ଫତୁରାନନ୍ଦ ସଂକଳନ

ଓଡ଼ିଆରେ ବ୍ୟଙ୍ଗ ସାହିତ୍ୟ କଥା କହିଲେ ଫତୁରାନନ୍ଦ (ରାମଚନ୍ଦ୍ର ମିଶ୍ର, ୧୯୧୫-୧୯୯୫)ଙ୍କୁ ହିଁ ବୁଝାଏ। ତାଙ୍କର ପ୍ରକୃତ ନାଁ ହେଉଛି ରାମଚନ୍ଦ୍ର ମିଶ୍ର। ୧୯୧୫ ମସିହା ଜୁନ ୧ ତାରିଖ ଦିନ କଟକର ଝାଞ୍ଜିରିମଙ୍ଗଳାରେ ତାଙ୍କର ଜନ୍ମ। ସ୍କୁଲ ଶିକ୍ଷା ପରେ ସେ ଡାକ୍ତରୀ ପାଠ ପଢ଼ିଥିଲେ।

ସେ କରିଛନ୍ତି ଓଡ଼ିଆ ହାସ୍ୟ ସାହିତ୍ୟରେ ଏକ ନୂତନ ଯୁଗର ଶୁଭାରମ୍ଭ। ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ମାଧ୍ୟମରେ ସେ ଓଡ଼ିଶାର ଅଜସ୍ର ରସଗ୍ରାହୀ ପାଠକମାନଙ୍କୁ ହସାଇ ହସାଇ ବେଦମ କରିଛନ୍ତି। ଫତୁରାନନ୍ଦଙ୍କର ଯେ କୌଣସି ରଚନା ପାଠ କଲେ ବି ତାଙ୍କର ପ୍ରତିଭା ବାରି ହୋଇପଡ଼େ। ସବୁବେଳେ ହସକୌତୁକ କରିବା ତାଙ୍କର ଅଭ୍ୟାସ ଥିଲା। ପ୍ରଥମରୁ ସେ ଲେଖକ ହେବା କଥା ଭାବି ନ ଥିଲେ। ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଭାବିତ ହୋଇ ଲେଖିବାକୁ ଆରମ୍ଭ କଲେ। ସେ ଡଗରରେ ତାଙ୍କର ଅନେକ ଲେଖା ଲେଖିଥିଲେ। କିଛିଦିନ ସେ ଡଗର ପତ୍ରିକାର ସମ୍ପାଦନା ଦାୟିତ୍ୱ ବି ତୁଲାଇଥିଲେ।

ଜୀବନର ଶେଷ ବେଳକୁ ତାଙ୍କ ଶରୀର ସୁସ୍ଥ ରହୁ ନ ଥିଲା। ତାଙ୍କୁ କୁଷ୍ଠ ରୋଗ ହୋଇଯାଇଥିଲା। ତାଙ୍କ ଲେଖାଗୁଡ଼ିକ ପ୍ରଥମେ ସେ ନିଜେ ଲେଖୁଥିଲେ, କିନ୍ତୁ ପରେ ତାଙ୍କ ଆଖି ନଷ୍ଟ ହୋଇଯିବାରୁ ସେ ଡାକୁଥିଲେ ଆଉ ଜଣେ ଲେଖୁଥିଲେ। ତାଙ୍କ ରଚନା ଭିତରେ ରହିଛି ଗଳ୍ପ, ଉପନ୍ୟାସ, କାବ୍ୟ, କବିତା। ତାଙ୍କ ଲେଖାରେ ସମାଜର ତତ୍କାଳିନ ଛବିର ଏକ ବ୍ୟଙ୍ଗ ରୂପ ପ୍ରକାଶ ପାଏ। ଏଭିତରୁ କିଛି ଡଗର ଓ ଅନ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା।

ଓଡ଼ିଶାର ସାହିତ୍ୟ ବିଶେଷ କରି ବ୍ୟଙ୍ଗ ସାହିତ୍ୟରେ ଫତୁରାନନ୍ଦଙ୍କ ଅବଦାନ ସବୁଦିନ ପାଇଁ ରହିବ। ପରେ ଆଉ କିଛି ଲେଖକ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କଲେ। କିନ୍ତୁ ଫତୁରାନନ୍ଦଙ୍କ ସ୍ଥାନ ଅପୂରଣୀୟର ରହିଗଲା।

ତଳ ସୂଚୀ ସାହାଯ୍ୟରେ ଫତୁରାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।

ଫତୁରାନନ୍ଦ ସର୍ଜନା ସୂଚୀ
ଗଳ୍ପ – Stories
ହେରେସା (୧୯୫୯)
Heresa (1959)
Preview Download
ସାହିତ୍ୟ ଚାଷ (୧୯୫୯)
Sahitya Chasa (1959)
Preview Download
ବିଦୂଷକ (୧୯୬୩)
Bidusaka (1963)
Preview Download
ମଙ୍ଗଳବାରିଆ ସାହିତ୍ୟ ସଂସଦ (୧୯୬୩)
Mangalabaria Sahitya Sansada (1963)
Preview Download
ହସକୁରା (୧୯୭୨)
Hasakura (1972)
Preview Download
ବୃହତ ଭାଣ୍ଡ (୧୯୭୭)
Bruhata Bhanda (1977)
Preview Download
ଅମୃତ ବେହିଆ (୧୯୭୭)
Amruta Behia (1977)
Preview Download
ଭୋଟ (୧୯୮୦)
Bhot (1984)
Preview Download
ଗମାତ (୧୯୮୨)
Gamata (1982)
Preview Download
ନିଦା ବେହେଲ (୧୯୮୨)
Nida Behela (1982)
Preview Download
ସାହିତ୍ୟ ବେଉଷଣ (୧୯୮୩)
Sahitya Beusana (1983)
Preview Download
ନବଜିଆ (୧୯୮୩)
Nabajia (1983)
Preview Download
ଥଟଲିବାଜ (୧୯୮୩)
Thatalibaja (1983)
Preview Download

ସାହିତ୍ୟ ବଛାବଛି (୧୯୮୪)
Sahitya Bachhabachhi (1984)
Preview Download
ମସ୍କରା (୧୯୮୫)
Maskara (1985)
Preview Download
ଟାହୁଲିଆ (୧୯୮୬)
Tahulia (1986)
Preview Download
ଟାପୁରିଆ (୧୯୮୮)
Tapuria (1988)
Preview Download
ମୁଚୁକୁନ୍ଦିଆ (୧୯୯୦)
Muchukundia (1990)
Preview Download
ଖିଲିଖିଲିଆ (୧୯୯୩)
Khilikhilia (1993)
Preview Download
ଓଡ଼ିଶାର ସ୍ପିନ୍ ବୋଲର୍ (୧୯୯୪)
Odishara Spin Bowler (1994)
Preview Download
କବିତା, ନାଟକ, ଆତ୍ମ ଜୀବନୀ, ଅନୁବାଦ – Poetry, Drama, Autobiography, Translation
ସାହି ମହାଭାରତ (୧୯୮୭)
Sahi Mahabharata (1987)
Preview Download
ମୋ ଫୁଟା ଡଙ୍ଗାର କାହାଣୀ (୧୯୮୯)
Mo Futa Dangara Kahani (1989)
Preview Download
କଲିକତି ଚେଙ୍କ (୧୯୯୮, ୪ର୍ଥ)
Kalikati Chenka (4e. 1998)
Preview Download
ଆଦର୍ଶ ହିନ୍ଦୁ ହୋଟେଲ (୧୯୭୭)
Adarsa Hindu Hotel (1977)
Preview Download
ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ (୧୯୯୬)
Bharatara Srestha Hasya Galpa (1996)
Preview Download
ଶିଶୁସାହିତ୍ୟ, ଉପନ୍ୟାସ, ଅନ୍ୟାନ୍ୟ – Children’s Books, Novel, Others
ଅଜଗବି ଶିକାର (୨୦୦୯, ୨ୟ)
Ajagabi Sikara (2e. 2009)
Preview Download
ନାଲୁର ଚନ୍ଦ୍ର ଯାତ୍ରା (୧୯୯୧)
Nalura Chandra Jatra (1991)
Preview Download
ନାକଟା ଚିତ୍ରକର (୧୯୫୩)
Nakata Chitrakara (1953)
Preview Download
ଫମାଲୋଚନା (୧୯୮୭)
Phamalochana (1987)
Preview Download
ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା (୨୦୦୦)
Faturanandanka Dusprapya Rachana (2000)
Preview Download
ଫତୁରାନନ୍ଦ ସମ୍ପର୍କିତ – Related Writings
ନାକଟା ଚିତ୍ରକର (ନାଟକ)(୧୯୮୯)
Nakata Chitrakara (Drama) (1989)
Preview
Download
ଫତୁରାନନ୍ଦ ପରିକ୍ରମା (୨୦୧୫)
Faturananda Parikrama (2015)
Preview Download
ଫୁଟା ଡଙ୍ଗାର ନାଉରୀ (୨୦୦୦)
Phuta Dangara Nauri (2000)
Preview Download
କୋଣାର୍କ (ଫତୁରାନନ୍ଦ ସଂଖ୍ୟା)
Konarka (Faturananda Issue)
Preview Download
ଫତୁରାନନ୍ଦଙ୍କ ବିଷୟରେ
On Faturananda
Open