ଜଗନ୍ନାଥ ପ୍ରସାଦ ଦାସ ସଂକଳନ

ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ – ୧୯୩୬) ଭାରତର ଅନ୍ୟତମ ପ୍ରମୁଖ କବି, ଲେଖକ ତଥା କଳା ସମାଲୋଚକ। ସେ ଲେଖନ୍ତି ଓଡ଼ିଆରେ; କିନ୍ତୁ ତାଙ୍କର ପ୍ରାୟ ସମସ୍ତ କୃତି ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ। ତେଣୁ ସର୍ବଭାରତୀୟ କ୍ଷେତ୍ରରେ ସେ ଏକ ପରିଚିତ ସାରସ୍ୱତ ବ୍ୟକ୍ତିତ୍ୱ। ସାହିତ୍ୟ କୃତି ପାଇଁ ସେ ରାଜ୍ୟ ଓ ଦେଶର ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।

ଓଡ଼ିଶାର ପଟଚିତ୍ର ଉପରେ ତାଙ୍କର ପଥିକୃତ ଗବେଷଣା ତାଙ୍କୁ ଜଣେ ଗବେଷକ ଭାବରେ ପ୍ରତିଷ୍ଠା ଆଣିଦେଇଛି – ତେବେ ବଡ଼ କଥା ହେଲା, ତାଙ୍କର ଗବେଷଣାର ପରିଣାମ ହୋଇଛି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ପଟଚିତ୍ର – ବା ବ୍ୟାପକ ଅର୍ଥରେ – ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ଆଦର ଓ ସ୍ୱୀକୃତି।
“ସାହିତ୍ୟ ଓ ଚିତ୍ରକଳାରେ ଗବେଷଣା ବ୍ୟତୀତ ସେ ନିଜେ ମଧ୍ୟ ଚିତ୍ରଶିଳ୍ପୀ। ଭାରତର ଶିଶୁ ଚଳଚ୍ଚିତ୍ରର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁବିଦିତ।“

“୧୯୮୪ରେ ଜଗନ୍ନାଥ ପ୍ରସାଦ ଭାରତୀୟ ପ୍ରଶାସନ ସେବା (ଆଇ.ଏ.ଏସ୍.)ରୁ ସ୍ୱେଚ୍ଛାରେ ଅବ୍ୟାହତି ନେଇ ନିଜର ସମସ୍ତ ସମୟ ଓ ଶକ୍ତି ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ନିୟୋଜିତ କରିଆସିଛନ୍ତି। କ୍ୱଚିତ୍ ବ୍ୟକ୍ତି ଏଭଳି କରିପାରିଛନ୍ତି ବୋଲି ମନେହୁଏ।“
(ଜଗନ୍ନାଥ ପ୍ରସାଦ: ବନ୍ଧୁତାର ଆସର, ସଂ. ଗଣେଶ୍ୱର ମିଶ୍ର)

ଜେପିଙ୍କର ଅନେକ କବିତା ଓ ଗଳ୍ପ ବହି ‘କବିତା ସମଗ୍ର’ ଓ ‘ଗଳ୍ପ ସମଗ୍ର’ ସମକଳନ ଦୁଇଟିରେ ରହିଛି। ତେଣୁ ସେ ବହିଗୁଡ଼ିକର ଗୋଟିକିଆ କପି ଏଠାରେ ରଖାଯାଇନାହିଁ।

ତଳ ସୂଚୀ ସାହାଯ୍ୟରେ ଜଗନ୍ନାଥ ପ୍ରସାଦ ଦାସଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଓପନ୍/ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଜଗନ୍ନାଥ ପ୍ରସାଦ ଦାସ ସର୍ଜନା ସୂଚୀ
ମୌଳିକ ରଚନା: Original Writings
 ଓଡ଼ିଆ – Odia
ପ୍ରଥମ ପୁରୁଷ (୧୯୭୧)
Pratham Purusha (1971)
Open/Download
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ (୨୦୦୯)
Indradhanu, Akhi O Kabitara Dirgha Jibana (2009)
Open/Download
ଦେଶ କାଳ ପାତ୍ର (୧୯୯୨, ୪ର୍ଥ ୨୦୧୧)
Desha Kala Patra (1992, 4e. 2011)
Open/Download
ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୭)
Surjyasta Purbaru  (1977)
Open/Download
ଆମ ଓଡ଼ିଆ ଆମର ଓଡ଼ିଶା (୨୦୧୫)
Ama Odia, Amara Odisha (2015)
Open/Download
ଆମ ଭାଷା ଆମ ସଂସ୍କୃତି (୨୦୧୭)
Ama Bhasa Ama Sanskruti (2017)
Open/Download
ଇଂରାଜୀ – English
ପୁରୀ ପେଣ୍ଟି୍ଂସ୍ (୧୯୮୨)
Puri Paintings (1982)
Open/Download
ଚିତ୍ର ପୋଥି (୧୯୮୫)
Chitra-Pothi (1985)
Open/Download
ପାମ୍‌ଲିଫ୍ ମିନିଏଚର୍ (୧୯୯୧)
Palm-leaf Miniatures (1991)
Open/Download
ଓରିୟା ସଟ୍ ଷ୍ଟୋରିଜ୍ (୧୯୮୩)
Odia Short Stories (1983)
Open/Download
ଫିଲ୍‌ମ୍ ଫର୍ ଚିଲ୍‌ଡ୍ରେନ୍ (୧୯୮୭)
Films for Children (1987)
Open/Download
କବିତା ୧୯୯୩ (୧୯୯୪)
Kavita 93 (1994)
Open/Download
ଗ୍ରୋୟିଂ ଆନ୍ ଇଣ୍ଡିଆନ୍ ଷ୍ଟାର୍ (୧୯୯୧)
Growing An Indian Star (1991)
Open/Download
ଅଣ୍ଡର୍ ଏ ସାଇଲେଣ୍ଟ୍ ସନ୍ (୧୯୯୨)
Under A Silent Sun (1992)
Open/Download
ଅଟମ୍ ମୁନ୍ (୧୯୯୯)
Autumn Moon (1999)
Open/Download
ରିଫ୍ଲେକ୍‌ସନ୍‌ସ୍ ଅନ୍ ଲିଟରେଚର୍ ଆଣ୍ଡ କଲ୍‌ଚର୍ (୨୦୦୯)
Reflections on Literature and Culture (2009)
Open/Download
କାଷ୍ଟ ଆଉଟ୍ (୨୦୦୮)
Cast Out (2008)
Open/Download
ଶିଶୁ ସାହିତ୍ୟ – Children’s Literature
ଅନାବନା (୨୦୦୮)
Anabana (2008)
Open/Download
ଆଳିମାଳିକା (୧୯୯୩)
Alimalika (1993)
Open/Download
ଆଳୁକୁଚି ମାଳୁକୁଚି (୨ୟ ୨୦୧୫)
Alukuchi Malukuchi (2e. 2015)
Open/Download
ଅ ଆ ଇ ଏବଂ କ ଖ ଗ (୨୦୦୩)
A AA E Ebam Ka Kaha Ga (2003)
Open/Download
ଆନମାନ (୨୦୧୬)
Anamana (2016)
Open/Download
ସଂଗ୍ରହ – Collection
ଜେ ପି ଓମ୍‌ନିବସ୍ (୨୦୧୨)
JPDas Omnibus (2012)
Open/Download
କମ୍ପ୍ଲିଟ୍ ପ୍ଲେଜ୍ (୨୦୧୨)
Complete Plays (2012)
Open/Download
ଜେ ପି ଦାସ ସିଲେକ୍ଟେଡ୍ ଷ୍ଟୋରିଜ୍ (୨୦୧୩)
JPDas Selected Stories (2013)
Open/Download
ଜେ ପି ଦାସ ସିଲେକ୍ଟେଡ୍ ପୋଏମ୍‌ସ୍ (୨୦୧୪)
JPDas – Selected Poems (2014)
Open/Download
ରଙ୍ଗଲିପି (୧୯୯୭)
Rangalipi (1997)
Open/Download
କବିତା ସମଗ୍ର (୨୦୧୧)
Kabita Samagra (2011)
Open/Download
ଗଳ୍ପ ସମଗ୍ର – କଥା ଯାତ୍ରା (୨୦୦୦)
Galpa Samagra – Katha Jatra (2000)
Open/Download
ଅନୁବାଦ – Translation
କବିତା – Poems
ଫାଷ୍ଟ ପର୍‌ସନ୍ (୧୯୭୬)
First Person (1976)
Open/Download
ଲଭ୍ ଇଜ୍ ଏ ସିଜନ୍ (୧୯୭୮)
Love is a Season (1978)
Open/Download
ଟାଇମ୍‌ସ୍କେପ୍ (୧୯୮୦)
Timescapes (1980)
Open/Download
ସାଇଲେନ୍‌ସ୍ (୧୯୮୯)
Silences (1989)
Open/Download
ଡାୟୁର୍‌ନାଲ୍ ରାଇଟ୍‌ସ୍ ଆଣ୍ଡ ଅଦର୍ ପୋଏମ୍‌ସ୍ (୧୯୯୪)
Open/Download
ଦ ଅନ୍‌ରିଅଲ୍ ସିଟି ଆଣ୍ଡ ଅଦର୍ ପୋଏମ୍‌ସ୍ (୧୯୯୭)
The Unreal City and Other Poems (1997)
Open/Download
ଲଭ୍‌ଲାଇନ୍ (୨୦୦୧)
Lovelines (2001)
Open/Download
ଆଳିମାଳିକା (୨୦୦୪)
Alimalika (2004)
Open/Download
ଡାର୍କ ଟାଇମ୍‌ସ୍ (୨୦୦୫)
Dark Times (2005)
Open/Download
ଜେପିଦାସ ପୋଏମ୍‌ସ୍ (୨୦୦୪)
JPDas Poems (2004)
Open/Download
ନାନାସେନ୍‌ସ୍ (୨୦୧୪)
Nanasense (2014)
Open/Download
ଗଳ୍ପ – Short Stories
ଦ ମ୍ୟାଜିକ୍ ଡିଅର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୩)
The Magic Deer and Other Stories (1983)
Open/Download
ଦ ଫୋର୍‌ବିଡନ୍ ଷ୍ଟ୍ରିଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୮)
The Forbidden Street & Other Stories (1988)
Open/Download
ସ୍ପାଇଡର୍‌ସ୍ ୱେବ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୦)
Spider’s Web & Other Stories (1990)
Open/Download
ଦ ପ୍ରୋଷ୍ଟିଚ୍ୟୁଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୫)
The Prostitute & Other Stories (1995)
Open/Download
ଦ ପକ୍କା ସାହିବ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୧)
The Pukka Sahib & Other Stories (2001)
Open/Download
ଜେପିଦାସ ଷ୍ଟୋରିଜ୍ (୨୦୦୩)
JPDas Stories (2003)
Open/Download
ଡିଅର୍ ଜେଷ୍ଟର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୪)
Dear Jester and Other Stories (2004)
Open/Download
ଦ ୱିଲ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୭)
The Will & Other Stories (2007)
Open/Download
ନାଟକ ଓ ଉପନ୍ୟାସ  – Plays
ବିଫୋର୍ ଦ ସନ୍‌ସେଟ୍ (୧୯୭୮)
Before the Sunset (1978)
Open/Download
ଟୁ ପ୍ଲେଜ୍ (୧୯୮୩)
Two Plays (1983)
Open/Download
ଦ ଅଣ୍ଡର୍‌ଡଗ୍ (୧୯୮୪)
The Underdog  (1984)
Open/Download
ଆବ୍‌ସର୍ଡ ପ୍ଲେ (୧୯୮୯)
Absurd Play  (1989)
Open/Download
ସୁନ୍ଦର ଦାସ (୧୯୯୪)
Sundardas (1994)
Open/Download
ମିସ୍ ଏକ୍ସ (୨୦୦୨)
Miss X (2002)
Open/Download
ଏ ଟାଇମ୍ ଏଲ୍‌ସ୍ ହ୍ୱେଆର୍ (୨୦୦୯)
A Time Elsewhere  (2009)
Open/Download
କୁଲି (୧୯୮୯)
Kuli (1989)
Open/Download
ହିନ୍ଦୀକୁ – To Hindi
ପ୍ରଥମ ପୁରୁଷ
Pratham Purush
Open/Download
କଇ ତରହ କେ ଦିନ୍ (୧୯୮୧)
Kai Tarah ke Din (1981)
Open/Download
ଅପ୍‌ନା ଅପ୍‌ନା ଏକାନ୍ତ (୧୯୮୫)
Apna Apna Ekant (1985)
Open/Download
ଲୌଟତେ ସମୟ (୧୯୮୯)
Laut’te Samaya  (1989)
Open/Download
ଶବ୍ଦଭେଦ୍ (୧୯୯୧)
Sabdabhed (1991)
Open/Download
ସ୍ଥିର ଚିତ୍ର (୧୯୯୩)
Sthira Chitra  (1993)
Open/Download
ଆହ୍ନିକ୍ (୧୯୯୩)
Ahnik (1993)
Open/Download
ସଚରାଚର୍ (୧୯୯୫)
Sacharachar  (1995)
Open/Download
ସ୍ମୃତିଓଁ କା ସହର୍ (୨୦୦୭)
Smrution ka Sahar (2007)
Open/Download
ପରିକ୍ରମା (୨୦୦୭)
Parikrama (2007)
Open/Download
ଗୁଜରାତ୍ କେ ବାଦ୍ (୨୦୧୪)
Gujarat ke Bad  (2014)
Open/Download
କବିତାଏଁ
Kabitaen
Open/Download
ମାୟାବୀ ହିରନ୍ (୧୯୮୩)
Mayabi Hiran (1983)
Open/Download
ସନ୍ନ୍ୟାସ୍ କା ରାସ୍ତା (୧୯୮୮)
Sanyas ka Rasta  (1988)
Open/Download
ତିସ୍‌ରୀ ଦୁନିଆ (୧୯୮୫)
Tisri Duniya (1985)
Open/Download
ମକ୍‌ଡି କା ଜାଲ୍ (୧୯୯୦)
Makdi ka Jala (1990)
Open/Download
ପ୍ରିୟ ବିଦୂଷକ୍ (୨୦୦୩)
Priya Bidushak (2003)
Open/Download
ଉଡ଼ିଶା କି ଲୋକକଥାଏଁ
Odisha ki Lok Kathaen
Open/Download
ସୂର୍ୟାସ୍ତ୍ (୧୯୯୪)
Surjyasta (1994)
Open/Download
ସବ୍‌ସେ ନୀଚେ କା ଆଦ୍‌ମୀ (୧୯୮୧)
Sabse Niche ka Admi (1981)
Open/Download
ଏକ୍ ଦୁଶ୍‌ରେ କେ ଲିୟେ (୧୯୮୬)
Ek Dusre ke Liye (1986)
Open/Download
ଅସଙ୍ଗତ୍ ନାଟକ୍ (୧୯୯୧)
Asangat Natak (1991)
Open/Download
ସୁନ୍ଦର ଦାସ୍ (୧୯୯୭)
Sundardas (1997)
Open/Download
ଦେଶ୍ କାଲ୍ ପାତ୍ର (୨୦୦୫)
Desh Kal Patra (2005)
Open/Download
ଜେ. ପି. ଦାସ୍ ସଞ୍ଚୟନ୍
(୨୦୧୫)
JP Das Sanchayan (2015)
Open/Download
ଅନ୍ୟ ଭାଷାକୁ – To Other language
ସୂର୍ୟାସ୍ତେର୍ ଆଗେ (ବଙ୍ଗଳା)
Surjyasta Purbaru (Bengali)
Open/Download
ସ୍ମୃତିର୍ ସହର୍ (ବଙ୍ଗଳା, ୨୦୦୨)
Smrutira Sahara (Bengali, 2002)
Open/Download
ଆଥାନ୍ ଭେଲେ (ପଞ୍ଜାବୀ, ୧୯୭୯)
Surjyasta Purbaru (Punjabi, 1979)
Open/Download
ସୂର୍ଯ୍ୟାସ୍ତ ପୂର୍ବରୁ (କନ୍ନଡ, ୧୯୭୯)
Surjyasta Purbaru (Kannada, 1979)
Open/Download
ପର୍‌ଛାଇଓଁ କେ ଜୁଲୁସ୍ (ଉର୍ଦ୍ଦୁ,)
Surjyasta Purbaru (Urdu)
Open/Download
ଆହ୍ନିକ୍ (ଆସାମୀୟା, ୨୦୦୧)
Ahnik (Assamese, 2001)
Open/Download
ଜଗନ୍ନାଥ ପ୍ରସାଦଙ୍କ ସମ୍ପର୍କରେ – On Jagannath Prasad
ୱର୍ଡସ୍ ଅନ୍ କାନ୍‌ଭାସ୍ (୨୦୦୫)
Words on Canvas (2005)
Open/Download
ଭାରତୀୟତାର ଅନ୍ୱେଷୀ (୨୦୧୪)
Bharatiyatara Anwesi  (2014)
Open/Download
ବନ୍ଧୁତାର ଆସର (୨୦୧୩)
Bandhutara Asara (2013)
Open/Download
ବହୁଧା (୨୦୧୫)
Bahudha (2015)
Open/Download
ସୃଜନ ଯାତ୍ରା (୨୦୧୦)
Srujana Jatra (2010)
Open/Download
ଏ କ୍ରିଏଟିଭ୍ ଜର୍ଣ୍ଣି (୨୦୧୫)
A Creative Journey (2015)
Open/Download
ମୁଖଶାଳା (୨୦୧୫)
Mukhashala (2015)
Open/Download
ପ୍ରିୟ ଜେପି (୨୦୧୧)
Priya JePi (2011)
Open/Download