ଭୂପେନ୍ ମହାପାତ୍ର ସଂକଳନ

ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର ଲେଖକ ଭାବରେ ଶ୍ରୀ ଭୂପେନ୍ ମହାପାତ୍ର ବେଶ୍ ପରିଚିତ। ଆଜିକୁ ଷାଠିଏ ବର୍ଷ ଧରି ତାଙ୍କର ଅନବରତ ଲେଖନୀ ଚାଳନା ମାଧ୍ୟମରେ ସେ ସୃଷ୍ଟି କରିଛନ୍ତି ବହୁ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ରମ୍ୟରଚନା, ଭ୍ରମଣ କାହାଣୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ବ୍ୟଙ୍ଗଗଳ୍ପ ଓ ନିଜର ଆତ୍ମଜୀବନୀ। ଅଦ୍ୟାବଧି ତାଙ୍କର ପ୍ରାୟ ପଚାଶ ପୁସ୍ତକ ପ୍ରକାଶିତ ହୋଇଛି।

ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ସାମାଜିକ ବାସ୍ତବବାଦ ଓ ଜୀବନଧର୍ମୀ ମୂଳକ। ସେଥିରେ ସାମାଜିକ ପରିବର୍ତ୍ତନର ସ୍ୱର ଥିବାରୁ ସେଗୁଡ଼ିକ ପାଠକୀୟ ଆଦୃତି ଲାଭ କରିପାରିଛି। ତାଙ୍କର ଅନେକ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଓ ଆହୁରି ଅନେକ ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି।

ପୋଲିସ ଓ କେନ୍ଦ୍ରୀୟ ନିରାପତା ବିଭାଗର ଚାକିରିରେ ଭାରତର ବିଭିନ୍ନ ସ୍ଥାନକୁ ବଦଳି ହୋଇ ସେ ପାଇଛନ୍ତି ପ୍ରଚୁର ଲୋକ ଚରିତ୍ର ଅଧ୍ୟୟନର ସୁଯୋଗ ଓ ବିଭିନ୍ନ ଜନ ସମ୍ପ୍ରଦାୟର ସାମାଜିକ ଜୀବନଯାପନର ପ୍ରଣାଳୀର ସମ୍ୟକ ଜ୍ଞାନ ଯାହାକୁ ସେ ସଫଳତାର ସହିତ ପ୍ରୟୋଗ କରିଛନ୍ତି ତାଙ୍କର ବିଭିନ୍ନ ରଚନା ମାଧ୍ୟମରେ। ସାହିତ୍ୟ ରଚନା ଛଡ଼ା ସେ ନବପତ୍ର, ଇସ୍ତାହାର ଓ ନାଗରା ଆଦି ପତ୍ରିକାର ସମ୍ପାଦନା, ରାଉରକେଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଓ ଚାକିରି ଜୀବନରେ ଓଡ଼ିଶା ବାହାରେ ବିଭିନ୍ନ ଓଡ଼ିଆ ଅନୁଷ୍ଠାନକୁ ପ୍ରତିଷ୍ଠା କିମ୍ବା ଚଳଚଞ୍ଚଳ କରାଇବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍‌ର ସେ ପ୍ରତିଷ୍ଠାତା ସମ୍ପାଦକ।

ତଳ ସୂଚୀ ସାହାଯ୍ୟରେ ଭୂପେନ୍ ମହାପାତ୍ରଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଭୂପେନ୍ ମହାପାତ୍ର ସର୍ଜନା ସୂଚୀ
ଉପନ୍ୟାସ – Novel
ପ୍ରଥମ ପୃଥିବୀ (୧୯୯୮)
Prathama Pruthibi (1998)
Download
ଫସିଲ (୨୦୦୭)
Fasil (2007)
Download
ଉତ୍ତରଣ ପାବଣ (୨୦୧୦)
Uttarana Pabana (2010)
Download
ଗାନ୍ଧାରୀ (୨୦୧୩)
Gandhari (2013)
Download
ତ୍ରିଧାରା (୨୦୧୭)
Tridhara (2017)
Download
ଗଳ୍ପ – Short stories
ଗୋଟିଏ ମେଣ୍ଢା ପଲ (୧୯୯୧)
Gotie Mendha Pala (1991)
Download
ପ୍ରମିଳା (୧୯୯୪)
Pramila (1994)
Download
ଚନ୍ଦ୍ରସେଣାର ଚନ୍ଦ୍ରଲୋକ (୨୦୦୦)
Chandrasenara Chandraloka (2000)
Download
ଖୋଳ (୨୦୦୧)
Khola (2001)
Download
ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ (୨୦୦୨)
Ebebi Rebati O Anyanya Galpa (2002)
Download
ହାତୀର ହିଷ୍ଟ୍ରି (୨୦୦୨)
Hatira Histri (2002)
Download
ସୂର୍ଯ୍ୟ ଉଠିନାହିଁ (୨୦୦୩)
Surjya Uthi Nahin (2003)
Download
ହାତ ପାପୁଲିରେ ସୂର୍ଯ୍ୟୋଦୟ (୨୦୦୮)
Hata Papulire Suryodaya (2008)
Download
ମନର ମାନଚିତ୍ର (୨୦୧୦)
Manara Manachitra (2010)
Download
ମୃଗୁଣୀର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ (୨୦୧୧)
Mrugunira Mrutyu o Anyanya Galpa (2011)
Download
ନିର୍ବାଚିତ ଗଳ୍ପ, ଭାଗ ୧ (୨୦୧୩)
Nirbachita Galpa, v.01 (2013)
Download
ରୂପ ପ୍ରତିରୂପ (୨୦୧୪)
Rupa Pratirupa (2014)
Download
ଈଶ୍ୱର ଯେତେବେଳେ ପିଲା ଥିଲେ (୨୦୧୬)
Iswara Jetebele Pila Thile (2016)
Download
ଯୁଦ୍ଧ ସରିନାହିଁ ଓ ଅନ୍ୟାନ୍ୟ ଗଳ୍ପ (୨୦୧୬)
Judha Sarinahi O Anyanya Galpa (2016)
Download
ନିର୍ବାଚିତ ଗଳ୍ପ, ଭାଗ ୨ (୨୦୧୭)
Nirbachita Galpa, v. 02 (2017)
Download
ପଚାଶ କ୍ଷୁଦ୍ରଗଳ୍ପ (୨୦୧୮)
Pachasa Kshudragalpa (2018)
Download
ପ୍ରବନ୍ଧ – Essays
ମିଛ ସପକ୍ଷରେ ତର୍କ ବିତର୍କ ଓ କିଛି ଏଣୁତେଣୁ (୧୯୯୨)
Michha Sapakshare Tarka Bitarka O Kichhi Enu Tenu (1992)
Download
ଜାତୀୟ ଭାବଧାରା ଓ ଅନ୍ୟାନ୍ୟ ପ୍ରବନ୍ଧ (୨୦୦୨)
Jatiya Bhabadhara o Anyanya Prabandha (2002)
Download
ସାହିତ୍ୟ, ସଂସ୍କୃତି ଓ… (୨୦୦୪)
Sahitya, Sanskruti O… (2004)
Download
ଚର୍ଚ୍ଚିତ ବ୍ୟଙ୍ଗ (୨୦୧୪)
Charchita Byanga (2014)
Download
ପ୍ରଗତିଶୀଳ ସାହିତ୍ୟ – ଭୂମି ଓ ଭୂମିକା (୨୦୧୫)
Pragatisila Sahitya Bhumi O Bhumika (2015)
Download
ଶତେକ ଘଟଣା ଚରିତ (୨୦୧୬)
Sateka Ghatana Charitra (2016)
Download
ଅନ୍ୟାନ୍ୟ – Miscellaneous
ଉପତ୍ୟକାର ଉପକଥା (ସ୍ମୃତିକଥା, ୧୯୯୬)
Upatyakara Upakatha (1996)
Download
ଅପୂର୍ବ ପୂର୍ବ (ଭ୍ରମଣ କାହାଣୀ, ୧୯୯୯)
Apurba-purba (1999)
Download
ଲକ୍ଷ୍ମୀଧର ନାୟକ ସାହିତ୍ୟ ସଂଗ୍ରହ (ସମୀକ୍ଷା, ୨୦୦୮)
Laxmidhara Nayak Sahitya O Sangrama (2008)
Download
ରଜନୀକାନ୍ତ ଦାସ (ଜୀବନୀ, ୨୦୧୪)
Rajanikanta Das (2014)
Download