ଜହ୍ନମାମୁଁ

ଭାରତୀୟ ଭାଷାରେ ପ୍ରକାଶିତ ବିଭିନ୍ନ ପତ୍ରିକା ମଧ୍ୟରେ ଜହ୍ନମାମୁଁ ଏକ ସ୍ୱତନ୍ତ୍ର କିଶୋର ପତ୍ରିକା। ଚନ୍ଦାମାମା ନାମରେ ଅଲଗା ଅଲଗା ଭାଷାରେ ପ୍ରକାଶପାଉଥିବା ବେଳେ ଏହାର ଓଡ଼ିଆ ସଂସ୍କରଣର ନାଁ ଜହ୍ନମାମୁଁ। ବି. ନାଗିରେଡ୍ଡି ଓ ଚକ୍ରପାଣିଙ୍କ ମାନସ ସନ୍ତାନ ଭାବେ ୧୯୪୭ରେ ପ୍ରତିଷ୍ଠିତ ହୋଇଥିଲା ଚନ୍ଦାମାମା ପ୍ରତିଷ୍ଠାନ। କିଶୋରମାନଙ୍କୁ ଦୃଷ୍ଟିରେ ରଖି ଏହି ପତ୍ରିକାର ଜନ୍ମ ହୋଇଥିଲା। ମନଛୁଆଁ ଗପ, ଚମତ୍କାର ତଥ୍ୟ, ପୌରାଣିକ ବିଷୟବସ୍ତୁ ସହ ଆକର୍ଷଣୀୟ ଚିତ୍ର ଏହାର ପରିଚୟ ଥିଲା। ୧୩ଟି ଭାରତୀୟ ଭାଷାରେ ଚନ୍ଦାମାମା ପ୍ରକାଶିତ ହେଉଥିଲା । ଓଡ଼ିଆ ଭାଷାରେ ଜହ୍ନମାମୁଁର ପ୍ରଥମ ସଂଖ୍ୟା ୧୯୫୬ ମସିହା ଜାନୁଆରୀରେ ପ୍ରକାଶିତ ହୋଇଥିଲା। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଥିଲା – “..ତୀର୍ଥମାଳିନୀ ପବିତ୍ର ଓଡ଼ିଶାର ମା’ ଓ ଛୁଆମାନଙ୍କ ଆନନ୍ଦ ବର୍ଦ୍ଧନ କରିପାରିଲେ ‘ଜହ୍ନମାମୁଁ’ ନିଜକୁ ସାର୍ଥକ ମନେକରିବ..।” ୧୯୫୭ ଡିସେମ୍ବର ଯାଏଁ ଜହ୍ନମାମୁଁ ନିୟମିତ ପ୍ରକାଶିତ ହୋଇଥିଲା। ୧୯୫୮ରୁ(?) କୌଣସି କାରଣରୁ ଏହାର ପ୍ରକାଶନ ବନ୍ଦ ରହିଲା। “

ଦୀର୍ଘ ଦିନପରେ ୧୯୭୨ ଜୁଲାଇ ମାସରୁ ଜହ୍ନମାମୁଁର ପୁନଃପ୍ରକାଶନ ଆରମ୍ଭ ହେଲା। ଏହାର ପୃଷ୍ଠାରେ ଚନ୍ଦାମାମାର ରଜତ ଜୟନ୍ତୀ ଅବସରରେ ବଙ୍ଗଳା ଓ ଓଡ଼ିଆ ସଂସ୍କରଣ ପ୍ରକାଶ ପାଉଥିବା ନେଇ ସୂଚନା ଦିଆଯାଇଥିଲା। ୧୯୯୭ ଡିସେମ୍ବର ଯାଏଁ ପତ୍ରିକା ନିୟମିତ ଓଡ଼ିଆ ପରିବାରର ମୁଖ୍ୟ ମାସିକ ପତ୍ରିକାର ସ୍ଥାନ ନେଇଥିଲା। ୧୯୯୮ରୁ ପ୍ରକାଶନରେ ଅନିୟମିତା ଦେଖାଦେଲା। କିନ୍ତୁ ୨୦୦୦ ଜାନୁଆରୀରୁ ୨୦୧୨ ଡିସେମ୍ବର ଯାଏଁ ଜହ୍ନମାମୁଁ ନିୟମିତ ପ୍ରକାଶିତ ହେଲା। ୨୦୧୩ରେ ମାତ୍ର ୨ଟି ସଂଖ୍ୟା ପ୍ରକାଶ ପାଇଥିଲା ଏବଂ ପରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଗଲା। ଜହ୍ନମାମୁଁର ପ୍ରକାଶନ କାଳ ଅନୁସାରେ ପତ୍ରିକାର ବର୍ଷ ଓ ସଂଖ୍ୟାରେ କେତେକ ପ୍ରମାଦ ରହିଛି।

ଦୀର୍ଘଦିନରୁ ଜହ୍ନମାମୁଁ ପତ୍ରିକା ସଂଗ୍ରହ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏବେ ବି ବହୁ ସଂଖ୍ୟା ମିଳିପାରିନାହିଁ। ସେହି ସଂଖ୍ୟାଗୁଡ଼ିକ ଯୋଗାଇଦେଲେ ଆମେ ତାହାକୁ ଏଥିରେ ଯୋଡ଼ିଦେବୁ। ବର୍ତ୍ତମାନ ଏଠାରେ ସ୍ଥାନ ପାଇଥିବା ଜହ୍ନମାମୁଁ ସଂଖ୍ୟାଗୁଡ଼ିକ ହେମନ୍ତ ନାୟକ (ନୟାଗଡ଼), ନୀଳମଣି ସାହୁ (ଭୁବନେଶ୍ୱର), ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରି (ଭୁବନେଶ୍ୱର), ସ୍ୱାଧୀନ କୁମାର ମହାନ୍ତି (ଭୁବନେଶ୍ୱର), ଅନୀଲ କୁମାର ପାଣିଗ୍ରାହୀ (ଭୁବନେଶ୍ୱର), ଶ୍ୟାମା ପ୍ରସାଦ ଶତପଥୀ (ଭୁବନେଶ୍ୱର), ଆଲୋକ କୁମାର କର (ବଉଦ), ସୂର୍ଯ୍ୟ ଦେଓ (ଭୁବନେଶ୍ୱର), ଦେବରଞ୍ଜନ (ଭୁବନେଶ୍ୱର) ପ୍ରମୁଖ ଯୋଗାଇ ଦେଇଛନ୍ତି।

ଜହ୍ନମାମୁଁ ପତ୍ରିକା କେତେକ ସଂଖ୍ୟା https://www.chandamama.in, https://www.OdiaPortal.in ୱେବ୍‌ସ୍ଥଳୀ ଓ ‘ଓଡ଼ିଆ ଜହ୍ନମାମୁଁ ପ୍ରେମୀ/ ପ୍ରଶଂସକ’ ଫେସ୍‌ବୁକ୍‌ ପୃଷ୍ଠାରେ ଦେଖିହେବ।

ଜହ୍ନମାମୁଁ ସୂଚୀ

ତଳ ସାରଣୀରେ ଜହ୍ନମାମୁଁ ପତ୍ରିକାର ଜାନୁଆରି ୧୯୭୩ରୁ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକର ତାଲିକା ରହିଛି। କୌଣସି ଭାଗ/ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରି ରଖିହେବ। ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ବର୍ଷ/ସଂଖ୍ୟା
Year/Volume
ଭାଗ ୦୬(୦୧) ୧୯୭୩
v.06(01) 1973
ଭାଗ ୦୬(୦୫-୦୬) ୧୯୭୩
v.06(05,06) 1973
ଭାଗ ୦୬(୦୮) ୧୯୭୩
v.06(08) 1973
ଭାଗ ୦୭(୧୦-୧୨) ୧୯୭୪
v.07(10-12) 1974
ଭାଗ ୦୮(୦୧-୦୨) ୧୯୭୪
v.08(01-02) 1974
ଭାଗ ୦୮(୦୫-୦୬) ୧୯୭୪
v.08(05-06) 1974
ଭାଗ ୦୮(୦୭-୦୯) ୧୯୭୫
08(07-09) 1975
ଭାଗ ୦୮(୧୧-୧୨) ୧୯୭୫
v.08(11-12) 1975
ଭାଗ ୦୯(୦୧-୦୩) ୧୯୭୫
v.09(01-03) 1975
ଭାଗ ୦୯(୦୪,୦୫) ୧୯୭୫
v.09(04,05) 1975
ଭାଗ ୦୯(୦୭-୦୯) ୧୯୭୬
v.09(07-09) 1976
ଭାଗ ୦୯(୧୦-୧୨) ୧୯୭୬
v.09(10-12) 1976
ଭାଗ ୧୦(୦୧-୦୩) ୧୯୭୬
v.10(01-03) 1976
ଭାଗ ୧୦(୦୪-୦୬) ୧୯୭୬
v.10(04-06) 1976
ଭାଗ ୧୦(୦୭-୦୯) ୧୯୭୭
v.10(07-09) 1977
ଭାଗ ୧୦(୧୦-୧୨) ୧୯୭୭
v.10(10-12) 1977
ଭାଗ ୧୧(୦୧-୦୩) ୧୯୭୭
v.11(01-03) 1977
ଭାଗ ୧୧(୦୪-୦୬) ୧୯୭୭
v.11(04-06) 1977
ଭାଗ ୧୧(୦୭-୦୯) ୧୯୭୮
v.11(07-09) 1978
ଭାଗ ୧୧(୧୦-୧୨) ୧୯୭୮
v.11(10-12) 1978
ଭାଗ ୧୨(୦୧-୦୩) ୧୯୭୮
v.12(01-03) 1978
ଭାଗ ୧୨(୦୪-୦୬) ୧୯୭୮
v.12(04-06) 1978
ଭାଗ ୧୨(୦୭-୦୯) ୧୯୭୯
v.12(07-09) 1979
ଭାଗ ୧୨(୧୦-୧୨) ୧୯୭୯
v.12(10-12) 1979
ଭାଗ ୧୩(୦୧-୦୩) ୧୯୭୯
v.13(01-03) 1979
ଭାଗ ୧୩(୦୪-୦୬) ୧୯୭୯
v.13(04-06) 1979
ଭାଗ ୧୩(୦୭-୦୯) ୧୯୮୦
v.13(07-09) 1980
ଭାଗ ୧୩(୧୦-୧୨) ୧୯୮୦
v.13(10-12) 1980
ଭାଗ ୧୪(୦୧-୦୩) ୧୯୮୦
v.14(01-03) 1980
ଭାଗ ୧୪(୦୪-୦୬) ୧୯୮୦
v.14(04-06) 1980
ଭାଗ ୧୪(୦୭-୦୯) ୧୯୮୧
v.14(07-09) 1981
ଭାଗ ୧୪(୧୦-୧୨) ୧୯୮୧
v.14(10-12) 1981
ଭାଗ ୧୫(୦୧-୦୩) ୧୯୮୧
v.15(01-03) 1981
ଭାଗ ୧୫(୦୪-୦୬) ୧୯୮୧
v.15(04-06) 1981
ଭାଗ ୧୫(୦୭-୦୯) ୧୯୮୨
v.15(07-09) 1982
ଭାଗ ୧୫(୧୦-୧୨) ୧୯୮୨
v.15(10-12) 1982
ଭାଗ ୧୬(୦୧-୦୩) ୧୯୮୨
v.16(01-03) 1982
ଭାଗ ୧୬(୦୪-୦୬) ୧୯୮୨
v.16(04-06) 1982
ଭାଗ ୧୬(୦୭-୦୯) ୧୯୮୩
v.16(07-09) 1983
ଭାଗ ୧୬(୧୦-୧୨) ୧୯୮୩
v.16(10-12) 1983
ଭାଗ ୧୭(୦୧-୦୩) ୧୯୮୩
v.17(01-03) 1983
ଭାଗ ୧୭(୦୪-୦୬) ୧୯୮୩
v.17(04-06) 1983
ଭାଗ ୧୭(୦୭-୦୯) ୧୯୮୪
v.17(07-09) 1984
ଭାଗ ୧୭(୧୦-୧୨) ୧୯୮୪
v.17(10-12) 1984
ଭାଗ ୧୮(୦୧-୦୩) ୧୯୮୪
v.18(01-03) 1984
ଭାଗ ୧୮(୦୪-୦୬) ୧୯୮୪
v.18(04-06) 1984
ଭାଗ ୧୮(୦୮-୦୯) ୧୯୮୫
v.18(08-09) 1985
ଭାଗ ୧୮(୧୦-୧୨) ୧୯୮୫
v.18(10-12) 1985
ଭାଗ ୧୯(୦୧-୦୩) ୧୯୮୫
v.19(01-03) 1985
ଭାଗ ୧୯(୦୪-୦୬) ୧୯୮୫
v.19(04-06) 1985
ଭାଗ ୧୯(୦୭-୦୯) ୧୯୮୬
v.19(07-09) 1986
ଭାଗ ୧୯(୧୦-୧୨) ୧୯୮୬
v.19(10-12) 1986
ଭାଗ ୨୦(୦୧-୦୩) ୧୯୮୬
v.20(01-03) 1986
ଭାଗ ୨୦(୦୪-୦୬) ୧୯୮୬
v.20(04-06) 1986
ଭାଗ ୨୦(୦୭-୦୯) ୧୯୮୭
v.20(07-09) 1987
ଭାଗ ୨୦(୧୦-୧୨) ୧୯୮୭
v.20(10-12) 1987
ଭାଗ ୨୧(୦୧-୦୩) ୧୯୮୭
v.21(01-03) 1987
ଭାଗ ୨୧(୦୪-୦୬) ୧୯୮୭
v.21(04-06) 1987
ଭାଗ ୨୧(୦୭-୦୯) ୧୯୮୮
v.21(07-09) 1988
ଭାଗ ୨୧(୧୦-୧୨) ୧୯୮୮
v.21(10-12) 1988
ଭାଗ ୨୨(୦୧-୦୩) ୧୯୮୮
v.22(01-03) 1988
ଭାଗ ୨୨(୦୪-୦୬) ୧୯୮୮
v.22(04-06) 1988
ଭାଗ ୨୨(୦୭-୦୯) ୧୯୮୯
v.22(07-09) 1989
ଭାଗ ୨୨(୧୦-୧୨) ୧୯୮୯
v.22(10-12) 1989
ଭାଗ ୨୩(୦୧-୦୩) ୧୯୮୯
v.23(01-03) 1989
ଭାଗ ୨୩(୦୪-୦୬) ୧୯୮୯
v.23(04-06) 1989
ଭାଗ ୨୨(୦୧-୦୩) ୧୯୮୮
v.23(07-09) 1990
ଭାଗ ୨୨(୦୪-୦୬) ୧୯୮୮
v.23(10-12) 1990
ଭାଗ ୨୨(୦୭-୦୯) ୧୯୮୯
v.24(01-03) 1990
ଭାଗ ୨୨(୧୦-୧୨) ୧୯୮୯
v.24(04-06) 1990
ଭାଗ ୨୩(୦୧-୦୩) ୧୯୮୯
v.24(07-09) 1991
ଭାଗ ୨୩(୦୪-୦୬) ୧୯୮୯
v.24(10-12) 1991
ଭାଗ ୨୫(୦୧-୦୩) ୧୯୯୧
v.25(01-03) 1991
ଭାଗ ୨୫(୦୪-୦୬) ୧୯୯୧
v.25(04-06) 1991
ଭାଗ ୨୫(୦୭-୦୯) ୧୯୯୨
v.25(07-09) 1992
ଭାଗ ୨୫(୧୦-୧୧) ୧୯୯୨
v.25(10-11) 1992
ଭାଗ ୨୬(୦୧-୦୩) ୧୯୯୨
v.26(01-03) 1992
ଭାଗ ୨୬(୦୪-୦୬) ୧୯୯୨
v.26(04-06) 1992
ଭାଗ ୨୬(୦୭-୦୯) ୧୯୯୩
v.26(07-09) 1993
ଭାଗ ୨୬(୧୦-୧୨) ୧୯୯୩
v.26(10-12) 1993
ଭାଗ ୨୭(୦୧-୦୩) ୧୯୯୩
v.27(01-03) 1993
ଭାଗ ୨୭(୦୪-୦୬) ୧୯୯୩
v.27(04-06) 1993
ଭାଗ ୨୭(୦୭-୦୯) ୧୯୯୪
v.27(07-09) 1994
ଭାଗ ୨୭(୧୦-୧୨) ୧୯୯୪
v.27(10-12) 1994
ଭାଗ ୨୮(୦୧-୦୩) ୧୯୯୪
v.28(01-03) 1994
ଭାଗ ୨୮(୦୪-୦୬) ୧୯୯୪
v.28(04-06) 1994
ଭାଗ ୨୮(୦୭-୦୯) ୧୯୯୫
v.28(07-09) 1995
ଭାଗ ୨୮(୧୦-୧୨) ୧୯୯୫
v.28(10-12) 1995
ଭାଗ ୨୯(୦୧-୦୩) ୧୯୯୫
v.29(01-03) 1995
ଭାଗ ୨୯(୦୪-୦୬) ୧୯୯୫
v.29(04-06) 1995
ଭାଗ ୨୯(୦୭-୦୯) ୧୯୯୬
v.29(07-09) 1996
ଭାଗ ୨୯(୧୦-୧୨) ୧୯୯୬
v.29(10-12) 1996
ଭାଗ ୩୦(୦୧-୦୩) ୧୯୯୬
v.30(01-03) 1996
ଭାଗ ୩୦(୦୪-୦୬) ୧୯୯୬
v.30(04-06) 1996
ଭାଗ ୩୦(୦୭-୦୯) ୧୯୯୭
v.30(07-09) 1997
ଭାଗ ୩୦(୧୦-୧୨) ୧୯୯୭
v.30(10-12) 1997
ଭାଗ ୩୦(୧୩-୧୫) ୧୯୯୭
v.30(13-15) 1997
ଭାଗ ୩୦(୧୬-୧୭) ୧୯୯୭
v.30(16-17) 1997
ଭାଗ ୩୧(୦୬-୦୭) ୧୯୯୮
v.31(06-07) 1998
ଭାଗ ୩୧(୦୯, ୧୧) ୧୯୯୮-୯୯
v.31(09,11) 1998-99
ଭାଗ ୩୨(ଜାନୁଆରି-ମାର୍ଚ୍ଚ) ୨୦୦୦
v.32 (Jan-Mar) 2000
ଭାଗ ୩୨(ଏପ୍ରିଲ-ମେ) ୨୦୦୦
v.32(Apr-May) 2000
ଭାଗ ୩୨(ଅଗଷ୍ଟ-ସେପ୍ଟେମ୍ବର) ୨୦୦୦
v.32(Aug-Sep) 2000
ଭାଗ ୩୨(ଅକ୍ଟୋବର-ଡିସେମ୍ବର) ୨୦୦୦
v.32(Oct-Dec) 2000
ଭାଗ ୩୩(ଜାନୁଆରି-ମାର୍ଚ୍ଚ) ୨୦୦୧
v.33 (Jan-Mar) 2001
ଭାଗ ୩୩(ଏପ୍ରିଲ-ଜୁନ) ୨୦୦୧
v.33(Apr-Jun) 2001
ଭାଗ ୩୩(ଜୁଲାଇ, ସେପ୍ଟେମ୍ବର) ୨୦୦୧
v.33(Jul, Sep) 2001
ଭାଗ ୩୩(ନଭେମ୍ବର-ଡିସେମ୍ବର) ୨୦୦୧
v.33(Nov-Dec) 2001
ଭାଗ ୩୪(ଜାନୁଆରି-ମାର୍ଚ୍ଚ) ୨୦୦୨
v.34 (Jan-Mar) 2002
ଭାଗ ୩୪(ଏପ୍ରିଲ-ଜୁନ) ୨୦୦୨
v.34(Apr-Jun) 2002
ଭାଗ ୩୪(ଜୁଲାଇ-ସେପ୍ଟେମ୍ବର) ୨୦୦୨
v.34(Jul-Sep) 2002
ଭାଗ ୩୪(ଅକ୍ଟୋବର-ଡିସେମ୍ବର) ୨୦୦୨
v.34(Oct-Dec) 2002
ଭାଗ ୩୫(ଜାନୁଆରି-ମାର୍ଚ୍ଚ) ୨୦୦୩
v.35 (Jan-Mar) 2003
ଭାଗ ୩୫(ଏପ୍ରିଲ-ଜୁନ) ୨୦୦୩
v.35(Apr-Jun) 2003
ଭାଗ ୩୫(ଜୁଲାଇ-ସେପ୍ଟେମ୍ବର) ୨୦୦୩
v.35(Jul-Sep) 2003
ଭାଗ ୩୫(ଅକ୍ଟୋବର-ଡିସେମ୍ବର) ୨୦୦୩
v.35(Oct-Dec) 2003
ଭାଗ ୩୬(ଜାନୁଆରି-ମାର୍ଚ୍ଚ) ୨୦୦୪
v.36(Jan-Mar) 2004
ଭାଗ ୩୬(ଏପ୍ରିଲ-ଜୁନ) ୨୦୦୪
v.36(Apr-Jun) 2004
ଭାଗ ୩୬(ଜୁଲାଇ-ସେପ୍ଟେମ୍ବର) ୨୦୦୪
v.36(Jul-Sep) 2004
ଭାଗ ୩୬(ଅକ୍ଟୋବର-ଡିସେମ୍ବର) ୨୦୦୪
v.36(Oct-Dec) 2004
ଭାଗ ୩୬(ଜାନୁଆରି-ମାର୍ଚ୍ଚ) ୨୦୦୫
v.36 (Jan-Mar) 2005
ଭାଗ ୩୬(ଏପ୍ରିଲ-ଜୁନ) ୨୦୦୫
v.36(Apr-Jun) 2005
ଭାଗ ୩୬(ଜୁଲାଇ-ସେପ୍ଟେମ୍ବର) ୨୦୦୫
v.36(Jul-Sep) 2005
ଭାଗ ୩୬(ଅକ୍ଟୋବର-ଡିସେମ୍ବର) ୨୦୦୫
v.36(Oct-Dec) 2005
ଭାଗ ୩୭(ଜାନୁଆରି-ମାର୍ଚ୍ଚ) ୨୦୦୬
v.37 (Jan-Mar) 2006
ଭାଗ ୩୭(ଏପ୍ରିଲ-ଜୁନ) ୨୦୦୬
v.37(Apr-Jun) 2006
ଭାଗ ୩୭(ଜୁଲାଇ-ସେପ୍ଟେମ୍ବର) ୨୦୦୬
v.37(Jul-Sep) 2006
ଭାଗ ୩୭(ଅକ୍ଟୋବର-ଡିସେମ୍ବର) ୨୦୦୬
v.37(Oct-Dec) 2006
ଭାଗ ୩୮(ଜାନୁଆରି-ମାର୍ଚ୍ଚ) ୨୦୦୭
v.38 (Jan-Mar) 2007
ଭାଗ ୩୮(ଏପ୍ରିଲ-ଜୁନ) ୨୦୦୭
v.38(Apr-Jun) 2007
ଭାଗ ୩୮(ଜୁଲାଇ-ସେପ୍ଟେମ୍ବର) ୨୦୦୭
v.38(Jul-Sep) 2007
ଭାଗ ୩୮(ଅକ୍ଟୋବର-ଡିସେମ୍ବର) ୨୦୦୭
v.38(Oct-Dec) 2007
ଭାଗ ୩୯(ଜାନୁଆରି-ମାର୍ଚ୍ଚ) ୨୦୦୮
v.39(Jan-Mar) 2008
ଭାଗ ୩୯(ଏପ୍ରିଲ-ଜୁନ) ୨୦୦୮
v.39(Apr-Jun) 2008
ଭାଗ ୩୯(ଜୁଲାଇ-ସେପ୍ଟେମ୍ବର) ୨୦୦୮
v.39(Jul-Sep) 2008
ଭାଗ ୩୯(ଅକ୍ଟୋବର-ଡିସେମ୍ବର) ୨୦୦୮
v.39(Oct-Dec) 2008
ଭାଗ ୪୦(ଜାନୁଆରି-ମାର୍ଚ୍ଚ) ୨୦୦୯
v.40(Jan-Mar) 2009
ଭାଗ ୪୦(ଏପ୍ରିଲ-ଜୁନ) ୨୦୦୯
v.40(Apr-Jun) 2009
ଭାଗ ୪୦(ଜୁଲାଇ-ସେପ୍ଟେମ୍ବର) ୨୦୦୯
v.40(Jul-Sep) 2009
ଭାଗ ୪୦(ଅକ୍ଟୋବର-ଡିସେମ୍ବର) ୨୦୦୯
v.40(Oct-Dec) 2009
ଭାଗ ୪୧(ଜାନୁଆରି, ମାର୍ଚ୍ଚ) ୨୦୧୦
v.41(Jan, Mar) 2010
ଭାଗ ୪୧(ଏପ୍ରିଲ-ଜୁନ) ୨୦୧୦
v.41(Apr-Jun) 2010
ଭାଗ ୪୧(ଜୁଲାଇ-ସେପ୍ଟେମ୍ବର) ୨୦୧୦
v.41(Jul-Sep) 2010
ଭାଗ ୪୧(ଅକ୍ଟୋବର-ଡିସେମ୍ବର) ୨୦୧୦
v.41(Oct-Dec) 2010
ଭାଗ ୪୨(ଜାନୁଆରି-ମାର୍ଚ୍ଚ) ୨୦୧୧
v.42(Jan-Mar) 2011
ଭାଗ ନୂ୦୨(ଏପ୍ରିଲ-ଜୁନ) ୨୦୧୧
v.n02(Apr-Jun) 2011
ଭାଗ ନୂ୦୨(ଜୁଲାଇ-ସେପ୍ଟେମ୍ବର) ୨୦୧୧
v.n02(Jul-Sep) 2011
ଭାଗ ନୂ୦୨(ଅକ୍ଟୋବର-ଡିସେମ୍ବର) ୨୦୧୧
v.n02(Oct-Dec) 2011
ଭାଗ ନୂ୦୩(ଜାନୁଆରି-ମାର୍ଚ୍ଚ) ୨୦୧୨
v.n03(Jan-Mar) 2012
ଭାଗ ନୂ୦୩(ଏପ୍ରିଲ-ଜୁନ) ୨୦୧୨
v.n03(Apr-Jun) 2012
ଭାଗ ନୂ୦୩(ଜୁଲାଇ-ସେପ୍ଟେମ୍ବର) ୨୦୧୨
v.n03(Jul-Sep) 2012
ଭାଗ ନୂ୦୩(ଅକ୍ଟୋବର-ଡିସେମ୍ବର) ୨୦୧୨
v.n03(Oct-Dec) 2012
ଭାଗ ନୂ୦୪(୦୧) ଜାନୁଆରି ୨୦୧୩
v.n04(01) Jan 2013
ଭାଗ ନୂ୦୪(୧୦) ଅକ୍ଟୋବର ୨୦୧୩
v.n04(10) Oct 2013
‘ଜହ୍ନମାମୁଁ’ର କାହାଣୀ
Story of ‘Jahnamamu’