ବିକଳ୍ପ ବିଚାର

ସାମ୍ପ୍ରତିକ ସମାଜର ମୌଳିକ ପ୍ରଶ୍ନଗୁଡ଼ିକୁ ସଠିକ ଭାବରେ ଉପସ୍ଥାପିତ କରି ଓଡ଼ିଆ ଭାଷାଭାଷି ପାଠକମାନଙ୍କ ସମ୍ମୁଖରେ ରଖିବା ପାଇଁ ବିକଳ୍ପ ବିଚାର ପତ୍ରିକାର ଜନ୍ମ ହୋଇଥିଲା। ବିଶିଷ୍ଟ ସମାଜବାଦୀ ନେତା କିଶନ ପଟ୍ଟନାୟକ ଏହାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ।

ଏହା ଏକ ବୌଦ୍ଧିକ ପତ୍ରିକା ହୋଇଥିବାରୁ ମାର୍କସବାଦୀ, ଗାନ୍ଧୀବାଦୀ, ସମାଜବାଦୀ ଓ ଲୋହିଆବାଦୀ ଚିନ୍ତାଧାରାର ବ୍ୟକ୍ତିମାନେ ମିଶି ଏହାର ସମ୍ପାଦନା କଲେ। ଏହାର ପ୍ରତି ସଂଖ୍ୟାରେ କୌଣସି ମୌଳିକ ପ୍ରସଙ୍ଗକୁ ଉପସ୍ଥାପିତ କରାଯାଇଥାଏ। ଶିକ୍ଷା, ନାରୀ ସମସ୍ୟା, ରାଜନୀତି, ଜାତିପ୍ରଥା, ଭାଷା ସମସ୍ୟା, ଅର୍ଥନୀତି ଆଦି ସବୁ ବିଷୟରେ ଏଥିରେ ଆଲୋଚିତ ହୋଇଥାଏ।

ପତ୍ରିକାର ନାଁ ଅନୁସାରେ ଏହା ସମାଜରେ ପ୍ରଚଳିତ ବିକାଶ ପ୍ରକ୍ରିୟା, ରାଜନୀତି, ଅର୍ଥନୀତି, ସାମାଜିକ ଚଳଣି ଆଦିର ବିକଳ୍ପ ଖୋଜିବାରେ ନିଜକୁ ନିୟୋଜିତ କରିଛି।

 

ବିକଳ୍ପ ବିଚାର ପ୍ରକାଶନ ସୂଚୀ
ବିକଳ୍ପ ବିଚାର – ପୃଷ୍ଠଭୂମି
ବିକଳ୍ପ ବିଚାର ରଚନା ସୂଚୀ – ପ୍ରକାଶନ କ୍ରମ
ବିକଳ୍ପ ବିଚାର ରଚନା ସୂଚୀ – ଲେଖକ କ୍ରମ

କ୍ରମ ପ୍ରକାଶନ କାଳ ବିଷୟ
୦୧ ଅକ୍ଟୋବର ୧୯୯୨ ଭାରତ ସରକାରଙ୍କ ନୂଆ ଅର୍ଥନୀତି ଓ ତାହାର ପରିଣାମ
୦୨ ଜାନୁଆରି ୧୯୯୩ ସ୍ଥାନ ସଂରକ୍ଷଣ ଓ ମଣ୍ଡଳ କମିଶନ
୦୩ ଏପ୍ରିଲ ୧୯୯୩ ଧର୍ମ, ରାଜନୀତି ଓ ସାମ୍ପ୍ରଦାୟିକତା
୦୪ ଜୁଲାଇ ୧୯୯୩ ବିକଳ୍ପ ବିକାଶ ପଦ୍ଧତି
୦୫ ଜାନୁଆରି ୧୯୯୪ ପ୍ରଚଳିତ ଶିକ୍ଷାର ବିକଳ୍ପ
୦୬ ଏପ୍ରିଲ ୧୯୯୪ ଓଡ଼ିଶାର ଅର୍ଥନୀତି
୦୭ ଜୁଲାଇ ୧୯୯୪ ଦଳିତ ସମସ୍ୟା
୦୮ ଅକ୍ଟୋବର ୧୯୯୪ ନାରୀ ସମସ୍ୟା
୦୯ ଜାନୁଆରି ୧୯୯୫ ନୂତନ ଆର୍ଥିକ ନୀତି: ଚୀନ ଓ ଭାରତ
୧୦ ଏପ୍ରିଲ ୧୯୯୫ ଭାଷା ସମସ୍ୟା
୧୧ ଜୁଲାଇ ୧୯୯୫ ଓଡ଼ିଶାର ରାଜନୀତି
୧୨ ଅକ୍ଟୋବର ୧୯୯୫ ଜାତି ପ୍ରଥା
୧୩ ସେପ୍ଟେମ୍ବର ୧୯୯୬ ବଜେଟ ଓ ଅର୍ଥନୀତି
୧୪ ଅକ୍ଟୋବର ୨୦୦୦ ମହିଳା ସଂରକ୍ଷଣ ବିଲ୍
୧୫ ଜାନୁଆରି ୨୦୦୧ ମରୁଡ଼ି ଓ ତା’ର ପ୍ରତିକାର
୧୬ ଏପ୍ରିଲ ୨୦୦୧ ଖଣିର ବିକଳ୍ପ (ଆଲୁମିନିଅମ ଶିଳ୍ପ ଓ ଓଡ଼ିଶା)
୧୭ ଜୁଲାଇ ୨୦୦୧ ଆଞ୍ଚଳିକ ବୈଷମ୍ୟ ଓ ପ୍ରଚଳିତ ବିକାଶ ନୀତି (କୋଶଳ ଆନ୍ଦୋଳନ)
୧୮ ଅକ୍ଟୋବର ୨୦୦୧ ଜଗତୀକରଣ ଓ ଦାରିଦ୍ର୍ୟର ଉତ୍ପତ୍ତି (ବିଶ୍ୱ ବାଣିଜ୍ୟ ସଂଗଠନ)
୧୯ ଜାନୁଆରି ୨୦୦୨ ଯୁଦ୍ଧ, ସନ୍ତ୍ରାସ ଓ ସାମ୍ରାଜ୍ୟବାଦ
୨୦ ଜୁଲାଇ ୨୦୦୨ ଧର୍ମ, ସାମ୍ପ୍ରଦାୟିକତା ଓ ରାଷ୍ଟ୍ର
୨୧ ଅକ୍ଟୋବର ୨୦୦୨ ପରିବେଶ ଆନ୍ଦୋଳନର ସଙ୍କଟ
୨୨ ଜାନୁଆରି ୨୦୦୩ ଅସଫଳତାର ନାୟକ (ଜୟପ୍ରକାଶ)
୨୩ ଏପ୍ରିଲ ୨୦୦୩ ମନମୋହନ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି, ନୂତନ ମାର୍କିନ ସାମ୍ରାଜ୍ୟ ଓ ବିଶ୍ୱବାସୀ
୨୪ ଅକ୍ଟୋବର ୨୦୦୩ ଓଡ଼ିଶାରେ ବିଦ୍ୟୁତ ସଂସ୍କାର
୨୫ ମେ ୨୦୦୪ ୨୦୦୪ ନିର୍ବାଚନ ଓ ଭାରତୀୟ ରାଜନୀତିର ଗତି
୨୬ ଜାନୁଆରି ୨୦୦୫ ଓଡ଼ିଶାର ନୂତନ ଶିଳ୍ପନୀତି, ଶିଳ୍ପନୀତି ଓ ରିହାତି
୨୭ ମେ ୨୦୦୫ ଜଗତୀକରଣ ବନାମ ବାମପନ୍ଥୀ ଚିନ୍ତାଧାରା
୨୮ ସେପ୍ଟେମ୍ବର ୨୦୦୫ ଆଧୁନିକ ବିଶ୍ୱରେ ସମାଜବାଦ ନୂତନ ରୂପରେଖ
୨୯ ଏପ୍ରିଲ ୨୦୦୬ ଏକବିଂଶ ଶତାବ୍ଦୀର ଗଣତନ୍ତ୍ରର ଭବିଷ୍ୟତ
୩୦ ଜାନୁଆରି ୨୦୦୭ ଶିକ୍ଷା, ଜ୍ଞାନ ଓ ଦେଶର ସାର୍ବଭୌମତ୍ୱ
୩୧ ଏପ୍ରିଲ ୨୦୦୭ ୧୮୫୭ର ମହାସଂଗ୍ରାମ
୩୨ ଜୁଲାଇ ୨୦୦୭ ପୃଥିବୀର ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ କାର୍ବନ ଟ୍ରେଡିଂ
୩୩ ଜାନୁଆରି ୨୦୦୮ ଦ୍ୱିତୀୟ ସବୁଜ ବିପ୍ଲବର ଗୁମର କଥା
୩୪ ଜାନୁଆରି ୨୦୧୨ ଆରବୀୟ ବସନ୍ତ, ୱାଲଷ୍ଟ୍ରୀଟ ଦଖଲ ଓ ଆନ୍ନା ଆନ୍ଦୋଳନ
୩୫ ଏପ୍ରିଲ ୨୦୧୨ ଲକ୍ଷ୍ୟହୀନ ଅଭିବୃଦ୍ଧି ବନାମ ପ୍ରେରିତ ବିକାଶ