ନୀଳାଚଳ ମାଧୁରୀ

ନୀଳାଚଳ ମାଧୁରୀ ଧର୍ମଆଧାରିତ ଏକ ମାସିକ ପତ୍ରିକା। ଏହା ୧୯୫୬ ମସିହାରୁ ପୁରୀରୁ ପ୍ରକାଶ ପାଉଥିଲା। ପ୍ରତି ପୂର୍ଣ୍ଣମୀ ଦିନ ଏହା ପ୍ରକାଶିତ ହେଉଥିଲା ଓ ଚନ୍ଦନ ପୂର୍ଣ୍ଣିମାଠାରୁ ଏହାର ବର୍ଷ ଆରମ୍ଭ ହେଉଥିଲା। ଏଥିରେ ପ୍ରବନ୍ଧ, କବିତା, ଧାରାବାହିକ ଉପନ୍ୟାସ, ନାଟକ, ସମୀକ୍ଷା ଆଦି ସ୍ଥାନ ପାଉଥିଲା। ଏସବୁ ମୁଖ୍ୟତଃ ଜଗନ୍ନାଥ ଦର୍ଶନ ଉପରେ ରହୁଥିଲା।

ଏହାର ନିୟମିତ ଲେଖକମାନେ ହେଲେ ଗୌର ଚରଣ ଅଧିକାରୀ, ଗଜେନ୍ଦ୍ର ଆଚାର୍ଯ୍ୟ, ହରପ୍ରିୟା କାନୁନଗୋ, ଯଦୁ ନନ୍ଦନ ଚୌଧୁରୀ, ଘନଶ୍ୟାମ ଜେନା, ଅଶ୍ୱିନୀ କୁମାର ଦତ୍ତ, ଅଧିକାରୀ କୃପାସିନ୍ଧୁ ଦାସ, କାଳୀ ଚରଣ ଦାସ, କିଶୋରୀ କିଙ୍କର ଦାସ, ଗୋପାଳ ଚରଣ ଦାସ, ଜୀବନାନନ୍ଦ ଦାସ, ବନମାଳୀ ଦାସ ଆଦି।

ନୀଳାଚଳ ମାଧୁରୀ ପତ୍ରିକାର ସମସ୍ତ ସଂଖ୍ୟା ଅଧ୍ୟାପକ ଶ୍ରୀଚରଣ ମହାନ୍ତି ଯୋଗାଇ ଦେଇଛନ୍ତି। ତେବେ କିଛି ସଂଖ୍ୟା ମିଳିନାହିଁ। କୌଣସି ସାଥୀ ସେସବୁକୁ ଯୋଗାଇ ଦେଇପାରିଲେ ପର ସମୟରେ ଯୋଡ଼ିଦିଆଯିବ।

 

 

 

 

 

 

 

 

 

 

 

 

 

 

 

 

ନୀଳାଚଳ ମାଧୁରୀ ସୂଚୀ

ନୀଳାଚଳ ମାଧୁରୀର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

ତଳ ସାରଣୀରେ ନୀଳାଚଳ ମାଧୁରୀ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଭାଗ କରି ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

 

ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ବର୍ଷ/ଭାଗ Year/Volume ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue
୧୯୫୭-୫୮/୦୨
1957-58/02
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୫୮-୫୯/୦୩
1958-59/03
୦୨, ୦୩
02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୫୯-୬୦/୦୪
1959-60/04
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧
10, 11
୧୯୬୧-୬୨/୦୬
1961-62/06
୦୨, ୦୩
02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୨-୬୩/୦୭
1962-63/07
୦୧, ୦୨, ୦୩
01, 02, 03
୦୪, ୦୬
04, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୩-୬୪/୦୮
1963-64/08
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୪-୬୫/୦୯
1964-65/09
୦୨, ୦୩
02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୫-୬୬/୧୦
1965-66/10
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୭-୬୭/୧୧
1967-68/11
୦୧, ୦୨-୦୩
01, 02-03
୦୫, ୦୬
05, 06
୦୭, ୦୮, ୦୯
07, 08, 09
୧୦
10
୧୯୬୭-୬୮/୧୨
1967-68/12
୦୨-୦୩
02-03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୮-୬୯/୧୩
1968-69/13
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୬୯-୭୦/୧୪
1969-70/14
୦୧, ୦୩
01, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୨
10, 12
୧୯୭୦-୭୧/୧୫
1970-71/15
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୭୧-୭୨/୧୬
1971-72/16
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮, ୦୯-୧୦
07, 08, 09-10
୧୧, ୧୨
11, 12
୧୯୭୨-୭୩/୧୭
1972-73/17
୦୧, ୦୨
01, 02
୦୪, ୦୫, ୦୬
04, 05, 06
୦୭, ୦୮, ୦୯
07, 08, 09
୧୦, ୧୧, ୧୨
10, 11, 12
୧୯୭୩-୭୪/୧୮
1973-74/18
୦୧, ୦୨, ୦୩
01, 02, 03
୦୪, ୦୫, ୦୬
04, 05, 06
୦୭, ୦୮-୦୯
07, 08-09
୧୦, ୧୧-୧୨
10, 11-12
୧୯୭୪-୭୫/୧୯
1974-75/19
୦୧-୦୨-୦୩
01-02-03
୦୪-୦୫
04-05
୦୬-୦୭
06-07
୧୦-୧୧
10-11
୧୯୭୫-୭୬/୨୦
1975-76/20
୦୧, ୦୨, ୦୩-୦୪
01, 02, 03-04
୦୫, ୦୬
05, 06
୧୧, ୧୨
11, 12
୧୯୭୭-୭୮/୨୨
1977-78/22
୦୮-୦୯
08-09
୧୨
12
୧୯୭୮-୭୯/୨୩
1978-79/23
୦୧, ୦୨, ୦୩
01, 02, 03
୦୪, ୦୫,
04, 05
୧୯୭୯-୮୦/୨୪
1979-80/24
୦୫,
05
୧୯୮୬-୮୭/୩୧
1986-87/31
୦୫,
05