ମୂଲ୍ୟାୟନ

ଆଧୁନିକ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗର ମୂଲ୍ୟାୟନ ଉଦ୍ଦେଶ୍ୟରେ ପ୍ରଫୁଲ୍ଲ କୁମାର ଜଗଦେବ (୩୧-୩-୧୯୪୩ – ୨୬-୧୧-୨୦୦୧)ଙ୍କ ସମ୍ପାଦନାରେ ‘ମୂଲ୍ୟାୟନ’ ୧୯୭୬ ମସିହାରେ ପ୍ରକାଶିତ। ଏହା ଭାଷା ଓ ସାହିତ୍ୟ ସମୀକ୍ଷଣ ଏବଂ ଗ୍ରଛସମୀକ୍ଷା ଓ କବିତାର ପ୍ରାୟୋଗିକ ଚର୍ଚ୍ଚାରେ ସମୃଦ୍ଧ ଓ ବିଜ୍ଞାପନମୁକ୍ତ ପତ୍ରିକା।

ପ୍ରକାଶନରେ ଧାରାବାହିକତା ନଥିବାରୁ ଏହାର ୨୪ ଗୋଟି ସଂଖ୍ୟା ୨୬ ବର୍ଷ (୧୯୭୬-୨୦୦୧) ସମୟ ଅବଧିରେ ପ୍ରକାଶିତ। ଆଧୁନିକ ସାହିତ୍ୟର ସମୀକ୍ଷା ପତ୍ରିକାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ସ୍ଥଳେ, କବିତାର ପ୍ରାୟୋଗିକ ଚର୍ଚ୍ଚା ପ୍ରାୟ ପ୍ରତ୍ୟେକ ସାଧାରଣ ସଂଖ୍ୟା ମଣ୍ଡନ କରିଛି। ଏହି ୨୪ଟି ସଂଖ୍ୟା ମଧ୍ୟରେ କେତୋଟି ସଂଖ୍ୟା ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତିଙ୍କ କବିତା ସହିତ ନାଟକ, ଭଞ୍ଜସାହିତ୍ୟ ଏବଂ ରମାକାନ୍ତ ରଥଙ୍କ ଦୀର୍ଘ କବିତା ‘ବାଘ ଶିକାର’ ସଂପର୍କିତ।

ପତ୍ରିକା ତରଫରୁ ବିଭିନ୍ନ ସମୟରେ ସାହିତ୍ୟର ବିଭିନ୍ନ ଦିଗ ଓ ଲେଖକଙ୍କ ସମ୍ପର୍କରେ ସେମିନାରର ଆୟୋଜନ କରାଯାଇଛି। ଏଥି ସହିତ ସମ୍ପୃକ୍ତ ରହିଛି ‘ମହାନଦୀ ବୁକ୍ସ’ ନାମକ ପ୍ରକାଶନ ସଂସ୍ଥା। ଆରମ୍ଭରୁ କଟକ ଓ ପରେ ଭୁବନେଶ୍ଵର ହୋଇଛି ଏହାର ପ୍ରକାଶ ସ୍ଥାନ। ସାହିତ୍ୟ ସମୀକ୍ଷଣରେ ରୋକଠୋକ୍ ସ୍ଵାଧୀନ ମତ ପ୍ରକାଶଯୋଗୁଁ ଏହା ନିଜର ସ୍ଵତନ୍ତ୍ର ପରିଚିତି ପାଇଛି।

ସମ୍ବାଦ ସାହିତ୍ୟ କୋଷ

 

ମୂଲ୍ୟାୟନ ସୂଚୀ

ତଳ ସାରଣୀରେ ମୂଲ୍ୟାୟନ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।

ମୂଲ୍ୟାୟନ ପତ୍ରିକାର ସଂଖ୍ୟଗୁଡ଼ିକ ଯୋଗାଇଛନ୍ତି ପ୍ରଭୁଦତ୍ତ ଓ ପ୍ରଜ୍ଞା ଜଗଦେବ ଏବଂ ଶତ୍ରୁଘ୍ନ ପାଣ୍ଡବ

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ପତ୍ରିକା ପରିଚିତି – Introduction
ସଂ.୧ (୧୯୭୬)
No.1 (1976)
Download
ସଂ.୨ (୧୯୭୬-୭୭)
No.2 (1976-77)
Download
ସଂ.୩ (୧୯୭୭)
No.3 (1977)
Download
ସଂ.୪ (୧୯୭୮)
No.4 (1978)
Download
ସଂ.୫ (୧୯୭୮)
No.5 (1978)
Download
ସଂ.୬ (୧୯୭୮)
No.6 (1978)
Download
ସଂ.୭ (୧୯୭୯-୮୦)
No.7 (1979-80)
Download
ସଂ.୮ (୧୯୮୦)
No.୮ (1980)
Download
ସଂ.୯ (୧୯୮୦-୮୧)
No.9 (1980-81)
Download
ସଂ.୧୦ (୧୯୮୧)
No.10 (1981)
Download
ସଂ.୧୧ (୧୯୮୧)
No.11 (1981)
Download
ସଂ.୧୨ (୧୯୮୧)
No.12 (1981)
Download
ସଂ.୧୩ (୧୯୮୧)
No.13 (1981)
Download
ସଂ.୧୪ (୧୯୮୨)
No.14 (1982)
Download
ସଂ.୧୫-୧୬ (୧୯୮୩ ଆ.)
No.15-16 (1983 c.)
Download
ସଂ.୧୭ (୧୯୮୪)
No.17 (1984)
Download
ସଂ.୧୮ (୧୯୮୩)
No.18 (1983)
Download
ସଂ.୧୯ (୧୯୮୪ ଆ.)
No.19 (1984 c.)
Download
ସଂ.୨୦ (୧୯୮୫)
No.20 (1985)
Download
ସଂ.୨୧ (୧୯୮୫-୮୬)
No.21 (1985-86)
Download
ସଂ.୨୨ (୧୯୮୬-୮୮)
No.22 (1986-88)
Download
ସଂ.୨୩ (୧୯୮୮-୯୦)
No.23 (198୮-90)
Download
ସଂ.୨୪ (୨୦୦୧)
No.24 (2001)
Download