ସଚ୍ଚି ରାଉତରାୟ ସଂକଳନ

କବି ସଚ୍ଚିଦାନନ୍ଦ ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୬ (୧୯୧୩?) ମସିହା ମେ ୧୩ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ପ୍ରସନ୍ନ କୁମାର ରାଉତରାୟ ଜଣେ ଆଇନଜୀବୀ ଥଲେ। ସଚ୍ଚିଦାନନ୍ଦଙ୍କୁ ତାଙ୍କ ବଡ଼ବାପା ପିଲାଦିନୁ ପୁଅ କରି ନେଇଥିଲେ।

ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ସଚ୍ଚି ରାଉତରାୟଙ୍କ ଲେଖନୀ ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସକ୍ରିୟ ଥିଲା। ତାଙ୍କୁ ଜନତାର କବି କୁହାଯାଏ। ଓଡ଼ିଆ ଓ ଇଂରାଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ୧୯୮୬ରେ ସେ ଲାଭ କରିଥିଲେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ୧୯୮୮ରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା।

ତାଙ୍କର ଅଧିକାଂଶ କବିତାରେ ଉଗ୍ର ସାମ୍ୟବାଦର ଚିହ୍ନ ସ୍ପଷ୍ଟ ବାରିହୁଏ। ଔପନ୍ୟାସିକ ଗୋପୀନାଥ ମହାନ୍ତି, ତାଙ୍କ କବିତାଗୁଡ଼ିକୁ ଘଡ଼ଘଡ଼ି ଭାବେ ଆଖ୍ୟାୟିତ କରିଥିଲେ। ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ପଞ୍ଚାମୃତ ପତ୍ରିକାରେ ପ୍ରକାଶ ହୋଇଥିଲା ତାଙ୍କର ପ୍ରଥମ କବିତା।

ସଚ୍ଚିଦାନନ୍ଦ ରାଉତରାୟଙ୍କର କର୍ମଜୀବନର ମୁଖ୍ୟ କାଳ କଟିଥିଲା କଲିକତାରେ (କେଶୋରାମ କଟନ୍ ମିଲ୍‌ସ୍‌ର ଲେବର୍ ଅଫିସର)। ନିଜର ସୁଦୀର୍ଘ କର୍ମମୟ ଜୀବନରେ ଦେଶ-ବିଦେଶରେ, ଆନ୍ତର୍ଜାତୀୟ ପରିସରରେ, ଓଡ଼ିଶାର ମହାନ ଐତିହ୍ୟ ଓ କଳା-କୀର୍ତ୍ତିର ଯଥାଯଥ ଉପସ୍ଥାପନା ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ସାହିତ୍ୟରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଆଜୀବନ ବ୍ୟଥିତ ଥିଲେ। ସଚ୍ଚି ରାଉତରାୟଙ୍କ ପାଇଁ ଜୀବନ ଥିଲା, ଏକ ଅପେକ୍ଷା। ସେ କହିଛନ୍ତି, ‘ଯାହା ବଞ୍ଚାଯାଏ, ତାହା ହିଁ ଜୀବନ; ଯାହା ଅଭିନୀତ ହୁଏ, ତାହା ନୁହେଁ।’ ତାଙ୍କ ଦୃଷ୍ଟିରେ ମଣିଷ ପ୍ରଥମେ ମଣିଷ – ସେ ପଶୁ ନୁହେଁ କି ଦେବତା ନୁହେଁ। ମଣିଷର ମଣିଷ ପଣିଆକୁ ଯିଏ ଦେଖେନାହିଁ, ସେ କିଛି ହିଁ ଦେଖେନାହିଁ।

ତଳ ସୂଚୀ ସାହାଯ୍ୟରେ ସଚ୍ଚିଦାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ସଚ୍ଚିଦାନନ୍ଦ ସର୍ଜନା ସୂଚୀ
କବିତା – Poetry
ଅଭିଯାନ (୧୯୩୮)
Abhijana (1938)
Download
ରକ୍ତଶିଖା (୧୯୩୯)
Raktasikha (1939)
Download
ପଲ୍ଲିଶ୍ରୀ (୧୯୪୧)
Pallisree (1941)
Download
ବାଜି ରାଉତ (୧୯୪୩)
Baji Raut (1943)
Download
ପାଣ୍ଡୁଲିପି (୧୯୪୭)
Pandulipi (1947)
Download
ଅଭିଜ୍ଞାନ (୧୯୪୯)
Abhijnana (1949)
Download
ଭାନୁମତୀର ଦେଶ (୧୯୪୯)
Bhanumatira Desa (1949)
Download
ହସନ୍ତ (୧୯୫୦)
Hasanta (1950)
Download
ସ୍ୱଗତ (୧୯୫୮)
Swagata (1958)
Download
କବିତା ୧୯୬୨ ଓ ନୂତନ କବିତାର ଭୂମିକା (୧୯୬୨)
Kabita 1962 O Nutana Kabitara Bhumika (1962)
/Download
ଚିର ପ୍ରଦୀପ୍ତ (୧୯୬୯)
Chira Pradipta (1969)
Download
ଏସିଆର ସ୍ୱପ୍ନ (୧୯୭୦)
Esiara Swapna (1970)
Download
କବିତା ୧୯୬୯ (୧୯୭୦)
Kabita 1969 (1970)
Download
କବିତା ୧୯୭୧ (୧୯୭୨)
Kabita 1971 (1972)
Download
କବିତା ୧୯୭୪ (୧୯୭୫)
Kabita 1974 (1975)
Download
କବିତା ୧୯୮୩ (୧୯୮୩)
Kabita 1983 (1983)
Download
କବିତା ୧୯୮୫ (୧୯୮୫)
Kabita 1985 (1985)
Download
କବିତା ୧୯୮୭ (୧୯୮୭)
Kabita 1987 (1987)
Download
କବିତା ୧୯୯୦ (୧୯୯୧)
Kabita 1990 (1991)
Download
କବିତା ୨୦୦୩ (୨୦୦୩)
Kabita 2003 (2003)
Download
ପ୍ରବନ୍ଧ – Essay
ସାହିତ୍ୟ ବିଚାର ଓ ମୂଲ୍ୟବୋଧ (୧୯୩୫)
Sahitya Bichara Mulyabodha (1935)
Download
ସାହିତ୍ୟରେ ମୂଲ୍ୟବୋଧ (୧୯୭୨)
Sahityare Mulyabodha (1972)
Download
କବିତା – ୧୯୭୪ ପ୍ରାକ୍-କଥାନି (୧୯୭୫)
Kabita – 1974 Prak Kathani (1975)
Download
ଆଧୁନିକ ସାହିତ୍ୟର କେତେକ ଦିଗ (୧୯୮୩)
Adhunika Sahityara Keteka Diga (1983)
Download
ପ୍ରବନ୍ଧ ପ୍ରାମାଣିକ (୨୦୦୪)
Prabandha Pramanika (2004)
Download
ଗଳ୍ପ ଓ ଉପନ୍ୟାସ – Story and Novel
ମଶାଣିର ଫୁଲ (୧୯୪୫)
Masanira Phula (1945)
Download
ମାଟିର ତାଜ (୧୯୪୫)
Matira Taj (1945)
Download
ଛାଇ (୧୯୫୦)
Chhai (1950)
Download
ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ (୧୯୮୪)
Mankada O Anyanya Galpa (1984)
Download
ନୂତନ ଗଳ୍ପ (୧୯୯୦)
Nutana Galpa (1990)
Download
ଚିତ୍ରଗ୍ରୀବ (ଉପନ୍ୟାସ, ୧୯୩୬)
Chitragriba (1936)
Download
ଗ୍ରନ୍ଥାବଳୀ, ଆତ୍ମଜୀବନୀ, ଅନ୍ୟାନ୍ୟ – Collected works, Autobiography, others
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ଭାଗ ୧ (୧୯୬୫)
Sachi Rautray Granthabali, v.01 (1965)
Download
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ଭାଗ ୨ (୧୯୭୬)
Sachi Rautray Granthabali, v.02 (1976)
Download
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ (୨୦୦୧)
Sachi Rautray Granthabali (2001)
Download
ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ (୨୦୧୬)
Sachi Rautray Granthabali (2016)
Download
ଉତ୍ତରକକ୍ଷ, ଭାଗ ୧ (୧୯୯୮)
Uttarakaska, v.01 (1998)
Download
ଉତ୍ତରକକ୍ଷ, ଭାଗ ୨ (୨୦୦୦)
Uttarakaska, v.02 (୨୦୦୦)
Download
ପୂର୍ଣ୍ଣିମା (୧୯୩୨)
Purnima (1932)
Download
ଅନୁବାଦ ଓ ଅନୁବାଦିତ – Translation and Translated
ପ୍ରେସିଡେଣ୍ଟ ନିକ୍ସନ (୧୯୬୯)
President Nixon (1969)
Download
ମାୟାକୋଭସ୍କି କବିତା ସଂଗ୍ରହ (୧୯୬୫)
Mayakosky Kabita Sangraha (1965)
Download
ଏକାନ୍ତେ ବନ୍ଧୁର ମୁଖ (୧୯୭୪)
Ekante Bandhur Mukha (1974)
Download
ଏକୋଇଶଟି ବାଂଲା ଗଳ୍ପ (୧୯୮୪)
Ekoisiti Bangla Galpa
Download
ରବୀନ୍ଦ୍ରନାଥଙ୍କ ୧୦୧ କବିତା (୧୯୪୭)
Rabindranathnka 101 Kabita (1947)
Download
ଅନ୍ଧାରୁଆ (ହିନ୍ଦୀ, ୧୯୮୮)
Andharua (Hindi, 1988)
Download
ବସନ୍ତ କେ ଏକାନ୍ତ ଜିଲେ ମେଁ (ହିନ୍ଦୀ, ୧୯୮୮)
Basant Ke Ekant Jile Me (Hindi, 1988)
Download
ମଶାନ୍ କେ ଫୁଲ୍ (ହିନ୍ଦୀ, ୧୯୯୫)
Masan Ke Phul (Hindi, 1995)
Download
ଦି ବୋଟ୍‌ମ୍ୟାନ୍ ବୟ ଆଣ୍ଡ ଫର୍ଟି ପୋଏମ୍‌ସ୍ (୧୯୫୪)
The Boatman Boy and Forty Poems (1954)
Download
ପ୍ରତିମା ନାୟକ ଆଣ୍ଡ ଅଦର୍ ପୋଏମ୍‌ସ୍ (୧୯୮୩)
Pratima Naik and Other Poems (1983)
Download
ଭର୍ଟିକାଲ୍‌ସ୍ ଅଫ୍ ଲାଇଫ୍ (୧୯୯୬)
Verticals of Life (1996)
Download
ହ୍ୱେର୍ ଫ୍ଲୋଜ୍ ଦି ଭାନୁମତୀ (୧୯୮୮, ୧୯୯୨, ୨ୟ)
Where Flows the Bhanumati (1988, 2e. 1992)
Download
ସର୍ଟ ଷ୍ଟୋରିଜ୍ (୧୯୭୨)
The Short Stories (1972)
Download
ସ୍ରଷ୍ଟା ଓ ସମୀକ୍ଷା – Creator and Review
କବି ସଚ୍ଚି ରାଉତରାୟଙ୍କ ପାଣ୍ଡୁଲିପି (୧୯୯୩)
Kabi Sachi Rautraynka Pandulipi (1993)
Download
କବି ସଚ୍ଚି ରାଉତରାୟ ଓ ଗୁରୁପ୍ରସାଦ (୧୯୭୨)
Kabi Sachi Rautray O Guruprasad (1972)
Download
କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (୨୦୦୫)
Kabya Saraswati Kabi Sachi Rautray (2005)
Download
କୋଣାର୍କ (୨୦୦୫)
Konarka (2005)
Download
ଓଡ଼ିଆ କଥା ସାହିତ୍ୟକୁ ସଚ୍ଚି ରାଉତରାୟଙ୍କ ଅବଦାନ (୨୦୦୦)
Odia Katha Sahityaku Kabi Sachi Rautraynka Abadana (2000)
Download
ସଚ୍ଚି ରାଉତରାୟ – ଏ ପୋଏଟ୍ ଅଫ୍ ଦି ପିଉପଲ୍ (୧୯୫୫)
Kabi Sachi Rautray – A Poet of the People (1955)
Download
ସଚ୍ଚି ରାଉତରାୟ ଅଭିନନ୍ଦନ ଗ୍ରନ୍ଥ (୧୯୮୬)
Kabi Sachi Rautray Abhinandana Grantha (1986)
Download
ସଚ୍ଚି ରାଉତରାୟଙ୍କ କବିତା – ୧୯୩୧-୧୯୭୪ (୧୯୭୭)
Kabi Sachi Rautraynka Kabita – 1931-1974 (1977)
Download
ସଚ୍ଚି ରାଉତରାୟ – ଦି ପୋଏଟ୍ (୧୯୮୮)
Sachi Rautray – The Poet (1988)
Download
ସଚ୍ଚିଦାନନ୍ଦ ରାଉତରାୟ (୨୦୦୪)
Sachidananda Rautray ( (2004)
Download

ଶ୍ରେଷ୍ଠ କବିତା (୧୯୯୬)
Srestha Kabita (1996)
Download
ମହାକବି ସଚ୍ଚି ରାଉତରାୟ
Mahakabi Sachi Rautray
Open
କାଳାନ୍ତର ସ୍ରଷ୍ଟା ସଚ୍ଚି ରାଉତରାୟ
Kalantara Srasta Sachi Rautray
Open
ହେ ଜ୍ୟେଷ୍ଠ ହେ ଶ୍ରେଷ୍ଠ
He Jyestha He Srestha
Open