ରେଫରେନ୍‌ସ୍

ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଠାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍‌ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍‌ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍‌ଲୋଡ୍ ଆରମ୍ଭ ହେବ।

ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି


ଓଡ଼ିଆ-ଓଡ଼ିଶା ପରିକ୍ରମା

ଓଡ଼ିଶା ବିଷୟରେ ସାଧାରଣ ପରିଚିତି ଆଣିବା ପାଇଁ ଏହି ବିଭାଗରେ ଛୋଟ ଛୋଟ ରଚନା ଓ ବହି ଦିଆଯାଇଛି। ଏହିସବୁ ବିଷୟରେ ଅଧିକ ଜଣାଉଥିବା ସାଧନ ଅନ୍ୟ ବିଭାଗଗୁଡ଼ିକରେ ରହିଛି। ଏଠାରେ ଥିବା ସ୍ମରଣିକାଗୁଡ଼ିକ ଓଡ଼ିଶାର ବିଭିନ୍ନ ଦିଗକୁ ଛୁଉଁଥିବା କେତେକ ରଚନାର ସମାହାର। ପୁରୁଣା ହେଲେ ମଧ୍ୟ ଏଗୁଡ଼ିକ ବେଶ୍ ମୂଲ୍ୟବାନ। ଆଉ କିଛି ସାମଗ୍ରୀ ସାଧାରଣ ବ୍ୟବହାରରେ ଲାଗିପାରିବ (ଯଥା – ବୈଜ୍ଞାନିକ ପାରିଭାଷିକ ଶବ୍ଦାବଳୀ, ପ୍ରଶାସନ ଶବ୍ଦକୋଷ, Plant Names), କିଛି ପ୍ରଶ୍ନ ଉଠାଇବ (ଓଡ଼ିଆ କେବେ?), କିଛି ଆଗ୍ରହଜନକ କିନ୍ତୁ ଅଜଣା ତଥ୍ୟ ଯୋଗାଇବ (ଧାନ), ଆଉ କିଛି ଆମୋଦଦାୟକ ଧାରାରେ ସମକାଳୀନ ବ୍ୟକ୍ତିଙ୍କ ସହିତ ପରିଚିତ କରାଇବ (ଉତ୍କଳ ଭ୍ରମଣଂ)।

ଧ୍ୟାନଦେବାକୁ ଅନୁରୋଧ ଯେ ନିର୍ବାଚିତ ରଚନାଗୁଡ଼ିକ ସମ୍ପୂର୍ଣ୍ଣ ବା ସର୍ବଶ୍ରେଷ୍ଠ ହୋଇ ନ ପାରନ୍ତି। ତଥ୍ୟଗତ ଭୁଲ ମଧ୍ୟ କେତେ ଜାଗାରେ ରହିଥିବା ସମ୍ଭବ। ପୁରୁଣା ଲେଖାଗୁଡ଼ିକରେ ଜୀବୀତ କୁହାଯାଇଥିବା ଅନେକ ବ୍ୟକ୍ତି ଏବେ ପରଲୋକରେ। ପାଠକମାନେ ଏସବୁର ସଂଶୋଧନ ଦିଗରେ ଆଗ୍ରହୀ ହେବେ ବୋଲି ଆମେ ଆଶାକରୁଛୁ। ମିଳୁଥିବା ତଥ୍ୟ ଆମେ ଏଠାରେ ଯୋଡ଼ି ଏହାକୁ ଉନ୍ନତ କରିବାକୁ ଚେଷ୍ଟା କରିବୁ।

ପରିକ୍ରମା ସୂଚୀ
କଳିଙ୍ଗର ଆତ୍ମକଥା (ସତ୍ୟନାରାୟଣ ରାଜଗୁରୁ, ୧୯୬୪, ୨ୟ ସଂ.  ୧୯୮୫) Preview  Download
ଓଡ଼ିଆ କେବେ? (ଗୋଲୋକ ବିହାରୀ ଧଳ, ୧୯୬୩) Preview Download
ଓଡ଼ିଆ ଆନ୍ଦୋଳନର ଇତିହାସ (ବଳରାମ ମହାନ୍ତି, ୧୯୮୮)  Preview Download
ପରିଚୟ – ଓଡ଼ିଆ ଭାଷା (ନଗେନ୍ଦ୍ରନାଥ ମହାନ୍ତି, ୨୦୧୬)  Preview Download
Orissa – Past and Present (P. Parija, SC Mukherjee, Ed., 1962)  Preview  Download
Orissa – Past and Present (BB Das, T Mishra, Ed., 1992)  Preview  Download
ଓଡ଼ିଶା ପରିଚୟ (ବଳରାମ ମହାନ୍ତି, ୧୯୭୬)  Preview  Download
Tribal Heritage of Orissan Culture (K Mahapatra, 2009) – –  Open
Masterpieces of Indian Literature (Odia Entries, NBT, 1997) [2mb] – – Download
Encyclopaedia Of Indian Literature (Odia Entries, Sahitya Akademi, 1987-94)  [5mb] – – Download
Oriya Language (DP Pattanayak, 2005) – – Open
A Brief History of Odia Literature (KB Tripathy, 1972) Preview  Download
Modern Oriya Literature (JN Mohanty, 2005) – – Open
ଆମ ଓଡ଼ିଆ ବ୍ୟାକରଣ, ଭାଗ ୧, ୨ (ଧନେଶ୍ୱର ମହାପାତ୍ର, ଆମ ଓଡ଼ିଶା, ୨୦୧୪) Preview  Download
Baigyanika Paribhasika Sabdabali (GN Mohapatra, 1986) Preview  Download
Plant Names – Odia / English / Botanical – –  Open
ଧାନ (ବିଶ୍ୱନାଥ ସାହୁ, ୧୯୬୫)  Preview  Download
Forests (Reference Orissa, 2005)  – –  Open
Geology and Mineral Resources of Orissa (Reference Orissa, 2005) – –  Open
Heritage Handicraft (Reference Orissa, 2005)  [2mb]  – – Download
Jagannath – The Tao of Culture (CS Rath, 2005) – –  Open
ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ (ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ୧୯୭୪, ୨ୟ ସଂ. ୧୯୭୭) Preview  Download
ଓଡ଼ିଶା ଇତିହାସ (ପ୍ରୀତୀଶ ଆଚାର୍ଯ୍ୟ, ସଂ., ଆମ ଓଡ଼ିଶା, ୨୦୧୧) Preview  Download
Orissan Monuments Through Ages (KC Panigrahi, 2005)  [2.2mb]  – – Download
Buddhist Heritage (D Mitra, 2005) – – Open
Orissa’s Contribution to Science and Technology (SN Behera, 2009)  – –  Open
ପ୍ରଶାସନ ଶବ୍ଦକୋଷ (ଓଡ଼ିଆ ଭାଷା ପ୍ରତିଷ୍ଠାନ, ୨୦୧୦) Preview  Download
ଓଡ଼ିଶାର ସଂକ୍ଷିପ୍ତ ଇତିହାସ (ସତ୍ୟନାରାୟଣ ରାଜଗୁରୁ, ୨୦୦୧)  [2mb] Preview  Download
The Iron Beams of Konark (ON Mohanty, 2013) – – Open
The Sun Temple of Konark (KS Behera, 1995, rp. 2013)  [6mb]  – –  Download
Theatre, Music and Dance (Reference Orissa, 2005)  – –  Open
Wildlife (Reference Orissa, 2005)  – – Open
Odisha – Nature’s Bounty (S Bhujabal, 2013)  [2.7mb]  – –  Download
ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ (ସୁରେନ୍ଦ୍ରନାଥ ପଟ୍ଟନାୟକ, ୧୯୭୨)  Preview  Download
ଓଡ଼ିଆ ଭାଷାର ଇତିବୃତ୍ତ (ଓଡ଼ିଆ ଭାଷା ପ୍ରତିଷ୍ଠାନ, ୨୦୧୭) ଆଂଶିକ  [2mb]  – – Download
Rock Art of Orissa (S Pradhan, 2005)  – – Open
Souveneer, Odisha Sahitya Akademi Silver Jubilee (1982)  Preview  Download
Time Period of Classical Odia Poets (G Dora, 2008)  – – Open
Oriya Films (R Das, 2005)  – – Open
ଉତ୍କଳ ଭ୍ରମଣଂ (ଫକୀର ମୋହନ ସେନାପତି, ୧୮୯୨)  – – Open