Trial

ସମଦୃଷ୍ଟି ‘ସମଦୃଷ୍ଟି’ର ଆରମ୍ଭ ୨୦୦୬ ମସିହାରେ। ପ୍ରଥମେ ୯ଟି ସଂଖ୍ୟା ପରେ ୨୦୦୬ ଜୁଲାଇ ୧ ତାରିଖରେ ଏହା ବିଧିବଦ୍ଧ ଭାବରେ ପ୍ରକାଶିତ ହେଲା। ସାଧାରଣ ଲୋକ ଯଥା ଚାଷୀ, ଆଦିବାସୀ, ନାରୀ, କୃଷି ଶ୍ରମିକ, ଗ୍ରାମ୍ୟ କାରିଗର, ବୁଣାକାର ବା ଶ୍ରମଜୀବୀଙ୍କ ସମସ୍ୟାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା।। ଚାରିପଟେ ଚାଲିଥିବା ପରିବେଶର ସଙ୍କଟ ଯଥା ଜଙ୍ଗଲ, ଜମି, ନଦୀ, ଝରଣା, ପାହାଡ଼ର ବିନାଶ ଲୀଳା ଆଦି ମଧ୍ୟ ଏହାର…