ନବପତ୍ର

ରାଉରକେଲା ଭଳି ଏକ ଯାନ୍ତ୍ରିକ ସହରରେ କିଛି ଆଗ୍ରହୀ ଯୁବକ ଏକ ଅନୁଷ୍ଠାନ ଆରମ୍ଭ କଲେ। ଉଦ୍ଦେଶ୍ୟ ଥିଲା ସେମାନେ ପଢ଼ିବେ ଆଉ ଲେଖିବେ ଏବଂ ନିଜ ନିଜ ଭିତରେ ଭଲ ମନ୍ଦ ଆଲୋଚନା କରିବେ। କିଛିଦିନ ପରେ ଲେଖାଗୁଡ଼ିକୁ ନେଇ ଏକ ହାତଲେଖା ପତ୍ରିକା ପ୍ରକାଶିତ ହେଲା। ପ୍ରାୟ ଦେଢ଼ଶହ ଖଣ୍ଡ ପ୍ରସ୍ତୁତ କରାଯାଇ ସାଙ୍ଗମାନଙ୍କ ଭିତରେ ବଣ୍ଟାଗଲା। ଦୁଇଟି ସଂଖ୍ୟା ଏହିପରି କରାଗଲା। ତା’ପରେ ଛପାଇବା ପାଇଁ ଯୋଜନା ହେଲା। ଏଇଥିରୁ ନବପତ୍ର ପତ୍ରିକାର ଜନ୍ମ ହେଲା। ବାସ୍ତବରେ ଏହା କଲଚରାଲ ଏକାଡେମୀର ମୁଖପତ୍ର ଭାବରେ ପ୍ରସ୍ତୁତ କରାଯାଇଥିଲା।

ପ୍ରଥମ ସଂଖ୍ୟା ୧୯୬୨ ମସିହା ଅଗଷ୍ଟ ମାସରେ ପ୍ରକାଶିତ ହେଲା। ଏହାର ପ୍ରଥମ ସମ୍ପାଦକ ଥିଲେ ଲକ୍ଷ୍ମୀଧର ନାୟକ ଏବଂ ରଜନୀ କାନ୍ତ ଦାସ ଏହାର ସହସମ୍ପାଦକ ଥିଲେ। ଦ୍ୱିତୀୟ ବର୍ଷର ଶେଷ ଆଡ଼କୁ ରଜନୀ କାନ୍ତ ଦାସ ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ୧୯୯୫ ମସିହା ବେଳକୁ ଏହାର ମୁଖ୍ୟ ସମ୍ପଦକ ଥିଲେ ବିଷ୍ଣୁ ରାଉତରାୟ ଏବଂ ସମ୍ପାଦନା ଦାୟିତ୍ୱ ସମ୍ପାଦକ ମଣ୍ଡଳୀ ନେଇଥିଲେ। ଏହାର ସମ୍ପାଦକୀୟର ନାଁ ବଦଳି ଯାଇ ପ୍ରଥମ ପାହାଚ ରଖାଯାଇଥିଲା।

ପତ୍ରିକାଟିର ସମ୍ପାଦକୀୟ ମୁଖଶାଳା ଭାବରେ ପ୍ରକାଶ ପାଉଥିଲା। ଏହାଛଡ଼ା ଏଥିରେ ଗଳ୍ପ, କବିତା, ପ୍ରବନ୍ଧ, ସମୀକ୍ଷା, ଅନୁବାଦ, ଏକାଙ୍କିକା ଆଦି ବିଭାଗ ରହୁଥିଲା। ସୌରୀନ୍ଦ୍ର ବାରିକ, ରାଜକିଶୋର ମିଶ୍ର, ପଠାଣି ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଚିତ୍ତରଞ୍ଜନ ଦାସଙ୍କ ଭଳି ବିଖ୍ୟାତ ଲେଖକ ଏଥିରେ ଲେଖୁଥିଲେ। ଏମାନଙ୍କ ବ୍ୟତୀତ ଅନେକ ନୂଆ ଯୁବଲେଖକଙ୍କ ଲେଖା ଏଥିରେ ରହୁଥିଲା।

ନବପତ୍ରର ଅଧିକାଂଶ ସଂଖ୍ୟା ଡ. ଶ୍ରୀଚରଣ ମହାନ୍ତି ଏବଂ ରାଉରକେଲାର କଲ୍‌ଚରାଲ୍ ଏକାଡେମୀଠାରୁ ମିଳିଛି। ତଥାପି କିଛି ସଂଖ୍ୟା ମିଳିପାରିନାହିଁ। କେହି ଏଗୁଡ଼ିକର ଛପା କପି ଯୋଗାଇଦେଲେ ପରେ ଏଗୁଡ଼ିକ ଯୋଡ଼ି ଦିଆଯିବ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ନବପତ୍ର ସୂଚୀ

ତଳ ସାରଣୀରେ ନବପତ୍ର ପତ୍ରିକାର ୨୦୧୮ ମସିହା ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଭାଗ କରି ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ମିଳିଥିବା ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଏହି ପ୍ରକାଶନ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଆ ଓ ଇଂରାଜୀରେ ପୃଷ୍ଠଭୂମି ରଚନା ଦେଖନ୍ତୁ।

 

ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ବର୍ଷ/Year ମାସ
Month
ମାସ
Month
ମାସ
Month
ମାସ
Month
୧୯୬୨
1962
ଅଗଷ୍ଟ
August
ନଭେମ୍ବର
November
୧୯୬୩
1963
ଏପ୍ରିଲ
April
ଜୁଲାଇ
July
୧୯୬୪
1964
ଜାନୁଆରି
January
୧୯୬୫
1965
ଏପ୍ରିଲ
April
ଜୁଲାଇ
July
୧୯୬୬
1966
ଏପ୍ରିଲ
April
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୬୭
1967
ଏପ୍ରିଲ-ଜୁଲାଇ
April-July
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୬୮
1968
ଜାନୁଆରି-ମାର୍ଚ୍ଚ
January-March
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୬୯
1969
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୧
1971
ଅକ୍ଟୋବର-ଡିସେମ୍ବର
October-December
୧୯୭୨
1972
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୭୩
1973
ଜାନୁଆରି-ଏପ୍ରିଲ
January-April
୧୯୭୪
1974
ଭାଗ ୯, ସଂଖ୍ୟା ୩
vol. 9, no. 3
୧୯୮୦
1980
୧୦(୨)
10(2)
୧୯୮୧
1981
ଡିସେମ୍ବର
December
୧୯୮୩
1983
ଜାନୁଆରି
January
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୮୪
1984
ଜୁଲାଇ-ସେପ୍ଟେମ୍ବର
July-September
୧୯୮୫
1985
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଅକ୍ଟୋବର-ଡିସେମ୍ବର
October-December
ନଭେମ୍ବର (ସ୍ୱତନ୍ତ୍ର)
November (spl)
୧୯୮୬
1986
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୮୭
1987
୧୫(୩)
15(3)
୧୫(୪)
15(4)
୧୬(୧)
16(1)
୧୯୮୮
1988
୧୬(୩)
16(3)
ଏପ୍ରିଲ-ଜୁନ
April-June
୧୯୮୯
1989
ଜାନୁଆରି-ମାର୍ଚ୍ଚ
January-March
ଏପ୍ରିଲ-ଜୁନ
April-June
ଜୁଲାଇ-ସେପ୍ଟେମ୍ବର
July-September
ଅକ୍ଟୋବର-ଡିସେମ୍ବର
October-December
୧୯୯୦
1990
୧୮(୧)
18(1)
୧୮(୨)
18(2)
୧୮(୩)
18(3)
୧୯୯୧
1991
୧୮(୪)
18(4)
୧୯୯୨
1992
୧୯(୧)
19(1)
୧୯(୨)
19(2)
୧୯(୩)
19(3)
୧୯(୪)
19(4)
୧୯୯୩
1993
୨୦(୧)
20(1)
୧୯୯୫
1995
ଅକ୍ଟୋବର
October
୧୯୯୬
1996
ଫେବୃଆରି-ମାର୍ଚ୍ଚ
February-March
ମେ-ଜୁନ
May-June
ଜୁଲାଇ-ଅଗଷ୍ଟ
July-August
ସେପ୍ଟେମ୍ବର-ଅକ୍ଟୋବର
September-October
୧୯୯୭
1997
ମେ-ଜୁନ
May-June
ନଭେମ୍ବର-ଡିସେମ୍ବର
November-December
୧୯୯୮
1998
ଜାନୁଆରି-ଫେବୃଆରି
January-February
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୧୯୯୯
1999
ଜାନୁଆରି-ଫେବୃଆରି
January-February
ନଭେମ୍ବର-ଡିସେମ୍ବର
November-December
୨୦୦୦
2000
ଜାନୁଆରି-ଫେବୃଆରି
January-February
ମେ-ଜୁନ
May-June
ଜୁଲାଇ-ଅଗଷ୍ଟ
July-August
ସେପ୍ଟେମ୍ବର-ଅକ୍ଟୋବର
September-October
୨୦୦୧
2001
ଜାନୁଆରି-ଫେବୃଆରି
January-February
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୨
2002
ମାର୍ଚ୍ଚ-ଏପ୍ରିଲ
March-April
ମେ-ଜୁନ
May-June
ଜୁଲାଇ-ଅଗଷ୍ଟ
July-August
ସେପ୍ଟେମ୍ବର-ଅକ୍ଟୋବର
September-October
୨୦୦୩
2003
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ
May-June
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୪
2004
ଜାନୁଆରି-ଫେବୃଆରି
January-February
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୬
2006
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୭
2007
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୮
2008
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୦୯
2009
ଜାନୁଆରି-ଏପ୍ରିଲ
January-April
ମେ-ଜୁନ
May-June
ଜୁଲାଇ-ଅଗଷ୍ଟ
July-August
ନଭେମ୍ବର-ଡିସେମ୍ବର
November-December
୨୦୧୦
2010
ଜାନୁଆରି-ଫେବୃଆରି
January-February
ମାର୍ଚ୍ଚ-ଏପ୍ରିଲ
March-April
ମେ-ଜୁନ
May-June
ଜୁଲାଇ-ଅକ୍ଟୋବର
July-October
୨୦୧୧
2011
ଜାନୁଆରି-ଫେବୃଆରି
January-February
ମାର୍ଚ୍ଚ-ଏପ୍ରିଲ
March-April
୨୦୧୨
2012
ଜାନୁଆରି-ଫେବୃଆରି
January-February
ମାର୍ଚ୍ଚ-ଅକ୍ଟୋବର
March-October
ନଭେମ୍ବର-ଡିସେମ୍ବର
November-December
୨୦୧୩
2013
ମେ-ଜୁନ
May-June
ଜୁଲାଇ-ଅଗଷ୍ଟ
July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୧୪
2014
ଜାନୁଆରି-ଫେବୃଆରି
January-February
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୧୫
2015
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ, ଜୁଲାଇ-ଅଗଷ୍ଟ
May-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ନଭେମ୍ବର-ଡିସେମ୍ବର
November-December
୨୦୧୬
2016
ଜାନୁଆରି-ଫେବୃଆରି, ମାର୍ଚ୍ଚ-ଏପ୍ରିଲ
January-February, March-April
ମେ-ଜୁନ
May-June
ଜୁଲାଇ-ଅକ୍ଟୋବର
July-October
ନଭେମ୍ବର-ଡିସେମ୍ବର
November-December
୨୦୧୭
2017
ଜାନୁଆରି-ଏପ୍ରିଲ
January-April
ମେ-ଜୁନ
May-June
ଜୁଲାଇ-ଅକ୍ଟୋବର
July-October
ନଭେମ୍ବର-ଡିସେମ୍ବର
November-December
୨୦୧୮
2018
ଜାନୁଆରି-ଫେବୃଆରି
January-February
ମାର୍ଚ୍ଚ-ଏପ୍ରିଲ
May-June
ମେ-ଜୁନ, ଜୁଲାଇ-ଅଗଷ୍ଟ
may-June, July-August
ସେପ୍ଟେମ୍ବର-ଅକ୍ଟୋବର
September-October
ସ୍ୱତନ୍ତ୍ର ପ୍ରକାଶନ  Special publications
ଗଳ୍ପ ଓ ଏକାଙ୍କିକା
Galpa O Ekankika
ଲୋକନାଟକ ପରିକ୍ରମା, ଭାଗ ୧
Lokanataka Parikrama, v.01
ଲୋକନାଟକ ପରିକ୍ରମା, ଭାଗ ୨
Lokanataka Parikrama, v.02
ନାଟକ ଓ ସାହିତ୍ୟ ପରିକ୍ରମା
Nataka O Sahitya Parikrama
ଓଡ଼ିଆ ଲୋକନାଟ୍ୟ
Odia Lokanatya