ବିକଳ୍ପ ବିଚାର

ସାମ୍ପ୍ରତିକ ସମାଜର ମୌଳିକ ପ୍ରଶ୍ନଗୁଡ଼ିକୁ ସଠିକ ଭାବରେ ଉପସ୍ଥାପିତ କରି ଓଡ଼ିଆ ଭାଷାଭାଷି ପାଠକମାନଙ୍କ ସମ୍ମୁଖରେ ରଖିବା ପାଇଁ ବିକଳ୍ପ ବିଚାର ପତ୍ରିକାର ଜନ୍ମ ହୋଇଥିଲା। ବିଶିଷ୍ଟ ସମାଜବାଦୀ ନେତା କିଶନ ପଟ୍ଟନାୟକ ଏହାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ।

ଏହା ଏକ ବୌଦ୍ଧିକ ପତ୍ରିକା ହୋଇଥିବାରୁ ମାର୍କସବାଦୀ, ଗାନ୍ଧୀବାଦୀ, ସମାଜବାଦୀ ଓ ଲୋହିଆବାଦୀ ଚିନ୍ତାଧାରାର ବ୍ୟକ୍ତିମାନେ ମିଶି ଏହାର ସମ୍ପାଦନା କଲେ। ଏହାର ପ୍ରତି ସଂଖ୍ୟାରେ କୌଣସି ମୌଳିକ ପ୍ରସଙ୍ଗକୁ ଉପସ୍ଥାପିତ କରାଯାଇଥାଏ। ଶିକ୍ଷା, ନାରୀ ସମସ୍ୟା, ରାଜନୀତି, ଜାତିପ୍ରଥା, ଭାଷା ସମସ୍ୟା, ଅର୍ଥନୀତି ଆଦି ସବୁ ବିଷୟରେ ଏଥିରେ ଆଲୋଚିତ ହୋଇଥାଏ।

ପତ୍ରିକାର ନାଁ ଅନୁସାରେ ଏହା ସମାଜରେ ପ୍ରଚଳିତ ବିକାଶ ପ୍ରକ୍ରିୟା, ରାଜନୀତି, ଅର୍ଥନୀତି, ସାମାଜିକ ଚଳଣି ଆଦିର ବିକଳ୍ପ ଖୋଜିବାରେ ନିଜକୁ ନିୟୋଜିତ କରିଛି।

 

ବିକଳ୍ପ ବିଚାର ପ୍ରକାଶନ ସୂଚୀ
ବିକଳ୍ପ ବିଚାର – ପୃଷ୍ଠଭୂମି
ବିକଳ୍ପ ବିଚାର ରଚନା ସୂଚୀ – ପ୍ରକାଶନ କ୍ରମ
ବିକଳ୍ପ ବିଚାର ରଚନା ସୂଚୀ – ଲେଖକ କ୍ରମ

କ୍ରମପ୍ରକାଶନ କାଳବିଷୟ
୦୧ଅକ୍ଟୋବର ୧୯୯୨ଭାରତ ସରକାରଙ୍କ ନୂଆ ଅର୍ଥନୀତି ଓ ତାହାର ପରିଣାମ
୦୨ଜାନୁଆରି ୧୯୯୩ସ୍ଥାନ ସଂରକ୍ଷଣ ଓ ମଣ୍ଡଳ କମିଶନ
୦୩ଏପ୍ରିଲ ୧୯୯୩ଧର୍ମ, ରାଜନୀତି ଓ ସାମ୍ପ୍ରଦାୟିକତା
୦୪ଜୁଲାଇ ୧୯୯୩ବିକଳ୍ପ ବିକାଶ ପଦ୍ଧତି
୦୫ଜାନୁଆରି ୧୯୯୪ପ୍ରଚଳିତ ଶିକ୍ଷାର ବିକଳ୍ପ
୦୬ଏପ୍ରିଲ ୧୯୯୪ଓଡ଼ିଶାର ଅର୍ଥନୀତି
୦୭ଜୁଲାଇ ୧୯୯୪ଦଳିତ ସମସ୍ୟା
୦୮ଅକ୍ଟୋବର ୧୯୯୪ନାରୀ ସମସ୍ୟା
୦୯ଜାନୁଆରି ୧୯୯୫ନୂତନ ଆର୍ଥିକ ନୀତି: ଚୀନ ଓ ଭାରତ
୧୦ଏପ୍ରିଲ ୧୯୯୫ଭାଷା ସମସ୍ୟା
୧୧ଜୁଲାଇ ୧୯୯୫ଓଡ଼ିଶାର ରାଜନୀତି
୧୨ଅକ୍ଟୋବର ୧୯୯୫ଜାତି ପ୍ରଥା
୧୩ସେପ୍ଟେମ୍ବର ୧୯୯୬ବଜେଟ ଓ ଅର୍ଥନୀତି
୧୪ଅକ୍ଟୋବର ୨୦୦୦ମହିଳା ସଂରକ୍ଷଣ ବିଲ୍
୧୫ଜାନୁଆରି ୨୦୦୧ମରୁଡ଼ି ଓ ତା’ର ପ୍ରତିକାର
୧୬ଏପ୍ରିଲ ୨୦୦୧ଖଣିର ବିକଳ୍ପ (ଆଲୁମିନିଅମ ଶିଳ୍ପ ଓ ଓଡ଼ିଶା)
୧୭ଜୁଲାଇ ୨୦୦୧ଆଞ୍ଚଳିକ ବୈଷମ୍ୟ ଓ ପ୍ରଚଳିତ ବିକାଶ ନୀତି (କୋଶଳ ଆନ୍ଦୋଳନ)
୧୮ଅକ୍ଟୋବର ୨୦୦୧ଜଗତୀକରଣ ଓ ଦାରିଦ୍ର୍ୟର ଉତ୍ପତ୍ତି (ବିଶ୍ୱ ବାଣିଜ୍ୟ ସଂଗଠନ)
୧୯ଜାନୁଆରି ୨୦୦୨ଯୁଦ୍ଧ, ସନ୍ତ୍ରାସ ଓ ସାମ୍ରାଜ୍ୟବାଦ
୨୦ଜୁଲାଇ ୨୦୦୨ଧର୍ମ, ସାମ୍ପ୍ରଦାୟିକତା ଓ ରାଷ୍ଟ୍ର
୨୧ଅକ୍ଟୋବର ୨୦୦୨ପରିବେଶ ଆନ୍ଦୋଳନର ସଙ୍କଟ
୨୨ଜାନୁଆରି ୨୦୦୩ଅସଫଳତାର ନାୟକ (ଜୟପ୍ରକାଶ)
୨୩ଏପ୍ରିଲ ୨୦୦୩ମନମୋହନ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି, ନୂତନ ମାର୍କିନ ସାମ୍ରାଜ୍ୟ ଓ ବିଶ୍ୱବାସୀ
୨୪ଅକ୍ଟୋବର ୨୦୦୩ଓଡ଼ିଶାରେ ବିଦ୍ୟୁତ ସଂସ୍କାର
୨୫ମେ ୨୦୦୪୨୦୦୪ ନିର୍ବାଚନ ଓ ଭାରତୀୟ ରାଜନୀତିର ଗତି
୨୬ଜାନୁଆରି ୨୦୦୫ଓଡ଼ିଶାର ନୂତନ ଶିଳ୍ପନୀତି, ଶିଳ୍ପନୀତି ଓ ରିହାତି
୨୭ମେ ୨୦୦୫ଜଗତୀକରଣ ବନାମ ବାମପନ୍ଥୀ ଚିନ୍ତାଧାରା
୨୮ସେପ୍ଟେମ୍ବର ୨୦୦୫ଆଧୁନିକ ବିଶ୍ୱରେ ସମାଜବାଦ ନୂତନ ରୂପରେଖ
୨୯ଏପ୍ରିଲ ୨୦୦୬ଏକବିଂଶ ଶତାବ୍ଦୀର ଗଣତନ୍ତ୍ରର ଭବିଷ୍ୟତ
୩୦ଜାନୁଆରି ୨୦୦୭ଶିକ୍ଷା, ଜ୍ଞାନ ଓ ଦେଶର ସାର୍ବଭୌମତ୍ୱ
୩୧ଏପ୍ରିଲ ୨୦୦୭୧୮୫୭ର ମହାସଂଗ୍ରାମ
୩୨ଜୁଲାଇ ୨୦୦୭ପୃଥିବୀର ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ କାର୍ବନ ଟ୍ରେଡିଂ
୩୩ଜାନୁଆରି ୨୦୦୮ଦ୍ୱିତୀୟ ସବୁଜ ବିପ୍ଲବର ଗୁମର କଥା
୩୪ଜାନୁଆରି ୨୦୧୨ଆରବୀୟ ବସନ୍ତ, ୱାଲଷ୍ଟ୍ରୀଟ ଦଖଲ ଓ ଆନ୍ନା ଆନ୍ଦୋଳନ
୩୫ଏପ୍ରିଲ ୨୦୧୨ଲକ୍ଷ୍ୟହୀନ ଅଭିବୃଦ୍ଧି ବନାମ ପ୍ରେରିତ ବିକାଶ