ପତ୍ରିକା ସୂଚୀ

ଏହି ୱେବ୍‌ସ୍ଥଳୀରେ ରହିଥିବା ପତ୍ରିକାଗୁଡ଼ିକର ତାଲିକା ତଳ ସାରଣୀରେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।

ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ପତ୍ରିକାର ସ୍ୱତନ୍ତ୍ର ପୃଷ୍ଠା ଖୋଲିବ କିମ୍ବା ତାହାର ପିଡିଏଫ୍ ଫାଇଲ୍ ଡାଉନ୍‌ଲୋଡ୍ ହେବ। ‘ଉତ୍କଳ ସାହିତ୍ୟ’ ଭଳି ଅଧିକ ସଂଖ୍ୟା ଥିବା ପତ୍ରିକା ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ କ୍ଲିକ୍ କରି ଫାଇଲ୍‌ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରିହେବ।

ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍‌ର ଆକାର ସୂଚାଇ ଦିଆଯାଇଛି।

 

ନାମTitleଆରମ୍ଭ / Startedନମୁନା / Previewଖୋଲନ୍ତୁ / Open
ପ୍ରବୋଧ ଚନ୍ଦ୍ରିକାPrabodha Chandrika୧୮୫୬ / 1856– –ସୂଚୀ / Index
ବିଦେଶୀBidesi୧୮୭୩ / 1873– –ସୂଚୀ / Index
ଉତ୍କଳ ଦର୍ପଣUtkala Darpana୧୮୭୩ / 1873– –ସୂଚୀ / Index
ଉତ୍କଳ ମଧୁପUtkaḷa Madhupa୧୮୭୮/ 1878– –ସୂଚୀ / Index
ସେବକSebaka୧୮୮୩ / 1883– –ସୂଚୀ / Index
ତାରକାTaraka୧୮୮୩ / 1883– –ସୂଚୀ / Index
ପ୍ରଦୀପPradipa୧୮୮୫ / 1885– –ସୂଚୀ / Index
ଶିକ୍ଷାବନ୍ଧୁSiksabandhu୧୮୮୫ / 1885– –ସୂଚୀ / Index
ସଂସ୍କାରକ ଓ ସେବକSamskaraka O Sebaka୧୮୮୬ / 1886– –ସୂଚୀ / Index
ତାରକା ଓ ଶୁଭବାର୍ତ୍ତାTaraka O Subhabarta୧୮୮୭ / 1887– –ସୂଚୀ / Index
ଉତ୍କଳପ୍ରଭାUtkalaprava୧୮୯୦ / 1890– –ସୂଚୀ / Index
ଆଶାAsha୧୮୯୨ / 1892– –ସୂଚୀ / Index
ଇନ୍ଦ୍ରଧନୁIndradhanu୧୮୯୩ / 1893– –ସୂଚୀ / Index
ଉତ୍କଳ ସାହିତ୍ୟUtkala Sahiyua୧୮୯୭ / 1897– –ସୂଚୀ / Index
ଉତ୍କଳ ମଧୁପUtkala Madhupa୧୯୦୦ / 1900– –ସୂଚୀ / Index
ମୁକୁରMukur୧୯୦୬ / 1906– –ସୂଚୀ / Index
ସୁଧାSudha୧୯୦୬ / 1906ସୂଚନା-ନମୁନା / Notes-Previewଫାଇଲ / File (1 mb)
ପ୍ରଚାରPrachara୧୯୧୪ / 1914ସୂଚନା-ନମୁନା / Notes-Previewଫାଇଲ / File (1 mb)
ସତ୍ୟବାଦୀSatyabadi୧୯୧୫ / 1915– –ସୂଚୀ / Index
ପରିଚାରିକାParicharika୧୯୧୬ / 1916– –ସୂଚୀ / Index
ଶିକ୍ଷାଦର୍ପଣSiksadarpana୧୯୧୬ / 1916ସୂଚନା-ନମୁନା / Notes-Previewଫାଇଲ / File (8 mb)
ସମାଜମିତ୍ରSamajamitra୧୯୧୭ / 1917ସୂଚନା-ନମୁନା / Notes-Previewଫାଇଲ / File (1 mb)
ସାହିତ୍ୟ ସୋପାନSahitya Sopana୧୯୧୮ / 1918ସୂଚନା-ନମୁନା / Notes-Previewଫାଇଲ / File (5 mb)
ହୀରାଖଣ୍ଡHirakhanda୧୯୧୯ / 1919ସୂଚନା-ନମୁନା / Notes-Previewଫାଇଲ / File (13 mb)
ପଞ୍ଚାମୃତPanchamruta୧୯୨୦ / 1920– –ସୂଚୀ / Index
ସହକାରSahakar୧୯୨୦ / 1920– –ସୂଚୀ / Index
ବାଣୀBani୧୯୨୧ / 1921ସୂଚନା-ନମୁନା / Notes-Previewଫାଇଲ / File (1 mb)
ବାରୁଣୀBaruni୧୯୨୪ / 1924– –ସୂଚୀ / Index
ଆର୍ଯ୍ୟArjya୧୯୨୭ / 1927– –ସୂଚୀ / Index
ସମବାୟ ପ୍ରଭାSamabaya Prava୧୯୨୮ / 1928ସୂଚନା-ନମୁନା / Notes-Previewଫାଇଲ / File (3 mb)
ମୟୂରଭଞ୍ଜ ଗେଜେଟ୍Mayurbhanja Gejet୧୯୩୧ / 1931– –ସୂଚୀ / Index
ସମବାୟSamabaya୧୯୩୧ / 1931– –ସୂଚୀ / Index
ମୟୂରଭଞ୍ଜ କ୍ରୋନିକଲ୍Mayurbhanja Kronicle୧୯୩୧ / 1931– –ସୂଚୀ / Index
ଜହ୍ନମାମୁJanhamamu୧୯୩୨ / 1932– –ସୂଚୀ / Index
ପରମାର୍ଥୀParamarti୧୯୩୨ / 1932ସୂଚନା-ନମୁନା / Notes-Previewଫାଇଲ / File (18 mb)
ଉପହାରUpahara୧୯୩୩ / 1933– –ସୂଚୀ / Index
ରସଚକ୍ରRasachakra୧୯୩୩ / 1933– –ସୂଚୀ / Index
ଯୁଗବୀଣାJugabina୧୯୩୩ / 1933– –ସୂଚୀ / Index
ଶିଶିରSisira୧୯୩୩ / 1933ସୂଚନା-ନମୁନା / Notes-Previewଫାଇଲ / File (1 mb)
ପଲ୍ଲୀମଙ୍ଗଳPallimangala୧୯୩୩ / 1933ସୂଚନା-ନମୁନା / Notes-Previewଫାଇଲ / File (6 mb)
ଭଞ୍ଜପ୍ରଦୀପBhanjapradipa୧୯୩୪ / 1934– –ସୂଚୀ / Index
ନବଭାରତNababharata୧୯୩୪ / 1934– –ସୂଚୀ / Index
ଯୁବକJubaka୧୯୩୪ / 1934ସୂଚନା-ନମୁନା / Notes-Previewଫାଇଲ / File (8 mb)
ପ୍ରଗତିPragati୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (4 mb)
ନାୟକNayaka୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (14 mb)
ଆଧୁନିକAdhunika୧୯୩୬ / 1936ସୂଚନା-ନମୁନା / Notes-Previewଫାଇଲ / File (4 mb)
ଡଗରDagara୧୯୩୭ / 1937– –ସୂଚୀ / Index
କୃଷକKrusaka୧୯୩୮ / 1938ସୂଚନା-ନମୁନା / Notes-Previewଫାଇଲ / File (8 mb)
ଅନ୍ୱେଷଣAnwesana୧୯୩୯ / 1939ସୂଚନା-ନମୁନା / Notes-Previewଫାଇଲ / File (1 mb)
ଆରତୀArati୧୯୪୦ / 1940ସୂଚନା-ନମୁନା / Notes-Previewଫାଇଲ / File (18 mb)
ଜନ୍ମଭୂମିJanmabhumi୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (2 mb)
ବନବୀଣାBanabina୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (8 mb)
ଓଡ଼ିଶାOdisha୧୯୪୧ / 1941ସୂଚନା-ନମୁନା / Notes-Previewଫାଇଲ / File (9 mb)
ମଧୁକୋଷMadhukosa୧୯୪୨ / 1942ସୂଚନା-ନମୁନା / Notes-Previewଫାଇଲ / File (4 mb)
ରଶ୍ମିRasmi୧୯୪୨ / 1942ସୂଚନା-ନମୁନା / Notes-Previewଫାଇଲ / File (1 mb)
ପ୍ରଭାତPrabhata୧୯୪୪ / 1944ସୂଚନା-ନମୁନା / Notes-Previewଫାଇଲ / File (13 mb)
ଜାଗରଣJagarana୧୯୪୪ / 1944ସୂଚନା-ନମୁନା / Notes-Previewଫାଇଲ / File (7 mb)
ଶଙ୍ଖSankha୧୯୪୫ / 1945– –ସୂଚୀ / Index
କଳାହାଣ୍ଡି ପତ୍ରିକାKalahandi Patrika୧୯୪୫ / 1945ସୂଚନା-ନମୁନା / Notes-Previewଫାଇଲ / File (2 mb)
ଚତୁରଙ୍ଗChaturanga୧୯୪୬ / 1946– –ସୂଚୀ / Index
ମୁକ୍ତିଯୁଦ୍ଧMuktiyudha୧୯୪୬ / 1946ସୂଚନା-ନମୁନା / Notes-Previewଫାଇଲ / File (2 mb)
ବୀଣାBina୧୯୪୭ / 1947– –ସୂଚୀ / Index
କୁଙ୍କୁମKumkuma୧୯୪୮ /1948– –ସୂଚୀ / Index
ପୂର୍ଣ୍ଣିମାPurnima୧୯୪୮ / 1948ସୂଚନା-ନମୁନା / Notes-Previewଫାଇଲ / File (2 mb)
ସାଥୀSathi୧୯୪୮ / 1948ସୂଚନା-ନମୁନା / Notes-Previewଫାଇଲ / File (2 mb)
ଝଙ୍କାରJhankara୧୯୪୯ / 1949– –ସୂଚୀ / Index
ଭଦ୍ରଲୋକBhadraloka୧୯୪୯ / 1948ସୂଚନା-ନମୁନା / Notes-Previewଫାଇଲ / File (4 mb)
ମୋ ଦେଶMo Desa୧୯୫୦ / 1950ସୂଚନା-ନମୁନା / Notes-Previewଫାଇଲ / File (8 mb)
ପୌରୁଷPaurusa୧୯୬୭ / 1967– –ସୂଚୀ / Index
ସୁଚରିତାSucharita୧୯୭୫ / 1975– –ସୂଚୀ / Index
ନବଜୀବନNabajivan୧୯୫୬ / 1956– –ସୂଚୀ / Index
ସମାବେଶSamabesa୧୯୫୫ / 1955– –ସୂଚୀ / Index
ସମଦୃଷ୍ଟିSamadrusti୨୦୦୬ / 2006– –ସୂଚୀ / Index