ସଚ୍ଚି ରାଉତରାୟ ସଂକଳନ
କବି ସଚ୍ଚିଦାନନ୍ଦ ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୬ (୧୯୧୩?) ମସିହା ମେ ୧୩ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ପ୍ରସନ୍ନ କୁମାର ରାଉତରାୟ ଜଣେ ଆଇନଜୀବୀ ଥଲେ। ସଚ୍ଚିଦାନନ୍ଦଙ୍କୁ ତାଙ୍କ ବଡ଼ବାପା ପିଲାଦିନୁ ପୁଅ କରି ନେଇଥିଲେ।
ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ସଚ୍ଚି ରାଉତରାୟଙ୍କ ଲେଖନୀ ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସକ୍ରିୟ ଥିଲା। ତାଙ୍କୁ ଜନତାର କବି କୁହାଯାଏ। ଓଡ଼ିଆ ଓ ଇଂରାଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ୧୯୮୬ରେ ସେ ଲାଭ କରିଥିଲେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ୧୯୮୮ରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା।
ତାଙ୍କର ଅଧିକାଂଶ କବିତାରେ ଉଗ୍ର ସାମ୍ୟବାଦର ଚିହ୍ନ ସ୍ପଷ୍ଟ ବାରିହୁଏ। ଔପନ୍ୟାସିକ ଗୋପୀନାଥ ମହାନ୍ତି, ତାଙ୍କ କବିତାଗୁଡ଼ିକୁ ଘଡ଼ଘଡ଼ି ଭାବେ ଆଖ୍ୟାୟିତ କରିଥିଲେ। ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ପଞ୍ଚାମୃତ ପତ୍ରିକାରେ ପ୍ରକାଶ ହୋଇଥିଲା ତାଙ୍କର ପ୍ରଥମ କବିତା।
ସଚ୍ଚିଦାନନ୍ଦ ରାଉତରାୟଙ୍କର କର୍ମଜୀବନର ମୁଖ୍ୟ କାଳ କଟିଥିଲା କଲିକତାରେ (କେଶୋରାମ କଟନ୍ ମିଲ୍ସ୍ର ଲେବର୍ ଅଫିସର)। ନିଜର ସୁଦୀର୍ଘ କର୍ମମୟ ଜୀବନରେ ଦେଶ-ବିଦେଶରେ, ଆନ୍ତର୍ଜାତୀୟ ପରିସରରେ, ଓଡ଼ିଶାର ମହାନ ଐତିହ୍ୟ ଓ କଳା-କୀର୍ତ୍ତିର ଯଥାଯଥ ଉପସ୍ଥାପନା ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ସାହିତ୍ୟରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଆଜୀବନ ବ୍ୟଥିତ ଥିଲେ। ସଚ୍ଚି ରାଉତରାୟଙ୍କ ପାଇଁ ଜୀବନ ଥିଲା, ଏକ ଅପେକ୍ଷା। ସେ କହିଛନ୍ତି, ‘ଯାହା ବଞ୍ଚାଯାଏ, ତାହା ହିଁ ଜୀବନ; ଯାହା ଅଭିନୀତ ହୁଏ, ତାହା ନୁହେଁ।’ ତାଙ୍କ ଦୃଷ୍ଟିରେ ମଣିଷ ପ୍ରଥମେ ମଣିଷ – ସେ ପଶୁ ନୁହେଁ କି ଦେବତା ନୁହେଁ। ମଣିଷର ମଣିଷ ପଣିଆକୁ ଯିଏ ଦେଖେନାହିଁ, ସେ କିଛି ହିଁ ଦେଖେନାହିଁ।
ତଳ ସୂଚୀ ସାହାଯ୍ୟରେ ସଚ୍ଚିଦାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ସଚ୍ଚିଦାନନ୍ଦ ସର୍ଜନା ସୂଚୀ | ||||
କବିତା – Poetry | ||||
Abhijana (1938) Download |
Raktasikha (1939) Download |
Pallisree (1941) Download |
Baji Raut (1943) Download |
Pandulipi (1947) Download |
Abhijnana (1949) Download |
Bhanumatira Desa (1949) Download |
Hasanta (1950) Download |
Swagata (1958) Download |
Kabita 1962 O Nutana Kabitara Bhumika (1962) /Download |
Chira Pradipta (1969) Download |
Esiara Swapna (1970) Download |
Kabita 1969 (1970) Download |
Kabita 1971 (1972) Download |
Kabita 1974 (1975) Download |
Kabita 1983 (1983) Download |
Kabita 1985 (1985) Download |
Kabita 1987 (1987) Download |
Kabita 1990 (1991) Download |
Kabita 2003 (2003) Download |
ପ୍ରବନ୍ଧ – Essay | ||||
Sahitya Bichara Mulyabodha (1935) Download |
Sahityare Mulyabodha (1972) Download |
Kabita – 1974 Prak Kathani (1975) Download |
Adhunika Sahityara Keteka Diga (1983) Download |
Prabandha Pramanika (2004) Download |
ଗଳ୍ପ ଓ ଉପନ୍ୟାସ – Story and Novel | ||||
Masanira Phula (1945) Download |
Matira Taj (1945) Download |
Chhai (1950) Download |
||
Mankada O Anyanya Galpa (1984) Download |
Nutana Galpa (1990) Download |
Chitragriba (1936) Download |
||
ଗ୍ରନ୍ଥାବଳୀ, ଆତ୍ମଜୀବନୀ, ଅନ୍ୟାନ୍ୟ – Collected works, Autobiography, others | ||||
Sachi Rautray Granthabali, v.01 (1965) Download |
Sachi Rautray Granthabali, v.02 (1976) Download |
Sachi Rautray Granthabali (2001) Download |
Sachi Rautray Granthabali (2016) Download |
|
Uttarakaska, v.01 (1998) Download |
Uttarakaska, v.02 (୨୦୦୦) Download |
Purnima (1932) Download |
||
ଅନୁବାଦ ଓ ଅନୁବାଦିତ – Translation and Translated | ||||
President Nixon (1969) Download |
Mayakosky Kabita Sangraha (1965) Download |
Ekante Bandhur Mukha (1974) Download |
Ekoisiti Bangla Galpa Download |
Rabindranathnka 101 Kabita (1947) Download |
Andharua (Hindi, 1988) Download |
Basant Ke Ekant Jile Me (Hindi, 1988) Download |
Masan Ke Phul (Hindi, 1995) Download |
The Boatman Boy and Forty Poems (1954) Download |
Pratima Naik and Other Poems (1983) Download |
Verticals of Life (1996) Download |
Where Flows the Bhanumati (1988, 2e. 1992) Download |
The Short Stories (1972) Download |
||
ସ୍ରଷ୍ଟା ଓ ସମୀକ୍ଷା – Creator and Review | ||||
Kabi Sachi Rautraynka Pandulipi (1993) Download |
Kabi Sachi Rautray O Guruprasad (1972) Download |
Kabya Saraswati Kabi Sachi Rautray (2005) Download |
Konarka (2005) Download |
Odia Katha Sahityaku Kabi Sachi Rautraynka Abadana (2000) Download |
Kabi Sachi Rautray – A Poet of the People (1955) Download |
Kabi Sachi Rautray Abhinandana Grantha (1986) Download |
Kabi Sachi Rautraynka Kabita – 1931-1974 (1977) Download |
Sachi Rautray – The Poet (1988) Download |
Sachidananda Rautray ( (2004) Download |
ଶ୍ରେଷ୍ଠ କବିତା (୧୯୯୬) Srestha Kabita (1996) Download |
ମହାକବି ସଚ୍ଚି ରାଉତରାୟ Mahakabi Sachi Rautray Open |
କାଳାନ୍ତର ସ୍ରଷ୍ଟା ସଚ୍ଚି ରାଉତରାୟ Kalantara Srasta Sachi Rautray Open |
ହେ ଜ୍ୟେଷ୍ଠ ହେ ଶ୍ରେଷ୍ଠ He Jyestha He Srestha Open |