ଗୋକୁଳାନନ୍ଦ ମହାପାତ୍ର ସଂକଳନ

ଜନପ୍ରିୟ ବିଜ୍ଞାନ କ୍ଷେତ୍ରରେ ଗୋକୁଳାନନ୍ଦ ମହାପାତ୍ର (୧୯୨୨-୨୦୧୩) ଗୋଟିଏ ଅତି ପରିଚିତ ନାଁ। ୧୯୨୨ ମସିହାରେ ଭଦ୍ରକରେ ଗୋକୁଳାନନ୍ଦଙ୍କ ଜନ୍ମ ହୋଇଥିଲା। ୨୦୧୩ ମସିହା ଜୁଲାଇ ୧୦ ତାରିଖ ଦିନ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଭଦ୍ରକରେ ସ୍କୁଲ ଶିକ୍ଷା ଶେଷ କରିବା ପରେ କଟକ ରେଭେନ୍‌‌ସା କଲେଜ ଓ କଲିକତାର ପ୍ରେସିଡେନ୍‌ସି କଲେଜରେ ଉଚ୍ଚଶିକ୍ଷା ପାଇଥିଲେ। ପଢ଼ିବା ସମୟରେ ସେ ଫୁଟବଲ ଖେଳିବା ପାଇଁ ସେ ବହୁତ ଭଲ ପାଉଥିଲେ।

ବଙ୍ଗଳାରେ ଲୋକପ୍ରିୟ ବିଜ୍ଞାନ ଲେଖାମାନ ପଢ଼ି ସେ ବିଜ୍ଞାନରେ ଲେଖିବା ପାଇଁ ଆଗ୍ରହୀ ହେଲେ ଏବଂ ୧୯୪୫ ମସିହାରେ ପ୍ରଥମ ବିଜ୍ଞାନ ପ୍ରବନ୍ଧ ଶଙ୍ଖ ପତ୍ରିକାକୁ ପଠାଇଥିଲେ। କିନ୍ତୁ ଲେଖାଟି ହଜିଯାଇଥିଲା। ତା ପରବର୍ଷ ସେହି ଶଙ୍ଖ ପତ୍ରିକାରେ ଗୋକୁଳାନନ୍ଦଙ୍କ ପ୍ରଥମ ବିଜ୍ଞାନ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏହାପରେ ସେ ସମୟର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହେଲା।

ସେ ସମୟରେ କଲିକତା ରେଡିଓ ଷ୍ଟେସନରୁ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ସେଥିରେ ପ୍ରସାରିତ ହେଉଥିବା ବିଜ୍ଞାନ କାର୍ଯ୍ୟକ୍ରମ ପାଇଁ ଗୋକୁଳାନନ୍ଦ ପ୍ରତି ମାସରେ ଗୋଟିଏ ଲେଖାଏଁ ପ୍ରବନ୍ଧ ପଠାଉଥିଲେ। ଗୋକୁଳାନନ୍ଦ ବାବୁ ଏବଂ ଆଉ କେତେକ ଆଗ୍ରହୀ ଅଧ୍ୟାପକ, ଡାକ୍ତର ମିଶି ୧୯୪୯ ମସିହାରେ ବିଜ୍ଞାନ ପ୍ରଚାର ସମିତି ଆରମ୍ଭ କଲେ ଏବଂ ଏହା ଫଳଳରେ ଓଡ଼ିଆରେ ବିଜ୍ଞାନସାହିତ୍ୟ ରଚନା ବ୍ୟାପକ ହୋଇପାରିଲା।

ଅଧ୍ୟାପକ ମହାପାତ୍ର ଅନେକ ପ୍ରବନ୍ଧ ଓ ବହି ଲେଖିବା ସହିତ ଅନେକ ଲୋକଙ୍କୁ ସେ ବିଜ୍ଞାନ ବିଷୟରେ ଲେଖିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ବିଜ୍ଞାନରେ ଉପନ୍ୟାସ ବା କଳ୍ପବିଜ୍ଞାନ ଲେଖିବାରେ ଗୋକୁଳାନନ୍ଦ ହେଉଛନ୍ତି ପ୍ରଥମ ବ୍ୟକ୍ତି। ସେ ଅନେକଗୁଡ଼ିଏ କଳ୍ପବିଜ୍ଞାନ, ଉପନ୍ୟାସ, ଗଳ୍ପ ଲେଖିଛନ୍ତି। ପିଲାଙ୍କ ପାଇଁ ମଧ୍ୟ ଅତି ସରଳ ଭାଷାରେ କିଛି ବିଜ୍ଞାନ ବହି ଲେଖିଛନ୍ତି। ତାଙ୍କର ଆଉ ଗୋଟିଏ ବଡ଼ କୃତି ହେଉଛି ବିଜ୍ଞାନ ଜ୍ଞାନକୋଷ। ଅତି ସାଧାରଣ ଭାଷାରେ ବିଜ୍ଞାନର ବିଭିନ୍ନ ବିଷୟ ଉପରେ ଏହି ଜ୍ଞାନକୋଷଟି ସମୃଦ୍ଧ।

ଗୋକୁଳାନନ୍ଦ ମହାପାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୪), ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର (୧୯୮୮), ସାରଳା ପୁରସ୍କାର (୧୯୯୪) ଭଳି ଅନେକ ପୁରସ୍କାର ପାଇଛନ୍ତି ଓ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।

ତଳ ସୂଚୀ ସାହାଯ୍ୟରେ ଗୋକୁଳାନନ୍ଦ ମହାପାତ୍ରଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର କିମ୍ବା ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଗୋକୁଳାନନ୍ଦ ମହାପାତ୍ର ସର୍ଜନା ସୂଚୀ
ଜନପ୍ରିୟ ବିଜ୍ଞାନ – Popular science
ବିଜ୍ଞାନ ବିସ୍ମୟ (୧୯୪୯)
Bigyana Bismaya (1949)
Download
ବିଜ୍ଞାନ କୃତିତ୍ୱ, ଭାଗ ୧ (୧୯୫୦)
Bigyana Kritittwa, v.01 (1950)
Download
ବିଜ୍ଞାନ କୃତିତ୍ୱ, ଭାଗ ୨ (୧୯୫୧)
Bigyana Krutittwa, v.02 (1951)
Download
ବିଜ୍ଞାନ ଓ ଆମେ, ଭାଗ ୧ (୧୯୫୮)
Bigyana O Ame, v.01 (1958)
Download
ଅଣୁ ପରମାଣୁ (୧୯୬୪)
Anu Paramanu (1964)
Download
ବିଜ୍ଞାନର ଦୃଶ୍ୟ (୧୯୬୫, ୨ୟ ୧୯୭୦)
Bigyanara Drushya (1965, 2e. 1970)
Download
ଉଡ଼ନ୍ତା ଥାଳିଆ ଓ ଏହାର ରହସ୍ୟ (୧୯୬୮)
Udanta Thalia O Ehara Rahasya (1968)
Download
ନୂତନ ଜୀବନ ଓ ନୂତନ ଆଲୋକ (୧୯୭୦)
Nutana Jibana O Nutana Aloka (1970)
Download
ରେଡିଓ ଓ ରାଡାର (୧୯୭୦)
Radio O Radar (1970)
Download
ଚନ୍ଦ୍ରଲୋକରେ ମଣିଷ (୧୯୭୩)
Chandralokare Manisa (1973)
Download
ଦୂରବୀକ୍ଷଣ ଯନ୍ତ୍ର (୧୯୭୬)
Durabikhyana Jantra (1976)
Download
ବିଜ୍ଞାନର ଆଦିପର୍ବ (୧୯୭୭, ୪ର୍ଥ ୧୯୯୯)
Bigyanara Adiparba (1977, 4p. 1999)
Download
ଅଣୁବୀକ୍ଷଣ ଯନ୍ତ୍ର (୧୯୭୭, ୨ୟ ୧୯୮୫)
Anubikshana Jantra (1977, 2e. 1985)
Download
କାଚର କୁହୁକ (୧୯୭୭, ୪ର୍ଥ ୧୯୯୦)
Kachara Kuhuka (1977, 4e. 1990)
Download
ଆଇନଷ୍ଟାଇନ୍ ଓ ଆପେକ୍ଷିକ ତତ୍ତ୍ୱ (୧୯୭୭)
Ainstain O Apekhika Tattwa (1977)
Download
ରେଡିଅମ୍ ଓ କ୍ୟୁରୀ (୧୯୭୭, ୩ୟ ୧୯୮୩)
Redium O Kiuri (1977, 3e. 1983)
Download
ବିଚିତ୍ର ବିଶ୍ୱ (୧୯୭୮, ୨ୟ ୧୯୮୫)
Bichitra Biswa (1978, 2e. 1985)
Download
ଟେଲିଗ୍ରାଫ ଓ ଟେଲିଫୋନ (୧୯୭୭, ୪ର୍ଥ ୧୯୯୦)
Teligraph O Teliphon (1977, 4e. 1990)
Download
ଆଣ୍ଟିବାୟୋଟିକ୍‌ସ୍ (୧୯୮୧, ୩ୟ ୧୯୯୦)
Antibiotiks (1981, 3e. 1990)
Download
ଆଲକାତରା (୧୯୮୧, ୪ର୍ଥ ୧୯୯୪)
Alakatara (1981, 4e. 1994)
Download
ପରମାଣୁ ବୋମା (୧୯୮୪)
Paramanu Boma (1984)
Download
ବିଜ୍ଞାନ ଜଗତର ନୂଆ ନୂଆ ଉଦ୍ଭାବନ (୧୯୮୪, ୨ୟ ୧୯୯୦)
Bigyana Jagatara Nua Nua Udbhabana (1984, 2e. 1990)
Download
ଭିଡିଓ ଟେଲିଫୋନ (୧୯୮୪, ୩ୟ ୧୯୯୦)
Vidio Teliphon (1984, 3e. 1990)
Download
ଚନ୍ଦ୍ର ଅଭିଯାନ (୧୯୮୬୩ୟ ୧୯୯୫)
Chandra Abhijan (1986, 3p. 1995)
Download
ପ୍ରତିବସ୍ତୁ ଓ ଏହାର ପ୍ରହେଳିକା (୧୯୮୬)
Pratibastu O Ehara Prahelika (1986)
Download
ଗୋକୁଳାନନ୍ଦ ବିଜ୍ଞାନ ବିଚିତ୍ରା (୧୯୮୭)
Gokulananda Bigyana Bichitra (1987)
Download
ଭିଟାମିନ୍ ଓ ହର୍‌ମୋନ (୧୯୮୮, ୪ର୍ଥ ୧୯୯୫)
Vitamin O Harmon (1988, 4e. 1995)
Download
ଗ୍ରାମୋଫୋନ (୧୯୮୯, ୨ୟ ୧୯୯୫)
Gramophon (1989, 2e. 1995)
Download
ରେଡିଓ ଓ ଟ୍ରାନ୍‌ଜିଷ୍ଟର (୧୯୮୯, ୨ୟ ୧୯୯୪)
Redio O Tranjistar (1989, 2e. 1994)
Download
ସୋଭିଏତ ବିଜ୍ଞାନ ଓ ବୈଜ୍ଞାନିକ (୧୯୮୯)
Soviet Bigyana O Baigyanika (1989)
Download
ଟେଲିଭିଜନ (୧୯୯୦, ୩ୟ ୧୯୯୫)
Telivijon (1990, 3e. 1995)
Download
ବିଜ୍ଞାନ ଜଗତର ନୂଆ ଆବିଷ୍କାର (୧୯୯୦, ୨ୟ ୧୯୯୫)
Bigyana Jagatara Nua Nua Abiskara (1990, 2e. 1995)
Download
ବିଜ୍ଞାନର ଶ୍ରେଷ୍ଠ ଆବିଷ୍କାର (୧୯୯୦)
Bigyanara Srestha Abiskara (1990)
Download
ବିଜ୍ଞାନର ଜୟଯାତ୍ରା (୧୯୯୦, ୨ୟ ୧୯୯୫)
Bigyanara Jayajatra (1990, 2p. 1994)
Download
ଯନ୍ତ୍ର ମଣିଷ (୧୯୯୧, ୨ୟ ୧୯୯୫)
Jantra Manisha (1991, 2e. 1995)
Download
ଶାନ୍ତି ଓ ଅଶାନ୍ତିରେ ପରମାଣୁ ଶକ୍ତି (୧୯୯୧)
Santi O Asantire Paramanu Sakti (1991)
Download
କମ୍ପ୍ୟୁଟର (୧୯୯୪)
Kampyutar (1994)
Download
ଯୁଗାନ୍ତକାରୀ ଆବିଷ୍କାର (୧୯୯୪)
Jugantakari Abiskara (1994)
Download
ଆଧୁନିକ ଚଳଚ୍ଚିତ୍ର (୧୯୯୬)
Adhunika Chalachitra (1996)
Download
ଆଧୁନିକ ଫଟୋଗ୍ରାଫି
Adhunika Fatography
Download
ଆବିଷ୍ଟାର ଓ ଉଦ୍ଭାବନ (୧୯୯୭)
Abiskara O Udbhabana (1997)
Download
ବିଜ୍ଞାନର କରାମତି (୧୯୯୭, ନୂ ୨୦୦୧)
Bigyanara Karamati (1997, rp. 2001)
Download
ବିଜ୍ଞାନ ଜୀବନ (୧୯୯୭)
Bigyana Jibana (1997)
Download
ଆମ ବିଶ୍ୱ ଓ ଆମ ପୃଥିବୀ (୨୦୦୩)
Ama Biswa O Ama Pruthibi (2003)
Download
ବିଜ୍ଞାନ ଗଳ୍ପ ଓ ଉପନ୍ୟାସ – Science Fiction and Novels
ପୃଥିବୀ ବାହାରେ ମଣିଷ (୧୯୫୨, ୩ୟ ୧୯୯୯)
Pruthibi Bahare Manisa (1983, 3p. 1999)
Download
କୃତ୍ରିମ ଉପଗ୍ରହ (୧୯୫୮, ନୂ ୧୯୮୪)
Krutrima Upagraha (1958, ne. 1984)
Download
ଉଡ଼ନ୍ତା ଥାଳିଆ (୧୯୫୯, ୬ଷ୍ଠ ୨୦୦୭)
Udanta Thalia (1959, 6e. 2007)
Download
ମଧ୍ୟାହ୍ନର ଅନ୍ଧକାର (୧୯୫୯)
Madhyahnara Andhakara (1959)
Download
ଚନ୍ଦ୍ରର ମୃତ୍ୟୁ (୧୯୬୬)
Chandrara Mrutyu (1966)
download
ସୁନାର ଓଡ଼ିଶା (୧୯୭୩)
Sunara Odissa (1973)
Download
ସ୍ପୁଟନିକ (୧୯୭୪)
Sputnik (1974)
Download
ସମୟର ଫାଟ (୧୯୮୦)
Samayara Phata (1980)
Download
ଗ୍ରାମଦାନ (୧୯୮୧)
Gramadana (1981)
Download
ନିସ୍ତବ୍ଧ ଗୋଧୂଳି (୧୯୮୩)
Nistabdha Godhuli (1993)
Download
ମୃତ୍ୟୁ ଏକ ମାତୃତ୍ୱର (୧୯୮୩)
Mrutyu Eka Matrutwara (1983)
Download
ନିଶ୍ଚଳ ପୃଥିବୀ (୧୯୯୦, ୨ୟ ୧୯୯୯)
Nischala Pruthibi (1990, 2e. 1999)
Download
ମୃତ୍ୟୁରଶ୍ମି (୨୦୦୦)
Mrutyu Rashmi (2000)
Download
ଡାଇନୋସରର ହସ (୨୦୦୭)
Dainosar’ra Hasa (2007)
Download
କିଶୋର ବିଜ୍ଞାନ – Children’s Literature
ଅଜାଙ୍କ ମଜାକଥା (୧୯୫୪)
Ajanka Maja Katha (1954)
Download
ବୈଜ୍ଞାନିକଙ୍କ ମଜାକଥା (୧୯୮୪, ୩ୟ ୧୯୯୮)
Baigyanikanka Majakatha (1984,3e. 1998)
Download
ଆମ ପରିବେଶ (୧୯୮୭)
Ama Paribesa (1987)
Download
ତୁମକୁ ସତ ମତେ ମିଛ (୧୯୮୭, ୩ୟ ୧୯୯୯)
Tumaku Sata Mote Michha (1987, 3e. 1999)
Download
କିଏ ବେଶୀ ଭାରୀ (୧୯୮୮, ୩ୟ ୧୯୯୦)
Kie Besi Bhari (1988, 3e. 1990)
Download
ଚିନି କିପରି ହୁଏ (୧୯୮୯)
Chini Kipari Hue (1989)
Download
ଛବି କିପରି କଥା କହେ (୩ୟ ୧୯୯୫)
Chhabi Kipari Latha Kuhe (3e. 1995)
Download
ପୃଥିବୀର ସପ୍ତାଶର୍ଯ୍ୟ (୧୯୯୪)
Pruthibira Saptascharjya  (1994)
Download
ଭ୍ରମଣ କାହାଣୀ ଓ ଅନ୍ୟାନ୍ୟ – Travelogue and others
ନୀଳ ଚକ୍ରବାଳ ସେପାରେ (୧୯୬୫, ୨ୟ ୧୯୭୩)
Nila Chakrabala Separe (1965, 2e. 1973)
Download
ପାଶ୍ଚାତ୍ୟ ସ୍ମୃତି (୧୯୬୭)
Paschatya Smruti (1967)
Download
ଟେନେସି ଉପତ୍ୟକା (୧୯୭୨)
Tennesy Upatyaka (1972)
Download
ରାଜନର୍ତକୀ (୨୦୦୯)
Rajanartaki  (2009)
Download
ଓଡ଼ିଆ ଭାଷାରେ ବୈଜ୍ଞାନିକ ତଥା ଟେକ୍‌ନଲଜୀୟ ସାହିତ୍ୟ (1982)
Odia Bhasare Baigyanika Tatha Teknologiya Sahitya (1982)
Download
ବୈଜ୍ଞାନିକ ପାରିଭାଷିକ ଶବ୍ଦାବଳୀ (୧୯୮୬)
Baigyanika Paribhasika Sabdabali (1986)
Download
ନୋବେଲ ପୁରସ୍କାର ବିଜେତା ରସାୟନ (୨୦୦୦)
Nobel Puraskara Bijeta Rasayana Bigyani (2000)
Download
ବୈଜ୍ଞାନିକ ଜ୍ଞାନକୋଷ, ଭାଗ ୧ (୨୦୦୫)
Baigyanika Gyanakosha v.01 (2005)
Download
ବୈଜ୍ଞାନିକ ଜ୍ଞାନକୋଷ, ଭାଗ ୨ (୨୦୦୫)
Baigyanika Gyanakosha v.02 (2005)
Download
ସଚିତ୍ର ବୈଜ୍ଞାନିକ ଶବ୍ଦକୋଷ (୨୦୧୦)
Sachitra Baigyanika Sabdakosha (2010)
Download
ମଧ୍ୟ ସାଧାରଣ ବିଜ୍ଞାନ (୨ୟ ୧୯୫୭)
Madhya Sadharana Bigyana (2e. 1957)
Download
ମାଧ୍ୟମିକ ବିଜ୍ଞାନ ପ୍ରବେଶିକା, ଭାଗ ୧ (୧୯୬୬)
Madhyamika Bigyana Prabesika v.01 (1966)
Download
ଗୋକୁଳାନନ୍ଦଙ୍କ ସମ୍ପର୍କରେ – On Gokulananda
ଗୋକୁଳାନନ୍ଦଙ୍କ ଉପନ୍ୟାସ – ସ୍ମୃତି ଓ ସମୀକ୍ଷା (୨୦୦୭)
Gokulananda Mahapatranka Upanyasa-Srusti O Samiksha (2007)
Download
ସ୍ମୃତି ଅର୍ଘ୍ୟ (୨୦୧୩)
Smruti Arghya (2013)
Download
ଗୋକୁଳାନନ୍ଦ ସ୍ମରଣିକା (୨୦୧୪)
Gokulananda Smaranika (2014)
Download
ଗୋକୁଳାନନ୍ଦ ମହାପାତ୍ର (୨୦୧୭)
Gokulananda Mohapatra (2017)
Download
ଡ୍ରିମ୍‌ସ୍ ୨୦୪୭, ଅକ୍ଟୋବର ୨୦୧୩
Dream 2047, October 2013
Download
ଗୋକୁଳାନନ୍ଦଙ୍କ ବିଷୟରେ
On GNMahapatra
Download