ଓଡ଼ିଆ ଖବରକାଗଜ ସୂଚୀ
ଏହି ୱେବ୍ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ତଳେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।
ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ଖବରକାଗଜର ସ୍ୱତନ୍ତ୍ର ପୃଷ୍ଠା ବା ଫାଇଲ୍ ଖୋଲିବ। ‘ଉତ୍କଳ ଦୀପିକା’ ଭଳି ଅଧିକ ସଂଖ୍ୟା ଥିବା ଖବରକାଗଜ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ ଦବାଇ ଫାଇଲ୍ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍ଲୋଡ୍ କରିହେବ।
ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍ର ଆକାର ସୂଚାଇ ଦିଆଯାଇଛି।
ନାମ | Title | ଆରମ୍ଭ / Started | ନମୁନା / Preview | ଖୋଲନ୍ତୁ / Open | |
ଉତ୍କଳ ଦୀପିକା | Utkal Dipika | ୧୮୫୬ / 1856 | – – | ସୂଚୀ / Index | |
ବାଲେଶ୍ୱର ସମ୍ବାଦବାହିକା | Baleswara Sambadabahika | ୧୮୬୮ / 1868 | – – | ସୂଚୀ / Index | |
ଓଡ଼ିଆ ଓ ନବସମ୍ବାଦ | Oriā O Nabasambāda | ୧୮୮୮ / 1888 | – – | ସୂଚୀ / Index | |
ସମ୍ବଲପୁର ହିତୈଷିଣୀ | Sambalpur Hiteiṣiṇi | ୧୮୮୯ / 1889 | – – | ସୂଚୀ / Index | |
ଆଶା | Āśā | ୧୯୧୪ / 1914 | – – | ସୂଚୀ / Index | |
ସେବା | Sebā | ୧୯୨୧ / 1921 | – – | ସୂଚୀ / Index | |
ଦେଶକଥା | Deśakathā | ୧୯୩୦ / 1930 | – – | ସୂଚୀ / Index | |
ନବୀନ | Nabīna | ୧୯୩୦ / 1930 | – – | ସୂଚୀ / Index | |
ସତ୍ୟ ସମାଚାର | Satẏa Samācara | ୧୯୩୦ / 1930 | – – | ସୂଚୀ / Index | |
ଓଡ଼ିଆ | Oriā | ୧୮୮୭ / 1887 | ସୂଚନା-ନମୁନା / Notes-Preview | ଫାଇଲ / File (2 mb) | |
ପୁରୁଷୋତ୍ତମ ପତ୍ରିକା | Puruṣottama Patrikā | ୧୮୮୨ / 1882 | ସୂଚନା-ନମୁନା / Notes-Preview | ଫାଇଲ / File (7 mb) | |
ମଯୂରଭଞ୍ଜ | Maẏurbhanja | ୧୮୮୦ / 1880 | ସୂଚନା-ନମୁନା / Notes-Preview | ଫାଇଲ / File (4 mb) | |
ନବସମ୍ବାଦ | Nabasambāda | ୧୮୮୭ / 1887 | ସୂଚନା-ନମୁନା / Notes-Preview | ଫାଇଲ / File (11 mb) | |
ଉତ୍କଳପୁତ୍ର | Utkal̥aputra | ୧୮୭୩ / 1873 | ସୂଚନା-ନମୁନା / Notes-Preview | ଫାଇଲ / File (1 mb) | |
ଉତ୍କଳ ହିତୈଷିଣୀ (ଓଡ଼ିଶା ପାଟ୍ରିଅଟ୍) |
Utkal̥a Hiteiṣiṇi (The Patriot, Orissa) |
୧୮୭୩ / 1873 | ସୂଚନା-ନମୁନା / Notes-Preview | ଫାଇଲ / File (8 mb) | |
ଷ୍ଟାର ଅଫ୍ ଉତ୍କଲ୍ | Star of Utkal | ୧୯୦୫ / 1905 | ସୂଚନା-ନମୁନା / Notes-Preview | ଫାଇଲ / File (6 mb) | |
ସାମ୍ୟ-ବାଦୀ | Sāmẏabādi | ୧୮୮୮ / 1888 | ସୂଚନା-ନମୁନା / Notes-Preview | ଫାଇଲ / File (2 mb) | |
ପ୍ରଜାତନ୍ତ୍ର | Prajātantra | ୧୯୨୪ / 1924 | ସୂଚନା-ନମୁନା / Notes-Preview | ଫାଇଲ / File (3 mb) | |
ହୀରାଖଣ୍ଡ (ସାପ୍ତାହିକ) |
Hirākhanda | ୧୯୩୯ / 1939 | ସୂଚନା-ନମୁନା / Notes-Preview | ଫାଇଲ / File (1 mb) | |
ଲୋକମତ | Lokamata | ୧୯୩୯ / 1939 | ସୂଚନା-ନମୁନା / Notes-Preview | ଫାଇଲ / File (16 mb) | |
ଉତ୍କଳ ଦର୍ପଣ | Utkal̥a Darpaṇa | ୧୮୭୫ / 1875 | ସୂଚନା-ନମୁନା / Notes-Preview | ଫାଇଲ / File (8 mb) |