କିଶୋରୀଚରଣ ଦାସ ସଂକଳନ
କିଶୋରୀଚରଣ ଦାସ (୧୯୨୪-୨୦୦୪) ଓଡ଼ିଆ ସାହିତ୍ୟର ଜଣେ ଜଣାଶୁଣା ନାଁ। ଦୀର୍ଘ ଛ ଦଶନ୍ଧି ଧରି ସେ ଲେଖୁଥିଲେ ଏବଂ ୨୧୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ଏଗୁଡ଼ିକ ୨୦ଟି ସଂକଳନରେ ପ୍ରକାଶ ପାଇଛି। ଏହାଛଡ଼ା ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ମଧ୍ୟ ସେ ରଚନା କରିଥିଲେ। ତାଙ୍କର ଅନେକ ଗପ ଭାରତର ଅନ୍ୟ ଭାଷା ତଥା ବିଦେଶୀ ଭାଷାକୁ ଅନୁବାଦ କରାଯାଇଛି। ତାଙ୍କ ଚରିତ୍ରମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀୟ। ସରଳ ଭାଷା ଓ ଅନୁଭୂତିର ଗଭୀରତା, ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ ଲେଖାର ବିଶେଷତ୍ୱ। ତାଙ୍କର ମୋଟ ୧୯ଟି ଗଳ୍ପ, ୭ଟି ଉପନ୍ୟାସ, ୨ଟି କବିତା, ୬ଟି ଆଲୋଚନା ପ୍ରବନ୍ଧ, ୨ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇଛି। ତେବେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତିରିଶ ବର୍ଷର ଗଳ୍ପ ଓ ଆଳାପ। ଚାରିଖଣ୍ଡରେ ଏହା ପ୍ରକାଶିତ, ଶେଷଖଣ୍ଡଟି ଅପହୃତ ଓ ଅପ୍ରକାଶିତ।
କିଶୋରୀଚରଣଙ୍କ ଜନ୍ମ ୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ ଦିନ। ବାପା ଥିଲେ ଆଇନଜ୍ଞ ବିପ୍ରଚରଣ ଦାସ ଏବଂ ମା’ ସୀତାମଣି ଦେବୀ। ଘରେ ବାଲ୍ୟଶିକ୍ଷାରୁ ଆରମ୍ଭ କରି ସେ ଭଦ୍ରକ ଓ କେନ୍ଦ୍ରାପଡ଼ା ସ୍କୁଲ, ରେଭେନ୍ସା କଲେଜ, ପାଟଣା ବିଶ୍ୱବିଦ୍ୟାଳୟ ଆଦି ଦେଇ ଶିକ୍ଷା ଶେଷ କରିଥିଲେ। ଆଇନ ପାଠ ପରେ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସରକାରୀ କାମରେ ସେ ଅନେକ ସମୟ ବିଦେଶରେ କଟାଇଥିଲେ। ଚାକିରିର ବ୍ୟସ୍ତତା ଭିତରେ ବି ତାଙ୍କର ଲେଖନୀ ଚାଲିଥିଲା।
କିଶୋରୀଚରଣ ଥିଲେ ପ୍ରେମମୟ, ସମ୍ବେଦନଶୀଳ ଓ ସୌନ୍ଦର୍ଯ୍ୟର ପୂଜାରୀ। ଭାରତୀୟ ସଂସ୍କୃତି, ପରମ୍ପରା ତଥା ଆଧୁନିକ ଭାବନାର ଗଭୀର ସମର୍ଥକ ଓ ବିଶ୍ୱାସୀ। ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ଶେଷ କରି ସେ ମୁଦ୍ରଣ ପାଇଁ ଦେଇ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ। କିନ୍ତୁ ବହିଟିର ମୁଦ୍ରିତ ରୂପ ଦେଖିବା ପାଇଁ ସେ ଆଉ ରହିଲେ ନାହିଁ। ଶେଷରେ ସେ ୨୦୦୪ ମସିହା ଅଗଷ୍ଟ ୧୭ ତାରିଖ ଦିନ ତାଙ୍କର ଦେହାନ୍ତ ଘଟିଲା।
ତଳ ସୂଚୀ ସାହାଯ୍ୟରେ କିଶୋରୀଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
କିଶୋରୀଚରଣ ସର୍ଜନା ସୂଚୀ | |||||
ଗଳ୍ପ | Short Stories | ||||
![]() Bhanga Khelana (1961) Preview Download |
ଲକ୍ଷ ବିହଙ୍ଗ (୧୯୬୮) Laksha Bihanga (1968) (ବହି ମିଳିନାହିଁ) |
![]() Ghara Bahuda (1968) Preview Download |
![]() Thakura Ghara (1975) Preview Download |
![]() Preview Download |
|
![]() Gamana (1980) Preview Download |
![]() Khelara Nama Ranga (1982) Preview Download |
![]() Bhinna Paunsa (1984) Preview Download |
![]() Preview Download |
![]() Wild Peacock And Other Stories (1985) Preview Download |
|
![]() Sita Lahari (1986) Preview Download |
![]() Preview Download |
![]() Leutani (1989) Preview Download |
![]() Nijasanja (1992) Preview Download |
![]() Prayer Room And Other Stories (1993) Preview Download |
|
![]() Midnight Moon And Other Stories (1993) Preview Download |
![]() Dhabala Akasa (1994) Preview Download |
![]() Tharutie (1997) Preview Download |
![]() Taranga (1997) Preview Download |
![]() Sesa Galpa (2000) Preview Download |
|
![]() The Journey (2000) Preview Download |
![]() Parada Tale and Other Stories (2002) Preview Download |
![]() Santa Aparahna (2003) Preview Download |
![]() Nian (2004) Preview Download |
![]() Inner Voice and Other Stories (2000) Preview Download |
|
ଉପନ୍ୟାସ | Novels | ||||
![]() Satoti Dinara Sati (1993) Preview Download |
![]() Sakala Santana (1995) Preview Download |
![]() Neta O Netramani (1996) Preview Download |
![]() Swargasima (1997) Preview Download |
![]() Bidesini (2000) Preview Download |
|
![]() Tuma Ama Satabdi (2000) Preview Download |
![]() Sesa Anka Prathama Drusya (2003) Preview Download |
||||
କବିତା | Poetry | ||||
![]() Faces In The Dark (1979) Open |
![]() Mini Kamana ((1982) Open |
![]() Sanjabati O Anyanya Kabita (2001) Open |
![]() Evening That Never Was And Other Poems Open |
||
ପ୍ରବନ୍ଧ | Essays | ||||
![]() Lekhakara Sansara (1985) Preview Download |
![]() Katha Sahityara Kala O Karigari (1990) Preview Download |
![]() Lekhakara Dukha (1995) Preview Download |
![]() Chenae Pruthibi Chirudae Ghara (1995) Preview Download |
![]() Mora Tume (1997) Preview Download |
|
![]() My Writings My Times (1997) Open |
![]() Learn to Write Short Story (2000) Open |
![]() Mo Samaya Mo Sahitya (2000) Preview Download |
![]() Sahitya Premara Sesa Katha (2004) Preview Download |
||
ଅନୁବାଦ | Translations | ||||
![]() Sesa Golakadhanda (1996) Preview Download |
![]() Pratibha (1997) Preview Download |
![]() Amari Pari Badaloka (2001) Preview Download |
![]() Magic Sidi (2005) Preview Download |
||
ବିଶେଷ | Special | ||||
![]() Tiris Barsara Galpa O Alapa v.01 (1988) Preview Download |
![]() Tiris Barsara Galpa O Alapa v.02 (1991) Preview Download |
![]() Tiris Barsara Galpa O Alapa v.03 (1992) Preview Download |
![]() Tiris Barsara Galpa O Alapa v.04 (2000) Preview Download |
![]() Samaya Nahi (2004) Preview Download |
|
![]() Open |
![]() (Biography, 2010) Preview Download |
Essays, Talks etc. Preview Download |
Interviews, Reviews Preview Download |
![]() Preview Download |