ଚନ୍ଦ୍ରଶେଖର ରଥ ସଂକଳନ
ଓଡ଼ିଆ ସାରସ୍ୱତ ଜଗତରେ ଚନ୍ଦ୍ରଶେଖର ରଥ (୧୯୨୯-୨୦୧୮) ଜଣେ ବିରଳ ସାଧକ ଏବଂ ଶବ୍ଦସ୍ଥପତି। କେବଳ ଗାଳ୍ପିକ ନୁହନ୍ତି ସେ ଥିରେ ଜଣେ ପ୍ରାବନ୍ଧିକ, କବି, ଔପନ୍ୟାସିକ। ସେ ଥିଲେ ଜଣେ ବହୁଭାଷୀ ଲେଖକ, ସଂସ୍କୃତ, ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସମ୍ବଲପୁରୀ ଆଦି ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା।
ଚନ୍ଦ୍ରଶେଖର ରଥ ୧୯୨୯ ମସିହା ଅକ୍ଟୋବର ୧୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେଦିନ ଥିଲା କୁମାରପୂର୍ଣ୍ଣମୀ। ଜୀବନର ପ୍ରଥମ ଅବସ୍ଥାରେ ସେ ବେଦ, ରାମାୟଣ, ଭାଗବତ ଆଦି ଶୁଣି ଶୁଣି ବଡ଼ ହୋଇଥିଲେ।
ସ୍ଥାନୀୟ କଲେଜରୁ ସ୍ନାତକ ଡିଗ୍ରୀ ପାଇବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ୧୯୫୨ ମସିହାରେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଇଂରାଜୀ ଅଧ୍ୟାପକ ଭାବରେ ଯୋଗ ଦେଲେ ଏବଂ ୧୯୮୭ ମସିହାରେ ଅବସର ଗ୍ରହଣ କଲେ।
ଯନ୍ତ୍ରାରୁଢ଼ ତାଙ୍କର ପ୍ରଥମ ଉପନ୍ୟାସ। ଏହା ଏକ ଅନନ୍ୟ ପୁସ୍ତକ। ଦୀର୍ଘ ବର୍ଷ ପରେ ୨୦୦୪ ମସିହାରେ ଏହାର ଇଂରାଜୀ ଅନୁବାଦ ପ୍ରକାଶ ପାଇବା ପରେ ଏହା ମର୍ଯ୍ୟାଦାଜନକ କ୍ରସ୍ ୱାର୍ଡବୁକ୍ ଆୱାର୍ଡ ଲାଭ କରିଥିଲେ। ଯନ୍ତ୍ରାରୁଢ଼ ପରେ ତାଙ୍କର ଅନେକ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ, ଅନୁବାଦ ଆଦି ପ୍ରକାଶ ପାଇଛି।
ତାଙ୍କ ଲେଖା ପାଇଁ ସେ ସବୁଦିନ ପାଇଁ ମନେରହିବେ। ୧୯୭୨ ମସିହାରେ ବିଷୁବ ପୁରସ୍କାର, ୧୯୮୦ ମସିହାରେ ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ତା ପରବର୍ଷ ୧୯୮୧ ମସିହାରେ ପ୍ରବନ୍ଧ ପୁସ୍ତକ ଅଶ୍ରୁତ ସ୍ୱର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧ ମସିହାରେ ସମ୍ରାଟ ଓ ଅନ୍ୟମାନେ ପାଇଁ ସାରଳା ପୁରସ୍କାର, ସବୁଠାରୁ ଦୀର୍ଘରାତି ପାଇଁ ୧୯୯୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ ମସିହାରେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୮ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥଲେ।
ଓଡ଼ିଆ ସାହିତ୍ୟ ଜଗତର ସେ ଜଣେ ଅମ୍ଳାନ ପ୍ରତିଭା, ଏ ଜାତି ତାଙ୍କୁ ସବୁଦିନେ ପ୍ରଣତି ଜଣାଇବ।
ତଳ ସୂଚୀ ସାହାଯ୍ୟରେ ଚନ୍ଦ୍ରଶେଖର ରଥଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଚନ୍ଦ୍ରଶେଖର ରଥ ସର୍ଜନା ସୂଚୀ | ||||
ଗଳ୍ପ – Short Stories | ||||
Aneka Banya Pare (1978) Download |
(୧୯୭୯, ୨ୟ ୧୯୮୩) Aswarohira Galpa (1979, 2e. 1983) Download |
(୧୯୮୦, ୩ୟ ୧୯୮୯) Samrat O Anyamane (1980, 3e. 1989) Download |
Anya Eka Sakala (1981, n. 1989) Download |
Sabujaka Swapna (1984, n. 1990) Download |
Ete Pakhare Samudra (1988) Download |
Bikri Pain Phulamala (1990) Download |
Bagha Sabara (1990) Download |
Kramasah Gabhira Nai (1996) Download |
Antima (1996) Download |
Sabutharu Dirgha Rati (1995) Download |
ଭାଗ ୧ (୨୦୦୦) Chandrasekhar Kathasarita, v.01 (2000) Download |
Nagantaka Bidya (2005) Download |
Sandhikala (2007) Download |
Swapna Bahaka (1992) Download |
କବିତା – Poetry | ||||
Tuma Pain Pakhigana (2000) Download |
Agaku Banasta (2002) Download |
Mo Ghara Bahuta Dura (2021) Download |
Simanta Samudra (2017) Download |
|
ଉପନ୍ୟାସ – Novels | ||||
Jantrarudha (1977) Download |
Asurya Upanibesa(1974) Download |
Naba Jataka (1981, n. 1990) Download |
||
ପ୍ରବନ୍ଧ – Essay | ||||
Drusti O Darsana (1971) Download |
E Jeun Pruthibi (1975) Download |
(୧୯୭୭, ନୂ. ୧୯୮୩) Mu Satyadharma Kahuchi (1977, n. 1983) Download |
Madhu Sandhana (1978) Download |
Uttara Aranya (1980, 1983) Download |
(୧୯୮୧, ନୂ. ୧୯୮୮) Kritadasara Swapna (1981, n. 1988) Download |
Asruta Swara (1989) Download |
Mrutyu Arapariru Sankets (2003) Download |
Bisesa Kathana (2004) Download |
Pathachakra Diary (4e. 2011) Download |
Laghu Samhita (2012) Download |
Unmochita Digbalaya (2012) Download |
Ratha Saptaka (2013) Download |
||
ସଂକଳନ – Collected Works | ||||
Galpa Samahara, v.01 (2014) Download |
Galpa Samahara, v.01 (2014) Download |
Upanyasa Samahara (2013) Download |
Adyopranta Kabita Samahara (2017) Download |
Nibandha Sangraha (2012) Download |
ଅନୁବାଦ – Translations | ||||
Astride the Wheel (2003) Download |
Father Samuel and Other Stories (2003) Download |
Ratha Saptaka (Bengali, 2001) Download |
Stories Incredible (2016) Download |
Tarangini Chikiti Rathri (Telugu, 2011) Download |
The Sunless Land (2015) Download |
Jantrarudha (Hindi, 1998) Download |
|||
ଅନ୍ୟାନ୍ୟ – Others | ||||
Chandrasekhar Rathnka Srestha Rachana (1989) Download |
Charcha (1990) Download |
Chandrasekhar 70 (1999) Download |
Pathaprante Panchastari (2003) Download |
ଶ୍ରଦ୍ଧାଞ୍ଜଳି (୨୦୧୮) Sraddhanjali (2018) Open |