ସହକାର

ସମବାୟ ସେବକ ସମିତି ପକ୍ଷରୁ ୧୯୨୧ ମସିହାରେ ପ୍ରକାଶ ପାଇଥିଲା ସହକାର ପତ୍ରିକା। ଏହି ପତ୍ରିକା ମୁଖ୍ୟତଃ କୋ-ଅପରେଟିଭ୍ ଅନ୍ଦୋଳନର ମୁଖପତ୍ର ଭାବରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ଲକ୍ଷ୍ମୀନାରାୟଣ ସାହୁ। ପ୍ରଥମ ଚାରିବର୍ଷ ପରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, ଗୋଦାବରୀଶ, ଅନ୍ନପୂର୍ଣ୍ଣା ଦେବୀ, କାଳନ୍ଦୀ ଚରଣ ପାଣିଗ୍ରାହୀ ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ୧୯୨୯ ମସିହା, ଦଶମ ଭାଗଠାରୁ, ଏହା ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏକ ସାହିତ୍ୟ ପତ୍ରର ରୂପନେଲା।
ତିରିଶ ବର୍ଷ ପରେ ଏହାର ପ୍ରକାଶନ କିଛିଦିନ ପାଇଁ ବନ୍ଦ ହୋଇଯାଇଥିଲା। ପରେ ପୁଣି ନୂତନ ପ୍ରସ୍ଥ ଭାବରେ ପ୍ରକାଶ ପାଇଲା।

ସହକାର ସୂଚୀ

ତଳ ସାରଣୀରେ ସହକାର ପତ୍ରିକାର ମିଳିଥିବା ପ୍ରାୟ ସବୁ ସଂଖ୍ୟା ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ ନାମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୨୧-୨୨) ସଂ. ୧-୧୨ ଭାଗ ୨ (୧୯୨୨-୨୩) ସଂ. ୧-୧୨
ଭାଗ ୩ (୧୯୨୩-୨୪) ସଂ. ୨, ୮ ଭାଗ ୪ (୧୯୨୪) ସଂ. ୨, ୩, ୫, ୬
 ଭାଗ ୫ (୧୯୨୪-୨୫) ସଂ. ୨-୭,୧୦,୧୨  ଭାଗ ୬ (୧୯୨୫-୨୬) ସଂ. ୧,୨,୧୨
ଭାଗ ୭ (୧୯୨୬-୨୭) ସଂ. ୨-୧୦ ଭାଗ ୮ (୧୯୨୭-୨୮) ସଂ.୩-୪,୧୧-୧୨
  ଭାଗ ୯ (୧୯୨୮-୨୯)ସଂ. ୧, ୨ ଭାଗ ୧୦ (୧୯୨୯-୩୦) ସଂ. ୧-୧୨
 ଭାଗ ୧୧ (୧୯୩୦-୩୧) ସଂ. ୧-୬ ଭାଗ ୧୧ (୧୯୩୦-୩୧) ସଂ. ୭-୧୨
ଭାଗ ୧୨ (୧୯୩୧-୩୨) ସଂ. ୧-୫ ଭାଗ ୧୨ (୧୯୩୧-୩୨) ସଂ. ୬-୧୨
ଭାଗ ୧୩ (୧୯୩୨ – ୩୩) ସଂ. ୧ – ୬ ଭାଗ ୧୩ (୧୯୩୨ – ୩୩) ସଂ.୭-୧୨
ଭାଗ ୧୪ (୧୯୩୩-୩୪) ସଂ. ୧-୪ ଭାଗ ୧୪ (୧୯୩୩-୩୪) ସଂ. ୫-୮
ଭାଗ ୧୪ (୧୯୩୩-୩୪) ସଂ. ୯-୧୨  – –
ଭାଗ ୧୫ (୧୯୩୪-୩୫) ସଂ. ୧-୬ ଭାଗ ୧୫ (୧୯୩୪-୩୫) ସଂ. ୭-୧୨
 ଭାଗ ୧୬ (୧୯୩୫-୩୬) ସଂ. ୧-୬ ଭାଗ ୧୬ (୧୯୩୫-୩୬) ସଂ. ୭-୧୨
ଭାଗ ୧୭ (୧୯୩୬-୩୭) ସଂ. ୧-୬ ଭାଗ ୧୭ (୧୯୩୬-୩୭) ସଂ. ୭-୧୨
ଭାଗ ୧୮ (୧୯୩୭-୩୮) ସଂ. ୧-୬ ଭାଗ ୧୮ (୧୯୩୭-୩୮) ସଂ. ୭-୧୨
ଭାଗ ୧୯ (୧୯୩୮-୩୯) ସଂ. ୧-୬ ଭାଗ ୧୯ (୧୯୩୮-୩୯) ସଂ. ୭-୧୨
ଭାଗ ୨୦ (୧୯୩୯-୪୦) ସଂ. ୧-୫ ଭାଗ ୨୦ (୧୯୩୯-୪୦) ସଂ. ୭-୧୨
ଭାଗ ୨୧ (୧୯୪୦-୪୧) ସଂ. ୧-୬ ଭାଗ ୨୧ (୧୯୪୦-୪୧) ସଂ. ୭-୧୨
ଭାଗ ୨୨ (୧୯୪୧-୪୨) ସଂ. ୧-୧୨ ଭାଗ ୨୩ (୧୯୪୨-୪୩) ସଂ. ୧-୧୨
ଭାଗ ୨୪ (୧୯୪୩-୪୫) ସଂ. ୧-୧୨ ଭାଗ ୨୫ (୧୯୪୬-୪୭) ସଂ. ୧-୬
ଭାଗ ୨୬ (୧୯୪୭-୪୮) ସଂ. ୧-୧୨ ଭାଗ ୨୭ (୧୯୪୮-୪୯) ସଂ. ୧-୧୨
ଭାଗ ୨୮ (୧୯୪୯-୫୦) ସଂ. ୧-୧୨ ଭାଗ ୨୯ (୧୯୫୦-୫୧) ସଂ. ୧-୧୨
ଭାଗ ୩୦ (୧୯୫୧-୫୨) ସଂ. ୧-୪ – –