ଜଗନ୍ନାଥ ପ୍ରସାଦ ଦାସ ସଂକଳନ

ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ – ୧୯୩୬) ଭାରତର ଅନ୍ୟତମ ପ୍ରମୁଖ କବି, ଲେଖକ ତଥା କଳା ସମାଲୋଚକ। ସେ ଲେଖନ୍ତି ଓଡ଼ିଆରେ; କିନ୍ତୁ ତାଙ୍କର ପ୍ରାୟ ସମସ୍ତ କୃତି ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ। ତେଣୁ ସର୍ବଭାରତୀୟ କ୍ଷେତ୍ରରେ ସେ ଏକ ପରିଚିତ ସାରସ୍ୱତ ବ୍ୟକ୍ତିତ୍ୱ। ସାହିତ୍ୟ କୃତି ପାଇଁ ସେ ରାଜ୍ୟ ଓ ଦେଶର ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।

ଓଡ଼ିଶାର ପଟଚିତ୍ର ଉପରେ ତାଙ୍କର ପଥିକୃତ ଗବେଷଣା ତାଙ୍କୁ ଜଣେ ଗବେଷକ ଭାବରେ ପ୍ରତିଷ୍ଠା ଆଣିଦେଇଛି – ତେବେ ବଡ଼ କଥା ହେଲା, ତାଙ୍କର ଗବେଷଣାର ପରିଣାମ ହୋଇଛି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ପଟଚିତ୍ର – ବା ବ୍ୟାପକ ଅର୍ଥରେ – ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ଆଦର ଓ ସ୍ୱୀକୃତି।
“ସାହିତ୍ୟ ଓ ଚିତ୍ରକଳାରେ ଗବେଷଣା ବ୍ୟତୀତ ସେ ନିଜେ ମଧ୍ୟ ଚିତ୍ରଶିଳ୍ପୀ। ଭାରତର ଶିଶୁ ଚଳଚ୍ଚିତ୍ରର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁବିଦିତ।“

“୧୯୮୪ରେ ଜଗନ୍ନାଥ ପ୍ରସାଦ ଭାରତୀୟ ପ୍ରଶାସନ ସେବା (ଆଇ.ଏ.ଏସ୍.)ରୁ ସ୍ୱେଚ୍ଛାରେ ଅବ୍ୟାହତି ନେଇ ନିଜର ସମସ୍ତ ସମୟ ଓ ଶକ୍ତି ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ନିୟୋଜିତ କରିଆସିଛନ୍ତି। କ୍ୱଚିତ୍ ବ୍ୟକ୍ତି ଏଭଳି କରିପାରିଛନ୍ତି ବୋଲି ମନେହୁଏ।“
(ଜଗନ୍ନାଥ ପ୍ରସାଦ: ବନ୍ଧୁତାର ଆସର, ସଂ. ଗଣେଶ୍ୱର ମିଶ୍ର)

ତଳ ସୂଚୀ ସାହାଯ୍ୟରେ ଜଗନ୍ନାଥ ପ୍ରସାଦ ଦାସଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଜଗନ୍ନାଥ ପ୍ରସାଦ ଦାସ ସର୍ଜନା ସୂଚୀ
ମୌଳିକ ରଚନା: Original Writings
ଓଡ଼ିଆ – Odia
ଗଳ୍ପ – Short stories
ଭବନାଥ ଏବଂ ଅନ୍ୟମାନେ (୧୯୮୨)
Dinacharjya Ebam Anyamane (1982)
Download
ଦିନଚର୍ଯ୍ୟା (୧୯୮୩)
Dinacharjya (1983)
Download
ଆମେ ଯେଉଁମାନେ
Ame Jeunmane
Download
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ (୨୦୦୯)
Indradhanu, Akhi O Kabitara Dirgha Jibana (2009)
Download
ସାକ୍ଷାତକାର (୧୯୮୭)
Sakhyatakara (1987)
Download
ପ୍ରିୟ ବିଦୂଷକ (୧୯୯୨)
Priya Bidushaka (1992)
Download
ଶେଷ ପର୍ଯ୍ୟନ୍ତ (୧୯୯୫)
Sesa Parjyanta (1995)
Download
ଛଅଟି ଝିଅ (୧୯୮୭)
Chha’ti Jhia (1987)
Download
ଶ୍ରେଷ୍ଠ ଗଳ୍ପ (୨୦୧୪)
Srestha Galpa (2014)
Download
କବିତା – Poem
ପ୍ରଥମ ପୁରୁଷ (୧୯୭୧)
Pratham Purusha (1971)
Download
ଯେ ଯାହାର ନିର୍ଜନତା (୧୯୭୯)
Je Jahara Nirjanata (1979)
Download
 

 

ଯାତ୍ରାର ପ୍ରଥମ ପାଦ (୧୯୮୮)
Jatrara Prathama Pada (1988)
Download
ପ୍ରେମ କବିତା (୧୯୯୧)
Prema Kabita (1991)
Download
ସ୍ଥିର ଚିତ୍ର (୧୯୯୧)
Sthira Chitra (1991)
Download
ଶ୍ରେଷ୍ଠ କବିତା (୧୯୯୩)
Srestha Kabita (1993)
Download
ଅସମୟ (୨୦୦୪)
Asamaya (2004)
Download
ଅପରାପର (୨୦୧୭)
Aparapara (2017)
Download
ନାଟକ, ଉପନ୍ୟାସ ଓ ଅନ୍ୟାନ୍ୟ – Plays, Novel and others
ସୂର୍ଯ୍ୟାସ୍ତ ପୂର୍ବରୁ (ନାଟକ, ୧୯୭୭)
Surjyasta Purbaru (1977)
Download
ଦେଶ କାଳ ପାତ୍ର (ଉପନ୍ୟାସ, ୧୯୯୨, ୪ର୍ଥ ୨୦୧୧ )
Desha Kala Patra (Novel, 1992, 4e. 2011)
Download
ଆମ ଓଡ଼ିଆ ଆମର ଓଡ଼ିଶା (୨୦୧୫)
Ama Odia, Amara Odisha (2015)
Download
ଆମ ଭାଷା ଆମ ସଂସ୍କୃତି (୨୦୧୭)
Ama Bhasa Ama Sanskruti (2017)
Download
ଇଂରାଜୀ – English
ପୁରୀ ପେଣ୍ଟି୍ଂସ୍ (୧୯୮୨)
Puri Paintings (1982)
Download
ଚିତ୍ର ପୋଥି (୧୯୮୫)
Chitra-Pothi (1985)
Download
ପାମ୍‌ଲିଫ୍ ମିନିଏଚର୍ (୧୯୯୧)
Palm-leaf Miniatures (1991)
Download
ଓରିୟା ସଟ୍ ଷ୍ଟୋରିଜ୍ (୧୯୮୩)
Odia Short Stories (1983)
Download
ଫିଲ୍‌ମ୍ ଫର୍ ଚିଲ୍‌ଡ୍ରେନ୍ (୧୯୮୭)
Films for Children (1987)
Download
କବିତା ୧୯୯୩ (୧୯୯୪)
Kavita 93 (1994)
Download
ଗ୍ରୋୟିଂ ଆନ୍ ଇଣ୍ଡିଆନ୍ ଷ୍ଟାର୍ (୧୯୯୧)
Growing An Indian Star (1991)
Download
ଅଣ୍ଡର୍ ଏ ସାଇଲେଣ୍ଟ୍ ସନ୍ (୧୯୯୨)
Under A Silent Sun (1992)
Download
ଅଟମ୍ ମୁନ୍ (୧୯୯୯)
Autumn Moon (1999)
Download
ରିଫ୍ଲେକ୍‌ସନ୍‌ସ୍ ଅନ୍ ଲିଟରେଚର୍ ଆଣ୍ଡ କଲ୍‌ଚର୍ (୨୦୦୯)
Reflections on Literature and Culture (2009)
Download
କାଷ୍ଟ ଆଉଟ୍ (୨୦୦୮)
Cast Out (2008)
Download
ଶିଶୁ ସାହିତ୍ୟ – Children’s Literature
ଅନାବନା (୨୦୦୮)
Anabana (2008)
Download
ଆଳିମାଳିକା (୧୯୯୩)
Alimalika (1993)
Download
ଆଳୁକୁଚି ମାଳୁକୁଚି (୨ୟ ୨୦୧୫)
Alukuchi Malukuchi (2e. 2015)
Download
ଅ ଆ ଇ ଏବଂ କ ଖ ଗ (୨୦୦୩)
A AA E Ebam Ka Kaha Ga (2003)
Download
ଆନମାନ (୨୦୧୬)
Anamana (2016)
Download
ସଂଗ୍ରହ – Collection
ଜେ ପି ଓମ୍‌ନିବସ୍ (୨୦୧୨)
JPDas Omnibus (2012)
Download
କମ୍ପ୍ଲିଟ୍ ପ୍ଲେଜ୍ (୨୦୧୨)
Complete Plays (2012)
Download
ଜେ ପି ଦାସ ସିଲେକ୍ଟେଡ୍ ଷ୍ଟୋରିଜ୍ (୨୦୧୩)
JPDas Selected Stories (2013)
Download
ଜେ ପି ଦାସ ସିଲେକ୍ଟେଡ୍ ପୋଏମ୍‌ସ୍ (୨୦୧୪)
JPDas – Selected Poems (2014)
Download
ରଙ୍ଗଲିପି (୧୯୯୭)
Rangalipi (1997)
Download
କବିତା ସମଗ୍ର (୨୦୧୧)
Kabita Samagra (2011)
Download
ଗଳ୍ପ ସମଗ୍ର – କଥା ଯାତ୍ରା (୨୦୦୦)
Galpa Samagra – Katha Jatra (2000)
Download
ସଚରାଚର (୨୦୨୦)
Sacharachara (2020)
Download
ଅନୁବାଦ – Translation
ଇଂରାଜୀକୁ – To English
କବିତା – Poems
ଫାଷ୍ଟ ପର୍‌ସନ୍ (୧୯୭୬)
First Person (1976)
Download
ଲଭ୍ ଇଜ୍ ଏ ସିଜନ୍ (୧୯୭୮)
Love is a Season (1978)
Download
ଟାଇମ୍‌ସ୍କେପ୍ (୧୯୮୦)
Timescapes (1980)
Download
ସାଇଲେନ୍‌ସ୍ (୧୯୮୯)
Silences (1989)
Download
ଡାୟୁର୍‌ନାଲ୍ ରାଇଟ୍‌ସ୍ ଆଣ୍ଡ ଅଦର୍ ପୋଏମ୍‌ସ୍ (୧୯୯୪)
Download
ଦ ଅନ୍‌ରିଅଲ୍ ସିଟି ଆଣ୍ଡ ଅଦର୍ ପୋଏମ୍‌ସ୍ (୧୯୯୭)
The Unreal City and Other Poems (1997)
Download
ଲଭ୍‌ଲାଇନ୍ (୨୦୦୧)
Lovelines (2001)
Download
ଆଳିମାଳିକା (୨୦୦୪)
Alimalika (2004)
Download
ଡାର୍କ ଟାଇମ୍‌ସ୍ (୨୦୦୫)
Dark Times (2005)
Download
ଜେପିଦାସ ପୋଏମ୍‌ସ୍ (୨୦୦୪)
JPDas Poems (2004)
Download
ନାନାସେନ୍‌ସ୍ (୨୦୧୪)
Nanasense (2014)
Download
ଗଳ୍ପ – Short Stories
ଦ ମ୍ୟାଜିକ୍ ଡିଅର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୩)
The Magic Deer and Other Stories (1983)
Download
ଦ ଫୋର୍‌ବିଡନ୍ ଷ୍ଟ୍ରିଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୮୮)
The Forbidden Street & Other Stories (1988)
Download
ସ୍ପାଇଡର୍‌ସ୍ ୱେବ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୦)
Spider’s Web & Other Stories (1990)
Download
ଦ ପ୍ରୋଷ୍ଟିଚ୍ୟୁଟ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୫)
The Prostitute & Other Stories (1995)
Download
ଦ ପକ୍କା ସାହିବ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୧)
The Pukka Sahib & Other Stories (2001)
Download
ଜେପିଦାସ ଷ୍ଟୋରିଜ୍ (୨୦୦୩)
JPDas Stories (2003)
Download
ଡିଅର୍ ଜେଷ୍ଟର୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୪)
Dear Jester and Other Stories (2004)
Download
ଦ ୱିଲ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୨୦୦୭)
The Will & Other Stories (2007)
Download
ନାଟକ ଓ ଉପନ୍ୟାସ – Plays and Novel
ବିଫୋର୍ ଦ ସନ୍‌ସେଟ୍ (୧୯୭୮)
Before the Sunset (1978)
Download
ଟୁ ପ୍ଲେଜ୍ (୧୯୮୩)
Two Plays (1983)
Download
ଦ ଅଣ୍ଡର୍‌ଡଗ୍ (୧୯୮୪)
The Underdog (1984)
Download
ଆବ୍‌ସର୍ଡ ପ୍ଲେ (୧୯୮୯)
Absurd Play (1989)
Download
ସୁନ୍ଦର ଦାସ (୧୯୯୪)
Sundardas (1994)
Download
ମିସ୍ ଏକ୍ସ (୨୦୦୨)
Miss X (2002)
Download
ଏ ଟାଇମ୍ ଏଲ୍‌ସ୍ ହ୍ୱେଆର୍ (୨୦୦୯)
A Time Elsewhere (2009)
Download
କୁଲି (୧୯୮୯)
Kuli (1989)
Download
ହିନ୍ଦୀକୁ – To Hindi
କବିତା – Poems
ପ୍ରଥମ ପୁରୁଷ
Pratham Purush
Download
କବିତାଏଁ
Kabitaen
Download
କଇ ତରହ କେ ଦିନ୍ (୧୯୮୧)
Kai Tarah ke Din (1981)
Download
ଅପ୍‌ନା ଅପ୍‌ନା ଏକାନ୍ତ (୧୯୮୫)
Apna Apna Ekant (1985)
Download
ଲୌଟତେ ସମୟ (୧୯୮୯)
Laut’te Samaya (1989)
Download
ଶବ୍ଦଭେଦ୍ (୧୯୯୧)
Sabdabhed (1991)
Download
ଆହ୍ନିକ୍ (୧୯୯୩)
Ahnik (1993)
Download
ସ୍ଥିର ଚିତ୍ର (୧୯୯୩)
Sthira Chitra (1993)
Download
ସଚରାଚର୍ (୧୯୯୫)
Sacharachar (1995)
Download
ସ୍ମୃତିଓଁ କା ସହର୍ (୨୦୦୭)
Smrution ka Sahar (2007)
Download
ପରିକ୍ରମା (୨୦୦୭)
Parikrama (2007)
Download
ଗୁଜରାତ୍ କେ ବାଦ୍ (୨୦୧୪)
Gujarat ke Bad (2014)
Download
ଗଳ୍ପ – Short stories
ମାୟାବୀ ହିରନ୍ (୧୯୮୩)
Mayabi Hiran (1983)
Download
ସନ୍ନ୍ୟାସ୍ କା ରାସ୍ତା (୧୯୮୮)
Sanyas ka Rasta (1988)
Download
ତିସ୍‌ରୀ ଦୁନିଆ (୧୯୮୫)
Tisri Duniya (1985)
Download
ମକ୍‌ଡି କା ଜାଲ୍ (୧୯୯୦)
Makdi ka Jala (1990)
Download
ପ୍ରିୟ ବିଦୂଷକ୍ (୨୦୦୩)
Priya Bidushak (2003)
Download
ଉଡ଼ିଶା କି ଲୋକକଥାଏଁ
Odisha ki Lok Kathaen
Download
ନାଟକ, ଉପନ୍ୟାସ ଓ ଅନ୍ୟାନ୍ୟ – Plays, Novel and others
ସବ୍‌ସେ ନୀଚେ କା ଆଦ୍‌ମୀ (୧୯୮୧)
Sabse Niche ka Admi (1981)
Download
ଏକ୍ ଦୁଶ୍‌ରେ କେ ଲିୟେ (୧୯୮୬)
Ek Dusre ke Liye (1986)
Download
ଅସଙ୍ଗତ୍ ନାଟକ୍ (୧୯୯୧)
Asangat Natak (1991)
Download
ସୂର୍ୟାସ୍ତ୍ (୧୯୯୪)
Surjyasta (1994)
Download
ସୁନ୍ଦର ଦାସ୍ (୧୯୯୭)
Sundardas (1997)
Download
ଦେଶ୍ କାଲ୍ ପାତ୍ର (୨୦୦୫)
Desh Kal Patra (2005)
Download
ଜେ. ପି. ଦାସ୍ ସଞ୍ଚୟନ୍
(୨୦୧୫)
JP Das Sanchayan (2015)
Download
ଅନ୍ୟ ଭାଷାକୁ – To Other language
ସୂର୍ୟାସ୍ତେର୍ ଆଗେ (ବଙ୍ଗଳା)
Surjyasta Purbaru (Bengali)
Download
ସବ୍ ଶେଷେର୍ ମାନୁଷ୍ (ବଙ୍ଗଳା)
Sab Seser Manus (Bengali)
Download
ସ୍ମୃତିର୍ ସହର୍ (ବଙ୍ଗଳା, ୨୦୦୨)
Smrutira Sahara (Bengali, 2002)
Download
ପ୍ରଥମ ପୁରୁଷ୍ (ବଙ୍ଗଳା ୨୦୦୩)
Pratham Purus (Bengali 2003)
Download
ଆହ୍ନିକ (ବଙ୍ଗଳା ୧୯୯୪)
Anhik (Bengali 1994)
Download
ପରିକ୍ରମା (ବଙ୍ଗଳା ୨୦୧୮)
Pariprama (Bengali 2018)
Download
ଆଥାନ୍ ଭେଲେ (ପଞ୍ଜାବୀ, ୧୯୭୯)
Surjyasta Purbaru (Punjabi, 1979)
Download
ସୂର୍ଯ୍ୟାସ୍ତ ପୂର୍ବରୁ (କନ୍ନଡ, ୧୯୭୯)
Surjyasta Purbaru (Kannada, 1979)
Download
ପର୍‌ଛାଇଓଁ କେ ଜୁଲୁସ୍ (ଉର୍ଦ୍ଦୁ,)
Surjyasta Purbaru (Urdu)
Download
ଆହ୍ନିକ୍ (ଆସାମୀୟା, ୨୦୦୧)
Ahnik (Assamese, 2001)
Download
ଜଗନ୍ନାଥ ପ୍ରସାଦଙ୍କ ସମ୍ପର୍କରେ – On Jagannath Prasad
ୱର୍ଡସ୍ ଅନ୍ କାନ୍‌ଭାସ୍ (୨୦୦୫)
Words on Canvas (2005)
Download
ଭାରତୀୟତାର ଅନ୍ୱେଷୀ (୨୦୧୪)
Bharatiyatara Anwesi (2014)
Download
ବନ୍ଧୁତାର ଆସର (୨୦୧୩)
Bandhutara Asara (2013)
Download
ବହୁଧା (୨୦୧୫)
Bahudha (2015)
Download
ସୃଜନ ଯାତ୍ରା (୨୦୧୦)
Srujana Jatra (2010)
Download
ଏ କ୍ରିଏଟିଭ୍ ଜର୍ଣ୍ଣି (୨୦୧୫)
A Creative Journey (2015)
Download
ମୁଖଶାଳା (୨୦୧୫)
Mukhashala (2015)
Download
ପ୍ରିୟ ଜେପି (୨୦୧୧)
Priya JePi (2011)
Download
ଜଣେ ଜେପି, ଅନେକ ଜୀବନ (୨୦୨୧)
Jane JePi, Aneka Jibana (2021)
Download