ରେଫରେନ୍‌ସ୍

ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଧାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍‌ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍‌ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍‌ଲୋଡ୍ ଆରମ୍ଭ ହେବ।

ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି

ଭାଷା-ସାହିତ୍ୟ
Tribal Language and Literature (K Mahapatra, 2013)  – –  Open
Dating the Oriya Language (AK. Tripathy, 2005) – – Open
Palmleaf Manuscripts Heritage (CB Patel, 2005)  – –  Open
Oriya Literature in English Translation (S Kar, 2013)  [1.3mb] – –  Download
Oriya Language (GN Dash, 2013)  [1.7mb]  – –  Download
ପ୍ରଚଳିତ ଓଡ଼ିଆ ଭାଷାର ଏକ ବ୍ୟାକରଣ (ବିଜୟ ପ୍ର. ମହାପାତ୍ର)  Preview  Download
Oriya Literature (JB Mohanty, 1952)  Preview  Download
ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ (ଆର୍ତ୍ତବଲ୍ଲଭ ମହାନ୍ତି, ୧୯୩୨, ୧୯୫୬) Preview Download
ଓଡ଼ିଆ ଭାଷାର ଇତିହାସ (ବିନାୟକ ମିଶ୍ର, ୧୯୨୭) Preview  Download
ଓଡ଼ିଆ ସାହିତ୍ୟର ଇତିହାସ, ସାମାଜିକ-ସାଂସ୍କୃତିକ ଭିତ୍ତିଭୂମି (ଚିତ୍ତରଞ୍ଜନ ଦାସ)  Preview  Download
History of Oriya Literature (M Mansinha, 1962) Preview  Download
ଓଡ଼ିଆ ଲିପି ଓ ଭାଷା (ଓ. ସାହିତ୍ୟ ଏକାଡେମୀ, ୧୯୮୨)  Preview  Download
A Glimpse into Oriya Literature (CR Das, 1982)  Preview  Download
ଓଡ଼ିଆ ଶିଶୁ-ସାହିତ୍ୟ (ମନୀନ୍ଦ୍ର ମହାନ୍ତି,୧୯୯୨ ) Preview  Download
Submission on Classical Status of Odia Language pt.1 Preview  Download
Submission on Classical Status of Odia Language pt.2,  Appendix – – Download
ଓଡ଼ିଆ ସାହିତ୍ୟ ସମ୍ଭାର
ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦ୍ୱାରା ସଂକଳିତ ଏହି ଗ୍ରନ୍ଥମାଳାରେ ଓଡ଼ିଆ ସାହିତ୍ୟର ବହୁ ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ ରଚନା ଏବଂ ସେସବୁ ବିଷୟରେ ଆଲୋଚନା ସ୍ଥାନ ପାଇଛି।
ସହସ୍ରାଂଶୁ –  ଓଡ଼ିଆ ସାହିତ୍ୟ ଆଲୋଚନା  Preview  Download
ପ୍ରାଚୀନ ଓଡ଼ିଆ କବିତା ସମ୍ଭାର  Preview Download
ପ୍ରାଚୀନ ଓଡ଼ିଆ ନାଟକ Preview  Download
ଓଡ଼ିଆ ତତ୍ତ୍ୱ ସାହିତ୍ୟ Preview  Download
ଓଡ଼ିଆ କାବ୍ୟ ସମ୍ଭାର Preview  Download
ଓଡ଼ିଆ ଗଦ୍ୟ ସଂକଳନ Preview  Download
ଓଡ଼ିଆ ଗଳ୍ପ ସମ୍ଭାର Preview  Download
ଓଡ଼ିଆ ଉପନ୍ୟାସ ସମ୍ଭାର Preview  Download
ଆଧୁନିକ ଓଡ଼ିଆ କବିତା ସମ୍ଭାର Preview  Download
ଆଧୁନିକ ଓଡ଼ିଆ ନାଟକ Preview  Download
ସମକାଳୀନ ଓଡ଼ିଆ ସାହିତ୍ୟ Preview  Download