ଚିତ୍ତରଞ୍ଜନ ଦାସ ସଂକଳନ

ଚିତ୍ତରଞ୍ଜନ ଦାସ (ଅକ୍ଟୋବର ୩, ୧୯୨୩ – ଜାନୁଆରି ୧୬, ୨୦୧୧) ସାରା ଓଡ଼ିଶାରେ ଚିତ୍ତଭାଇ ଭାବରେ ଜଣା। ଜଗତସିଂହପୁର ଜିଲ୍ଲା ବାଗଲପୁରରେ ତାଙ୍କର ଜନ୍ମ, ପିତା ଖୁସାଲି ଚରଣ ଓ ମା ହୀରାମଣି। ପାଞ୍ଚଭାଇ ଓ ତିନି ଭଉଣୀଙ୍କ ଭିତରେ ସେ ଥିଲେ ତୃତୀୟ। ଗାଁ ସ୍କୁଲରେ ଶିକ୍ଷା ସାରିବା ପରେ ସେ ପୁନଙ୍ଗ ସ୍କୁଲ, କଟକର ରାଣୀହାଟ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍‌ସା କଲେଜରେ ପଢ଼ିଥିଲେ। ଏହା ପରେ ସେ ଶାନ୍ତିନିକେତନ ଏବଂ ପରେ ଡେନମାର୍କରେ ବିଦ୍ୟା ଲାଭ କରିଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ କଟକ ଓ ବାଙ୍ଗାଲୋର ଜେଲରେ ଅଢ଼େଇବର୍ଷ ବନ୍ଦୀ ରହିଥିଲେ।

୧୯୫୪ ମସିହାରେ ସେ ଓଡ଼ିଶା ଫେରିଆସିଥିଲେ। ସେହି ବର୍ଷ ସେ ଶ୍ରୀମତୀ ମାଳତୀ ଚୌଧୁରୀ ଏବଂ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ଚମ୍ପତ୍ତିମୁଣ୍ଡାଠାରେ ପ୍ରତିଷ୍ଠିତ ଜୀବନ ବିଦ୍ୟାଳୟରେ ଶିକ୍ଷକତା କଲେ, ପରେ ସେ ଏହାର ପ୍ରଧାନ ଶିକ୍ଷକ ହୋଇଥିଲେ। ଏହା ଏକ ଅଲଗା ପ୍ରକାରର ସ୍କୁଲ ଥିଲା। ତାହା ଥିଲା ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଏକ ପ୍ରୟୋଗଶାଳା। ଶିକ୍ଷାର୍ଥୀମାନଙ୍କୁ ସ୍ୱାଧୀନ ଭାବରେ ବଞ୍ଚିବା ଏବଂ ଜୀବନ ଗଢ଼ିବା ପାଇଁ ବାଟ ଦେଖାଇବାର ଚେଷ୍ଟା ଏଠାରେ କରାଯାଉଥିଲା। ସେଠାରେ ସେ ମାତ୍ର ଚାରିବର୍ଷ ରହିଥିଲେ। ଏହାପରେ ସେ ଆଗ୍ରା ଗଲେ ଓ ପରେ ୧୯୭୩ ମସିହାରେ ଭୁବନେଶ୍ୱରସ୍ଥ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କଲେ, କିନ୍ତୁ ସେଠାରେ ମଧ୍ୟ ସେ ଅଧିକ ସମୟ ରହି ନ ଥିଲେ।

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅବଦାନ ବହୁତ ରହିଛି। ତାଙ୍କ ପାଇଁ ସମଗ୍ର ପୃଥିବୀ ଘର, ସବୁ ମଣିଷଙ୍କର ଗୋଟିଏ ଭାଷା ଓ ଗୋଟିଏ ବିଚାର। ସେ ଅନେକ ଭାଷା ଜାଣିଥିଲେ – ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, କନ୍ନଡ଼, ଅହମୀୟା, ସଂସ୍କୃତ, ଡେନିସ୍, ଫିନିସ୍, ସ୍ପାନିସ୍, ଜର୍ମାନ, ଇଂରାଜୀ ଆଦି। ସେ ଦର୍ଶନ, ମନୋବିଜ୍ଞାନ, ମାନବବିଦ୍ୟା, ସମାଜବିଜ୍ଞାନ, ଧର୍ମଶାସ୍ତ୍ର, ତର୍କଶାସ୍ତ୍ର, ଭାଷା, ଗଣିତ, ଇତିହାସ, ଭୂଗୋଳ ଓ ସାହିତ୍ୟ ଆଦି ଅନେକ ବିଷୟରେ ଦକ୍ଷ ଥିଲେ। ଅନେକ ବିଷୟରେ ସେ ଦୁଇଶହରୁ ଅଧିକ ବହି ଲେଖିଛନ୍ତି ବା ଅନୁବାଦ କରିଛନ୍ତି। ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କର ରଚନା ସବୁର ଓଡ଼ିଆ ଅନୁବାଦ ତାଙ୍କର ଏକ ବିଶେଷ କୃତି।

ଧରିତ୍ରୀ, ପ୍ରଗତିବାଦୀ, ସମ୍ବାଦ, ସମାଜ ଆଦି ସମ୍ବାଦପତ୍ରର ସେ ଜଣେ ନିୟମିତ ସ୍ତମ୍ଭକାର ଥିଲେ। ଏସବୁ ଭିତରୁ ଅନେକଗୁଡ଼ିଏ ଲେଖା ସଂକଳିତ ହୋଇ ବହି ଆକାରରେ ପ୍ରକାଶ ପାଇଛି। ତାଙ୍କର ପ୍ରଥମ ପ୍ରକାଶିତ ଲେଖା ଥିଲା ମହାତ୍ମା ସକ୍ରେଟିସ୍। ରେଭେନ୍‌ସା କଲିଜିଏଟ ସ୍କୁଲର ପତ୍ରିକା ଛାତ୍ରବନ୍ଧୁରେ ୧୯୩୭ ମସିହାରେ ଏହା ପ୍ରକାଶ ପାଇଥିଲା।

ସେ ଦେଶ ଓ ବିଦେଶର ଅନେକ ଜାଗା ବୁଲି ଦେଖିଛନ୍ତି। ସେସବୁ ଅଞ୍ଚଳର ସାମାଜିକ, ରାଜନୀତିକ, ସାଂସ୍କୃତିକ ଜୀବନକୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି। ସେସବୁର ଅନୁଭୂତି ସବୁକୁ ଲେଖି ବହି ରୂପରେ ଛାଡ଼ିଯାଇଛନ୍ତି। ତାଙ୍କର ଅନୁବାଦ କୃତିର ପରିସର ଓ ପରିମାଣ ଅତି ବ୍ୟାପକ। ଅନୁବାଦ କରିବା ଆଗରୁ ସେ ଲେଖକଙ୍କ ମୂଳ ଭାଷାକୁ ପଢ଼ିଛନ୍ତି, ତାଙ୍କ ଦେଶ, ଜାତି ଓ ସଂସ୍କୃତିକୁ ବୁଝିଛନ୍ତି ଏବଂ ଶେଷରେ ବହିଟି ଅନୁବାଦ କରିଛନ୍ତି। ସେଥିପାଇଁ ଅନୁବାଦଗୁଡ଼ିକ ଯାନ୍ତ୍ରିକ ଓ ବିରକ୍ତିକର ନ ହୋଇ ସୁଖପାଠ୍ୟ ହୋଇପାରିଛି।

ସେ ପ୍ରତିଦିନ ସକାଳୁ ନିୟମିତ ଡାଏରୀ ଲେଖୁଥିଲେ। ଏଥିରେ ସେ ସେହି ମୁହୂର୍ତ୍ତର ଜୀବନ ଓ ଜଗତ ବିଷୟରେ ଅନୁଭବକୁ ଲେଖି ରଖନ୍ତି। ଏସବୁ ଅନୁଭୂତି ତାଙ୍କର ରୋହିତର ଡାଏରୀ ନାଁରେ କୋଡ଼ିଏରୁ ଅଧିକ ସଂଖ୍ୟାରେ ପ୍ରକାଶିତ। ଏତେ ବଡ଼ ଜଣେ ବିଦ୍ୟାନ ବ୍ୟକ୍ତି ଓ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା ହୋଇଥିଲେ ମଧ୍ୟ ତାଙ୍କର ଜୀବନଶୈଳୀ ଅତ୍ୟନ୍ତ ସରଳ ଥିଲା। ମୋଟ ଉପରେ କହିଲେ ମଣିଷକୁ ଭଲ ପାଉଥିବା ମଣିଷଟିଏ ସେ ଥିଲେ।
(ଆଧାର: ସମ୍ବାଦ ସାହିତ୍ୟକୋଷ)

ଚିତ୍ତଭାଇଙ୍କର କିଛି ବହି ମିଳିପାରିନାହିଁ। କେହି ବନ୍ଧୁ ଯୋଗାଇଦେଲେ ତାହା ଏହି ସଂକଳନରେ ଯୋଡ଼ିଦିଆଯିବ।

ଏହି ସଂକଳନରେ ରହିଥିବା ୨୪୦ ବହିରୁ ୧୭୦ଟିର ସ୍କାନିଙ୍ଗ ନାସନାଲ୍ ଇନ୍‌ଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା,ର ଓ.ଏ.ଓ.ବି. ପ୍ରକଳ୍ପ (oaob.nitrkl.ac.in) ମାଧ୍ୟମରେ କରାଯାଇଥିଲା। ସେଗୁଡ଼ିକର ମାର୍ଜିତ ରୂପ ଏଠାରେ ଦିଆଯାଇଛି। ମୂଳ pdf ଫାଇଲ୍‌ଗୁଡ଼ିକ ସେହି ୱେବ୍‌ସ୍ଥଳୀରୁ ମିଳିପାରିବ।

ଚିତ୍ତଭାଇଙ୍କ ବହିର ଛପା କପି ଭୁବନେଶ୍ୱରର ପଥିକ ପ୍ରକାଶନଠାରେ ମିଳିପାରିବ। ଯୋଗାଯୋଗ ପାଇଁ ଠିକଣା: ଭାଗ୍ୟଧର ସାହୁ, ଏଲ୍-୧୬୬, ଜିଜିପି କଲୋନୀ, ରସୁଲଗଡ଼, ଭୁବନେଶ୍ୱର-୭୫୧୦୧୦, ଓଡ଼ିଶା, ଭାରତ, ମୋ:9337085148, ଇମେଲ୍: bkmocac1968@gmail.com.

ସଂକଳନର ପ୍ରସ୍ତୁତିରେ ଅନେକ ଚିତ୍ତଭାଇ ପ୍ରେମୀଙ୍କର ଅବଦାନ ରହିଛି। ତେବେ ସେମାନଙ୍କ ଭିତରୁ ବହିଗୁଡ଼ିକ ସଂଗ୍ରହ କରିବାରେ ଏବଂ କାମରେ ସୃଜନିକା ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିବାରେ ଭାରତ ଭୂଷଣ ମହାନ୍ତି, ରମାକାନ୍ତ ସ୍ୱାଇଁ ଓ ଆଶିଷ କୁମାର ମହାନ୍ତି ବିଶେଷ ଭୂମିକା ତୁଲାଇଛନ୍ତି।

ଚିତ୍ତରଞ୍ଜନ ଦାସ ସର୍ଜନା ସୂଚୀ – Chittaranajan Das Writings
ମୌଳିକ ରଚନା – Original Writing
ଗଦ୍ୟସାହିତ୍ୟ – Essay
ଏ ଗ୍ଲିମ୍ପ‌ସ୍ ଇନ୍‌ଟୁ ଓରିୟା ଲିଟରେଚର୍ (୧୯୮୨)
A Glimpse Into Oriya Literature (1982)
Download
ଅଭୟଂ ଅମିତ୍ରାତ୍
(୨୦୦୦)
Abhayam Amitrat (2000)
Download
ଅନାବନା ରଚନା (୧୯୯୮)
Anabana Rachana (1998)
Download
ଅରମ୍ୟ ରଚନା (୧୯୮୫)
Aramya Rachana (a985)
Download
ଆଉ ଏକ ଦୃଷ୍ଟିରେ (୧୯୯୦)
Au Eka Drustire (1990)
/Download
ବଳରାମ ଦାସ (ଇଂ. ୧୯୮୨)
Balaram Das (Eng. 1982)
Download
ବେନେଡିକ୍ଟ ସ୍ପିନୋଜା: ଜୀବନୀ ଓ ମୂଲ୍ୟାୟନ (୨୦୧୧)
Benedict Spinoza: Jibani O Mulyayana (2011)
Download
ଭକ୍ତ ଚରଣ ଦାସ (ଇଂ, ୧୯୯୪)
Bhakta Charan Das (Eng. 1994)
Download
ଭଲା ମାନୁଛି ଦେଖ (୨୦୦୨)
Bhala Manuchhi Dekha (2002)
Download
ଭିନ୍ନ ଜଣେ ବିବେକାନନ୍ଦ (୧୯୯୫)
Bhinna Jane Bibekananda (1995)
Download
ବିଦ୍ୟାବନ୍ତେ ଶୂନ (୨୦୦୬)
Bidyabante Suna (2006)
Download
ବୀର ଯୋଦ୍ଧା କରି (୨୦୦୬)
Bira Jodha Kari (2006)
Download
ବିଶ୍ୱକୁ ଗବାକ୍ଷ (୧୯୯୪)
Biswaku Gabakhya (1994)
Download
ବ୍ରହ୍ମ ତାତିଲାଣି ପରା (୨୦୦୪)
Brahma Tatilani Para (2004)
Download
ବ୍ୟକ୍ତି ଓ ବ୍ୟକ୍ତିତ୍ୱ (୨୦୧୦)
Byakti O Byaktitwa (2010)
Download
ଚାହାର କାହାଣୀ (୨୦୦୭)
Chahara Kahani (2007)
Download
ଚର୍ମ ଘାରିଛି ସିନା (୨୦୦୧)
Charma Gharichhi Sina (2001)
Download
ଚେତନା ବଡ଼ ଅଡ଼ୁଆ (୨୦୦୭)
Chetana Bada Adua (2007)
Download
ଚିଦ୍‌ବିସ୍ତାର (୨୦୦୧)
Chidbistara (2001)
Download
ଦେଖୁଁ ଦେଖୁଁ କିବା ସହୁ (୨୦୦୨)
Dekhun Dekhun Keba Sahu (2002)
Download
ଏଇ ମୋର ଦେଶ (୧୯୫୦, ୨୦୧୧ ନୂ.)
Ei Mora Desa (1950, 2011 n.)
Download
ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ (୧୯୭୭, ୨୦୧୧ ନୂ.)
Ekalabya Katha O Anyanya Prabandha (1977, 2011 n.)
Download
ଗାନ୍ଧୀ ଗୋପବନ୍ଧୁ (୧୯୭୮, ୨୦୦୦ ନୂ.)
Gandhi Gopabandhu (1978, 2000 n.)
Download
ହସ କେତେ କାନ୍ଦ କେତେ (୨୦୦୦)
Hasa Kete Kanda Kete (2000)
Download
ଈଶ୍ୱରଚନ୍ଦ୍ର (୨୦୦୬)
Iswarachandra (2006)
Download
ଜଙ୍ଗଲ ଭିତରୁ ରାସ୍ତା (୨୦୦୯)
Jangal Bhitaru Rasta (2009)
Download
ଜାତିରେ ମୁଁ ଯବନ (୨୦୦୬ ୩ୟ.)
Jatire Mun Jabana (2006 3p.)
Download
ଝାଉଁଳି ନ ପଡ଼ କେହି (୨୦୦୫)
Jhaunli Na Pada Kehi (2005)
Download
କାଳକୁ କଜ୍ଜ୍ୱଳ (୧୯୯୫)
Kalaku Kajala (1995)
Download
କପି ତୁ କାହୁଁ ଅଇଲୁ (୨୦୦୫)
Kapi Tu Kahun Ailu (2005)
Download
କେତେ ଦିଗନ୍ତ (୨୦୦୦, ୨ୟ.)
Kete Diganta (2000 2p)
Download
ମା ନିଷାଦ (୧୯୭୭)
Ma Nisada (1977)
Download
ମନକୁ ସ୍ତିରୀବେଶ କରି (୨୦୦୮)
Manaku Stiribesa Kari (2008)
Download
ମାତୃଭବନ ପତ୍ର (୧୯୮୭)
Matrubhabana Patra (1987)
Download
ନଖଦର୍ପଣେନ (୧୯୮୨)
Nakhadarpanena (1982)
Download
ନେତା ଓ ନାରାୟଣ (୧୯୯୦)
Neta O Narayana (1990)
Download
ଓ ଏବଂ ଇତ୍ୟାଦି (୨୦୦୬)
O Eban Ityadi (2006)
Download
ଓଡ଼ିଆ ସାହିତ୍ୟର ଇତିହାସ (୧୯୯୩, ୨୦୦୩ ୨ୟ)
Odia Sahityara Itihasa (1993, 2003 2p.)
Download
ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା (୧୯୮୧, ୧୯୯୩ ୨ୟ)
Odia Sahityara Sanskrutika Bikasadhara (1981, 1993 2p.)
Download
ଓଡ଼ିଶା ଓ ଓଡ଼ିଆ (୧୯୮୮)
Odisha O Odia (1988)
Download
ପରମ କାନ୍ଦେ (୨୦୧୨)
Parama Kande (2012)
Download
ପଶ୍ୟତି ଦିଶି ଦିଶି (୧୯୮୨)
Pasyati Disi Disi (1982)
Download
ପ୍ରବନ୍ଧର ପୃଥିବୀ (୨୦୦୬)
Prabandhara Pruthibi (2006)
/Download
ପ୍ରୀତିରୁ ହୁଡ଼ିଲେ ଭୀତି (୨୦୦୮)
Pritiru Hudile Bhiti (2008)
Download
ରଚନାତ୍ମକ କର୍ମ ସ୍ୱରାଜ୍ୟ ଓ ସତ୍ୟାଗ୍ରହ (୧୯୯୬)
Rachanatmaka Karma Swarajya O Satyagraha (1996)
Download
ରଜ୍ଜୁ ରଜ୍ଜୁ ଭୁଜଙ୍ଗ ଭୁଜଙ୍ଗ (୨୦୧୦)
Rajju Rajju Bhujanga Bhujanga (2010)
Download
ସବା ମୂଳରେ ମଣିଷ (୧୯୯୭)
Saba Mulare Manisa (1997)
Download
ସାଗରପଥ (୧୯୭୨, ୧୯୯୯ ୨ୟ)
Sagarapatha (1972, 1999 2p.)
Download
ସାହିତ୍ୟ ଓ… (୧୯୮୯)
Sahitya O… (1989)
Download
ସମାଜ, ପରିବର୍ତ୍ତନ ଓ ବିକାଶ (୧୯୬୬, ୨୦୦୪ ୨ୟ)
Samaj, Paribarttana O Bikasa (1966, 20042p.)
Download
ସମ୍ପାଦକର ସ୍ତମ୍ଭ, ଭାଗ ୧ (୨୦୦୨)
Sampadakara Stambha, v.01 (2002)
Download
ସମ୍ପାଦକର ସ୍ତମ୍ଭ, ଭାଗ ୨ (୨୦୦୧)
Sampadakara Stambha, v.02 (2001)
Download
ସମ୍ପାଦକର ସ୍ତମ୍ଭ, ଭାଗ ୩ (୨୦୦୧)
Sampadakara Stambha, v.03 (2001)
Download
ସମ୍ପାଦକର ସ୍ତମ୍ଭ, ଭାଗ ୪ (୨୦୦୫)
Sampadakara Stambha, v.04 (2005)
Download
ସଂସ୍କୃତି ଓ ଓଡ଼ିଶା (୧୯୮୧)
Sanskruti O Odisha (1981)
Download
ଶିକ୍ଷାରେ କ୍ରାନ୍ତିକାରୀ କ୍ରିଷ୍ଟେନ୍ କଲ୍‌ଲ୍ (୨୦୦୦, ୨୦୦୮ ୨ୟ)
Sikhyare Krantikari Kristen Kold (2000, 2008 2p.)
Download
ଶୀଳା ଓ ଶାଳଗ୍ରାମ (୧୯୫୮)
Sila O Salagrama (1958)
Download
ସୋପାନ ପରେ ସୋପାନ (୧୯୯୨)
Sopana Pare Sopana (1992)
Download
ଶ୍ରମଶିବିରକୁ ଚିଠି (୨୦୧୧)
Sramasibiraku Chithi (2011)
Download
ଶ୍ରୀ ନବକୃଷ୍ଣ ଚୌଧୁରୀ – ଏକ ଜୀବନୀ (୧୯୯୨)
Sri Nabakrusna Choudhury – Eka Jibani (1992)
Download
ସୃହୁତ ପରମସୃହୁତ (୨୦୦୭)
Sruhut Paramasruhut (2007)
Download
ଷ୍ଟଡିଜ୍ ଇନ୍ ମିଡିଏଭାଲ୍ ରିଲିଜିଅନ୍ ଆଣ୍ଡ ଲିଟରେଚର୍ ଅଫ୍ ଓରିଶା (୧୯୫୧)
Studies In Medieval Religion And Literature of Orissa (1951)
Download
ତରଙ୍ଗ ଓ ତଡ଼ିତ (୧୯୭୫, ୨୦୦୦ ୨ୟ)
Taranga O Tadit (1975, 20002p.)
Download
ତୀର୍ଥ ଦର୍ଶନ (୧୯୯୨)
Tirtha Darsana (1992)
Download
ଦର୍ଶନ ଓ ଆଧ୍ୟାତ୍ମ ସାହିତ୍ୟ – Philosophy & Spiritual Writing
ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ (୧୯୯୭ ୨ୟ)
Achyutananda O Panchasakha Dharma (1997 2p.)
Download
ଦେବ ମୂହୁର୍ତ୍ତ (୧୯୮୮)
Deba Muhurta (1988)
Download
ଦିବ୍ୟ ମୂହୁର୍ତ୍ତ (୨୦୦୪ ନୂ.)
Dibya Muhurta (2004 n.)
Download
ଦିବ୍ୟ ପ୍ରୟାସ (୨୦୦୬)
Dibya Prayasa (2006)
Download
ଯୋଗ ସମନ୍ୱୟ ପ୍ରବେଶିକା (୨୦୧୦)
Joga Samanwaya Prabesika (2010)
Download
ମହୀମଣ୍ଡଳର ଗୀତା (୨୦୦୪)
Mahimandalara Gita (2004)
Download
ଓଡ଼ିଶାର ମହିମାଧର୍ମ (୧୯୫୨)
Odishara Mahimadharma (1952)
Download
ପଥୀ… ବନ୍ଧୁପ (୨୦୧୨)
Pathi… Bandhupa (2012)
Download
ପୂର୍ଣ୍ଣ ଏକତାର ଯୋଗ (୨୦୦୬)
Purna Ekatara Joga (2006)
Download
ଶବ୍ଦଶତକ (୧୯୯୯, ୨୦୧୬ ନୂ.)
Sabdasataka (1999, 2016 n.)
Download
ସନ୍ଥ (ଭକ୍ତି) ସାହିତ୍ୟ (୧୯୮୨)
Santha (Bhakti) Sahitya (1982)
Download
ସତକୁ ସତ ମାଆ (୨୦୦୫)
Sataku Sata Ma (2005)
Download
ଶୂକର ଓ ସକ୍ରେଟିସ୍ (୧୯୮୯, ୨୦୧୧ ନୂ.)
Sukara O Sakretis (1989, 2011 n.)
Download
ସେ ପ୍ରସ୍ଥରୁ ଏ ପ୍ରସ୍ଥକୁ (୨୦୦୯)
Se Prastharu E Prasthaku (2009)
Download
ଶିକ୍ଷା – Education
ବିଦେଶରେ ପିଲାଙ୍କ ଶିକ୍ଷା (୧୯୯୭)
Bidesare Pilanka Sikhya (1997)
Download
ଜଙ୍ଗଲ ଚିଠି (୧୯୬୫, ୧୯୯୭ ୨ୟ)
Jangal Chithi (1965, 1997 2p.)
Download
ଜୀବନ ବିଦ୍ୟାଳୟ (୧୯୬୦)
Jibana Bidyalaya (1960)
Download
କ୍ଷ ରୁ ଅ (୨୦୦୫)
Ksha’ru A (2005)
Download
ନୂଆ ଶିକ୍ଷା ନୂଆ ବିଶ୍ୱାସ, ଭାଗ ୧ (୧୯୮୭)
Nua Sikhya Nua Biswasa, v.01 (1987)
Download
ନୂଆ ଶିକ୍ଷାର ଆହ୍ୱାନ (୧୯୮୯)
Nua Sikhyara Ahwana (1989)
Download
ନୂଆ ଶିକ୍ଷାର ବିଶ୍ୱାସ (୨୦୦୪)
Nua Sikhyara Biswasa (2004)
Download
ନୂତନ ଶିକ୍ଷାର ପଦ୍ଧତି (୧୯୯୦)
Nutana Sikhyara Padhati (1990)
Download
ନୂତନ ଶିକ୍ଷାର ପ୍ରସ୍ତୁତି (୧୯୯୦)
Nutana Sikhyara Prastuti (1990)
Download
ପୂର୍ଣ୍ଣାଙ୍ଗ ଶିକ୍ଷା (୨୦୦୩)
Purnanga Sikhya (2003)
Download
ଶିକ୍ଷା ଓ ଚେତନା (୧୯୮୧)
Sikhya O Chetana (1981)
Download
ଶିକ୍ଷାର ବିବେକ (୨୦୦୬)
Sikhyara Bibeka (2006)
Download
ଶିକ୍ଷାରୁ ସଂକ୍ରମଣ (୧୯୯୨)
Sikhyaru Sankramana (1992)
Download
ଆତ୍ମଜୀବନୀ – Autobiography
ମିତ୍ରସ୍ୟ ଚାକ୍ଷୁସ, ପ୍ରଥମ ସକାଳ (୧୯୯୩)
Mitrasya Chakhyusa, Prathama Sakala (1993)
Download
ମିତ୍ରସ୍ୟ ଚାକ୍ଷୁସ, ଦ୍ୱିତୀୟ ସକାଳ (୧୯୯୩)
Mitrasya Chakhyusa, Dwitiya Sakala (1993)
Download
ମିତ୍ରସ୍ୟ ଚାକ୍ଷୁସ, ସକାଳ ପରେ ସକାଳ (୧୯୯୮)
Mitrasya Chakhyusa, Sakala Pare Sakala (1998)
Download
ରୋହିତର ଡାଏରୀ, ଭାଗ ୧ (୧୯୮୪)
Rohitara Diary, v.01 (1994)
Download
ରୋହିତର ଡାଏରୀ, ଭାଗ ୧ (ଖଣ୍ଡ ୨) (୧୯୮୮)
Rohitara Diary, v.01(part 2) (1988)
Download
ରୋହିତର ଡାଏରୀ, ଭାଗ ୨ (୧୯୮୪)
Rohitara Diary, v.02 (1984)
Download
ରୋହିତର ଡାଏରୀ, ଭାଗ ୩ (୧୯୮୫)
Rohitara Diary, v.03 (1985)
Download
ରୋହିତର ଡାଏରୀ, ଭାଗ ୪ (୧୯୮୬)
Rohitara Diary, v.04 (1986)
Download
ରୋହିତର ଡାଏରୀ, ଭାଗ ୫ (୧୯୮୭)
Rohitara Diary, v.05 (1987)
Download
ରୋହିତର ଡାଏରୀ, ଭାଗ ୬ (୧୯୮୮)
Rohitara Diary, v.06 (1988)
Download
ରୋହିତର ଡାଏରୀ, ଭାଗ ୭ (୧୯୮୯)
Rohitara Diary, v.07 (1989)
Download
ରୋହିତର ଡାଏରୀ, ଭାଗ ୮ (୧୯୯୦)
Rohitara Diary, v.08 (1990)
Download
ରୋହିତର ଡାଏରୀ, ଭାଗ ୯ (୧୯୯୧)
Rohitara Diary, v.09 (1991)
Download
ରୋହିତର ଡାଏରୀ, ଭାଗ ୧୦ (୧୯୯୧)
Rohitara Diary, v.10 (1991)
Download
ରୋହିତର ଡାଏରୀ, ଭାଗ ୧୧ (୧୯୯୨)
Rohitara Diary, v.11 (1992)
Download
ରୋହିତର ଡାଏରୀ, ଭାଗ ୧୨ (୧୯୯୨)
Rohitara Diary, v.12 (1992)
Download
ରୋହିତର ଡାଏରୀ, ଭାଗ ୧୩ (୧୯୯୨)
Rohitara Diary, v.13 (1992)
Download
ରୋହିତର ଡାଏରୀ, ଭାଗ ୧୪ (୧୯୯୪)
Rohitara Diary, v.14 (1994)
Download
ରୋହିତର ଡାଏରୀ, ଭାଗ ୧୫ (୧୯୯୪)
Rohitara Diary, v.15 (1994)
Download
ରୋହିତର ଡାଏରୀ, ଭାଗ ୧୬ (୧୯୯୫)
Rohitara Diary, v.16 (1995)
Download
ରୋହିତର ଡାଏରୀ, ଭାଗ ୧୭ (୧୯୯୬)
Rohitara Diary, v.17 (1996)
Download
ରୋହିତର ଡାଏରୀ, ଭାଗ ୧୮ (୧୯୯୭)
Rohitara Diary, v.18 (1997)
Download
ରୋହିତର ଡାଏରୀ, ଭାଗ ୧୯ (୧୯୯୭)
Rohitara Diary, v.19 (1997)
Download
ରୋହିତର ଡାଏରୀ, ଭାଗ ୨୦ (୧୯୯୭)
Rohitara Diary, v.20 (1997)
Download
ରୋହିତର ଡାଏରୀ, ଭାଗ ୨୧ (୨୦୦୧)
Rohitara Diary, v.21 (2001)
Download
ରୋହିତର ଡାଏରୀ, ଭାଗ ୨୨ (୨୦୦୭)
Rohitara Diary, v.22 (2007)
Download
ରୋହିତର ଡାଏରୀ, ଭାଗ ୨୩ (୨୦୦୭)
Rohitara Diary, v.23 (2007)
Download
ଭ୍ରମଣ କାହାଣୀ ଓ ଅନ୍ୟାନ୍ୟ – Travelogue & Others
ଆମେରିକାରୁ ଆସିଲି (୨୦୦୦)
Amerikaru Asili (2000)
Download
ଭାରତରୁ ଚୀନ (୧୯୮୮)
Bharataru Chin (1988)
Download
ଡେନମାର୍କ ଚିଠି (୧୯୯୦)
Denmark Chithi (1990)
Download
ଏରତେଜ ଇସ୍ରାଏଲ (୧୯୯୩)
Ertej Israel (1993)
Download
ଗଞ୍ଜାମ ମାଳରେ ସାତଦିନ (୧୯୫୪)
Ganjam Malare Satadina (1954)
Download
ଗଞ୍ଜାମ ମାଳରେ ସାତଦିନ (୨୦୧୮ ୩ୟ)
Ganjam Malare Satadina (2018 3p.)
Download
ନେପାଳ ପଥେ (୧୯୯୯ ୨ୟ)
Nepala Pathe (1999 2p.)
Download
ସାଗରଯାତ୍ରୀ (୧୯୫୫, ୨୦୦୫ ୩ୟ)
Sagarajatri (1955, 2005 3p.)
Download
ଶିଳାତୀର୍ଥ (୧୯୯୧ ନୂ.)
Silatirtha (1991 n.)
Download
ସୁନ୍ଦର ଦେଶ ଫିନଲାଣ୍ଡ (୨୦୧୩)
Sundara Desa Finland (2013)
Download
ଚିତ୍ତରଞ୍ଜନ ଦାସ ଏବଂ ଶ୍ରୀନିବାସ ଉଦଗାତା (୨୦୦୪)
Chittaranjan Das Ebam Srinibas Udgata (2004)
Download
ଦୁଇ ଅଧ୍ୟାୟ (କବିତା, ୧୯୪୮, ୨୦୧୭ ନୂ.)
Dui Adhyaya (Poem, 1948, 2017 n.)
Download
ଏଶପ କାହାଣୀ (୧୯୮୯)
Esap Kahani (1989)
Download
ଗଜପତି ସ୍ମାରକୀ ବକ୍ତୃତାମାଳା (୧୯୮୬)
Gajapati Smaraki Baktrutamala (1986)
Download
ଗପ ଅଗପ (୧୯୯୭)
Gapa Agapa (1997)
Download
ଗ୍ରନ୍ଥ ମନ୍ଥନ (୧୯୯୬)
Grantha Manthana (1996)
Download
କେତେ ଦେଶର କଥା (୧୯୯୦)
Kete Desara Katha (1990)
Download
ମଣିଷଙ୍କ ମଧ୍ୟରେ ମଣି (୨୦୧୩ ନୂ.)
Manisanka Madhyare Mani (2013 n.)
Download
ମାର୍କୋପୋଲ (୧୯୭୭, ୧୯୯୨ ନୂ.)
Markopolo (1977, 1992 n.)
Download
ନିକଟ ଦୂର (୨୦୧୧ ନୂ.)
Nikata Dura (2011 n.)
Download
ପିଲାଙ୍କ ଆଖିରେ ପିଲାଙ୍କ ଅଧିକାର (୨୦୦୭ ୨ୟ)
Pilanka Akhire Pilanka Adhikar (2007 2p.)
Download
ସତ୍ୟବ୍ରତର ସଂଶୟ (୧୯୮୯)
Satyabratara Sansaya (1989)
Download
ଅନୁବାଦ – Translation
ଗଦ୍ୟସାହିତ୍ୟ – Essay
ଆଜ୍ଞାପାଳନର ରାଜନୀତି (୨୦୦୬)
Agyapalanara Rajaniti (2006)
Download
ବେନେଡିକ୍ଟ ସ୍ପିନୋଜା: ଆନ୍ ଆପ୍ରିସିଏସନ୍ (ଇଂ, ୨୦୦୯)
Benedict Spinoza: An Appreciation (Eng, 2009)
Download
ବିଦ୍ରୋହୀ ଆତ୍ମା (୧୯୫୬, ୧୯୯୯ ୨ୟ)
Bidrohi Atma (1956, 1999 2p.)
Download
ଛାତ୍ରଙ୍କ ପ୍ରତି ଗାନ୍ଧିଜୀ (୧୯୫୮, ୨୦୦୫ ୨ୟ)
Chhatranka Prati Gandhiji (1958, 2005 2p.)
Download
ଗାନ୍ଧୀ ମାନସ (୧୯୯୪)
Gandhi Mansa (1994)
Download
ଯତୀନ୍ଦ୍ର ମୋହନ ସେନଗୁପ୍ତ (୧୯୯୯)
Jatindra Mohan Sengupta (1999)
Download
କେହି ଶୁଣିନାହାନ୍ତି
Kehi Suninahanti
Download
ମହାମାନବ (୧୯୮୬)
Mahamanaba (1986)
Download
ମୋ ଜାତିକୁ ଯିବାକୁ ଦିଅ (୨୦୦୫)
Mo Jatiku Jibaku Dia (2005)
Download
ମୋ ଜୀବନ ମୋ ସାଧନା (୨୦୦୧ ୨ୟ)
Mo Jibana Mo Sadhana (2001 2p.)
Download
ସମାଜ ଗବେଷଣାର ପଦ୍ଧତି (୧୯୭୮)
Samaja Gabesanara Padhati (1978)
Download
ସମ୍ମାନର ସହିତ ବିକାଶ (୨୦୦୬)
Sammanara Sahita Bikasa (2006)
Download
ସ୍ୱାଧୀନତା ଓ ତା’ ପରେ (୧୯୪୯, ୨୦୦୩ ନୂ.)
Swadhinata O Ta Pare (1949, 2003 n.)
Download
ବିଦ୍ୟାଳୟରେ ମସ୍ତିଷ୍କ ନୁହେଁ ହୃଦୟ (୧୯୯୯)
Bidyalayare Mastiska Nuhen Hrudaya (1999)
Download
ଜଣେ ଶିକ୍ଷକଙ୍କୁ ଚିଠି (୧୯୯୬)
Jane Sikhyakaku Chithi (1996)
Download
ଲେଟର୍‌ସ୍ ଫ୍ରମ୍ ଏ ଫରେଷ୍ଟ ସ୍କୁଲ (୨୦୦୭, ୨୦୧୧ ୨ୟ)
Letters From A Forest School (2007, 2011 2p.)
Download
ମୋ ହୃଦୟ ପିଲାଙ୍କ ପାଇଁ (୧୯୯୭)
Mo Hrudaya Pilanka Pain (1997)
Download
ଶିକ୍ଷା ମନୁଷ୍ୟର ଧର୍ମ (୨୦୦୪)
Sikhya Manusyara Dharma (2004)
Download
ନାରୀ ସମାଜ ପ୍ରତି (୧୯୪୬, ୨୦୦୮ ନୂ.)
Nari Samaja Parati (1946, 2008 n.)
Download
ପୁରାତନ ପତ୍ରାବଳୀ (୧୯୯୯)
Puratana Patrabali (1999)
Download
ରାମନାମ (୧୯୪୯, ୨୦୦୮ ନୂ.)
Ramanama (1949, 2008 n.)
Download
ପୂର୍ଣ୍ଣାଙ୍ଗ ଶିକ୍ଷାର ଆଭିମୁଖ୍ୟ (୧୯୭୫)
Purnanga Sikhyara Abhimukhya (1975)
Download
ମିଥ୍ୟା ବିରୋଧରେ ମଣିଷ (୨୦୦୮)
Mithya Birodhare Manisa (2008)
Download
ଆନ୍ ଇନ୍‌ଭିଟେସନ୍ ଟୁ ବନ୍ ନିବାସ୍ (୧୯୮୫)
An Invitation to Van Nivas (1985)
Download
ଶ୍ରୀ ଅରବିନ୍ଦ ଆଶ୍ରମ (୧୯୯୧)
Sri Aurobindo Ashram (1991)
Download
ଦର୍ଶନ ଓ ଆଧ୍ୟାତ୍ମ ସାହିତ୍ୟ – Philosophy & Spiritual Writings
ଗୌତମ ବୁଦ୍ଧଙ୍କ ଅମର ବିଚାରଚୟ (୨୦୦୯)
Goutam Budhanka Amara Bicharachaya (2009)
Download
ଦିବ୍ୟଜୀବନ, ଭାଗ ୧ (୧୯୭୨)
Dibyajibana, v.01 (1972)
Download
ଦିବ୍ୟଜୀବନ, ଭାଗ ୨, ପ୍ରଥମ ଖଣ୍ଡ (୧୯୭୨)
Dibyajibana, v.02, part 1 (1972)
Download
ଦିବ୍ୟଜୀବନ, ଭାଗ ୨, ଦ୍ୱିତୀୟ ଖଣ୍ଡ (୧୯୭୨)
Dibyajibana, v.02, part 2 (1972)
Download
ଯାହା ସବୁ ସୁନିଶ୍ଚିତ
Jaha Sabu Sunischita
Download
ଯୋଗ ସମନ୍ୱୟ ପୂର୍ବାର୍ଦ୍ଧ (୧୯୭୬)
Joga Samanwaya Purbardha (1976)
Download
ଯୋଗ ସମନ୍ୱୟ ଉତ୍ତରାର୍ଦ୍ଧ (୧୯୭୬)
Joga Samanwaya Uttarardha (1976)
Download
ମା (୧୯୮୪)
Maa (1984)
/Download
ମାନବ ଏକତାର ଆଦର୍ଶ ଯୁଦ୍ଧ ଓ ଆତ୍ମନିୟନ୍ତ୍ରଣ (୨୦୦୩)
Manaba Ekatara Adarsa Judha O Atmaniyantrana (2003)
Download
ମାନବ ଯୁଗଚକ୍ର (୧୯୭୩)
Manaba Jugachakra (1973)
Download
ମାତୃରଚନାବଳୀ, ଭାଗ ୨ (୧୯୯୧)
Matrurachanabali, v.02 (1991)
Download
ମାତୃରଚନାବଳୀ, ଭାଗ ୩ (୧୯୯୨)
Matrurachanabali, v.03 (1992)
Download
ମାତୃଚରନାବଳୀ, ଭାଗ ୪ (୧୯୮୧)
Matrurachanabali, v.04 (1981)
Download
ମାତୃଚରନାବଳୀ, ଭାଗ ୫ (୧୯୮୩)
Matrurachanabali, v.05 (1983)
Download
ମାତୃଚରନାବଳୀ, ଭାଗ ୬ (୧୯୯୩)
Matrurachanabali, v.06 (1993)
Download
ମାତୃଚରନାବଳୀ, ଭାଗ ୭ (୧୯୯୪)
Matrurachanabali, v.07 (1994)
Download
ମାତୃଚରନାବଳୀ, ଭାଗ ୮ (୧୯୭୯)
Matrurachanabali, v.08 (1979)
Download
ମାତୃଚରନାବଳୀ, ଭାଗ ୯ (୨୦୦୦)
Matrurachanabali, v.09 (2000)
Download
ମାତୃଚରନାବଳୀ, ଭାଗ ୧୦ (୨୦୦୨)
Matrurachanabali, v.10 (2002)
Download
ମାତୃଚରନାବଳୀ, ଭାଗ ୧୧ (୨୦୦୪)
Matrurachanabali, v.11 (2004)
Download
ମାତୃଚରନାବଳୀ, ଭାଗ ୧୨ (୧୯୯୦)
Matrurachanabali, v.12 (1990)
Download
ମାତୃଚରନାବଳୀ, ଭାଗ ୧୩ (୧୯୯୩)
Matrurachanabali, v.13 (1993)
Download
ମାତୃବାଣୀ, ଭାଗ ୧୪ (୧୯୮୮)
Matrubani, v.14 (1988)
Download
ମାତୃଚରନାବଳୀ, ଭାଗ ୧୫ (୧୯୯୦)
Matrurachanabali, v.15 (1990)
Download
ମାତୃଚରନାବଳୀ, ଭାଗ ୧୬ (୨୦୧୦)
Matrurachanabali, v.16 (2010)
Download
ମାତୃଚରନାବଳୀ, ଭାଗ ୧୭ (୨୦୧୫)
Matrurachanabali, v.17 (2015)
Download
ଗଳ୍ପ, ଉପନ୍ୟାସ – Novel, Short stories
ଆହୁରି କାହାଣୀ (୨୦୦୩)
Ahuri Kahani (2003)
Download
ଆଖ୍ୟାନମଞ୍ଜରୀ (୨୦୦୬)
Akhyanamanjari (2006)
Download
ବିନୋଦିନୀ (୧୯୭୨, ୨୦୦୩ ୨ୟ)
Binodini (1972, 2003 2p.)
Download
ଚାଲ ନାଟକ କରିବା (୧୯୭୨, ୧୯୯୨ ୨ୟ)
Chala Nataka Kariba (1972, 1992 2p.)
Download
ଚାଷୀ (୧୯୯୭)
Chasi (1997)
Download
ଡାକ୍ତର ଜିଭାଗୋ (୨୦୦୩)
Daktar Jivago (2003)
Download
ଦି ଭଉଣୀ (୧୯୮୦ ୩ୟ)
Di Bhauni (1980 3p.)
Download
ହିନ୍ଦୁ ଓ ବୌଦ୍ଧ ପ୍ରାଚୀନ କଥାମାଳା, ଭାଗ ୧, ୨ (୨୦୦୩)
Hindu O Boudha Prachina Kathamala, v.01,02 (2003)
Download
ଯାତ୍ରାର ଶେଷ (୧୯୯୩)
Jatrara Sesa (1993)
Download
ଯାତ୍ରୀ କାମନୀତ (୧୯୯୬)
Jatri Kamanita (1996)
Download
ଯେବେ ସିଂହ ଉଡ଼ିପାରୁଥିଲା… (୧୯୯୩)
Jebe Singha Udi Paruthila… (1993)
Download
କୁରାଳ (୧୯୭୮)
Kural (1978)
Download
ପ୍ରଥମ ପ୍ରତିଶ୍ରୁତି (୧୯୮୩)
Pratham Pratisruti (1983)
Download
ରବୀନ୍ଦ୍ର ଗଳ୍ପଚନୟ (୨୦୦୯ ୩ୟ)
Rabindra Galpachayana (2009 3p.)
Download
ରବୀନ୍ଦ୍ର କତିପୟ (୨୦୦୯)
Rabindra Katipaya (2009)
Download
ରୁଡିନ (୨୦୦୮)
Rudin (2008)
Download
ରୁଷିଆ ଚିଠି (୧୯୫୧)
Rusia Chithi (1951)
Download
ରାଜକୁମାର (୧୯୭୨, ୨୦୦୮ ୫ମ)
Rajkumar (1972, 2008 5p.)
Download
ପିଲାଙ୍କ ଶ୍ରୀ ଅରବିନ୍ଦ (୧୯୭୫, ୨୦୧୫ ୩ୟ)
Pilanka Sri Aurobindo (1975, 2015 3p.)
Download
ସମ୍ମୋହିନୀ (୧୯୫୯, ୨୦୧୧ ନୂ.)
Sammohini (1959, 2011 n.)
/Download
ସୌଧସନ୍ଦେଶ (୨୦୦୧)
Soudhasandesa (2011)
Download
ୟସନାୟା ପୋଲ୍ୟାନା (୨୦୦୪)
Yasnaya Polyana (2004)
Download
ସମ୍ପାଦନା – Editing
ଆମ ଗାଁ କାଶୀପୁର, ଭାଗ ୧ (୧୯୮୮)
Ama Gan Kasipur, v.01 (1988)
Download
ଆମ ଗାଁ କାଶୀପୁର, ଭାଗ ୨ (୨୦୦୩, ୨୦୦୭ ୨ୟ)
Ama Gan Kasipur, v.02 (2003, 2007 2p.)
Download
ଆନରସନ୍‌ଙ୍କ ଗପ (୧୯୮୯)
Anarsannka Gapa (1989)
Download
ବିଶ୍ୱ ପରିକ୍ରମା, ଭାଗ ୧ (୨୦୦୫)
Biswa Parikrama, v.01 (2005)
Download
ବିଶ୍ୱ ପରିକ୍ରମା, ଭାଗ ୨ (୨୦୦୯)
Biswa Parikrama. v.02 (2009)
Download
ଗାନ୍ଧୀ ଆଣ୍ଡ ମଡର୍ଣ୍ଣ ଟାଇମ୍‌ସ୍ (୧୯୮୫)
Gandhi And Modern Times (1985)
Download
ପିଲାଙ୍କ ଗପ (୧୯୮୦, ୧୯୯୦ ୩ୟ)
Pilanka Gapa (1980, 1990 3p.)
Download
ରାଜନୀତିର ଭାରତ (୧୯୯୩)
Rajanitira Bharata (1993)
Download
ତୁଳନାତ୍ମକ ସାହିତ୍ୟ (୧୯୮୪)
Tulanatmaka Sahitya (1984)
Download
ଶ୍ରୀମଦ ଭାଗବତ ଗୀତା (୨୦୧୩)
Srimad Bhagabat Gita (2013)
Download
ଚିତ୍ତଭାଇଙ୍କ ସମ୍ପର୍କରେ – On Chittabhai
ଏ ନିଉ ମର୍ଣ୍ଣିଂ ୱିଥ୍ ଚିତ୍ତରଞ୍ଜନ (ଇଂ, ୨୦୧୨)
A New Morning with Chittaranjan (Eng. 2012)
Download
ଚିତ୍ତ ଦିଗନ୍ତ (୨୦୧୧)
Chitta Diganta (2011)
Download
ଚିତ୍ତଭାଇଙ୍କ ଚିଠି, ଭାଗ ୧ (୨୦୧୬)
Chittabhainka Chithi, v.01 (2016)
Download
ଚିତ୍ତଭାଇଙ୍କ ଚିଠି, ଭାଗ ୨ (୨୦୧୭)
Chittabhainka Chithi, v.02 (2017)
Download
ଚିତ୍ତଭାଇଙ୍କ ଚିଠି, ଭାଗ ୩ (୨୦୧୭)
Chittabhainka Chithi, v.03 (2017)
Download
ଚିତ୍ତଭାଇଙ୍କ ଚିଠି, ଭାଗ ୪ (୨୦୧୮)
Chittabhainka Chithi, v.04 (2018)
Download
ଚିତ୍ତାୟନ (୨୦୦୪)
Chittayana (2004)
Download
ପରାର୍ଥ ପଥିକ, ଭାଗ ୧ (୨୦୦୧)
Parartha Pathika, v.01 (2001)
Download
ପରାର୍ଥ ପଥିକ, ଭାଗ ୨ (୨୦୦୨)
Parartha Pathika, v.02 (2002)
Download
ପରାର୍ଥ ପଥିକ, ଭାଗ ୩ (୨୦୦୩)
Parartha Pathika, v.03 (2003)
Download
ପରାର୍ଥ ପଥିକ, ଭାଗ ୪ (୨୦୦୪)
Parartha Pathika, v.04 (2004)
Download
ପରାର୍ଥ ପଥିକ, ଭାଗ ୫ (୨୦୦୮)
Parartha Pathika, v.05 (2008)
Download
ପରାର୍ଥ ପଥିକ, ଭାଗ ୬ (୨୦୧୯)
Parartha Pathika, v.06 (2019)
Download
ସାହିତ୍ୟିକ ଚିତ୍ତରଞ୍ଜନ ଦାସ (୨୦୧୭)
Sahityika Chittaranjan Das (2017)
Download
ସେମାନଙ୍କର ଚିଠି (୨୦୦୫)
Semanankara Chithi (2005)
Download
ପତ୍ରରେ ଆଳାପ, ଭାଗ ୧ (୨୦୦୪)
Patrare Alapa, v.01 (2004)
Download
ପତ୍ରରେ ଆଳାପ, ଭାଗ ୨ (୨୦୦୯)
Patrare Alapa, v.02 (2009)
Download