧୯୬୪-୬୫ (9,10) 1964-65 ୧(୧୧,୧୨) ୧୯୬୪-୬୫ 1(11,12) 1964-65
୨(୨,୪) ୧୯୬୫-୬୬ 2(2,4) 1965-66 ୨(୬,୭) ୧୯୬୫-୬୬ 2(6,7) 1965-66 ୨(୮,୯) ୧୯୬୫-୬୬ 2(8,9) 1965-66
୨(୧୦,୧୧) ୧୯୬୫-୬୬ 2(10,11) 1965-66 ୩(୧,୨) ୧୯୬୬ 3(1,2) 1966 ୩(୩,୪) ୧୯୬୬ 3(3,4) 1966/a>
ବସୁନ୍ଧରା Basundhara
୧୯୮୧
1981
ଭାଗ ୦୧(୦୧-୦୪) ୧୯୮୧
v.01(01-04) 1981
ଭାଗ ୦୨(୦୧,୦୨)
v.02(01,02)
ଭାଗ ୦୩(୦୧,୦୩) ୧୯୮୩
v.03(01,03) 1983
ଭାଗ ୦୪(୦୧)
v.04(01)
ପ୍ରତୀଚୀ Pratichi
୧୯୮୦
1980
ପତ୍ରିକା ପରିଚିତି – – Introduction
ସଂଖ୍ୟା ୦୧-୦୩ (୧୯୮୦-୮୧)
Nos.01-03 (1980-81)
ସଂଖ୍ୟା ୦୪,୦୫ (୧୯୮୩-୮୪)
Nos.04,05 (1983-84)
ସଂବର୍ତ୍ତକ Sambartaka
୧୯୮୨
1982
ପତ୍ରିକା ପରିଚିତି – – Introduction
ଭାଗ ୦୧(୦୧-୦୩) ୧୯୮୦-୮୧
v.01(01-03) 1982-83
ଭାଗ ୦୨(୦୧) ୧୯୮୩
v.02(01) 1983
ସ୍ୟମନ୍ତକ Syamantaka
୧୯୮୯
1989
ପତ୍ରିକା ପରିଚିତି – Introduction ସଂଖ୍ୟା ୦୪,୦୫,ଭାଗ ୦୫(୦୧), ୦୯, ୧୯୮୯-୯୨
Nos.04,05,v.05(01),09, 1989-92
ସଂଖ୍ୟା ୧୦-୧୩, ୧୯୯୩-୯୫
Nos.10-13, 1993-95
ସଂଖ୍ୟା ୧୪-୧୬, ୧୯୯୫-୯୬
Nos.14-16, 1995-96
ସଂଖ୍ୟା ୧୮-୨୦, ୧୯୯୭
Nos.18-20, 1997
ସଂଖ୍ୟା ୨୧-୨୩, ୧୯୯୮-୨୦୦୧
Nos.21-23, 1998-2001
ସମତା Samata
୧୯୭୨
1972
ପତ୍ରିକା ପରିଚିତି – Introduction
ଭାଗ ୦୧-୦୩ (୧୯୭୨-୭୭)
v.01-03 (1972-77)
ଭାଗ ୦୪ (୦୧-୦୬, ୧୯୭୮)
v.04 (01-06, 1978)
ଭାଗ ୦୪ (୦୭-୧୧, ୧୯୭୮)
v.04 (07-11, 1978)
ଭାଗ ୦୫ (୦୧-୦୬, ୧୯୭୯)
v.05 (01-06, 1979)
ଭାଗ ୦୫ (୦୭-୧୦, ୧୯୭୯)
v.05 (07-10, 1979)
ଭାଗ ୦୬-୦୭ (୧୯୮୦-୧୯୮୧)
v.06-07 (1980-81)
ଭୁବନେଶ୍ୱର ରିଭିଉ Bhubaneswar Review
୧୯୬୮
1968
ସଂ.୧,୨ – ୧୯୬୮-୬୯
Nos.1,2 – 1968-69
ସଂ.୩,୪ – ୧୯୬୯-୭୦
Nos.3,4 – 1969-70
ଚିତ୍ରା Chitra
୧୯୯୫
1995
ପୂଜା ୧୯୯୭
Puja 1997
ପୂଜା ୨୦୦୦
Puja 2000
ପ୍ରଜ୍ଞା Prajna
୧୯୬୦
1960
୧୯୬୦-୭୧
1960-71
୧୯୭୫-୭୭
1975-77
ପ୍ରୟାସ Prayas
ଏକ ମାତ୍ର ସଂଖ୍ୟା
Only issue
ଶ୍ରୀ Shree
୨୦୧୦
2010
ସଂ.୧ (୨୦୧୦)
No.1 (2010)
ସଂ.୩,୪ (୨୦୧୧-୧୨)
No.3,4 (2011-12)
ସୁବର୍ଣ୍ଣରେଖା Subarnarekha
୨୦୦୧
2001
୨୦୦୧-୦୩
2001-03
୨୦୦୪-୦୫
2004-05