ସଚ୍ଚି ରାଉତରାୟ ସଂକଳନ
କବି ସଚ୍ଚିଦାନନ୍ଦ ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୬ (୧୯୧୩?) ମସିହା ମେ ୧୩ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ପ୍ରସନ୍ନ କୁମାର ରାଉତରାୟ ଜଣେ ଆଇନଜୀବୀ ଥଲେ। ସଚ୍ଚିଦାନନ୍ଦଙ୍କୁ ତାଙ୍କ ବଡ଼ବାପା ପିଲାଦିନୁ ପୁଅ କରି ନେଇଥିଲେ।
ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ସଚ୍ଚି ରାଉତରାୟଙ୍କ ଲେଖନୀ ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସକ୍ରିୟ ଥିଲା। ତାଙ୍କୁ ଜନତାର କବି କୁହାଯାଏ। ଓଡ଼ିଆ ଓ ଇଂରାଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ୧୯୮୬ରେ ସେ ଲାଭ କରିଥିଲେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ୧୯୮୮ରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା।
ତାଙ୍କର ଅଧିକାଂଶ କବିତାରେ ଉଗ୍ର ସାମ୍ୟବାଦର ଚିହ୍ନ ସ୍ପଷ୍ଟ ବାରିହୁଏ। ଔପନ୍ୟାସିକ ଗୋପୀନାଥ ମହାନ୍ତି, ତାଙ୍କ କବିତାଗୁଡ଼ିକୁ ଘଡ଼ଘଡ଼ି ଭାବେ ଆଖ୍ୟାୟିତ କରିଥିଲେ। ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ପଞ୍ଚାମୃତ ପତ୍ରିକାରେ ପ୍ରକାଶ ହୋଇଥିଲା ତାଙ୍କର ପ୍ରଥମ କବିତା।
ସଚ୍ଚିଦାନନ୍ଦ ରାଉତରାୟଙ୍କର କର୍ମଜୀବନର ମୁଖ୍ୟ କାଳ କଟିଥିଲା କଲିକତାରେ (କେଶୋରାମ କଟନ୍ ମିଲ୍ସ୍ର ଲେବର୍ ଅଫିସର)। ନିଜର ସୁଦୀର୍ଘ କର୍ମମୟ ଜୀବନରେ ଦେଶ-ବିଦେଶରେ, ଆନ୍ତର୍ଜାତୀୟ ପରିସରରେ, ଓଡ଼ିଶାର ମହାନ ଐତିହ୍ୟ ଓ କଳା-କୀର୍ତ୍ତିର ଯଥାଯଥ ଉପସ୍ଥାପନା ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ସାହିତ୍ୟରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଆଜୀବନ ବ୍ୟଥିତ ଥିଲେ। ସଚ୍ଚି ରାଉତରାୟଙ୍କ ପାଇଁ ଜୀବନ ଥିଲା, ଏକ ଅପେକ୍ଷା। ସେ କହିଛନ୍ତି, ‘ଯାହା ବଞ୍ଚାଯାଏ, ତାହା ହିଁ ଜୀବନ; ଯାହା ଅଭିନୀତ ହୁଏ, ତାହା ନୁହେଁ।’ ତାଙ୍କ ଦୃଷ୍ଟିରେ ମଣିଷ ପ୍ରଥମେ ମଣିଷ – ସେ ପଶୁ ନୁହେଁ କି ଦେବତା ନୁହେଁ। ମଣିଷର ମଣିଷ ପଣିଆକୁ ଯିଏ ଦେଖେନାହିଁ, ସେ କିଛି ହିଁ ଦେଖେନାହିଁ।
ତଳ ସୂଚୀ ସାହାଯ୍ୟରେ ସଚ୍ଚିଦାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ସଚ୍ଚିଦାନନ୍ଦ ସର୍ଜନା ସୂଚୀ | ||||
କବିତା – Poetry | ||||
ଅଭିଯାନ (୧୯୩୮) Abhijana (1938) Download |
ରକ୍ତଶିଖା (୧୯୩୯) Raktasikha (1939) Download |
ପଲ୍ଲିଶ୍ରୀ (୧୯୪୧) Pallisree (1941) Download |
ବାଜି ରାଉତ (୧୯୪୩) Baji Raut (1943) Download |
ପାଣ୍ଡୁଲିପି (୧୯୪୭) Pandulipi (1947) Download |
ଅଭିଜ୍ଞାନ (୧୯୪୯) Abhijnana (1949) Download |
ଭାନୁମତୀର ଦେଶ (୧୯୪୯) Bhanumatira Desa (1949) Download |
ହସନ୍ତ (୧୯୫୦) Hasanta (1950) Download |
ସ୍ୱଗତ (୧୯୫୮) Swagata (1958) Download |
କବିତା ୧୯୬୨ ଓ ନୂତନ କବିତାର ଭୂମିକା (୧୯୬୨) Kabita 1962 O Nutana Kabitara Bhumika (1962) /Download |
ଚିର ପ୍ରଦୀପ୍ତ (୧୯୬୯) Chira Pradipta (1969) Download |
ଏସିଆର ସ୍ୱପ୍ନ (୧୯୭୦) Esiara Swapna (1970) Download |
କବିତା ୧୯୬୯ (୧୯୭୦) Kabita 1969 (1970) Download |
କବିତା ୧୯୭୧ (୧୯୭୨) Kabita 1971 (1972) Download |
କବିତା ୧୯୭୪ (୧୯୭୫) Kabita 1974 (1975) Download |
କବିତା ୧୯୮୩ (୧୯୮୩) Kabita 1983 (1983) Download |
କବିତା ୧୯୮୫ (୧୯୮୫) Kabita 1985 (1985) Download |
କବିତା ୧୯୮୭ (୧୯୮୭) Kabita 1987 (1987) Download |
କବିତା ୧୯୯୦ (୧୯୯୧) Kabita 1990 (1991) Download |
କବିତା ୨୦୦୩ (୨୦୦୩) Kabita 2003 (2003) Download |
ପ୍ରବନ୍ଧ – Essay | ||||
ସାହିତ୍ୟ ବିଚାର ଓ ମୂଲ୍ୟବୋଧ (୧୯୩୫) Sahitya Bichara Mulyabodha (1935) Download |
ସାହିତ୍ୟରେ ମୂଲ୍ୟବୋଧ (୧୯୭୨) Sahityare Mulyabodha (1972) Download |
କବିତା – ୧୯୭୪ ପ୍ରାକ୍-କଥାନି (୧୯୭୫) Kabita – 1974 Prak Kathani (1975) Download |
ଆଧୁନିକ ସାହିତ୍ୟର କେତେକ ଦିଗ (୧୯୮୩) Adhunika Sahityara Keteka Diga (1983) Download |
ପ୍ରବନ୍ଧ ପ୍ରାମାଣିକ (୨୦୦୪) Prabandha Pramanika (2004) Download |
ଗଳ୍ପ ଓ ଉପନ୍ୟାସ – Story and Novel | ||||
ମଶାଣିର ଫୁଲ (୧୯୪୫) Masanira Phula (1945) Download |
ମାଟିର ତାଜ (୧୯୪୫) Matira Taj (1945) Download |
ଛାଇ (୧୯୫୦) Chhai (1950) Download |
||
ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ (୧୯୮୪) Mankada O Anyanya Galpa (1984) Download |
ନୂତନ ଗଳ୍ପ (୧୯୯୦) Nutana Galpa (1990) Download |
ଚିତ୍ରଗ୍ରୀବ (ଉପନ୍ୟାସ, ୧୯୩୬) Chitragriba (1936) Download |
||
ଗ୍ରନ୍ଥାବଳୀ, ଆତ୍ମଜୀବନୀ, ଅନ୍ୟାନ୍ୟ – Collected works, Autobiography, others | ||||
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ଭାଗ ୧ (୧୯୬୫) Sachi Rautray Granthabali, v.01 (1965) Download |
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ଭାଗ ୨ (୧୯୭୬) Sachi Rautray Granthabali, v.02 (1976) Download |
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ (୨୦୦୧) Sachi Rautray Granthabali (2001) Download |
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ (୨୦୧୬) Sachi Rautray Granthabali (2016) Download |
|
ଉତ୍ତରକକ୍ଷ, ଭାଗ ୧ (୧୯୯୮) Uttarakaska, v.01 (1998) Download |
ଉତ୍ତରକକ୍ଷ, ଭାଗ ୨ (୨୦୦୦) Uttarakaska, v.02 (୨୦୦୦) Download |
ପୂର୍ଣ୍ଣିମା (୧୯୩୨) Purnima (1932) Download |
||
ଅନୁବାଦ ଓ ଅନୁବାଦିତ – Translation and Translated | ||||
ପ୍ରେସିଡେଣ୍ଟ ନିକ୍ସନ (୧୯୬୯) President Nixon (1969) Download |
ମାୟାକୋଭସ୍କି କବିତା ସଂଗ୍ରହ (୧୯୬୫) Mayakosky Kabita Sangraha (1965) Download |
ଏକାନ୍ତେ ବନ୍ଧୁର ମୁଖ (୧୯୭୪) Ekante Bandhur Mukha (1974) Download |
ଏକୋଇଶଟି ବାଂଲା ଗଳ୍ପ (୧୯୮୪) Ekoisiti Bangla Galpa Download |
ରବୀନ୍ଦ୍ରନାଥଙ୍କ ୧୦୧ କବିତା (୧୯୪୭) Rabindranathnka 101 Kabita (1947) Download |
ଅନ୍ଧାରୁଆ (ହିନ୍ଦୀ, ୧୯୮୮) Andharua (Hindi, 1988) Download |
ବସନ୍ତ କେ ଏକାନ୍ତ ଜିଲେ ମେଁ (ହିନ୍ଦୀ, ୧୯୮୮) Basant Ke Ekant Jile Me (Hindi, 1988) Download |
ମଶାନ୍ କେ ଫୁଲ୍ (ହିନ୍ଦୀ, ୧୯୯୫) Masan Ke Phul (Hindi, 1995) Download |
ଦି ବୋଟ୍ମ୍ୟାନ୍ ବୟ ଆଣ୍ଡ ଫର୍ଟି ପୋଏମ୍ସ୍ (୧୯୫୪) The Boatman Boy and Forty Poems (1954) Download |
ପ୍ରତିମା ନାୟକ ଆଣ୍ଡ ଅଦର୍ ପୋଏମ୍ସ୍ (୧୯୮୩) Pratima Naik and Other Poems (1983) Download |
ଭର୍ଟିକାଲ୍ସ୍ ଅଫ୍ ଲାଇଫ୍ (୧୯୯୬) Verticals of Life (1996) Download |
ହ୍ୱେର୍ ଫ୍ଲୋଜ୍ ଦି ଭାନୁମତୀ (୧୯୮୮, ୧୯୯୨, ୨ୟ) Where Flows the Bhanumati (1988, 2e. 1992) Download |
ସର୍ଟ ଷ୍ଟୋରିଜ୍ (୧୯୭୨) The Short Stories (1972) Download |
||
ସ୍ରଷ୍ଟା ଓ ସମୀକ୍ଷା – Creator and Review | ||||
କବି ସଚ୍ଚି ରାଉତରାୟଙ୍କ ପାଣ୍ଡୁଲିପି (୧୯୯୩) Kabi Sachi Rautraynka Pandulipi (1993) Download |
କବି ସଚ୍ଚି ରାଉତରାୟ ଓ ଗୁରୁପ୍ରସାଦ (୧୯୭୨) Kabi Sachi Rautray O Guruprasad (1972) Download |
କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (୨୦୦୫) Kabya Saraswati Kabi Sachi Rautray (2005) Download |
କୋଣାର୍କ (୨୦୦୫) Konarka (2005) Download |
ଓଡ଼ିଆ କଥା ସାହିତ୍ୟକୁ ସଚ୍ଚି ରାଉତରାୟଙ୍କ ଅବଦାନ (୨୦୦୦) Odia Katha Sahityaku Kabi Sachi Rautraynka Abadana (2000) Download |
ସଚ୍ଚି ରାଉତରାୟ – ଏ ପୋଏଟ୍ ଅଫ୍ ଦି ପିଉପଲ୍ (୧୯୫୫) Kabi Sachi Rautray – A Poet of the People (1955) Download |
ସଚ୍ଚି ରାଉତରାୟ ଅଭିନନ୍ଦନ ଗ୍ରନ୍ଥ (୧୯୮୬) Kabi Sachi Rautray Abhinandana Grantha (1986) Download |
ସଚ୍ଚି ରାଉତରାୟଙ୍କ କବିତା – ୧୯୩୧-୧୯୭୪ (୧୯୭୭) Kabi Sachi Rautraynka Kabita – 1931-1974 (1977) Download |
ସଚ୍ଚି ରାଉତରାୟ – ଦି ପୋଏଟ୍ (୧୯୮୮) Sachi Rautray – The Poet (1988) Download |
ସଚ୍ଚିଦାନନ୍ଦ ରାଉତରାୟ (୨୦୦୪) Sachidananda Rautray ( (2004) Download |
ଶ୍ରେଷ୍ଠ କବିତା (୧୯୯୬) Srestha Kabita (1996) Download |
ମହାକବି ସଚ୍ଚି ରାଉତରାୟ Mahakabi Sachi Rautray Open |
କାଳାନ୍ତର ସ୍ରଷ୍ଟା ସଚ୍ଚି ରାଉତରାୟ Kalantara Srasta Sachi Rautray Open |
ହେ ଜ୍ୟେଷ୍ଠ ହେ ଶ୍ରେଷ୍ଠ He Jyestha He Srestha Open |