ରେଫରେନ୍‌ସ୍

ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଧାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍‌ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍‌ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍‌ଲୋଡ୍ ଆରମ୍ଭ ହେବ।
ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି

ଇତିହାସ, ସଂସ୍କୃତି
Epigraphy (S Tripathy, 2013)  [2.6mb] – – Download
Freedom Struggle in Orissa, A New Look (AK Mishra, 2009)  [1.2mb] – –  Open
Maritime Heritage (K Patra, 2005)  – –  Open
ଓଡ଼ିଆ ଜାତିର ଇତିହାସ (ନବୀନ କୁମାର ସାହୁ, ୨୦୧୫)  Preview  Download
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ ୧ – ଇତିହାସ (ପ୍ରବୋଧ କୁମାର ମିଶ୍ର, ୨୦୧୨)  Preview  Download
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ ୨ – ସଂସ୍କୃତି (ପ୍ରବୋଧ କୁମାର ମିଶ୍ର, ୨୦୧୨)  Preview  Download
ଓଡ଼ିଶାର ଇତିହାସ, ଭାଗ ୧ (ସତ୍ୟନାରାୟଣ ରାଜଗୁରୁ, ୧୯୮୫)  Preview  Download
ଓଡ଼ିଶାର କିମ୍ବଦନ୍ତୀ (ପ୍ରସନ୍ନ କୁମାର ମିଶ୍ର, ୧୯୮୩)  Preview  Download
ଓଡ଼ିଶାର ପର୍ବପର୍ବାଣୀ ଓଷାବ୍ରତ ଯାନିଯାତ୍ରା (ଉତ୍କଳ ପାଠକ ସଂସଦ, ୧୯୭୯) Preview  Download
Orissan Palaeography (S Agarwal, 2005)  – – Open
Rock Art Heritage of Orissa (S Pradhan, 2013)  [4mb]  7pp. – –  Download
Tribal Heritage of Orissan Culture (K Mahapatra, 2005)  – – Open
Studies in Maritime Heritage of Odisha (SK Patnaik, 2016) Preview  Download
କଳା, ଭାସ୍କର୍ଯ୍ୟ
ଓଡ଼ିଶାର ଜାତରା (ଧୀରେନ୍ ଦାଶ, ୧୯୮୧)  Preview  Download
Odissi Music, Retrospect and Prospect (KN Parhi, 2009) [1.4mb] 14pp  – – Download
ଉତ୍କଳର ଚିତ୍ରକଳା (ଗୋପାଳ କାନୁନ୍‌ଗୋ, ୧୯୬୪)  Preview  Download
Odia Cinema – The Quest for Identity (PK Satapahy, 2013) [3.2mb] 15 pp  – –  Download
ଓଡ଼ିଶୀ ଚିତ୍ର (ବିନୋଦ ରାଉତରାୟ, ୧୯୫୮)  Preview  Download
Odia Theatre through Decades (A Mahapatra, 2013)  [2.5mb]  7pp.  – –  Download
Folk Theatre of Orissa (DN Pattnaik, 1998)  Preview  Download
Folk Dances of Orissa (DN Pattnaik, 2000)  Preview  Download
Contemporary Paintings (D Pathy)  [2mb]  10pp.  – –  Download
History of the Art of Orissa (C Fabri, 1974)  Preview  Download
Odishan Temple Architecture (BK Rath, 2013) [3.5mb] 11 pp.  – – Download
Buddhist Heritage of Odisha (SK Patnaik, 2012)  Preview  Download
The Study of Silpa Sastras (RP Das, 2005)  – –  Open
ଓଡ଼ିଶୀ ନୃତ୍ୟ (ଧୀରେନ୍ ପଟ୍ଟନାୟକ, ୨୦୦୪)  Preview  Download