ଡଗର

ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପାଦନାରେ ୧୯୩୭ ମସିହାରେ ଡଗର ପ୍ରକାଶ ପାଇଥିଲା। ପ୍ରଥମେ ଏହା ପାକ୍ଷିକ ପତ୍ରିକା ଭାବରେ ୧୦ ବର୍ଷ ପ୍ରକାଶିତ ହେବା ପରେ ୧୧ତମ ବର୍ଷ ସାପ୍ତାହିକ ହୋଇଥିଲା। କିନ୍ତୁ ୧୨ତମ ବର୍ଷରୁ ପୁଣି ଥରେ ପାକ୍ଷିକ ପତ୍ରିକା ଭାବରେ ପ୍ରକାଶ ପାଇଥିଲା। ପୃଷ୍ଠା ସଂଖ୍ୟା କମ୍ ଥିଲେ ବି ସାହିତ୍ୟିକ ଦୃଷ୍ଟିକୋଣରୁ ଏହାର ଲେଖାଗୁଡ଼ିକ ବେଶ୍ ଉନ୍ନତ ଥିଲା। ପଚାଶ ବର୍ଷରୁ ଅଧିକ ସମୟ ଧରି ପତ୍ରିକାଟି ପ୍ରକାଶ ପାଇଥିଲା। ଏଥିପାଇଁ ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ରାଇମୋହନ ଦାସ, ରାମଚନ୍ଦ୍ର ମିଶ୍ର, ଗୌରଚନ୍ଦ୍ର ଓ ଫତୁରାନନ୍ଦଙ୍କ ଅବଦାନ ବହୁତ।

 

ଡଗର ସୂଚୀ

ତଳ ସାରଣୀରେ ଡଗର ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ ନାମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

 

ନମୁନା ଖଣ୍ଡ ୧ ନମୁନା ଖଣ୍ଡ ୨
ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୭-୩୮) ସଂ. ୧ – ୧୧ ଭାଗ ୧ (୧୯୩୭-୩୮) ସଂ. ୧୨ – ୨୪
ଭାଗ ୨ (୧୯୩୮-୩୯) ସଂ. ୧ – ୨୪ ଭାଗ ୩ (୧୯୩୯-୪୦) ସଂ. ୧ – ୨୪
ଭାଗ ୪ (୧୯୪୦-୪୧) ସଂ. ୧ – ୧୧ ଭାଗ ୪ (୧୯୪୦-୪୧) ସଂ. ୧୩ – ୨୪
ଭାଗ ୫ (୧୯୪୧-୪୨) ସଂ. ୧ – ୨୪ ଭାଗ ୬ (୧୯୪୨-୪୩) ସଂ. ୧ – ୨୪
ଭାଗ ୭ (୧୯୪୩-୪୪) ସଂ. ୧ – ୨୪ ଭାଗ ୮ (୧୯୪୪-୪୫) ସଂ. ୧ – ୨୪
ଭାଗ ୯ (୧୯୪୫-୪୬) ସଂ. ୧ – ୨୪ ଭାଗ ୧୦ (୧୯୪୬-୪୭) ସଂ. ୧ – ୨୪
ଭାଗ ୧୧ (୧୯୪୭-୪୮) ସଂ. ୧ – ୨୪ ଭାଗ ୧୧ (୧୯୪୭-୪୮) ସଂ.୨୫ – ୪୮
ଭାଗ ୧୨ (୧୯୪୮-୪୯) ସଂ. ୧ – ୧୨ ଭାଗ ୧୨ (୧୯୪୮-୪୯) ସଂ. ୧୩ -୨୪
ଭାଗ ୧୩ (୧୯୪୯-୫୦) ସଂ. ୧ – ୧୨ ଭାଗ ୧୩ (୧୯୪୯-୫୦) ସଂ. ୧୩ – ୨୪
ଭାଗ ୧୪ (୧୯୫୦-୫୧) ସଂ. ୧ – ୨୪ ଭାଗ ୧୫ (୧୯୫୧-୫୨) ସଂ. ୧ – ୨୪
ଭାଗ ୧୬ (୧୯୫୨-୫୩) ସଂ. ୧ – ୭ ଭାଗ ୧୬ (୧୯୫୨-୫୩) ସଂ. ୮ – ୧୨
ଭାଗ ୧୭ (୧୯୫୩-୫୪) ସଂ. ୧ – ୧୨ ଭାଗ ୧୮ (୧୯୫୪-୫୫) ସଂ. ୧ – ୧୨
ଭାଗ ୧୯ (୧୯୫୫-୫୬) ସଂ. ୧ – ୫ ଭାଗ ୧୯ (୧୯୫୫-୫୬) ସଂ. ୬ – ୧୨
ଭାଗ ୨୦ (୧୯୫୬-୫୭) ସଂ. ୧ – ୫ ଭାଗ ୨୦ (୧୯୫୬-୫୭) ସଂ. ୬ – ୧୨
ଭାଗ ୨୧ (୧୯୫୭-୫୮) ସଂ. ୧ – ୫ ଭାଗ ୨୧ (୧୯୫୭-୫୮) ସଂ. ୬ – ୧୨
ଭାଗ ୨୨ (୧୯୫୮-୫୯) ସଂ. ୧ – ୫ ଭାଗ ୨୨ (୧୯୫୮-୫୯) ସଂ. ୬ – ୧୨
ଭାଗ ୨୩ (୧୯୫୯-୬୦) ସଂ. ୩ – ୧୨ – –
ଭାଗ ୨୪ (୧୯୬୦-୬୧) ସଂ. ୧ – ୭ ଭାଗ ୨୪ (୧୯୬୦-୬୧) ସଂ. ୮ – ୧୨
ଭାଗ ୨୫ (୧୯୬୧-୬୨) ସଂ. ୧ – ୬ ଭାଗ ୨୫ (୧୯୬୧-୬୨) ସଂ. ୭ – ୧୨
ଭାଗ ୨୬ (୧୯୬୨-୬୩) ସଂ. ୧ ଭାଗ ୨୬ (୧୯୬୨-୬୩) ସଂ. ୨-୩
ଭାଗ ୨୬ (୧୯୬୨-୬୩) ସଂ. ୬ – ୯ ଭାଗ ୨୭ (୧୯୬୩-୬୪) ସଂ. ୧  – ୧୨
ଭାଗ ୨୮ (୧୯୬୪-୬୫) ସଂ.୧-୬, ୯-୧୨ ଭାଗ ୨୯ (୧୯୬୫-୬୬) ସଂ. ୧ – ୧୨
ଭାଗ ୩୦ (୧୯୬୬-୬୭) ସଂ.୪,୭,୮,୧୦-୧୨ ଭାଗ ୩୧ (୧୯୬୭-୬୮) ସଂ. ୧ – ୭
 ଭାଗ ୩୧ (୧୯୬୭-୬୮) ସଂ. ୮ – ୧୨ ଭାଗ ୩୨ (୧୯୬୮-୬୯) ସଂ. ୧ – ୫
 ଭାଗ ୩୨ (୧୯୬୮-୬୯) ସଂ. ୬ – ୧୨ ଭାଗ ୩୩ (୧୯୬୯-୭୦) ସଂ.୧-୨,୪,୭,୮,୧୧
ଭାଗ ୩୪ (୧୯୭୦-୭୧) ସଂ. ୧ – ୧୨ ଭାଗ ୩୫ (୧୯୭୧-୭୨) ସଂ.୧,୩-୫,୭-୧୨
ଭାଗ ୩୬ (୧୯୭୨-୭୩) ସଂ. ୧ – ୧୨ ଭାଗ ୩୭ (୧୯୭୩-୭୪) ସଂ.୧-୪,୭-୯,୧୧
 ଭାଗ ୩୮ (୧୯୭୪-୭୫) ସଂ. ୩-୫, ୭-୧୨ ଭାଗ ୩୯ (୧୯୭୫-୭୬) ସଂ. ୧ – ୧୨
ଭାଗ ୪୦ (୧୯୭୬-୭୭) ସଂ. ୧ – ୧୨ ଭାଗ ୪୧ (୧୯୭୭-୭୮) ସଂ. ୧ – ୧୨
ଭାଗ ୪୨ (୧୯୭୮-୭୯) ସଂ. ୧ – ୧୨ ଭାଗ ୪୩ (୧୯୭୯-୮୦) ସଂ. ୧ – ୧୨
ଭାଗ ୪୪ (୧୯୮୦-୮୧) ସଂ. ୧ – ୧୨ ଭାଗ ୪୫ (୧୯୮୧-୮୨) ସଂ. ୧ – ୧୨
ଭାଗ ୪୬ (୧୯୮୨-୮୩) ସଂ. ୧ – ୧୨ ଭାଗ ୪୭ (୧୯୮୩-୮୪) ସଂ. ୧ – ୧୨
ଭାଗ ୪୮ (୧୯୮୪-୮୫) ସଂ.୧-୩,୫-୬,୮-୯,୧୨ ଭାଗ ୪୯ (୧୯୮୫-୮୬) ସଂ. ୧-୨, ୫-୮
 ଭାଗ ୫୦ (୧୯୮୬-୮୭) ସଂ. ୧ – ୬  ଭାଗ ୫୧ (୧୯୯୨) ସଂ. ୧ – ୭
ଭାଗ ୫୨ (୧୯୯୩) ସଂ. ୧ – –