ପତ୍ରିକା ସୂଚୀ

ଏହି ୱେବ୍‌ସ୍ଥଳୀରେ ରହିଥିବା ପତ୍ରିକାଗୁଡ଼ିକର ତାଲିକା ତଳ ସାରଣୀରେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।

ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ପତ୍ରିକାର ସ୍ୱତନ୍ତ୍ର ପୃଷ୍ଠା ଖୋଲିବ କିମ୍ବା ତାହାର ପିଡିଏଫ୍ ଫାଇଲ୍ ଡାଉନ୍‌ଲୋଡ୍ ହେବ। ‘ଉତ୍କଳ ସାହିତ୍ୟ’ ଭଳି ଅଧିକ ସଂଖ୍ୟା ଥିବା ପତ୍ରିକା ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ କ୍ଲିକ୍ କରି ଫାଇଲ୍‌ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରିହେବ।

ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍‌ର ଆକାର ସୂଚାଇ ଦିଆଯାଇଛି।

 

କ୍ରମ / Sl. ନାମ Title ଆରମ୍ଭ / Started ନମୁନା / Preview ଖୋଲନ୍ତୁ / Open
001 ପ୍ରବୋଧ ଚନ୍ଦ୍ରିକା Prabodha Chandrika ୧୮୫୬ / 1856 – – ସୂଚୀ / Index
002 ବିଦେଶୀ Bidesi ୧୮୭୩ / 1873 – – ସୂଚୀ / Index
003 ଉତ୍କଳ ଦର୍ପଣ Utkala Darpana ୧୮୭୩ / 1873 – – ସୂଚୀ / Index
004 ଉତ୍କଳ ମଧୁପ Utkaḷa Madhupa ୧୮୭୮/ 1878 – – ସୂଚୀ / Index
005 ସେବକ Sebaka ୧୮୮୩ / 1883 – – ସୂଚୀ / Index
006 ତାରକା Taraka ୧୮୮୩ / 1883 – – ସୂଚୀ / Index
007 ପ୍ରଦୀପ Pradipa ୧୮୮୫ / 1885 – – ସୂଚୀ / Index
008 ଶିକ୍ଷାବନ୍ଧୁ Siksabandhu ୧୮୮୫ / 1885 – – ସୂଚୀ / Index
009 ସଂସ୍କାରକ ଓ ସେବକ Samskaraka O Sebaka ୧୮୮୬ / 1886 – – ସୂଚୀ / Index
010 ତାରକା ଓ ଶୁଭବାର୍ତ୍ତା Taraka O Subhabarta ୧୮୮୭ / 1887 – – ସୂଚୀ / Index
011 ଉତ୍କଳପ୍ରଭା Utkalaprava ୧୮୯୦ / 1890 – – ସୂଚୀ / Index
012 ଆଶା Asha ୧୮୯୨ / 1892 – – ସୂଚୀ / Index
013 ଇନ୍ଦ୍ରଧନୁ Indradhanu ୧୮୯୩ / 1893 – – ସୂଚୀ / Index
014 ଉତ୍କଳ ସାହିତ୍ୟ Utkala Sahitya ୧୮୯୭ / 1897 – – ସୂଚୀ / Index
015 ଉତ୍କଳ ମଧୁପ Utkala Madhupa ୧୯୦୦ / 1900 – – ସୂଚୀ / Index
016 ମୁକୁର Mukur ୧୯୦୬ / 1906 – – ସୂଚୀ / Index
017 ସୁଧା Sudha ୧୯୦୬ / 1906 ସୂଚନା-ନମୁନା / Notes-Preview ଫାଇଲ / File (1 mb)
018 ପ୍ରଚାର Prachara ୧୯୧୪ / 1914 ସୂଚନା-ନମୁନା / Notes-Preview ଫାଇଲ / File (1 mb)
019 ସତ୍ୟବାଦୀ Satyabadi ୧୯୧୫ / 1915 – – ସୂଚୀ / Index
020 ପରିଚାରିକା Paricharika ୧୯୧୬ / 1916 – – ସୂଚୀ / Index
021 ଶିକ୍ଷାଦର୍ପଣ Siksadarpana ୧୯୧୬ / 1916 ସୂଚନା-ନମୁନା / Notes-Preview ଫାଇଲ / File (8 mb)
022 ସମାଜମିତ୍ର Samajamitra ୧୯୧୭ / 1917 ସୂଚନା-ନମୁନା / Notes-Preview ଫାଇଲ / File (1 mb)
023 ସାହିତ୍ୟ ସୋପାନ Sahitya Sopana ୧୯୧୮ / 1918 ସୂଚନା-ନମୁନା / Notes-Preview ଫାଇଲ / File (5 mb)
024 ହୀରାଖଣ୍ଡ Hirakhanda ୧୯୧୯ / 1919 ସୂଚନା-ନମୁନା / Notes-Preview ଫାଇଲ / File (13 mb)
025 ପଞ୍ଚାମୃତ Panchamruta ୧୯୨୦ / 1920 – – ସୂଚୀ / Index
026 ସହକାର Sahakar ୧୯୨୦ / 1920 – – ସୂଚୀ / Index
027 ବାଣୀ Bani ୧୯୨୧ / 1921 ସୂଚନା-ନମୁନା / Notes-Preview ଫାଇଲ / File (1 mb)
028 ବାରୁଣୀ Baruni ୧୯୨୪ / 1924 – – ସୂଚୀ / Index
029 ଆର୍ଯ୍ୟ Arjya ୧୯୨୭ / 1927 – – ସୂଚୀ / Index
030 ସମବାୟ ପ୍ରଭା Samabaya Prava ୧୯୨୮ / 1928 ସୂଚନା-ନମୁନା / Notes-Preview ଫାଇଲ / File (3 mb)
031 ମୟୂରଭଞ୍ଜ ଗେଜେଟ୍ Mayurbhanja Gejet ୧୯୩୧ / 1931 – – ସୂଚୀ / Index
032 ସମବାୟ Samabaya ୧୯୩୧ / 1931 – – ସୂଚୀ / Index
033 ମୟୂରଭଞ୍ଜ କ୍ରୋନିକଲ୍ Mayurbhanja Kronicle ୧୯୩୧ / 1931 – – ସୂଚୀ / Index
034 ଜହ୍ନମାମୁ Janhamamu ୧୯୩୨ / 1932 – – ସୂଚୀ / Index
035 ପରମାର୍ଥୀ Paramarti ୧୯୩୨ / 1932 ସୂଚନା-ନମୁନା / Notes-Preview ଫାଇଲ / File (18 mb)
036 ଉପହାର Upahara ୧୯୩୩ / 1933 – – ସୂଚୀ / Index
037 ରସଚକ୍ର Rasachakra ୧୯୩୩ / 1933 – – ସୂଚୀ / Index
038 ଯୁଗବୀଣା Jugabina ୧୯୩୩ / 1933 – – ସୂଚୀ / Index
039 ଶିଶିର Sisira ୧୯୩୩ / 1933 ସୂଚନା-ନମୁନା / Notes-Preview ଫାଇଲ / File (1 mb)
040 ପଲ୍ଲୀମଙ୍ଗଳ Pallimangala ୧୯୩୩ / 1933 ସୂଚନା-ନମୁନା / Notes-Preview ଫାଇଲ / File (6 mb)
041 ଭଞ୍ଜପ୍ରଦୀପ Bhanjapradipa ୧୯୩୪ / 1934 – – ସୂଚୀ / Index
042 ନବଭାରତ Nababharata ୧୯୩୪ / 1934 – – ସୂଚୀ / Index
043 ଯୁବକ Jubaka ୧୯୩୪ / 1934 ସୂଚନା-ନମୁନା / Notes-Preview ଫାଇଲ / File (8 mb)
044 ପ୍ରଗତି Pragati ୧୯୩୬ / 1936 ସୂଚନା-ନମୁନା / Notes-Preview ଫାଇଲ / File (4 mb)
045 ନାୟକ Nayaka ୧୯୩୬ / 1936 ସୂଚନା-ନମୁନା / Notes-Preview ଫାଇଲ / File (14 mb)
046 ଆଧୁନିକ Adhunika ୧୯୩୬ / 1936 ସୂଚନା-ନମୁନା / Notes-Preview ଫାଇଲ / File (4 mb)
047 ଡଗର Dagara ୧୯୩୭ / 1937 – – ସୂଚୀ / Index
048 କୃଷକ Krusaka ୧୯୩୮ / 1938 ସୂଚନା-ନମୁନା / Notes-Preview ଫାଇଲ / File (8 mb)
049 ଅନ୍ୱେଷଣ Anwesana ୧୯୩୯ / 1939 ସୂଚନା-ନମୁନା / Notes-Preview ଫାଇଲ / File (1 mb)
050 ଆରତୀ Arati ୧୯୪୦ / 1940 ସୂଚନା-ନମୁନା / Notes-Preview ଫାଇଲ / File (18 mb)
051 ଜନ୍ମଭୂମି Janmabhumi ୧୯୪୧ / 1941 ସୂଚନା-ନମୁନା / Notes-Preview ଫାଇଲ / File (2 mb)
052 ବନବୀଣା Banabina ୧୯୪୧ / 1941 ସୂଚନା-ନମୁନା / Notes-Preview ଫାଇଲ / File (8 mb)
053 ଓଡ଼ିଶା Odisha ୧୯୪୧ / 1941 ସୂଚନା-ନମୁନା / Notes-Preview ଫାଇଲ / File (9 mb)
054 ମଧୁକୋଷ Madhukosa ୧୯୪୨ / 1942 ସୂଚନା-ନମୁନା / Notes-Preview ଫାଇଲ / File (4 mb)
055 ରଶ୍ମି Rasmi ୧୯୪୨ / 1942 ସୂଚନା-ନମୁନା / Notes-Preview ଫାଇଲ / File (1 mb)
056 ପ୍ରଭାତ Prabhata ୧୯୪୪ / 1944 ସୂଚନା-ନମୁନା / Notes-Preview ଫାଇଲ / File (13 mb)
057 ଜାଗରଣ Jagarana ୧୯୪୪ / 1944 ସୂଚନା-ନମୁନା / Notes-Preview ଫାଇଲ / File (7 mb)
058 ଶଙ୍ଖ Sankha ୧୯୪୫ / 1945 – – ସୂଚୀ / Index
059 କଳାହାଣ୍ଡି ପତ୍ରିକା Kalahandi Patrika ୧୯୪୫ / 1945 ସୂଚନା-ନମୁନା / Notes-Preview ଫାଇଲ / File (2 mb)
060 ଚତୁରଙ୍ଗ Chaturanga ୧୯୪୬ / 1946 – – ସୂଚୀ / Index
061 ମୁକ୍ତିଯୁଦ୍ଧ Muktiyudha ୧୯୪୬ / 1946 ସୂଚନା-ନମୁନା / Notes-Preview ଫାଇଲ / File (2 mb)
062 ବୀଣା Bina ୧୯୪୭ / 1947 – – ସୂଚୀ / Index
063 କୁଙ୍କୁମ Kumkuma ୧୯୪୮ /1948 – – ସୂଚୀ / Index
064 ପୂର୍ଣ୍ଣିମା Purnima ୧୯୪୮ / 1948 ସୂଚନା-ନମୁନା / Notes-Preview ଫାଇଲ / File (2 mb)
065 ସାଥୀ Sathi ୧୯୪୮ / 1948 ସୂଚନା-ନମୁନା / Notes-Preview ଫାଇଲ / File (2 mb)
066 ଝଙ୍କାର Jhankara ୧୯୪୯ / 1949 – – ସୂଚୀ / Index
067 ଭଦ୍ରଲୋକ Bhadraloka ୧୯୪୯ / 1948 ସୂଚନା-ନମୁନା / Notes-Preview ଫାଇଲ / File (4 mb)
068 ମୋ ଦେଶ Mo Desa ୧୯୫୦ / 1950 ସୂଚନା-ନମୁନା / Notes-Preview ଫାଇଲ / File (8 mb)
069 ପୌରୁଷ Paurusa ୧୯୬୭ / 1967 – – ସୂଚୀ / Index
070 ସୁଚରିତା Sucharita ୧୯୭୫ / 1975 – – ସୂଚୀ / Index
071 ନବଜୀବନ Nabajivan ୧୯୫୬ / 1956 – – ସୂଚୀ / Index
072 ସମାବେଶ Samabesa ୧୯୫୫ / 1955 – – ସୂଚୀ / Index
073 ସମଦୃଷ୍ଟି Samadrusti ୨୦୦୬ / 2006 – – ସୂଚୀ / Index
074 ଏଷଣା Esana ୧୯୮୦ / 1980 – – ସୂଚୀ / Index
075 ଇସ୍ତାହାର / Istahar ଇସ୍ତାହାର Istahar ୧୯୭୪ / 1974 – – ସୂଚୀ / Index
076 ବିଜ୍ଞାନାଲୋକ Bigyanaloka ୧୯୭୯ / 1979 – – ସୂଚୀ / Index
077 ବିଜ୍ଞାନ ତରଙ୍ଗ Bigyan Tarang ୧୯୮୮ / 1988 – – ସୂଚୀ / Index
078 ଭୂମିକା Bhumika – – ଫାଇଲ / File
079 ଚନ୍ଦ୍ରିକା Chandrika ୧୯୫୩/1953 – – ସୂଚୀ / Index
080 ଶୁଭଶଙ୍ଖ Subhasankha ୧୯୫୩/1953 – – ସୂଚୀ / Index
081 ଖାରବେଳ Kharabela ୧୯୮୪/1984 – – ସୂଚୀ / Index
082 ମୀନାବଜାର Minabajar ୧୯୬୦/1960 – – ସୂଚୀ / Index
083 କଳନା Kalana ୧୯୬୪/1964 – – ସୂଚୀ / Index
084 ପ୍ରାଚୀ, ଦି Prachi, The ୧୯୩୧/1931 – – ଫାଇଲ / File
085 ବନଫୁଲ Banaphula ୧୯୩୭/1937 – – ଫାଇଲ / File
086 ଶେଫାଳି Sephali ୧୯୪୪/1944 – – ଫାଇଲ / File
087 ଶତାବ୍ଦୀ Satabdi ୧୯୪୮/1948 – – ଫାଇଲ / File
088 ଚିତ୍ରଲେଖା Chitralekha ୧୯୫୧/1951 – – ଫାଇଲ / File
089 ଭୁବନେଶ୍ୱର ରିଭିଉ (ଇଂ) Bhubaneswar Review ୧୯୬୮/1968 – – ଫାଇଲ / File
090 ଶିଶୁସମ୍ପଦ Sisu Sampada ୧୯୭୦/1970 – – ଫାଇଲ / File
091 ପ୍ରାଚୀନ Prachina ୧୯୮୧/1981 – – ଫାଇଲ / File
092 ଶ୍ରମିକ Sramika ୧୯୫୧/1951 – – ଫାଇଲ / File
093 ଶାରଦା Sarada ୧୯୫୪/1954 – – ଫାଇଲ / File
094 ଟୁଆଁଟୁଇଁ TuanTuin ୧୯୫୭/1957 – – ଫାଇଲ / File
095 ନିଆଁଖୁଣ୍ଟା Niankhunta ୧୯୩୮ / 1938 – – ସୂଚୀ / Index
096 ନୀଳାଚଳ ମାଧୁରୀ Nilachal Madhuri ୧୯୫୬ / 1956 – – ସୂଚୀ / Index
096 ନବପତ୍ର Nabapatra ୧୯୬୨ / 1962 – – ସୂଚୀ / Index
097 ମଣିଷର ବାର୍ତ୍ତାବହ ସ୍ୱାଭିମାନ Manisara Bartabaha Swabhiman ୧୯୯୮ / 1998 – – ସୂଚୀ / Index
098 ଗଣିତ ବିଚିତ୍ରା Ganita Bichitra ୧୯୮୪ / 1984 – – ସୂଚୀ / Index
099 ନବରବି Nabarabi ୧୯୭୦ / 1970 – – ସୂଚୀ / Index
100 ମାନସ Manas ୧୯୭୨ / 1972 – – ସୂଚୀ / Index
101 ଦିଗନ୍ତ Diganta ୧୯୫୯ / 1959 – – ସୂଚୀ / Index
102 ଗଡ଼ଜାତବାସିନୀ Gadajatbasini ୧୯୦୩ / 1903 – – ଫାଇଲ / File
103 ରେଭେନ୍ସାଭିଆନ୍ The Ravenshavian ୧୯୧୭ / 1917 – – ସୂଚୀ / Index
104 ବିଜ୍ଞାନ ମଧୁପ Bigyana Madhupa ୧୯୭୭ / 1977 – – ସୂଚୀ / Index
105 ଲୁବ୍‌ଧକ Lubdhaka ୧୯୯୪ / 1994 – – ସୂଚୀ / Index
106 ବିଜ୍ଞାନ ସୌରଭ Bigyana Sourava ୧୯୯୫ / 1995 – – ସୂଚୀ / Index
107 ପରଖ Parakha ୨୦୦୦ / 2000 – – ସୂଚୀ / Index
108 ଆମ ଜ୍ଞାନବିଜ୍ଞାନ Ama Gyanbigyana ୨୦୦୧
2001
– – ସୂଚୀ / Index
109 ଆଜିର ବିଜ୍ଞାନ Ajira Bigyana ୧୯୮୦
1980
– – ସୂଚୀ / Index
110 ଆମର ସ୍ୱାସ୍ଥ୍ୟ Amara Swasthya ୧୯୫୭
1957
– – ସୂଚୀ / Index
111 ବିଜ୍ଞାନ ଓ ପରିବେଶ ବାର୍ତ୍ତା Bigyana o Paribesa Barta ୧୯୯୩
1993
– – ସୂଚୀ / Index
112 ବିଜ୍ଞାନ ସାରଥୀ Bigyana Sarathi ୧୯୮୦
1980
– – ସୂଚୀ / Index
113 ବିଜ୍ଞାନ ପ୍ରଭା Bigyana Prabha ୧୯୭୩
1973
– – ସୂଚୀ / Index
114 ବିକଳ୍ପ ବିଚାର Bikalpa Bichar ୧୯୯୨
1992
– – ସୂଚୀ / Index
115 ବସୁନ୍ଧରା Basundhara ୧୯୮୧
1981
– – ସୂଚୀ / Index
116 ପ୍ରତୀଚୀ Pratichi ୧୯୮୦
1980
– – ସୂଚୀ / Index
117 ସଂବର୍ତ୍ତକ Sambartaka ୧୯୮୨
1982
– – ସୂଚୀ / Index
118 ସ୍ୟମନ୍ତକ Syamantaka ୧୯୮୯
1989
– – ସୂଚୀ / Index
119 ସମତା Samata ୧୯୭୨
1972
– – ସୂଚୀ / Index
120 ଭୁବନେଶ୍ୱର ରିଭିଉ Bhubaneswar Review ୧୯୬୨
1962
– – ସୂଚୀ / Index
121 ଚିତ୍ରା Chitra ୧୯୯୫
1995
– – ସୂଚୀ / Index
122 ପ୍ରଜ୍ଞା Prajna ୧୯୬୦
1960
– – ସୂଚୀ / Index
123 ପ୍ରୟାସ Prajyas – – ସୂଚୀ / Index
124 ଶ୍ରୀ Shree ୨୦୧୦
2010
– – ସୂଚୀ / Index
125 ସୁବର୍ଣ୍ଣରେଖା Subarnarekha ୨୦୦୧
2001
– – ସୂଚୀ / Index
126 ଚେର Chera ୨୦୧୫
2015
– – ସୂଚୀ / Index
127 ଅନ୍ୱେଷା Anwesha ୧୯୯୮
1998
– – ସୂଚୀ / Index
128 ଦି ମହାନଦୀ ରିଭିଉ The Mahanadi Review ୧୯୭୮
1978
– – ସୂଚୀ / Index
129 ମୂଲ୍ୟାୟନ Mulyayan ୧୯୯୮
1998
– – ସୂଚୀ / Index