ଓଡ଼ିଆ ମହାଭାରତ

“ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ” – ଏହି ଉକ୍ତିରୁ ଭାରତ ଭୂଖଣ୍ଡ ଓ ମହାଭାରତ ଗ୍ରନ୍ଥର ସମ୍ପର୍କ ଜାଣିହୁଏ। ସାରା ଭାରତର ଜନଜୀବନ ଓ ସାହିତ୍ୟକୁ ଛୁଇଁଥିବା ମହାଭାରତର ଛାପ ଓଡ଼ିଶାରେ ମଧ୍ୟ ପଡ଼ିଥିବା ସ୍ୱାଭାବିକ। ଓଡ଼ିଆ ସାହିତ୍ୟରେ ମହାଭାରତ କେବଳ ଯେ ସ୍ଥାନ ପାଇଛି ତାହା ନୁହେଁ, ଓଡ଼ିଶା ମାଟିରେ ଓଡ଼ିଆ ସ୍ରଷ୍ଟାଙ୍କ ଲେଖନୀରେ ତାହା ଏକ ସ୍ୱତନ୍ତ୍ର ରୂପ ନେଇଛି। ‘ସାରଳା ମହାଭାରତ’ ରୂପକ ଅନନ୍ୟ ସୃଷ୍ଟି ଓଡ଼ିଆ ସାହିତ୍ୟରେ ନୂଆ ଯୁଗର ପ୍ରବର୍ତ୍ତକ ମଧ୍ୟ ସାଜିଛି।

ଓଡ଼ିଆ ଭାଷାରେ ଉପଲବ୍ଧ ମହାଭାରତର ବିଶେଷ ରୂପଗୁଡ଼ିକୁ ନେଇ ଏହି ସଂକଳନ। ବ୍ୟାସକୃତ ମହାଭାରତର ଗଦ୍ୟ ଓ ପଦ୍ୟ ଅନୁବାଦ ସହିତ ସାରଳା ମହାଭାରତର ସମ୍ପାଦିଡ ରୂପ ଏଠାରେ ଦିଆଯାଇଛି। ଏହିସବୁ ଅନୁବାଦ/ଅନୁସୃଜନ ବିଷୟରେ କିଛି ପୃଷ୍ଠଭୂମି ରହିଛି ଏଠାରେ

ତଳେ ଦିଆଯାଇଥିବା ସୂଚୀ ସାହାଯ୍ୟରେ ବିଭିନ୍ନ ରୂପରେ ପ୍ରକାଶିତ ମହାଭାରତ ଗୁଡ଼ିକ ଦେଖିହେବ ଓ ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ। ଡାଉନ୍‌ଲୋଡ୍ କରିବାର ସୁବିଧା ପାଇଁ ବଡ଼ ଭାଗଗୁଡ଼ିକୁ କିଛି ଛୋଟ ଅଂଶରେ ଭାଗ କରାଯାଇଛି ଓ ବଡ଼ ଅଂଶଗୁଡ଼ିକର ଆକାର ସୂଚାଇ ଦିଆଯାଇଛି।

 

ବ୍ୟାସକୃତ ମହାଭାରତ – ପଦ୍ୟ ଅନୁବାଦ ରାଜା କୃଷ୍ଣସିଂହ
ଭାଗ ୧, ଅଂଶ ୧ – ଆଦି ପର୍ବ (୧୪ mb) ଭାଗ ୧, ଅଂଶ ୨ – ସଭା ପର୍ବ ଭାଗ ୧, ଅଂଶ ୩ – ବନ ପର୍ବ (୧୩ mb) ଭାଗ ୨, ଅଂଶ ୧ – ବିରାଟ ପର୍ବ
ଭାଗ ୨, ଅଂଶ ୨ – ଉଦ୍‌ଯୋଗ ପର୍ବ ଭାଗ ୨, ଅଂଶ ୩ – ଭୀଷ୍ମ ପର୍ବ ଭାଗ ୨, ଅଂଶ ୪ – ଦ୍ରୋଣ ପର୍ବ ଭାଗ ୩, ଅଂଶ ୧ – କର୍ଣ୍ଣ ପର୍ବ
ଭାଗ ୩, ଅଂଶ ୨ – ଶଲ୍ୟାଦି ପର୍ବ ଭାଗ ୩, ଅଂଶ ୩ – ଶାନ୍ତି ପର୍ବ, ସୌପ୍ତିକ ଓ ଐଷିକ ପର୍ବ, ସ୍ତ୍ରୀ ପର୍ବ (୧୧ mb)
ଭାଗ ୩, ଅଂଶ ୪ – ଅନୁଶାସନ ପର୍ବ ଭାଗ ୩, ଅଂଶ ୫ – ଅଶ୍ୱମେଧାଦି ପଞ୍ଚ ପର୍ବ, ଯାନ ପର୍ବ, ସ୍ୱର୍ଗାରୋହଣ ପର୍ବ
ବ୍ୟାସକୃତ ମହାଭାରତ – ଗଦ୍ୟ ଅନୁବାଦ ଗୋବିନ୍ଦଚନ୍ଦ୍ର ମହାପାତ୍ର
ଭାଗ ୧ – ଆଦି ପର୍ବ (୧୬ mb) ଭାଗ ୨ – ସଭା ପର୍ବ (୬ mb) ଭାଗ ୩, ଅଂଶ ୧ – ବନ ପର୍ବ (୧୦ mb) ଭାଗ ୩, ଅଂଶ ୨ – ବନ ପର୍ବ (୧୦ mb)
ଭାଗ ୩, ଅଂଶ ୩ – ବନ ପର୍ବ (୮ mb) ଭାଗ ୪ – ବିରାଟ ପର୍ବ (୪ mb) ଭାଗ ୫ – ଉଦ୍‌ଯୋଗ ପର୍ବ (୧୭ mb) ଭାଗ ୬ – ଭୀଷ୍ମ ପର୍ବ (୧୩ mb)
ଭାଗ ୭, ଅଂଶ ୧ – ଦ୍ରୋଣ ପର୍ବ (୧୦ mb) ଭାଗ ୭, ଅଂଶ ୨ – ଦ୍ରୋଣ ପର୍ବ (୧୦ mb) ଭାଗ ୮ – କର୍ଣ୍ଣ ପର୍ବ (୧୧ mb) ଭାଗ ୯ – ଶଲ୍ୟ, ସୌପ୍ତିକ ପର୍ବ (୮ mb)
ଭାଗ ୧୦ – ଶାନ୍ତି ପର୍ବ (୧୬ mb) ଭାଗ ୧୧ – ଶାନ୍ତି ପର୍ବ (୧୭ mb) ଭାଗ ୧୨ – ଅନୁଶାସନ ପର୍ବ (୧୫ mb) ଭାଗ ୧୩ – ଅଶ୍ୱମେଧିକ – ସ୍ୱର୍ଗାରୋହଣ ପର୍ବ
ସାରଳା ମହାଭାରତ – ସଂ. ଆର୍ତ୍ତବଲ୍ଲଭ ମହାନ୍ତି
ଭାଗ ୧ – ଆଦି ପର୍ବ ୧ (୧୨ mb) ଭାଗ ୨ – ଆଦି ପର୍ବ ୨ (୧୦ mb) ଭାଗ ୩ – ମଧ୍ୟ ପର୍ବ ୧ (୧୨ mb) ଭାଗ ୪ – ମଧ୍ୟ ପର୍ବ ୨ (୧୦ mb)
ଭାଗ ୫ – ସଭା ପର୍ବ ୧ (୧୧ mb) ଭାଗ ୬ – ସଭା ପର୍ବ ୨ (୧୪ mb) ଭାଗ ୭ – ବନ ପର୍ବ ୧ (୧୨ mb) ଭାଗ ୮ – ବନ ପର୍ବ ୨ (୯ mb)
ଭାଗ ୯ – ବିରାଟ ପର୍ବ (୧୧ mb) ଭାଗ ୧୦ – ଉଦ୍‌ଯୋଗ ପର୍ବ (୭ mb) ଭାଗ ୧୧ – ଭୀଷ୍ଣ ପର୍ବ (୬ mb) ଭାଗ ୧୨ – ଦ୍ରୋଣ ପର୍ବ (୭ mb)
ଭାଗ ୧୩ – କର୍ଣ୍ଣ, ଶଲ୍ୟ ଓ ଗଦା ପର୍ବ ଭାଗ ୧୪ – କାଇଁଶିକା, ନାରୀ, ଶାନ୍ତି ଓ ଆଶ୍ରମିକ ପର୍ବ ଭାଗ ୧୫ – ଅଶ୍ୱମେଧ, ମୂଷଳୀ, ସ୍ୱର୍ଗାରୋହଣ ପର୍ବ
ମହାଭାରତ ବିଷୟରେ କିଛି ରଚନା
ମହାଭାରତ ବିଚିତ୍ରା, ସୁବୋଧ କୁମାର ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୯୭ (୭ mb)